Below header

ପ୍ରଭାସ ଓ ଶ୍ରଦ୍ଧାଙ୍କ ଧାଂସୁ ଆକ୍ସନ, ୧ କୋଟି ଭ୍ୟୁରେ ଟ୍ରେଣ୍ଡ କରୁଛି ‘ସାହୋ’ ଟ୍ରେଲର

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ମୋଷ୍ଟ ଆେଓ୍ଵଟେଡ୍‌ ଫିଲ୍ମ ‘ସାହୋ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଜବରଦସ୍ତ ଆକ୍ସନରେ ଭରପୂର ଏହି ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଅଗଷ୍ଟ ୧୦ରେ ରିଲିଜ୍‌ ହୋଇଥିବା ଏହି ଟ୍ରେଲରକୁ ୧ କୋଟି ୪୯ ଲକ୍ଷରୁ ଅଧିକ…

ଅଗଷ୍ଟ ୧୫କୁ ହୋଇପାରେ ‘ଲାଲ୍‌ କିଲ୍ଲା’ ଉପରେ ଆତଙ୍କବାଦୀ ଆକ୍ରମଣ, ଆଲର୍ଟ ଜାରି

ଦେଶରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଆଗେଇ ଚାଲିଛି। ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ। ତେବେ ଏହିଦିନ ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି…

ଦୀପାବଳି ପାଇଁ ଏବେଠୁ ବୁକ୍‌ କରିନିଅନ୍ତୁ ବିମାନ ଟିକେଟ୍‌, ଆଗକୁ ବଢ଼ିପାରେ ଦାମ୍‌

ଏଥର ଅକ୍ଟୋବର ମାସରେ ପଡ଼ୁଛି ଦୀପାବଳି। ସାଧାରଣତଃ ଏହି ଉତ୍ସବ ଧନତେରାସ୍‌ରୁ ଆରମ୍ଭ ହୋଇଥାଏ। ଯଦି ଆପଣ ଦୀପାବଳି ଛୁଟିରେ ଘରକୁ ଯିବାକୁ ଚାହୁଁଥାଆନ୍ତି ଏବଂ ଏ ପଯ୍ୟର୍ନ୍ତ ଟକେଟ୍‌ ବୁକ୍‌ କରିନାହାନ୍ତି, ତା’ହେଲେ ଏବେଠୁ ଏହାକୁ କରାଇ ନିଅନ୍ତୁ। କାରଣ, ଆପଣଙ୍କ ଉପରେ ଅଧିକ ବୋଝ ପଡ଼ିବ ନାହିଁ।…

ଭାରତର ରହସ୍ୟମୟୀ କିଲ୍ଲା, ଯେଉଁଠି ୩୫୦ ବର୍ଷ ପୂର୍ବରୁ ରହସ୍ୟାବୃତ୍ତ ହୋଇ ରହିଛି ‘ପୋଖରି ପାଣି’

ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲାର ତଟବର୍ତ୍ତୀ ଗାଁ ମୁରୁଦରେ ମଧ୍ୟ ଏମିତି ଏକ ଜାଗା ଅଛି, ଯାହା ‘ମୁରୁଦ ଜଞ୍ଜିରା କିଲ୍ଲା’ ନାଁରେ ପରିଚିତ। ଏହା ଏକ ପ୍ରାଚୀନ କିଲ୍ଲା। ସମୁଦ୍ର ପତ୍ତନଠାରୁ ୯୦ ଫୁଟ ଉଚ୍ଚତାରେ ନିର୍ମିତ ଏହି କିଲ୍ଲାର ଖାସ୍‌ କଥା ହେଉଛି,…

କ୍ୟାପଟେନ୍‌ ବିରାଟ କୋହଲି ପୂରା କଲେ ‘ବୋତଲ କ୍ୟାପ୍‌ ଚ୍ୟାଲେଞ୍ଜ’, କୋଚ୍‌ ରବି ଶାସ୍ତ୍ରୀଙ୍କ ଭଳି କମେଣ୍ଟ୍ରି ଦେଲେ

ଭାରତୀୟ କ୍ରିକେଟ ଟିମ୍‌ ଅଧିନାୟକ ବିରାଟ କୋହଲି ମଧ୍ୟ ‘ବୋତଲ କ୍ୟାପ୍‌ ଚ୍ୟାଲେଞ୍ଜ’ ପୂରା କରିଛନ୍ତି। ବିରାଟ ଶନିବାର ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାର କ୍ୟାପସନ ସେ ଲେଖିଛନ୍ତି, ‘କେବେ ନ କରିବା ଅପେକ୍ଷା ଡେରିରେ କରିବା ଭଲ, ହ୍ୟାସଟ୍ୟାଗ୍‌ ବୋତଲ କ୍ୟାପ୍‌ ଚାଲେଞ୍ଜ’। ୧୫…

‘ଟପ୍‌-୧୦ ଫେକ୍‌ ଇନଷ୍ଟା ଫଲୋୟର୍ସ’ ଲିଷ୍ଟରେ ଦୀପିକା-ପ୍ରିୟଙ୍କା, ଏହି କ୍ରିକେଟର ମଧ୍ୟ ସାମିଲ

ବଲିଉଡ୍‌ ସେଲିବ୍ରିଟି ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍‌ କେବଳ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରୀ ନୁହେଁ, ବରଂ ହଲିଉଡରେ ମଧ୍ୟ ନିଜର ନାଁ କମାଇଛନ୍ତି। ତେବେ ଆପଣଙ୍କୁ ଜଣା ଅଛି କି, ଏମାନଙ୍କ ନାମ ଫେକ୍‌ ଇନଷ୍ଟା ଫଲୋୟର୍ସ ଲିଷ୍ଟରେ ଟପ୍‌-୧୦ରେ ରହିଛି। କେବଳ ଏହି ଦୁଇ ଅଭିନେତ୍ରୀ…

