Below header

ସୈଫଙ୍କୁ ‘ବାର୍ଥ ଡେ’ ଓ୍ଵିସ୍‌ କଲେ ସାରା, ୟୁଜର କହିଲେ, ‘ଆପଣଙ୍କ ବାପା ଦୁନିଆକୁ ଶେଷ କରିଦେଇଛନ୍ତି’

କେବଳ ଦୁଇଟି ଫିଲ୍ମ ଜରିଆରେ ସମସ୍ତଙ୍କ ହୃଦୟରେ ରାଜ୍‌ କରୁଥିବା ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାଆନ୍ତି। ସବୁବେଳେ ସେ ନିଜ ଫ୍ୟାନ୍ସଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିବାରେ ଲାଗିଥାଆନ୍ତି। ଏହିଭଳି ଭାବେ ସାରା ଅଗଷ୍ଟ ୧୬ତାରିଖରେ ବାପା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ…

‘ଲବଙ୍ଗ’ ଦ୍ୱାରା ଫେରିଆସିବ ଘରର ଖୁସି, ଥରେ ଆପଣ ଚେଷ୍ଟା କରନ୍ତୁ

ଘରେ ପୂଜାପାଠ ସହ ଅନ୍ୟାନ୍ୟ କାମରେ ଆମେ ଲବଙ୍ଗ ବ୍ୟବହାର କରିଥାଉ। ଏହା ମଧ୍ୟ ଘରୁ ନକରାତ୍ମକ ଶକ୍ତି ଦୂରେଇ ଦେବାରେ ସାହାଯ୍ୟ କରିଥାଏ ବୋଲି ଏକ ବିଶ୍ୱାସ ରହିଛି। କେବଳ ଏତିକି ନୁହେଁ, ଏଥରୁ ଆମକୁ ଅନେକ ପ୍ରକାର ଲାଭ ମିଳିଥାଏ। ଏ ବିଷୟରେ ଶାସ୍ତ୍ରରେ ବି ଉଲ୍ଲେଖ ରହିଛି। ତେବେ ଆମେ ଏଥର…

‘ମହାକାଶ’ରେ ପ୍ରଥମ ଥର ହେଲା ‘ଡିଜେ ଡ୍ୟାନ୍ସ’, ଭିଡିଓ ଭାଇରାଲ

ଇଟାଲିର ଲୁକା ପରମିଟାନୋ ସ୍ପେସ୍‌ରେ ଡିଜେ ଡ୍ୟାନ୍ସ କରୁଥିବା ପ୍ରଥମ ମହାକାଶ ଯାତ୍ରୀ ବନିଯାଇଛନ୍ତି। ଲୁକା ଅନ୍ତର୍ରାଷ୍ଟ୍ରୀୟ ମହାକାଶ ଷ୍ଟେଶନରେ ଡିଜେ ଧୁନ୍‌ରେ ଡ୍ୟାନ୍ସ କରିଛନ୍ତି। ସେ ଏକ ଡିଭାଇସ୍‌ ଜରିଆରେ ଡିଜେ ଡ୍ୟାନ୍ସକୁ ଲାଇଭ୍‌ ଶୋ’ ମଧ୍ୟ କରିଥିଲେ। ଏହି ଡ୍ୟାନ୍ସର ପ୍ରସ୍ତୁତି…

ଶାଢ଼ି ସହିତ ଗଜବ ‘ଏକ୍ସପେରିମେଣ୍ଟ’ କଲେ ତାପସୀ ପନ୍ନୁ, ଜିତିଲେ ପ୍ରଶଂସକଙ୍କ ହୃଦୟ, ଦେଖନ୍ତୁ ଫଟୋ

ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ଜାଗା ବନାଇଥିବା ଟଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ‘ବିୟୁଟି ଓ୍ଵିଥ୍‌ ବ୍ରେନ୍‌’ ନାମରେ ସିନେମା ଜଗତରେ ବେଶ୍‌ ଜଣାଶୁଣା। ଯଦିଓ ତାଙ୍କ ଷ୍ଟାଇଲକୁ ନେଇ ଏତେଟା ଚର୍ଚ୍ଚା ହୋଇ ନ ଥାଏ, କିନ୍ତୁ ଗତ କିଛି ବର୍ଷରେ ସେ ନିଜ ଷ୍ଟାଇଲରେ ଭିନ୍ନତା ଆଣି ଏକ ଅଲଗା ପରିଚୟ…

