ଦେଖନ୍ତୁ କିପରି ପଥର ତଳେ ଦବିଯାଇଛି କୁକୁର ଛୁଆ, ବିକଳ ହୋଇ କାନ୍ଦୁଛି ମା’, ଏହି ଭିଡିଓ ଆପଣଙ୍କୁ ବି କନ୍ଦାଇ ଦେବ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବି ହଡ଼ବଡ଼େଇ ଯିବେ। ଏଥିରେ ଦେଖିବାକୁ ମିଳୁଛି, ଏକ ଘରର ଭଗ୍ନାବଶେଷରେ ଚାପିହୋଇ ଯାଇଥିବା କୁକୁର ଛୁଆକୁ ମା’ କୁକୁର ଉଦ୍ଧାର କରିବା ପାଇଁ ବହୁତ ଚେଷ୍ଟା କରୁଛି। କିନ୍ତୁ ବଡ଼ ପଥର ତଳେ ଦବିଯାଇଥିବାରୁ ସେ…

ବିଶ୍ୱାସ ନ ହେଲେ ବି ସତ: ଅନ୍ଧାର ରାତିରେ ଦେବୀ ମା’ଙ୍କ ମନ୍ଦିରରୁ ଶୁଭେ ହସିବା ଶବ୍ଦ, କଥା ହୁଅନ୍ତି ମୂର୍ତ୍ତି, କେହି…

ଭାରତରେ ଦେବୀ ମା’ଙ୍କର ଏପରି ଅନେକ ମନ୍ଦିର ଅଛି, ଯାହା ରହସ୍ୟମୟ ଆଉ ଚମତ୍କାର ବି। ଏଭଳି ଏକ ଅଦ୍ଭୁତ ମନ୍ଦିର ବିହାରରେ ରହିଛି, ଯାହାର ନାଁ ‘ରାଜ ରାଜେଶ୍ୱରୀ ତ୍ରିପୁର ସୁନ୍ଦରୀ ମନ୍ଦିର’। କୁହାଯାଏ କି, ଏଠାରେ ଅନ୍ଧାର ରାତିରେ ହସିବା ଶବ୍ଦ ଶୁଣିବାକୁ ମିଳିଥାଏ। କିନ୍ତୁ ଏହା ସହ ଜଡ଼ିତ…

ସ୍କୁଲରେ ହୋଇଥିଲା ମାମୁଲି ଝଗଡ଼ା, ୫୩ ବର୍ଷ ପରେ ବନ୍ଧୁମିଳନରେ ନେଲେ ଭୟଙ୍କର ପ୍ରତିଶୋଧ, ଜାଣନ୍ତୁ ଏହି ଅବସରପ୍ରାପ୍ତ…

ସ୍କୁଲ, କଲେଜର ସାଙ୍ଗ ଜୀବନସାରା ସାଥିରେ ରହିଥାଆନ୍ତି। କିନ୍ତୁ ଅନେକ ଥର ଏଭଳି ଘଟଣା ଘଟିଥାଏ, ଯାହାକୁ କେହି କେବେ ଭୁଲିପାରନ୍ତି ନାହିଁ। ଏମିତି ହିଁ କିଛି ଘଟିଥିଲା ଥାଇଲ୍ୟାଣ୍ଡର ଜଣେ ବ୍ୟକ୍ତିଙ୍କ ସହିତ। ବ୍ୟକ୍ତି ଜଣକ ହାଇସ୍କୁଲରେ ପଢ଼ୁଥିବା ବେଳେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ଡରାଉ…

ସମୁଦ୍ରରୁ ମିଳିଲା ଏହି ବିଚିତ୍ର ଜୀବ, ଭିଡିଓ ଦେଖି ସାରିଲେଣି ୧୧ ଲକ୍ଷରୁ ଅଧିକ ଭ୍ୟୁୟର, ୧୮ ହଜାର ସେୟାର

ସମୁଦ୍ର ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଲୁଚି ରହିଛି। ଅତଳ ସମୁଦ୍ରରୁ କିଛି ଜୀବ ଏବଂ ପ୍ରଜାତିମାନଙ୍କୁ ଖୋଜାଯାଇ ପାରିଥିବା ବେଳେ ଆଉ କିଛି ଜୀବଙ୍କ ବିଷୟରେ ତଥ୍ୟ ହାସଲ ହୋଇପାରିନାହିଁ। ଏବେ ଅଲାସ୍କା ସମୁଦ୍ର ଗର୍ଭରୁ ଏମିତି ଏକ ବିଚିତ୍ର ଜୀବର ସନ୍ଧାନ ମିଳିଛି, ଯାହାକୁ ଦେଖିଲେ ଆପଣ…