ବାଇକ୍‌ ସାଇରନରେ ‘ଗଲି ବୟ’ର ଜବରଦସ୍ତ ଡ୍ୟାନ୍ସ, ଧୁମ୍‌ ମଚାଉଛି ଭାଇରାଲ ଭିଡିଓ

ଘର ବାହାରେ ବାଇକ୍‌ ସାଇରନରେ ‘ଗଲି ବୟ’ କରୁଛନ୍ତି ଜବରଦସ୍ତ ଡ୍ୟାନ୍ସ। ତାଙ୍କ ଆକ୍ସନ, ଏକ୍ସପ୍ରେସନ ସବୁକିଛି ସୋସିଆଲ ମିଡିଆରେ ଧୁମ୍‌ ମଚାଉଛି। ଖୋଲା ଦେହରେ ହାଫ୍‌ ପ୍ୟାଣ୍ଟ ପିନ୍ଧି ବାଳକ ଜଣକ ପୂରା ମାଇକେଲ ଜାକସନ୍‌ ଅନ୍ଦାଜରେ ଦେଖାଉଛନ୍ତି ନିଜର କରିସ୍ମା। ଏବେ ଏହି ଭିଡିଓଟି ସୋସିଆଲ…

୪-ଷ୍ଟାର୍ ହୋଟେଲରେ ବିଦେଶୀ ଯୁବତୀଙ୍କ ସହ ବନ୍ଧୁତା କଲେ, ପୁଣି ସି-ବିଚରେ କଲେ ଦୁଷ୍କର୍ମ

ଏକ ରିସୋର୍ଟ ଟାଉନରେ ଛୁଟିର ମଜା ନେଉଥିବା ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏହି ବିଦେଶୀ ଯୁବତୀ କହିଛନ୍ତି, ଫ୍ରାନ୍ସର ଜଣେ ଯୁବ ପର୍ଯ୍ୟଟକ ତାଙ୍କୁ ସମୂଦ୍ର ବେଳାଭୂମିରେ ଦୁଷ୍କର୍ମ କରିଛନ୍ତି। ଅଗଷ୍ଟ ୮ରେ ସ୍ପେନର ମଜୋରକା ଆଇଲ୍ୟାଣ୍ଡରେ ଘଟିଥିବା…

ସପନା ଚୌଧୁରୀଙ୍କ ‘ଖଳନାୟିକା’ ଅବତାର, ଏହି ଅନ୍ଦାଜରେ ଦେଉଛନ୍ତି କ୍ୟୁଟ୍ ଏକ୍ସପ୍ରେସନ

ସପନା ଚୌଧୁରୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ସେ ଲଗାତାର ଆକ୍ଟିଭ ରହୁଥିବା ବେଳେ ତାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ସେ ‘ତାଉ ହଟ୍ ଯା’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ ଏବଂ ଏହା ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା।…

ମର୍ଦାନୀ ୨: ଏହି ଦିନ ରିଲିଜ୍ ହେବ ଫିଲ୍ମ, ୨୧ ବର୍ଷୀୟ ଭିଲେନଙ୍କ ସହ ରାନୀ ମୁଖାର୍ଜୀଙ୍କର ହେବ ସାମ୍ନାସାମ୍ନି

ଶିଶୁ ଚାଲାଣ ଉପରେ ତିଆରି ହୋଇଥିବା ରାନୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦାନୀ’କୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଏହି ଫିଲ୍ମ ୨୦୧୪ରେ ରିଲିଜ୍ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଖୁବ୍ କମାଇଥିଲା। ତେବେ ଫିଲ୍ମର ସଫଳତାକୁ ନଜରରେ ରଖି ଏହାର ସ୍ବୀକ୍ବେଲ ଏବେ ତିଆରି ହେଉଛି, ଯେଉଁଥିରେ ପୋଲିସ…

ଗର୍ଭଧାରଣ ସମୟରେ ଆଚାର ଖାଇବା ମହିଳାଙ୍କ ପାଇଁ କେତେ ଲାଭଦାୟକ, ଜାଣନ୍ତୁ

ଗର୍ଭଧାରଣ ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ, ଯାହାର ସିଧା ପ୍ରଭାବ ତାଙ୍କ ଖାଦ୍ୟପେୟରୁ ଆରମ୍ଭ କରି ମୁଡ୍ ଉପରେ ପଡ଼ିଥାଏ। ସାଧାରଣତଃ ଦେଖାଯାଏ କି, ଏହି ସମୟରେ ମହିଳାମାନେ କିଛି ଖଟା, ଚଟପଟା କିମ୍ବା ଆଚାର ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି। ତେବେ ଗର୍ଭବତୀମାନଙ୍କୁ…

ପଡ଼ୋଶୀଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ଜୀବନ ହାରିଲେ ଗଣଦୁଷ୍କର୍ମ ପୀଡ଼ିତା, ଦୁଇ ଭାଇଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା

କାନପୁରର ରାୟପୁରଓ୍ଵା ଅଞ୍ଚଳରେ ଶୁକ୍ରବାର ରାତିରେ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ପଡ଼େଶୀଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ତାଙ୍କ ମୃତଦେହ ଏକ କୋଠାରିରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ତେବେ ଖବର ପାଇ ପୋଲିସ ପହଞ୍ଚି ମୃତଦେହ…