ଏ ହେଲେ ଦୁନିଆର ପ୍ରଥମ ବ୍ୟକ୍ତି, ଯିଏ ରଚିଲେ ଅଦ୍ୱିତୀୟ ଇତିହାସ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କିଛି ନା କିଛି ଭିନ୍ନ କାମ କରିବାରେ ଲାଗିଥାଆନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବ୍ରିଟେନର ଏଶ୍‌ ଡାଇକ୍ସ, ଯିଏକି ଏକ ଅଦ୍ୱିତୀୟ ଇତିହାସ ରଚିଛନ୍ତି। ସେ ଏମିତି କିଛି କରି ଦେଖାଇଛନ୍ତି, ଯାହା ଆଜି ପଯ୍ୟର୍ନ୍ତ କେହି ବି କରିପାରି ନ ଥିଲେ।…

ଦୁନିଆର ସବୁଠାରୁ ରହସ୍ୟମୟ ପୁସ୍ତକ, ଯାହାକୁ ଆଜି ପର୍ଯ୍ୟନ୍ତ କେହି ପଢ଼ିପାରି ନାହାନ୍ତି

ଏହି ଦୁନିଆ ରହସ୍ୟରେ ଭରପୂର। କିଛି ରହସ୍ୟକୁ ମଣିଷ ଉନ୍ମୋଚନ କରିବାରେ ସଫଳ ହୋଇଥିବା ବେଳେ ଆଉ କିଛି ରହସ୍ୟ ରହିଛି, ଯାହାକୁ ଉନ୍ମୋଚନ କରିବା ପାଖାପାଖି ଅସମ୍ଭବ। ଆମେ ଏଠାରେ କହି ରଖୁଛୁ ଏମିତି ଏକ ପୁସ୍ତକର ରହସ୍ୟ ବିଷୟରେ, ଯାହାକୁ ଆଜି ପଯ୍ୟର୍ନ୍ତ କେହି ପଢ଼ିପାରି ନାହାନ୍ତି। ୨୪୦ ପୃଷ୍ଠା…

ନୀତୁ କପୁର ସେୟାର କଲେ ମଜାଦାର ଭିଡିଓ, ଲେଖିଲେ, ‘ଯେମିତି ବାପା, ସେମିତି ପୁଅ’

ନୀତୁ କପୁର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ସେ ପ୍ରାୟତଃ ଅନେକ ସମୟରେ ନିଜ ପରିବାର ଲୋକଙ୍କ ସହିତ ଫଟୋ ସେୟାର କରନ୍ତି। ଏବେ ଏବେ ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଲେଖିଛନ୍ତି, ‘ଯେମିତି ବାପା, ସେମିତି ପୁଅ।’ ଏହି ପୋଷ୍ଟରେ ଦୁଇଟି ଭିଡିଓ ରହିଛି। ଗୋଟିଏରେ ରଣବୀର…

କେଉଁଠି କେଉଁଠି ବ୍ୟବହାର ହୋଇଛି ଆପଣଙ୍କ ଆଧାର କାର୍ଡ, ଘରେ ବସି ବାହାର କରନ୍ତୁ ୬ ମାସର ରେକର୍ଡ

ଆଧାର କାର୍ଡର ଯେତିକି ଲାଭ ରହିଛି, ଏହାର ସୁରକ୍ଷାକୁ ନେଇ ସେତିକି ଆପଣଙ୍କୁ ସତର୍କ ରହିବା ଜରୁରୀ। ଆଜିକାଲି ଆଧାର କାର୍ଡକୁ ନେଇ ଅନେକ ଠକେଇ ଏବଂ ଅନିୟମିତତା ସାମ୍ନାକୁ ଆସୁଛି। ତେଣୁ ଆପଣଙ୍କୁ ଏହି କଥା ଉପରେ ଧ୍ୟାନ ଦେବାକୁ ହେବ ଯେ ଆପଣଙ୍କ ଆଧାର କାର୍ଡର ବ୍ୟବହାର କେବେ, କେଉଁଠି ଏବଂ…