ଏହି ଦୁର୍ଲଭ ଗଛରେ ଏକସଙ୍ଗେ ଫୁଟିଲା ମାଈ-ଅଣ୍ଡିରା ଫୁଲ, ୬ କୋଟି ବର୍ଷରେ ପ୍ରଥମ ଘଟଣା

ଦୁନିଆରେ ଅନେକ ପ୍ରକାର ବୃକ୍ଷଲତା ରହିଛି। ସେଥିମଧ୍ୟରୁ କିଛି ବୃକ୍ଷଲତା ସେମାନଙ୍କ ଅଜବ କାରନାମାକୁ ନେଇ ଚର୍ଚ୍ଚିତ। ଏବେ ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛି, ଯାହାକି ବେଶ୍‌ ଦୁର୍ଲଭ। ଏହି ଗଛ ସାଧାରଣତଃ ବ୍ରିଟେନରେ ଦେଖିବାକୁ ମିଳିଥାଏ। ଗଛଟି ବର୍ତ୍ତମାନ ବ୍ରିଟେନ…

ଲଗାତାର ୧୦ ବର୍ଷ ଧରି ଫାଷ୍ଟଫୁଡ୍‌ ଖାଉଥିଲେ ଏହି ବାଳକ, ହରାଇ ବସିଲେ ଆଖିର ଉଜ୍ଜ୍ୱଳତା, ଡାକ୍ତର କହିଲେ ଏମିତି

ଆଜିର ସମୟରେ ସମସ୍ତଙ୍କୁ ଜଙ୍କଫୁଡ୍‌ ଖାଇବାକୁ ଭଲ ଲାଗିଥାଏ। ଏ ପଯ୍ୟର୍ନ୍ତ ଆପଣ ଜାଣିଥିଲେ, ଅଧିକ ଜଙ୍କଫୁଡ୍‌ ଖାଇଲେ ଓଜନ ବଢ଼ିଥାଏ ଏବଂ ଅନେକ ରୋଗ ସୃଷ୍ଟି ହୋଇଥାଏ। କିନ୍ତୁ ଏବେ ଏବେ ଏକ ଖବର ସାମ୍ନାକୁ ଆସିଛି, ଯାହାକି ଆପଣଙ୍କୁ ଚକିତ କରିଦେବ। କଥାଟି ହେଲା, ଜଙ୍କଫୁଡ୍‌ ଖାଉଥିବା ଜଣେ ୧୭…

ଗଛରୁ ପ୍ରକଟ ହୋଇଥିଲେ ବାଳକ ରୂପୀ ଏହି ହନୁମାନ, ଧୀରେ ଧୀରେ ବଢ଼ୁଛି ମୂର୍ତ୍ତିର ଆକାର

ହନୁମାନଙ୍କୁ କଳିଯୁଗର ଦେବତା ବୋଲି କୁହାଯାଏ। ବିଶ୍ୱାସ ରହିଛି, କଳିଯୁଗରେ ସମସ୍ତ ପାପକୁ ନାଶ କରିବା ପାଇଁ ଏବଂ ଜୀବନର କଠିନ ପରିସ୍ଥିତିକୁ ଦୂର କରିବା ପାଇଁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା କଲ୍ୟାଣକାରୀ ହୋଇଥାଏ। ଦେଶରେ ଅନେକ ହନୁମାନ ମନ୍ଦିର ରହିଛି, ଯାହା ଭକ୍ତଙ୍କ ଆଶା ଓ ବିଶ୍ୱାସର…

ମା’ ଦୁର୍ଗାଙ୍କର ଏହି ମନ୍ଦିର, ଯେଉଁଠି ଏକାଠି ଦର୍ଶନ କରନ୍ତିନି ସ୍ୱାମୀସ୍ତ୍ରୀ, ପୂଜା ପୂର୍ବରୁ ହୋଇଯାଆନ୍ତି ଅଲଗା

ଭାରତରେ ଅନେକ ମନ୍ଦିର ରହିଛି, ଯେଉଁଠି ଅଜବ ପରମ୍ପରା ସବୁ ପ୍ରଚଳିତ। ଏମିତି ଏକ ମନ୍ଦିର ରହିଛି ଶିମଲାର ରାମପୁର ସହରରେ, ଯେଉଁଠି ସ୍ୱାମୀସ୍ତ୍ରୀ ଏକ ସାଥୀରେ ଭଗବାନଙ୍କୁ ଦର୍ଶନ କରିପାରିବେ ନାହିଁ। ଏବେ ଆପଣ ଭାବୁଥିବେ କାହିଁକି ଏମିତି ହୋଇଛି ? ଆପଣଙ୍କୁ କହି ରଖୁଛୁ କି, ଏହି ମନ୍ଦିର…

