Below header

ଚିନ୍ତା ବଢ଼ାଉଛି ଛାତ୍ରଙ୍କ ‘ଷ୍ଟାଇଲିଶ୍‌ ହେୟାରଷ୍ଟାଇଲ’, ସ୍କୁଲ ତରଫରୁ ବାରିକଙ୍କୁ ନୋଟିସ୍‌ ଜାରି

ଛାତ୍ରଙ୍କ ଷ୍ଟାଇଲିଶ୍‌ ହେୟାରଷ୍ଟାଇଲକୁ ନେଇ ଚିନ୍ତିତ ପଶ୍ଚିମବଙ୍ଗର ଦୁଇଟି ସ୍କୁଲ। ଏଥିପାଇଁ ସ୍କୁଲ ତରଫରୁ ଆରମ୍ଭ ହୋଇଛି ହେୟାର ଡ୍ରେସରଙ୍କ ସହିତ ଏକ ଅଭିଯାନ, ଯାହାକି ବାରିକମାନଙ୍କୁ ଚେତାବନୀ ଦେବା ସହ ନୋଟିସ୍‌ ଜାରି କରୁଛି। ପୂର୍ବ ମେଦିନାପୁରସ୍ଥିତ ନୟାପୁତ ସୁଧୀର କୁମାର ହାଇସ୍କୁଲ…

ମହଙ୍ଗା କ୍ୟାମେରା ଛାଡ଼ନ୍ତୁ, ଆପଣଙ୍କ ମୋବାଇଲ୍‌ ଫୋନରୁ ହିଁ ଶିଖନ୍ତୁ ‘ଫଟୋଗ୍ରାଫି କଳା’

କିଛି ଲୋକ ‘ଫଟୋଗ୍ରାଫି’ ମାମଲାରେ ଏତେ ଉସ୍ତାଦ ଥାଆନ୍ତି ଯେ ଭଲ ଫଟୋ ନେବା ପାଇଁ ସେମାନଙ୍କୁ କୌଣସି ମହଙ୍ଗା ଡିଜିଟାଲ କ୍ୟାମେରା କିମ୍ବା ଟପ୍‌ କ୍ଲାସ୍‌ ଲେନ୍ସ ଥିବା କ୍ୟାମେରାର ଆବଶ୍ୟକତା ପଡ଼େ ନାହିଁ। ଛୋଟ ସ୍ମାର୍ଟ ଫୋନରୁ ହିଁ ସେମାନେ ଆକର୍ଷଣୀୟ ଫଟୋ ନେବାରେ ବେଶ୍‌ ମାହିର…

ମହିଳା ଘରର କାନ୍ଥରେ ବନାଇଲେ ‘ଇମୋଜି’, ପଡ଼ୋଶୀ କହିଲେ, ‘ମୋତେ ଚିଡ଼ାଇବାକୁ ଏମିତି କରାଯାଇଛି’

ଆମେରିକାର କାଲିଫର୍ଣ୍ଣିଆରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ପଡ଼ୋଶୀଙ୍କୁ ଖୁସି କରିବା ପାଇଁ ଘରର କାନ୍ଥରେ ଭିନ୍ନ ଭିନ୍ନ ପ୍ରକାର ସ୍ମାଇଲି ଇମୋଜି ପେଣ୍ଟ କରାଇଛନ୍ତି। କିନ୍ତୁ ଏବେ ଏହି କାରଣରୁ ତାଙ୍କର ପଡ଼ୋଶୀମାନଙ୍କ ସହିତ ବିବାଦ ହୋଇଯାଇଛି। କୈଥ୍‌ରିନ୍‌…

ଚଟ୍‌ପଟା ସ୍ୱାଦରେ ଭରପୂର ‘ପିଆଜ ଶିମଲା ଲିଙ୍କା’ ତରକାରୀ

ଗାଜର ଶିମଲା ଲଙ୍କା, ଆଳୁ ଶିିମଲା ଲଙ୍କା, ସ୍ୱିଟ୍‌ କର୍ଣ୍ଣ ଶିମଲା ଲଙ୍କା ଏବଂ ଭରଓ୍ଵା ଶିମଲା ଲଙ୍କାର ସବଜି ବା ତରକାରୀ ଆପଣ ଅନେକ ବାର ଖାଇଥିବେ। ହେଲେ ଆଜି ଆମେ ଯାହା ଆପଣଙ୍କୁ ବତାଇବାକୁ ଯାଉଛୁ, ତାହା ବନାଇବା ବହୁତ ସହଜ ଅଟେ। ଯଦି ଆପଣ କେବେ ଏହାକୁ ପ୍ରସ୍ତୁତ କରିନାହାନ୍ତି, ତା’ହେଲେ…

ଟାଇଗର ଶ୍ରଫଙ୍କ ଏହି ଭିଡିଓକୁ ଦେଖିସାରିଲେଣି ୧୩ ଲକ୍ଷରୁ ଅଧିକ ଭ୍ୟୁୟର, ଶିଳ୍ପା କହିଲେ, ‘ବାପ୍‌ ରେ!’

