Below header

ଲଗାତାର ୧୦ ବର୍ଷ ଧରି ଫାଷ୍ଟଫୁଡ୍‌ ଖାଉଥିଲେ ଏହି ବାଳକ, ହରାଇ ବସିଲେ ଆଖିର ଉଜ୍ଜ୍ୱଳତା, ଡାକ୍ତର କହିଲେ ଏମିତି

ଆଜିର ସମୟରେ ସମସ୍ତଙ୍କୁ ଜଙ୍କଫୁଡ୍‌ ଖାଇବାକୁ ଭଲ ଲାଗିଥାଏ। ଏ ପଯ୍ୟର୍ନ୍ତ ଆପଣ ଜାଣିଥିଲେ, ଅଧିକ ଜଙ୍କଫୁଡ୍‌ ଖାଇଲେ ଓଜନ ବଢ଼ିଥାଏ ଏବଂ ଅନେକ ରୋଗ ସୃଷ୍ଟି ହୋଇଥାଏ। କିନ୍ତୁ ଏବେ ଏବେ ଏକ ଖବର ସାମ୍ନାକୁ ଆସିଛି, ଯାହାକି ଆପଣଙ୍କୁ ଚକିତ କରିଦେବ। କଥାଟି ହେଲା, ଜଙ୍କଫୁଡ୍‌ ଖାଉଥିବା ଜଣେ ୧୭…

ଗଛରୁ ପ୍ରକଟ ହୋଇଥିଲେ ବାଳକ ରୂପୀ ଏହି ହନୁମାନ, ଧୀରେ ଧୀରେ ବଢ଼ୁଛି ମୂର୍ତ୍ତିର ଆକାର

ହନୁମାନଙ୍କୁ କଳିଯୁଗର ଦେବତା ବୋଲି କୁହାଯାଏ। ବିଶ୍ୱାସ ରହିଛି, କଳିଯୁଗରେ ସମସ୍ତ ପାପକୁ ନାଶ କରିବା ପାଇଁ ଏବଂ ଜୀବନର କଠିନ ପରିସ୍ଥିତିକୁ ଦୂର କରିବା ପାଇଁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା କଲ୍ୟାଣକାରୀ ହୋଇଥାଏ। ଦେଶରେ ଅନେକ ହନୁମାନ ମନ୍ଦିର ରହିଛି, ଯାହା ଭକ୍ତଙ୍କ ଆଶା ଓ ବିଶ୍ୱାସର…

ମା’ ଦୁର୍ଗାଙ୍କର ଏହି ମନ୍ଦିର, ଯେଉଁଠି ଏକାଠି ଦର୍ଶନ କରନ୍ତିନି ସ୍ୱାମୀସ୍ତ୍ରୀ, ପୂଜା ପୂର୍ବରୁ ହୋଇଯାଆନ୍ତି ଅଲଗା

ଭାରତରେ ଅନେକ ମନ୍ଦିର ରହିଛି, ଯେଉଁଠି ଅଜବ ପରମ୍ପରା ସବୁ ପ୍ରଚଳିତ। ଏମିତି ଏକ ମନ୍ଦିର ରହିଛି ଶିମଲାର ରାମପୁର ସହରରେ, ଯେଉଁଠି ସ୍ୱାମୀସ୍ତ୍ରୀ ଏକ ସାଥୀରେ ଭଗବାନଙ୍କୁ ଦର୍ଶନ କରିପାରିବେ ନାହିଁ। ଏବେ ଆପଣ ଭାବୁଥିବେ କାହିଁକି ଏମିତି ହୋଇଛି ? ଆପଣଙ୍କୁ କହି ରଖୁଛୁ କି, ଏହି ମନ୍ଦିର…

ଦେଖନ୍ତୁ ତ କିଭଳି ଦେଖାଯାଉଛି ଏହି ଅଦ୍ଭୁତ ଯାନ, ବାଇକ୍‌, ଉଡ଼ାଜାହାଜ ଓ ଜାହାଜର ‘ଥ୍ରୀ ଇନ୍‌ ଓ୍ଵାନ୍‌’

ଦିନ ଥିଲା, ଯେବେ ମଣିଷ ଭାବୁଥିଲା, ଏମିତି ଏକ ଯାନ ତିଆରି ହେଉ, ଯାହା ଜଳ, ସ୍ଥଳ ଏବଂ ବାୟୁରେ ଚାଲିପାରିବ। ଏହାପରେ ଆବିଷ୍କାର ହୋଇଥିଲା ସି-ପ୍ଲେନ୍‌। ସି-ପ୍ଲେନ୍‌ ପାଣି, ପବନ ଏବଂ ସଡ଼କ, ଏହି ତିନୋଟି ପୃଷ୍ଠ ଉପରେ ଚାଲିପାରୁଥିଲା। ଏବେ ବ୍ରିଟେନ ପୋଲିସ ଏମିତି ଏକ ଯାନର ଫଟୋକୁ ସୋସିଆଲ…