ଦେଖନ୍ତୁ ତ କିଭଳି ଦେଖାଯାଉଛି ଏହି ଅଦ୍ଭୁତ ଯାନ, ବାଇକ୍‌, ଉଡ଼ାଜାହାଜ ଓ ଜାହାଜର ‘ଥ୍ରୀ ଇନ୍‌ ଓ୍ଵାନ୍‌’

ଦିନ ଥିଲା, ଯେବେ ମଣିଷ ଭାବୁଥିଲା, ଏମିତି ଏକ ଯାନ ତିଆରି ହେଉ, ଯାହା ଜଳ, ସ୍ଥଳ ଏବଂ ବାୟୁରେ ଚାଲିପାରିବ। ଏହାପରେ ଆବିଷ୍କାର ହୋଇଥିଲା ସି-ପ୍ଲେନ୍‌। ସି-ପ୍ଲେନ୍‌ ପାଣି, ପବନ ଏବଂ ସଡ଼କ, ଏହି ତିନୋଟି ପୃଷ୍ଠ ଉପରେ ଚାଲିପାରୁଥିଲା। ଏବେ ବ୍ରିଟେନ ପୋଲିସ ଏମିତି ଏକ ଯାନର ଫଟୋକୁ ସୋସିଆଲ…

ନିଜ ନୂଆ ଘରର କବାଟ ଖୋଲୁ ଖୋଲୁ ଭୋ ଭୋ ହୋଇ କାନ୍ଦି ଉଠିଲେ ମାଲିକ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବଡ଼ ଅଜବ ଏ ଦୁନିଆ। କେଉଁଠି ନା କେଉଁଠି ପ୍ରତିଦିନ ଅଜବ ଘଟଣା ସବୁ ଘଟିଯାଉଛି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକି ଆଶ୍ଚର୍ଯ୍ୟ କରିଦେବ। କଥାଟି ହେଲା, ଓ୍ଵାସିଙ୍ଗଟନର ଏକ ପରିବାର ନିଜ ନୂଆ ଘରକୁ ସିପ୍ଟ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ଗାଈ ସେଠାରେ…

ମଝି ରାତିରେ ଭୂତପ୍ରେତ କରୁଛନ୍ତି ଅଜବ କାରନାମା, ମହାରାଷ୍ଟ୍ରର ଏହି ଘର ଉପରକୁ ହେଉଛି ପଥରମାଡ଼

ମହାରାଷ୍ଟ୍ରର ଗଡ଼ଚିରୌଲୀରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାକାର ସହର ‘ଆରମୋରୀ’ର ଆଜାଦଚୌକ ନିବାସୀଙ୍କ କହିବା ଅନୁସାରେ, ଏହି ସହରରେ ଭୂତପ୍ରେତ ଘୂରି ବୁଲୁଛନ୍ତି। ଏଠାରେ ଥିବା ଘରଗୁଡ଼ିକ ଉପରକୁ କେହି ଘନ ଅନ୍ଧାର ରାତିରେ ପଥର ଫିଙ୍ଗି ଚାଲିଯାଉଛି। ସବୁଠାରୁ ଆଶ୍ଚଯ୍ୟର୍ର କଥା…

ଏ କି ଅଜବ କୁକୁର: ଅଚାନକ୍‌ ହଜିଗଲା ଜେଜେ ମା’ଙ୍କ ନକଲି ଦାନ୍ତ, ‘ଲୁନା’ ପାଟିରୁ ଖୋଜି ପାଇଲେ ପରିବାର ଲୋକେ

ବ୍ରାଜିଲରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଆନ୍ନା କରୋଲିନା ଲିମା ନାମ୍ନୀ ଜଣେ ମହିଳା ଏକ କୁକୁର ରଖିଥିଲେ, ଯାହାକୁ ସେ ଗେହ୍ଲାରେ ଡାକୁଥିଲେ ‘ଲୁନା’। ଦିନେ ଆନ୍ନା ନିଜ ଜେଜେ ମା’ଙ୍କୁ ଭେଟିବାକୁ ଯାଇଥିଲେ ଏବଂ ସାଥୀରେ ଲୁନାକୁ ବି ନେଇଯାଇଥିଲେ।…