ହିନ୍ଦୀ ସିନେମା ଜଗତରେ ଏମିତି ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ନିଜ ଫିଟନେସ୍‌କୁ ନେଇ ବହୁତ ଗମ୍ଭୀର ଥାଆନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅଭିନେତା ହେଉଛନ୍ତି ଟାଇଗର ଶ୍ରଫ୍‌। ଏବେ ଏବେ ଟାଇଗରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ୨୦୦ କିଲୋଗ୍ରାମର…

ଏହି ସହଜ ଉପାୟ ଆପଣାଇ ଆପଣ ବି ହୋଇପାରିବେ ମାଲାମାଲ, କେବେ ରହିବନି ପଇସାର ଅଭାବ

ଯଦି ରୋଜଗାର କମ୍‌ ଏବଂ ଖର୍ଚ୍ଚ ଅଧିକ ରହିଛି, ତା’ହେଲେ ମାସ ଶେଷରେ ଉଧାର ନେବାର ସମୟ ଆସିଯାଇଥାଏ। ତେଣୁ ଏବେଠୁ ଆପଣ ଆପଣଙ୍କ ଖର୍ଚ୍ଚର ଯାଞ୍ଚ କରିବା ଆରମ୍ଭ କରିଦିଅନ୍ତୁ। ଏଥିପାଇଁ ଖର୍ଚ୍ଚକୁ ଦୁଇ ଭାଗରେ ବାଣ୍ଟି ଦିଅନ୍ତୁ। ପ୍ରଥମତଃ, ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ, ଦ୍ୱିତୀୟରେ…

ଏକୁଟିଆ ରହୁଥିବା ଲୋକ ହୋଇପାରନ୍ତି ‘ଚାଲାଖ’

ଏକୁଟିଆ ରହୁଥିବା ଲୋକ କିମ୍ବା ସୋସିଆଲ ମିଡିଆରେ କମ୍‌ ସମୟ ବିତାଉଥିବା ଲୋକ ସମସ୍ତଙ୍କୁ ବହୁତ ବୋରିଙ୍ଗ୍‌ ଲାଗିଥାଆନ୍ତି। କିନ୍ତୁ ଏହା ଜାଣି ଆପଣ ଆଶ୍ଚଯ୍ୟର୍ ହେବେ ଯେ ଏମାନେ ଆଦୌ ବୋରିଙ୍ଗ୍‌ ନୁହନ୍ତି, ବରଂ ଏମାନେ ଥାଆନ୍ତି ସବୁଠାରୁ ଚାଲାଖ୍‌। ଏ କଥା ଆମେ କହୁନୁ, ଏକ ଗବେଷଣାରୁ ଏହା…

ମଣିଷ ଶରୀରରେ ମଧ୍ୟ ଲାଗିପାରିବ ‘ଘୁଷୁରୀ ହୃତ୍‌ପିଣ୍ଡ’, ଆପଣ ବି ଜାଣି ଆଶ୍ଚର୍ଯ୍ୟ ହେବେ

ବ୍ରିଟେନର ଜଣେ ଖ୍ୟାତନାମା ଡାକ୍ତର ଦାବି କରିଛନ୍ତି ଯେ ମାତ୍ର ୩ ବର୍ଷ ମଧ୍ୟରେ ଘୁଷୁରୀର ହୃତ୍‌ପିଣ୍ଡ ମଣିଷ ଶରୀରରେ ପ୍ରତ୍ୟାରୋପଣ କରିବା ସମ୍ଭବ ହୋଇପାରିବ। ଡାକ୍ତର ସର୍‌ ଟେରେନ୍ସ ଇଂଲିଶଙ୍କ କହିବାନୁଯାୟୀ, ଘୁଷୁରୀର ହୃତପିଣ୍ଡ ପୂର୍ବରୁ ପ୍ରଥମେ ତା’ର କିଡ୍‌ନୀ ମଣିଷଠାରେ…

