Below header

‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍ଡ’ରେ ନଜର ଆସିବେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ‘କାହାର ଜୀବନ ନେବା ଆମ ସଂସ୍କାରରେ…

ପ୍ରକୃତିକୁ ନେଇ ବିୟର ଗ୍ରେଲ୍ସଙ୍କ ଦ୍ୱାରା ଆୟୋଜିତ ଶୋ’ ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍ଡ’ର ଏକ ବିଶେଷ ଏପିସୋଡରେ ନଜର ଆସିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଏପିସୋଡରେ ମୋଦି କେତେକ କୌତୁହଳପୂର୍ଣ୍ଣ କଥାର ଖୁଲାସା କରିବେ। କିପରି ତାଙ୍କ ଯୁବାବସ୍ଥାରେ ସେ ବନ୍ୟପ୍ରାଣୀଙ୍କୁ…

‘ଟାଟୁ ଓ୍ଵାଲି ଦ୍ରୌପଦୀ, ସିକ୍ସ ପ୍ୟାକ୍‌ ଓ୍ଵାଲେ ପାଣ୍ଡବ’: ଏକତା କପୁରଙ୍କ ‘ମହାଭାରତ’ ଉପରେ ଏମିତି ମନ୍ତବ୍ୟ ଦେଲେ…

ରବି ଚୋପ୍ରାଙ୍କ ନିର୍ଦ୍ଦେଶିତ ଟିଭି ଧାରାବାହିକ ‘ମହାଭାରତ’ର ପ୍ରଥମ ଏପିସୋଡ୍‌ ଗତ ଅକ୍ଟୋବର ୨ରେ ପ୍ରସାରିତ ହୋଇଥିଲା। ଏହି ଶୋ’ରେ ଅଭିନେତା ମୁକେଶ ଖନ୍ନା ଭୀଷ୍ମ ପୀତାମହ ଚରିତ୍ରରେ ଅଭିନୟ କରିଥିଲେ। ମହାଭାରତ ଏମିତି ଲୋକପ୍ରିୟତା ହାସଲ କରିଥିଲା କି ଶୋ’କୁ କେତେଥର ରିମେକ୍‌ କରିବାକୁ…

ଘୋଷଣା ହେଲା ‘୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’: ‘ଅନ୍ଧାଧୁନ୍‌’ ଶ୍ରେଷ୍ଠ ଫିଲ୍ମ, ଆୟୁଷ୍ମାନ୍‌ ଖୁରାନା-ଭିକି…

ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନରେ ଶୁକ୍ରବାର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ପିଆଇବି କନଫେରେନ୍ସ ହଲରେ ଏ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଘୋଷଣା ହୋଇଛି। ଫିଚର ଫିଲ୍ମର ୩୧ଟି ବର୍ଗରେ ଜାତୀୟ ପୁରସ୍କାର ଦିଆଯିବ। ୨୩ଟି ନନ୍‌-ଫିଚର ଏବଂ ୩୧ଟି…

ଏହି ସରକାର ଲଗାଇବେ ୧୧ ହଜାର ଓ୍ଵାଇଫାଇ ହଟ୍‌ସ୍ପଟ୍‌, ୟୁଜରଙ୍କୁ ମିଳିବ ୧୫ ଜିବି ଡାଟା ଫ୍ରି

ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୧୧ ହଜାର ଓ୍ଵାଇଫାଇ ହଟ୍‌ସ୍ପଟ୍‌ ଲଗାଯିବ, ଯାହା ମଧ୍ୟରୁ ୪ ହଜାର ହଟ୍‌ସ୍ପଟ୍‌ କେବଳ ବସ୍‌ ଷ୍ଟପ୍‌ରେ ଲାଗିବ। ବାକି ୭ ହଜାର ପ୍ରତି ବିଧାନସଭାରେ ଲଗାଯିବ। ଏହାର ପ୍ରତ୍ୟେକ ୟୁଜରଙ୍କୁ ୧୫ ଜିବି ଡାଟା ଫ୍ରି ମିଳିବ। ଗୁରୁବାର ହୋଇଥିବା…

ହୋଇପାରିଲେନି ପାଇଲଟ୍‌, ଟାଟା ନାନୋ କାରକୁ ବନେଇଦେଲେ ‘ହେଲିକାପ୍ଟର’, ପଢ଼ନ୍ତୁ ବିହାରର ଏହି ନିଆରା ବ୍ୟକ୍ତିଙ୍କ…

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ଥାଏ। କିନ୍ତୁ ଅନେକ ଥର ଏହି ଲକ୍ଷ୍ୟ ପୂରଣ ହୋଇପାରି ନ ଥାଏ। ଆଉ ଯଦି ମଣିଷ ଚାହେଁ, ତା’ ହେଲେ ଶତ ପ୍ରତିଶତ ପୂରା ନ ହେଲେ କ’ଣ ହେଲା, କିଛିଟା ପୂରଣ କରିବାରେ ସମର୍ଥ ହୋଇଥାଏ। ଏମିତି କିଛି କରି ଦେଖାଇଛନ୍ତି ବିହାରର ଜଣେ ବ୍ୟକ୍ତି, ଯିଏ କି…

ମେକଅପ୍‌ ରୁମରେ ସାଂସଦ ନୁସରତ ଜହାଁ ଗାଇଲେ ‘ଦଗାବାଜ ରେ…’, ଟିକ୍‌ ଟକ୍‌ରେ ଭିଡିଓ ହେଲା ଭାଇରାଲ

ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗାଳି ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାଆନ୍ତି। ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଏବଂ ଟିକ୍‌ ଟକ୍‌ ଭଳି ପ୍ଲାଟଫର୍ମରେ ସେ ଲୋକଙ୍କ ସହିତ ଯୋଡ଼ି ହୋଇ ରୁହନ୍ତି। ପ୍ରଥମେ ସେ ଅଭିନେତ୍ରୀରୁ ଏବେ ସାଂସଦ ହୋଇଛନ୍ତି। କିଛି ଦିନ…

ଇନଷ୍ଟାଗ୍ରାମରେ ଟି-ଶାର୍ଟ ଖୋଲୁଥିବାର ନଜର ଆସିଲେ କାର୍ତ୍ତିକ ଆଯ୍ୟର୍ନ୍‌, ନିଜକୁ କହିଲେ ଏମିତି

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆଯ୍ୟର୍ନ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଥାଆନ୍ତି ଏବଂ ପ୍ରଶଂସକଙ୍କ ପାଇଁ ନିଜର କିଛି ନା କିଛି ଫଟୋ ସେୟାର୍‌ କରିବାରେ ଲାଗିଥାଆନ୍ତି। ନିକଟରେ ସେ ଟି-ଶାର୍ଟ ଖୋଲୁଥିବାର ଏକ ଫଟୋ ସେୟାର କରିଛନ୍ତି। ଏହାସହିତ ଏକ ମଜାଦାର କ୍ୟାପସନ ମଧ୍ୟ ଦେଇଛନ୍ତି।…

ବର୍ଷାଦିନେ ଏହି ୧୦ଟି ସ୍ନାକ୍ସର ମଜା ନିଅନ୍ତୁ

ବର୍ଷାଦିନେ ଗରମାଗରମ ଓ ଚଟପଟା ଖାଦ୍ୟ ଖାଇବାକୁ ବହୁତ ଭଲ ଲାଗିଥାଏ। ଆଉ ଏହାର ମଜା ବି କିଛି ଅଲଗା ହୋଇଥାଏ। ଆମେ କହୁଛୁ ଏହି ୧୦ଟି ସ୍ନାକ୍ସ ବିଷୟରେ, ଯାହାକୁ ଆପଣ ବର୍ଷା ସମୟରେ ଘରେ ସହଜରେ ତିଆରି କରିପାରିବେ। ଚା’ ବର୍ଷାରେ ଅଦା ଓ ମସଲା ପକା ଚା’ ପିଇବାର ଅଲଗା ମଜା ଥାଏ। ଆପଣ ଘରେ ଚା’…

ଆଈଙ୍କ ହାତ ଧରି ମେଳାରେ ନାଚ ଦେଖିବାକୁ ଯାଇଥିଲେ ଏହି ନିରୀହ ଝିଅ, ଆଉ ତା’ ପରେ…

ଆଈଙ୍କ ହାତ ଧରି ମେଳାରେ ନାଚ ଦେଖିବାକୁ ଯାଇଥିଲେ ୧୨ ବର୍ଷର ଜଣେ ନିରୀହ ଝିଅ। କିନ୍ତୁ ମେଳାରେ ବୁଲିବାର କିଛି ସମୟ ପରେ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଆଈ ଘରକୁ ଫେରିଆସିଥିଲେ। ହେଲେ ପରଦିନ ସକାଳେ ଦେଖିବାକୁ ମିଳିଥିଲା ଅତି ହୃଦୟବିଦାରକ ଦୃଶ୍ୟ।…

ସୁଇମିଂ ପୁଲ୍‌ ତଳୁ ବାହାରିଲା ‘୩ କୁଇଣ୍ଟାଲ ସୁନା’, ବାସ୍ତବତା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

୩୦ ହଜାର ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ତଥା ପୁଞ୍ଜି ସ୍କାମର ମାଷ୍ଟରମାଇଣ୍ଡ ମସୁଂର ଖାନଙ୍କ ଘରୁ ମିଳିଛି ୩ କୁଇଣ୍ଟାଲର ନକଲି ସୁନା। ମସୁଂର ଏହି ନକଲି ସୁନାକୁ ଘର ପରିସରସ୍ଥ ସୁଇମିଂ ପୁଲ୍‌ ଭିତରେ ହିଁ ଲୁଚାଇ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ଏସ୍‌ଆଇଟି ଟିମ୍‌ ସେଠାରେ…

‘ବାହୁବଲି’ର ଚରିତ୍ର ଅଭିନେତାଙ୍କ ସ୍ତ୍ରୀ କଲେ ଆତ୍ମହତ୍ୟା, ଫୋନରେ କହିଥିଲେ ଏମିତି କଥା…

ନିର୍ଦ୍ଦେଶକ ରାଜାମୈଲିଙ୍କ ଫିଲ୍ମ ‘ବାହୁବଲି’ର ଚରିତ୍ର ଅଭିନେତା ତଥା ଟିଭି ଆକ୍ଟର ମଧୁ ପ୍ରକାଶଙ୍କ ସ୍ତ୍ରୀ ଭାରତୀ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ଭାରତୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।…

ଅପହରଣକାରୀ ମହିଳା କଏଦୀ ପୋଲିସ କର୍ମଚାରୀଙ୍କ ଉପରେ ଆଣିଲେ ଦୁଷ୍କର୍ମ ଅଭିଯୋଗ, କହିଲେ, ‘ଟ୍ରେନ୍‌ ଟଏଲେଟ୍‌ ଭିତରେ…

ପୋକ୍ସୋ ଆକ୍ଟ ସମ୍ବନ୍ଧିତ ଏକ ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ଜଣେ ବିଚାରଧୀନ ମହିଳା କଏଦୀ ପୋଲିସ କର୍ମଚାରୀଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। ଦିଲ୍ଲୀ ପୋଲିସର ତୃତୀୟ ବାଟାଲିୟନରେ ନିଯୁକ୍ତି ପାଇଥିବା ପୋଲିସ କର୍ମଚାରୀ ମହିଳା କଏଦୀଙ୍କୁ ହାଜର କରିବା ଲାଗି ଟ୍ରେନରେ…