ନିଜ ନୂଆ ଘରର କବାଟ ଖୋଲୁ ଖୋଲୁ ଭୋ ଭୋ ହୋଇ କାନ୍ଦି ଉଠିଲେ ମାଲିକ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବଡ଼ ଅଜବ ଏ ଦୁନିଆ। କେଉଁଠି ନା କେଉଁଠି ପ୍ରତିଦିନ ଅଜବ ଘଟଣା ସବୁ ଘଟିଯାଉଛି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକି ଆଶ୍ଚର୍ଯ୍ୟ କରିଦେବ। କଥାଟି ହେଲା, ଓ୍ଵାସିଙ୍ଗଟନର ଏକ ପରିବାର ନିଜ ନୂଆ ଘରକୁ ସିପ୍ଟ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ଗାଈ ସେଠାରେ…

ମଝି ରାତିରେ ଭୂତପ୍ରେତ କରୁଛନ୍ତି ଅଜବ କାରନାମା, ମହାରାଷ୍ଟ୍ରର ଏହି ଘର ଉପରକୁ ହେଉଛି ପଥରମାଡ଼

ମହାରାଷ୍ଟ୍ରର ଗଡ଼ଚିରୌଲୀରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାକାର ସହର ‘ଆରମୋରୀ’ର ଆଜାଦଚୌକ ନିବାସୀଙ୍କ କହିବା ଅନୁସାରେ, ଏହି ସହରରେ ଭୂତପ୍ରେତ ଘୂରି ବୁଲୁଛନ୍ତି। ଏଠାରେ ଥିବା ଘରଗୁଡ଼ିକ ଉପରକୁ କେହି ଘନ ଅନ୍ଧାର ରାତିରେ ପଥର ଫିଙ୍ଗି ଚାଲିଯାଉଛି। ସବୁଠାରୁ ଆଶ୍ଚଯ୍ୟର୍ର କଥା…

ଏ କି ଅଜବ କୁକୁର: ଅଚାନକ୍‌ ହଜିଗଲା ଜେଜେ ମା’ଙ୍କ ନକଲି ଦାନ୍ତ, ‘ଲୁନା’ ପାଟିରୁ ଖୋଜି ପାଇଲେ ପରିବାର ଲୋକେ

ବ୍ରାଜିଲରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଆନ୍ନା କରୋଲିନା ଲିମା ନାମ୍ନୀ ଜଣେ ମହିଳା ଏକ କୁକୁର ରଖିଥିଲେ, ଯାହାକୁ ସେ ଗେହ୍ଲାରେ ଡାକୁଥିଲେ ‘ଲୁନା’। ଦିନେ ଆନ୍ନା ନିଜ ଜେଜେ ମା’ଙ୍କୁ ଭେଟିବାକୁ ଯାଇଥିଲେ ଏବଂ ସାଥୀରେ ଲୁନାକୁ ବି ନେଇଯାଇଥିଲେ।…

ଦୁନିଆର ପ୍ରଥମ ୧୧୫ ଫୁଟ ଉଚ୍ଚ ‘ସ୍କାଏ ପୁଲ’, ଦୁଇ ଅଟ୍ଟାଳିକା ମଝିରେ ପବନରେ ପହଁରିବେ ଲୋକେ

ବ୍ରିଟେନରେ ଦୁଇ ଅଟ୍ଟାଳିକା ମଝିରେ ତିଆରି ହେଉଥିବା ସ୍କାଏ ପୁଲକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। ଏହି ସ୍କାଏ ପୁଲକୁ ଗଗନଚୁମ୍ବି ଅଟ୍ଟାଳିକା ସହିତ ଯୋଡ଼ାଯାଇଛି, ଯାହାକି ଟ୍ରାନ୍ସପରେଣ୍ଟ ରହିଛି। ଏହା ଦୁନିଆର ପ୍ରଥମ ସ୍କାଏ ପୁଲ ହେବ, ଯାହା ପବନରେ ୧୧୫ ଫୁଟ ଉଚ୍ଚରେ…