କିପରି ଜାଣିବେ ଆପଣଙ୍କ ଫୋନ୍‌ ‘ମେମୋରି କାର୍ଡ’ ଅସଲି ନା ନକଲି, ଚୁଟ୍‌କିରେ ଜାଣନ୍ତୁ ଉପାୟ

ଆଜିକାଲି ସ୍ମାର୍ଟ ଫୋନରେ ୫୧୨ ଜିବି ପଯ୍ୟର୍ନ୍ତ ଇନ୍‌-ବିଲ୍ଟ ମେମୋରି(ଷ୍ଟୋରେଜ୍‌) ମିଳୁଛି। କିନ୍ତୁ ବଜେଟ୍‌ ଫୋନରେ ଷ୍ଟୋରେଜ୍‌ କମ୍‌ ରହୁଛି। ଏମିତିରେ ଲୋକେ ନିଜ ସୁବିଧା ଅନୁସାରେ ସ୍ମାର୍ଟ ଫୋନରେ ମୋମୋରି କାର୍ଡ କିମ୍ବା ଏସ୍‌ଡି କାର୍ଡ(ସିକ୍ୟୋର୍‌ ଡିଜିଟାଲ କାର୍ଡ) ବ୍ୟବହାର…

ବୟସ ୬୦, ନିଶା ତାଙ୍କର ଅଜବ: ପୁରୁଣା ରେଡିଓ ସାଇତିବା ଓ ସଜାଡ଼ିବାରେ ତାଙ୍କୁ ମିଳୁଛି ଗଭୀର ଆତ୍ମସନ୍ତୋଷ

ଆଜିର ଟେକ୍ନୋଲୋଜି ଯୁଗରେ ମଣିଷ ଯେତେ ଆଗକୁ ଗଲେ ବି ନିଜର ଚିରାଚରିତ ଜୀବନଶୈଳୀଠାରୁ ଅଲଗା ହୋଇପାରେ ନାହିଁ। ଆଧୁନିକତା ଭିତରେ ବି ଲୁଚିରହିଥାଏ ବାସ୍ତବତା। ଆଜି ଆମେ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ କାହାଣୀ କହିବାକୁ ଯାଉଛୁ, ଯିଏ କି ବର୍ଷ ବର୍ଷର ପୁରୁଣା ରେଡିଓ ଓ ଗ୍ରାମଫୋନ୍‌ ରେକର୍ଡସ୍‌କୁ…

ସୈଫଙ୍କୁ ‘ବାର୍ଥ ଡେ’ ଓ୍ଵିସ୍‌ କଲେ ସାରା, ୟୁଜର କହିଲେ, ‘ଆପଣଙ୍କ ବାପା ଦୁନିଆକୁ ଶେଷ କରିଦେଇଛନ୍ତି’

କେବଳ ଦୁଇଟି ଫିଲ୍ମ ଜରିଆରେ ସମସ୍ତଙ୍କ ହୃଦୟରେ ରାଜ୍‌ କରୁଥିବା ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାଆନ୍ତି। ସବୁବେଳେ ସେ ନିଜ ଫ୍ୟାନ୍ସଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିବାରେ ଲାଗିଥାଆନ୍ତି। ଏହିଭଳି ଭାବେ ସାରା ଅଗଷ୍ଟ ୧୬ତାରିଖରେ ବାପା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ…

‘ଲବଙ୍ଗ’ ଦ୍ୱାରା ଫେରିଆସିବ ଘରର ଖୁସି, ଥରେ ଆପଣ ଚେଷ୍ଟା କରନ୍ତୁ

ଘରେ ପୂଜାପାଠ ସହ ଅନ୍ୟାନ୍ୟ କାମରେ ଆମେ ଲବଙ୍ଗ ବ୍ୟବହାର କରିଥାଉ। ଏହା ମଧ୍ୟ ଘରୁ ନକରାତ୍ମକ ଶକ୍ତି ଦୂରେଇ ଦେବାରେ ସାହାଯ୍ୟ କରିଥାଏ ବୋଲି ଏକ ବିଶ୍ୱାସ ରହିଛି। କେବଳ ଏତିକି ନୁହେଁ, ଏଥରୁ ଆମକୁ ଅନେକ ପ୍ରକାର ଲାଭ ମିଳିଥାଏ। ଏ ବିଷୟରେ ଶାସ୍ତ୍ରରେ ବି ଉଲ୍ଲେଖ ରହିଛି। ତେବେ ଆମେ ଏଥର…