ଘରେ ହିଁ ଫଟାଫଟ ବନାନ୍ତୁ ଏଗଲେସ୍ ମାୟୋନିଜ୍, ଖାଇଲେ ପାଟିରୁ ଛାଡ଼ିବନି

ବର୍ଗର, ସ୍ୟାଣ୍ଡିୱିଚ୍, ସାଲାଡ୍ ଆଦିକୁ ଆହୁରି ସ୍ବାଦିଷ୍ଟ କରିଥାଏ ମାୟୋନିଜ୍। ଆଜିକାଲି ଅନେକଙ୍କ ଘରେ ବହୁତ କିଛି ଜିନିଷ ବନାଇବା ପାଇଁ ମାୟୋନିଜର ଆବଶ୍ୟକତା ପଡ଼ିଥାଏ। ତେବେ ଆପଣଙ୍କୁ ଏହା ଜାଣି ଆଶ୍ଚର‌୍ୟ୍ୟ ହେବ ଯେ ଆପଣ ଚାହିଁଲେ ଏହାକୁ ଘରେ ହିଁ ବନାଇ ପାରିବେ। ଆଉ ତାହା ବି ଏଗଲେସ୍।…

ସକାଳୁ ଧିମା ଚାଲୁଛି ଏସବିଆଇ ‘ୟୋନୋ’ ଆପ୍, ହୋଇପାରୁନି ନେଟ୍ ବ୍ୟାଙ୍କିଙ୍ଗ୍, ୟୁଜର୍ସ ନିରାଶ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ର ମୋବାଇଲ୍ ଆପ୍ ‘ୟୋନୋ’ ଏବଂ ୱେବ୍ ପୋର୍ଟାଲ ଦୁଇଟି ଯାକ ସୋମବାର ସକାଳୁ ହିଁ ଧିମା ଚାଲୁଛି। ଏଥିଯୋଗୁ କେତେଜଣ ଉପଭୋକ୍ତା ନେଟ୍ ବ୍ୟାଙ୍କିଙ୍ଗ୍ ପାଇଁ ଆପ୍ ଏବଂ ପୋର୍ଟାଲରେ ଲଗ୍ ଇନ୍ କରିପାରୁ ନାହାନ୍ତି। ଏସବିଆଇର ୟୋନୋ ଆପ୍ ଡିଜିଟାଲ ସେବା ପ୍ରଦାନ…

ITR ଫାଇଲ୍ କରିବାର ଶେଷ ତାରିଖ ପାଖେଇ ଆସିଲାଣି, ଜାଣି ନିଅନ୍ତୁ ଆପଣଙ୍କ ପ୍ୟାନ୍ କାର୍ଡ ରଦ୍ଦ ହୋଇନି ତ?

ଆଇଟିଆର୍ ଦାଖଲ କରିବାର ଶେଷ ତାରିଖ ପାଖେଇ ଆସୁଛି। ଯଦି ଆପଣ ଏ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଫାଇଲ୍ କରି ନାହାନ୍ତି, ତା’ହେଲେ ଜୁଲାଇ ୩୧ ତାରିଖ ପୂର୍ବରୁ କରେଇ ନିଅନ୍ତୁ। ସମୟ ସୀମା ପରେ ଆଇଟିଆର୍ ଫାଇଲ୍ କଲେ ଜରିମାନା ଲାଗିବ। କରଦାତାଙ୍କୁ ଭାରମୁକ୍ତ କରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ…

ଶ୍ରାବଣ ମାସ: କାଉଡିଆଙ୍କ ମଧ୍ୟରେ ମୋଦି-ଯୋଗୀ ଟି-ଶାର୍ଟର ଧୁମ୍, ଜାଣନ୍ତୁ କେଉଁଠି ବେଶି ଡିମାଣ୍ଡ

ଆରମ୍ଭ ହୋଇଗଲାଣି ଶ୍ରାବଣ ମାସ। ଶିବ ଭକ୍ତମାନେ ପାଣି ଭାର ନେଇ ଭୋଳାବାବାଙ୍କ ପାଖକୁ ବାହାରି ପଡ଼ିଲେଣି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କାଉଡ଼ିଆଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଖାସ୍ କଥା ହେଉଛି ଏଥର କାଉଡ଼ିଆମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ…