ରାଜସ୍ଥାନରେ ରହିଛି ୧୦୦୦ ବର୍ଷର ଏହି ପ୍ରାଚୀନ ମନ୍ଦିର, ଯେଉଁଠି ପୂଜାର୍ଚ୍ଚନା ପାଇଁ ବର୍ଷେ ଆଗରୁ କରିବାକୁ ପଡ଼ିଥାଏ…

ରାଜସ୍ଥାନର ବାଂସଓ୍ଵାଡା ଜିଲାର ତରଓ୍ଵାରାଠାରେ ରହିଛି ଏକ ପ୍ରାଚୀନ ମନ୍ଦିର, ଯେଉଁଠି ପୂଜା ପାଉଛନ୍ତି ଶ୍ରୀ ସିଦ୍ଧି ବିନାୟକ। ମନ୍ଦିରର ସ୍ୱତନ୍ତ୍ରତା ହେଉଛି ଏଠାକାର ୨୮୨ଟି ସ୍ୱର୍ଣ୍ଣ ଶିଖର। ଏକାଦଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ଭଳି ଶ୍ରୀଗଣେଶଙ୍କ ଜନ୍ମ ଉତ୍ସବ…

ଏକଲାପଣ ଦୂର କରିବ ଏହି ନକଲି ବୟଫ୍ରେଣ୍ଡ, ଆଲିଙ୍ଗନ କରିବା ମାତ୍ରେ ବାଜିଉଠିବ ମ୍ୟୁଜିକ୍‌, ଜାଣନ୍ତୁ କେଉଁ ଦେଶ…

ଜାପାନର ଏକ ଭିଡିଓ ଗେମ୍‌ କମ୍ପାନୀ ଲେବଲ-୫, ଓତୋମେ ୟୁଶା ସହ ମିଶି ଏକ ନକଲି ବୟଫ୍ରେଣ୍ଡ ତିଆରି କରିଛି। ଯୁବତୀ ଏବଂ ମହିଳାମାନେ ଏହାକୁ ଆଲିଙ୍ଗନ କରି ନିଜ ବିଷାଦ ବା ଚାପ ଦୂର କରିପାରିବେ। ସେମାନେ ଏହି ନକଲି ବୟଫ୍ରେଣ୍ଡକୁ କେଉଁଠିକୁ ବି ନେଇଯାଇ ପାରିବେ। ଯେମିତି କି ରେଷ୍ଟୁରାଣ୍ଟ,…

କମାଲ କଲା ୫ ଇଞ୍ଚର ବୁଢ଼ା ଆଙ୍ଗୁଠି, ଟିକ୍‌ଟକର ଷ୍ଟାର୍‌ ବନିଗଲେ ଏହି ବାଳକ, ଭିଡିଓ ଦେଖି ଲୋକେ କହିଲେ ଏଲିୟନ୍‌

ଟିକଟକ୍‌ ପୁଣି ଜଣେ ଷ୍ଟାର ଆମକୁ ଦେଇଛି। ମୈସାଚୁସେଟ୍ସ ୱେଷ୍ଟପୋର୍ଟର ଜଣେ ଛାତ୍ରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବାର କାରଣ ସିଙ୍ଗିଙ୍ଗ୍‌ କିମ୍ବା ଆକ୍ଟିଙ୍ଗ୍‌ ନୁହେଁ, ବରଂ ତାଙ୍କ ୫ ଇଞ୍ଚର ବୁଢ଼ା ଆଙ୍ଗୁଠି, ଯାହାକୁ ଛାତ୍ର ଜଣକ…

ଷ୍ଟେଜ୍‌ରେ ପରଫରମାନ୍ସ କରୁଥିଲେ ପପ୍‌ ସିଙ୍ଗର, ହଠାତ୍‌ ଘଟିଲା ଏମିତି କିଛି, ଚାଲିଗଲା ଷ୍ଟାରଙ୍କ ଜୀବନ

ସିଙ୍ଗର ହୁଅନ୍ତୁ କି ଆକ୍ଟର, ସମସ୍ତେ କୌଣସି ଖାସ୍‌ ଉତ୍ସବ କିମ୍ବା ନିଜର ପ୍ରୋଜେକ୍ଟକୁ ପ୍ରମୋଟ କରିବା ପାଇଁ ଷ୍ଟେଜରେ ପରଫରମାନ୍ସ କରିଥାଆନ୍ତି। ଷ୍ଟେଜକୁ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ବିଭିନ୍ନ ପ୍ରକାରର ଷ୍ଟାଇଲିଶ୍‌ ଡିଜାଇନ୍‌ ଏବଂ ଆତସବାଜି ଫୁଟାଯାଇଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି…