ଥାନାରେ ଡ୍ୟାନ୍ସ କରି ମହିଳା ପୋଲିସ କର୍ମଚାରୀ କଲେ ‘ଟିକ୍ ଟକ୍’ ଭିଡିଓ, ଭାଇରାଲ ହେବା ପରେ ହେଲେ ସସପେଣ୍ଡ

ଟିକ୍ ଟକ୍ ଏବଂ ପବଜୀ ଆପ୍ ପଛରେ ଭାରତୀୟ ୟୁଜର୍ସ ପାଗଳ ହେଉଛନ୍ତି। ଟିକ୍ ଟକ୍ କରିବା ସଉକରେ ଲୋକେ ନିଜ ଜୀବନ ବି ଦେଇ ଦେଉଛନ୍ତି। ସେହିପରି ପବଜୀ ଚକ୍କରରେ ମଧ୍ୟ ଘରୁ ଖସି ଆସି ଚୋରି କରୁଛନ୍ତି। ଏବେ ଜଣେ ମହିଳା ପୋଲିସ କର୍ମଚାରୀ ଥାନାରେ ଟିକ୍ ଟକ ଭିଡିଓ କରିବା ଅଭିଯୋଗରେ ସସପେଣ୍ଡ…

ରେଲୱେ ଟିକେଟ ବୁକ କରିବା ପାଇଁ ଆଉ ଲାଇନରେ ଛିଡ଼ା ହେବାକୁ ପଡ଼ିବନି, ମୋବାଇଲରେ ଏମିତି କରିପାରିବେ ବୁକିଂ

ଏଣିକି ଅସଂରକ୍ଷିତ ଶ୍ରେଣୀରେ ରେଳ ଯାତ୍ରା କରିବା ପାଇଁ ଆପଣଙ୍କୁ ଲାଇନରେ ଛିଡ଼ା ହୋଇ ଟିକେଟ ବୁକ୍ କରିବାକୁ ପଡ଼ିବ ନାହିଁ। କିଛି ଦିନ ପୂର୍ବରୁ ରେଲୱେ ଏଭଳି ଯାତ୍ରୀଙ୍କ ଲାଗି ନୂଆ ମୋବାଇଲ ଆପ୍ ଲଞ୍ଚ କରିଛି। ଏଥିରେ ମୋବାଇଲ୍ ଫୋନ୍ ଜରିଆରେ ସାଧାରଣ(ଅସଂରକ୍ଷିତ) ଟିକେଟ ଏବଂ ପ୍ଲାଟଫର୍ମ…

ଜୀବନର ଶିକ୍ଷା: ଯେତେବେଳେ ବି ଭୟ ଆପଣଙ୍କ ପାଖକୁ ଆସୁଛି, ତାହାକୁ ଆକ୍ରମଣ କରି ନଷ୍ଟ କରି ଦିଅନ୍ତୁ

ଦୁନିଆର କେତେଜଣ ମହାନ ବ୍ୟକ୍ତି ନିଜ ନିଜ କ୍ଷେତ୍ରରେ ଉଚ୍ଚ ସ୍ତରରେ ପହଞ୍ଚି ପାରିଛନ୍ତି। ସେମାନେ ନିଜ ଅନୁଭବ ଆଧାରରେ ଦୁନିଆକୁ ସକରାତ୍ମକ ଜ୍ଞାନ ଦେଇଛନ୍ତି। ମହାପୁରୁଷମାନଙ୍କ ପ୍ରତ୍ୟେକ ଶିକ୍ଷଣୀୟ କଥା ଆମ ଭିତରେ ଜ୍ଞାନ, ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଥାଏ ଏବଂ ସେମାନଙ୍କ ଅମୂଲ୍ୟ ବିଚାର…

ଭିଡ଼ ହିଂସା ବିରୋଧରେ ୪୦ ବଲିଉଡ୍ ଷ୍ଟାର ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ, ‘ସଂସଦରେ କେବଳ ନିନ୍ଦା କଲେ…

ଦେଶରେ ଭିଡ଼ ହିଂସାକୁ ନେଇ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଏଭଳି ମାମଲାକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଛି। ଇଣ୍ଡଷ୍ଟ୍ରୀ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଏକ ଚିଠି ଲେଖାଯାଇଛି। ଏହା ମାଧ୍ୟମରେ ପୂରା ଇଣ୍ଡଷ୍ଟ୍ରୀ ପ୍ରଧାନମନ୍ତ୍ରୀଙ୍କୁ…

ଆକାଶରୁ ଖସିଲା ୧୦ କିଲୋ ଓଜନର ରହସ୍ୟମୟୀ ପଥର, ଲୋକେ କଲେ ଭିନ୍ନ ଭିନ୍ନ ଚର୍ଚ୍ଚା, ମୁଖ୍ୟମନ୍ତ୍ରୀ ବି ଚକିତ

ବିହାରରେ ପ୍ରବଳ ବର୍ଷା ଏବେ ସାରା ଦେଶରେ ଏକ ଚିନ୍ତାଜନକ ବିଷୟ ପାଲଟିଛି। ସବୁଠି ପରିସ୍ଥିତି ବେହାଲ ହୋଇପଡ଼ିଛି। ତେବେ ଗତ ସୋମବାର ଦ୍ବିପ୍ରହର ସମୟରେ ମଧୁବନି ଜିଲାରେ ଘଟିଥିବା ଏକ ଘଟଣା ଲୋକଙ୍କୁ ଚକିତ କରିଦେଇଥିଲା। ପରେ ଏହା ଧିରେ ଧିରେ ସାରା ଦେଶକୁ ବ୍ୟାପି ଯାଇଥିଲା। ଘଟଣାଟି…

କୋବି ତରକାରି ନୁହେଁ, ଏହି ସପ୍ତାହରେ ତିଆରି କରି ପିଲାଙ୍କୁ ଖୁଆନ୍ତୁ ‘କୋବି ମଞ୍ଚୁରିୟନ୍’

ଯଦି ଆପଣ କୋବି ତରକାରି ତିଆରି କରି କରି ବୋର୍ ହୋଇଗଲେଣି, ତା’ହେଲେ ଏବେ ଏକ ନୂଆ ରେସିପି ଟ୍ରାଏ କରନ୍ତୁ। ବର୍ଷା ଦିନେ ସାଧାରଣତଃ ଆମକୁ କିଛି କୁରାକୁରା କିମ୍ବା ଫ୍ରାଏଡ୍ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ଆପଣ ଚାହିଁଲେ କୋବିରେ ମଧ୍ୟ ଏଭଳି ସ୍ନାକ୍ସ ଖୁବ୍ କମ୍ ସମୟ ମଧ୍ୟରେ ବନେଇ ପାରିବେ।…

ସବୁ ଝିଅଙ୍କ ଆଲମିରାରେ ଥିବା ଦରକାର ଏହି ୫ଟି ଜିନିଷ, ନ ହେଲେ ରହିଯିବେ ବହୁ ପଛରେ

ଆପଣଙ୍କ ପାଖରେ ଅନେକ ଫ୍ୟାଶନେବୁଲ୍ ଡ୍ରେସ ଥାଉ ନା କାହିଁକି, ପ୍ରତିଦିନ ସକାଳେ ହଠାତ୍ ଆପଣ ଭାବିପାରିବେନି ଆଜି କ’ଣ ପିନ୍ଧିବେ। ଏଭଳି ସମସ୍ୟା ପ୍ରାୟ ସବୁ ଝିଅଙ୍କଠାରେ ଦେଖିବାକୁ ମିଳେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବାକୁ ଯାଉଛୁ, ଯଦ୍ଦ୍ବାରା ଆପଣଙ୍କ ପ୍ରତିଦିନର…

‘ମାଛ ନିଅ…ମାଛ ନିଅ’ ଡାକରେ ଆଉ କମ୍ପୁନି ଗାଁ ଦାଣ୍ଡ, ଗଳା କର୍କଟରେ ଯନ୍ତ୍ରଣା ଭୋଗୁଛନ୍ତି କେନାରାମ