ସୋସିଆଲ ଇଞ୍ଜିନିୟରିଂ ହ୍ୟାକିଙ୍ଗକୁ ନେଇ ସତର୍କ ଜାରି କଲା ଗୃହ ମନ୍ତ୍ରଣାଳୟ, ସରକାରୀ ଅଧିକାରୀଙ୍କୁ ଦେଲା ଏହି…

ଗୃହ ମନ୍ତ୍ରଣାଳୟ ସୋସିଆଲ ଇଞ୍ଜିନିୟରିଂ ସାଇବର ଆଟାକକୁ ନେଇ ସରକାରୀ ଅଧିକାରୀମାନଙ୍କୁ ସତର୍କ କରିଛି। ଏହାସହ କ’ଣ କରାଯିବ ଏବଂ କ’ଣ ନ କରାଯିବ, ସେ ନେଇ ମଧ୍ୟ ବିସ୍ତୃତ ଭାବେ ଅବଗତ କରାଇଛି। ମନ୍ତ୍ରଣାଳୟ ନିଜ ଆଦେଶରେ କହିଛି ଯେ ଗୁପ୍ତ ଭାବେ ସରକାରୀ ତଥ୍ୟ ବାହାର କରିବା ପାଇଁ ସରକାରୀ…

ଫେରାଇ ପାରିଲେନି ମଡେଲଙ୍କ ଟଙ୍କା, ଅଭିନେତ୍ରୀ କୋଏନା ମିତ୍ରାଙ୍କୁ କୋର୍ଟ ଦେଲେ ୬ ମାସର ଜେଲ ଦଣ୍ଡାଦେଶ

ବଲିଉଡ ଅଭିନେତ୍ରୀ କୋଏନା ମିତ୍ରା, ଯିଏ କି କିଛିଦିନ ତଳେ ‘ଓ ସାକି ସାକି ରେ’ ରିମେକ ଗୀତକୁ ନେଇ ଚର୍ଚ୍ଚାକୁ ଆସିଥିଲେ, ଏବେ ପୁଣିଥରେ ଅନ୍ୟ ଏକ କାରଣକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କେଏନାଙ୍କୁ ଚେକ୍ ବାଉନ୍ସିଂ ମାମଲାରେ ମୁମ୍ବାଇ ଅନ୍ଧେରୀ ମହାନଗର ମାଜିଷ୍ଟେଟ୍ କୋର୍ଟ ଦୋଷୀ…

ସାବଧାନ ! ଯଦି RBIର ଏହି କଥା ମାନୁ ନାହାନ୍ତି, ତା’ହେଲେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପଇସା

ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କୁ ଠକାମିରୁ ବଞ୍ଚାଇବା ପାଇଁ ଅନେକ ଅଭିଯାନ ଚଳାଇଛି। ଏମିତିରେ ଆରବିଆଇ ଅନଲାଇନ୍ ବ୍ୟାଙ୍କିଙ୍ଗକୁ ନେଇ କେତେଥର ଚେତାବନୀ ମଧ୍ୟ ଜାରି କରିସାରିଛି। କିନ୍ତୁ ଯେଉଁଭଳି ଭାବେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଆଡ଼କୁ ଲୋକଙ୍କ ଆଗ୍ରହ ବଢ଼ିଚାଲିଛି, ସେହି ଅନୁସାରେ…

ବିବାହ ପାଇଁ ଅନଲାଇନରେ ବୁକ୍ କରିପାରିବେ ଟ୍ରେନ୍ କିମ୍ବା ବଗି, ଜାଣନ୍ତୁ ପୂରା ନିୟମ

ଦେଶର ଯେ କେହି ବି ବ୍ୟକ୍ତି ବାହାଘର ବରଯାତ୍ରୀ କିମ୍ବା ଅନ୍ୟାନ୍ୟ ଆୟୋଜନ ଲାଗି ଏବେ ଟ୍ରେନ୍ ବଗି ନଚେତ୍ ପୂରା ଟ୍ରେନକୁ ସୁବିଧାରେ ବୁକ୍ କରିପାରିବେ। ଭାରତୀୟ ରେଲୱେର ଆଇଆରସିଟିସି ଏଥିପାଇଁ ନିୟମକୁ ବହୁତ ସହଜ କରିଦେଇଛି। ଲୋକେ କେବଳ ଘରେ ବସି ଆଇଆରସିଟିସିର ୱେବସାଇଟ୍ ଅଥବା ଆପ୍…

ମା’ ଓ ସ୍ବାମୀଙ୍କ ସହ ସିଗାରେଟ୍ ଟାଣିବା ଫଟୋରେ ପ୍ରିୟଙ୍କା ହେଲେ ଟ୍ରୋଲ, ୟୁଜର କହିଲେ, ‘ତୁମେ ଶ୍ବାସରୋଗୀ ଥିଲ ନା ?’

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଜୁଲାଇ ୧୮ରେ ନିଜ ୩୭ତମ ଜନ୍ମଦିନ ପାଳିଥିଲେ। ବିବାହ ପରେ ପ୍ରିୟଙ୍କାଙ୍କ ଏହା ଥିଲା ପ୍ରଥମ ଜନ୍ମଦିନ। ତାଙ୍କର ଏହି ଜନ୍ମଦିନକୁ ଖାସ୍ କରିବା ପାଇଁ ସ୍ବାମୀ ନିକ୍ ଜୋନସ୍ କୌଣସି ସୁଯୋଗ ହାତଛଡ଼ା କରି ନ ଥିଲେ। ତେବେ ଏହାରି ଭିତରେ ହଠାତ୍ ପ୍ରିୟଙ୍କା…

ଜାଣନ୍ତୁ, କିଏ ଥିଲେ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ, ୧୩୪ ବର୍ଷ ପୂର୍ବେ କିପରି ହୋଇଥିଲା ଚୟନ

ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଦଳ ଅନିଶ୍ଚିତତା ମଧ୍ୟରେ ରହିଛି। କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ, ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଏଭଳି ସ୍ଥିତିରେ କହିବାକୁ ଗଲେ, ଦଳ ଏବେ ନୂଆ ଅଧ୍ୟକ୍ଷ କାହାକୁ ଚୟନ କରିବ, ତାହା କହିବା ମୁସ୍କିଲ। ଏହି…

ପାହାଡ଼ରେ ବର୍ଷାର ଅନୁଭବ ନେବାକୁ ଚାହାଁନ୍ତି କି, ତା’ହେଲେ ଥରେ ନିଶ୍ଚୟ ବୁଲି ଆସନ୍ତୁ ଏହି ସବୁ ଜାଗା

ମନସୁନରେ ବର୍ଷାର ଦୃଶ୍ୟ ବେଶ୍ ନିଆରା। ଯଦି ଏହି ଋତୁରେ ଆପଣଙ୍କର ବି ବୁଲିବାର ସୌକ ଥାଏ, ତା’ହେଲେ ଥରେ ଭାରତର ଏହି ସବୁ ଜାଗା ସେୟାର କରିବାକୁ ନିଶ୍ଚୟ ଯାଆନ୍ତୁ। ଜାଗାଗୁଡ଼ିକୁ ଦେଖିବା ପାଇଁ ବର୍ଷା ଋତୁର ପାଗ ଛଡ଼ା ଆଉ କୌଣସି ପାଗ ଠିକ୍ ଲାଗିବ ନାହିଁ। ତା’ହେଲେ ଆସନ୍ତୁ ଜାଣିବା କ’ଣ ସେ…

ବାହାଘରରେ ଖାଦ୍ୟ ନଷ୍ଟ କଲେ ସରକାର ଲଗାଇବେ ଲକ୍ଷାଧିକ ଟଙ୍କା ଜରିମାନା, ଏବେଠୁ ହୋଇଯାଆନ୍ତୁ ସତର୍କ

ଏଣିକି ବାହାଘରରେ ଖାଦ୍ୟ ନଷ୍ଟ କରିବେ ତ ଆପଣଙ୍କୁ ଗଣିବାକୁ ପଡ଼ିବ ଅର୍ଥ। ଖାଦ୍ୟ ନଷ୍ଟ କରୁଥିବା ହୋଟେଲ, ରେସ୍ତୋରା ଏବଂ ବାହାଘର ଆୟୋଜନ କରିଥିବା ପରିବାରକୁ ପାଖାପାଖି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏଫଏସଏସଏଆଇ ଏହାର ଡ୍ରାଫ୍ଟ ପ୍ରସ୍ତୁତ କରିଛି। ଏହି ଡ୍ରାଫ୍ଟକୁ…