ଭାରତର ଅଜବ ରାଜ୍ୟ, ଯେଉଁଠି ରହିବା ପାଇଁ ଦେଶର ଲୋକଙ୍କୁ ହିଁ ନେବାକୁ ପଡ଼ିଥାଏ ‘ଭିସା’

ସାଧାରଣତଃ ବିଦେଶ ଯାତ୍ରା ପାଇଁ ଭିସାର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଆପଣ ଏହା ଜାଣି ଚକିତ ହେବେ ଯେ ଭାରତରେ ହିଁ ଏପରି କିଛି ରାଜ୍ୟ ରହିଛି, ଯେଉଁଠିକୁ ଯିବା ପାଇଁ ଦେଶର ଲୋକଙ୍କୁ ହିଁ ‘ଭିସା’ ନେବାକୁ ପଡ଼ିଥାଏ। ସେଠାକାର ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଆପଣ ସେହି ରାଜ୍ୟର ସୀମାକୁ…

ଭଉଣୀକୁ ଦିଅନ୍ତୁ ଏହି ‘୪ଟି ବଚନ’

ଆଜି ରକ୍ଷାବନ୍ଧନ। ଭାଇ-ଭଉଣୀଙ୍କ ପାଇଁ ଦିନଟିଏ। ଭଉଣୀଟି ଭାଇ ହାତରେ ରାଖି ବାନ୍ଧିଦେଲେ ଭାଇ ଦେଇଥାଏ ଏକ ସ୍ନେହଭରା ଉପହାର। କିନ୍ତୁ ଆଜିର ଦିନରେ ଆପଣ ଆପଣଙ୍କ ଭଉଣୀକୁ ଉପହାର ବଦଳରେ ଦେଇପାରିବେ ଏହି ‘୪ଟି ବଚନ’, ଯାହାକି ଭଉଣୀର ଜୀବନ ଜିଇଁବାର ତରିକା ବଦଳାଇଦେବ। ଆପଣ ଏହାକୁ ଆପଣାଇ ତା’…

ପାକିସ୍ତାନରେ ଉଡ଼ିଲା ‘ତ୍ରିରଙ୍ଗା’, ଏମିତି ପାଳନ କଲେ ଭାରତର ସ୍ୱାଧୀନତା ଦିବସ

ଭାରତର ୭୩ତମ ସ୍ୱାଧୀନତା ଦିବସ କେବଳ ଦେଶରେ ହିଁ ନୁହେଁ, ବିଶ୍ୱର କୋଣ ଅନୁକୋଣରେ ପାଳନ କରାଯାଉଛି। ଯେଉଁଠି ଯେଉଁଠି ଭାରତୀୟମାନେ ରହିଛନ୍ତି, ସେଠାରେ ସ୍ୱାଧୀନତା ଦିବସର ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହେଉଛି। ଏହି କ୍ରମରେ ପାକିସ୍ତାନରେ ମଧ୍ୟ ଭାରତର ତ୍ରିରଙ୍ଗା ଉଡ଼ିଛି। ପାକିସ୍ତାନର…

ହ୍ଵାଟସଆପ୍‌ରେ ଏପରି ଆକ୍ଟିଭେଟ କରନ୍ତୁ ‘ଫିଙ୍ଗରପ୍ରିଣ୍ଟ ଲକ୍‌ ଫିଚର’

ଇନ୍‌ଷ୍ଟାଣ୍ଟ୍‌ ମେସେଜିଙ୍ଗ୍‌ ଆପ୍‌ ‘ହ୍ଵାଟସଆପ୍‌’ରେ ଏବେ ଆଣ୍ଡ୍ରଏଡ୍‌ ଏବଂ ଆଇଫୋନ୍‌ ୟୁଜର୍ସଙ୍କ ପାଇଁ ବାୟୋମେଟ୍ରିକ୍‌ ଅଥେଣ୍ଟିକେଶନ ଫିଚର ଉପଲବ୍ଧ ରହିଛି। ଏହାପୂର୍ବରୁ ଏମିତି ନ ଥିଲା। ଯଦିଓ ଆଇଓଏସ୍‌ ୟୁଜର୍ସଙ୍କ ପାଇଁ ପ୍ରଥମରୁ ଏହି ଫିଚର ଜାରି କରି ଦିଆଯାଇଥିଲା, କିନ୍ତୁ…