ଗାଁ ଗାଁ ବୁଲି ମାଛ ବିକୁଥିଲେ କେନାରାମ ମଣ୍ଡଳ। ମାଛ ନିଅ… ମାଛ ନିଅ… ଡାକରେ କମ୍ପି ଉଠୁଥିଲା ଗାଁ ଦାଣ୍ଡ। ଆଉ ତାଙ୍କ ଡାକ ଶୁଣି ଘରୁ ବାହାରି ଆସୁଥିଲେ ଗରାଖ। ହେଲେ ଦୀର୍ଘ ୮ ମାସ ହେବ ଶୁଣିବାକୁ ମିଳୁନି କେନାରାମଙ୍କର ସେହି ସ୍ନେହଭରା ଡାକ। ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଅନ୍ତର୍ଗତ…

ଭାରତୀୟ ସେନାର ବଡ଼ ଘୋଷଣା: ଏବେ ସହିଦଙ୍କ ପରିବାର ସଦସ୍ୟ ବି ପିନ୍ଧିପାରିବେ ବୀରତା ପଦକ

ଦେଶ ପାଇଁ ସହିଦ ହୋଇଥିବା ଭାରତୀୟ ସେନାର ଯବାନ ଏବଂ ଅଫିସରମାନଙ୍କ ବୀରତା ପଦକ ଏବେ ପରିବାର ସଦସ୍ୟ ବି ପିନ୍ଧି ପାରିବେ। ଏ ନେଇ ଭାରତୀୟ ସେନା ଏକ ବଡ଼ ଘୋଷଣା କରିଛି। ତେବେ କିଛି ବିଶେଷ ମୁହୂର୍ତ୍ତ ଅବସରରେ ସେମାନେ ଏହି ବୀରତା ପଦକ ପିନ୍ଧିପାରିବେ। ପୂର୍ବରୁ ସହିଦଙ୍କ ପଦକକୁ କୌଣସି ବି…

ତେଜ ପ୍ରତାପ ଯାଦବ ଧାରଣ କଲେ ଭଗବାନ ଶିବଙ୍କ ରୂପ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଭଗବାନ ଶିବଙ୍କ ରୂପ ଧାରଣ କରି ପାଟଣାର ଏକ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏମିତି ସରସ୍ବତୀ ପୂଜା ଅବସରରେ ମଧ୍ୟ ସେ ଅଲଗା ବେଶରେ ନଜର ଆସିଥିଲେ। ମକର ସଂକ୍ରାନ୍ତି ଦିନ ତେଜ ପ୍ରତାପ…

ଜେଏନୟୁରେ ରାଗିଙ୍ଗ: କୁହାଗଲା, ‘ବିହାରୀ ତୁମେ?’, ହଁ କହିବାରୁ କାନ ଧରେଇ କରାଇଲେ ଉଠ୍ ବସ୍

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ)ର ଜଣେ ବିଏ ପ୍ରଥମ ବର୍ଷର ଛାତ୍ରଙ୍କୁ ରାଗିଙ୍ଗ ହୋଇଥିବା ନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଛାତ୍ର ଜଣକ ଟୁଇଟରରେ ମଧ୍ୟ ଏମଏଚଆରଡି ଏବଂ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ଜଣାଇଛନ୍ତି। ଛାତ୍ରଙ୍କ କହିବାନୁଯାୟୀ, ଜଣେ…

ରକ୍ଷା ବନ୍ଧନ: ଏଥର ‘ରାଖି’ରେ ଭଉଣୀକୁ ଏହି ଖାସ୍ ଉପହାର ଦେଇ କରନ୍ତୁ ସରପ୍ରାଇଜ୍

ରକ୍ଷା ବନ୍ଧନ ବା ରାଖି ପୂର୍ଣ୍ଣିମା ହେଉଛି ଭାଇ ଭଉଣୀଙ୍କର ଏକ ଖାସ୍ ପର୍ବ, ଯାହାର ଅପେକ୍ଷା ପୂରା ବର୍ଷ ରହିଥାଏ। ଗିଫ୍ଟ ଦୋକାନଠାରୁ ଆରମ୍ଭ କରି ଚକୋଲେଟ, କେକ୍, କୁକିଜ୍ ଓ ମିଠା ଦୋକାନ ପର୍ଯ୍ୟନ୍ତ, ସବୁଠି ଲାଗେ ଗହଳି ଚହଳି। ରାଖି ପୂର୍ଣ୍ଣିମା ଭଳି ଦିନରେ ଭଉଣୀକୁ ସବୁବେଳେ ଭାଇଠାରୁ…