Below header

ଆପଣ ଅଣ୍ଡା ପ୍ରିୟ କି? ଜାଣନ୍ତୁ କିପରି ରୂପରେ ଏହାକୁ ଖାଇବା ସ୍ୱାସ୍ଥ୍ୟପ୍ରଦ

‘ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ’, ଏହି ଟ୍ୟାଗ ଲାଇନ୍‌ ତ ଆପଣମାନେ ସମସ୍ତେ ଶୁଣିଥିବେ। ଅଣ୍ଡା ପ୍ରୋଟିନରେ ଭରପୂର ସବୁଠାରୁ ଭଲ ଖାଦ୍ୟ ମଧ୍ୟରୁ ଗୋଟିଏ। ସ୍ୱାସ୍ଥ୍ୟପ୍ରଦ ହେବା କାରଣରୁ ଏହାକୁ ସବୁ ବର୍ଗର ଲୋକେ ସେବନ କରିଥାଆନ୍ତି। ଜିମ୍‌ ଯାଉଥିବା ଏବଂ ଓଜନ ବଢ଼ାଉଥିବା ଲୋକଙ୍କ ଖାଦ୍ୟର…

ବର୍ଷାରେ ଖାଆନ୍ତୁ ‘ପଣସ କବାବ୍‌’, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ

ପଣସ ତରକାରିର ମଜା ହିଁ କିଛି ଅଲଗା ଥାଏ। ଆମିଷ ଖାଉଥିବା ଲୋକଙ୍କ ପାଇଁ ପଣସ ନିରାମିଷ ମଟନ ହୋଇଥାଏ। ଏହି ସପ୍ତାହରେ ଅତିଥିମାନଙ୍କୁ ପଣସ କବାବ୍‌ ତିଆରି କରି ସରପ୍ରାଇଜ୍‌ ଦିଅନ୍ତୁ। ଏହି ରେସିପି ସ୍ୱାଦିଷ୍ଟ ସହିତ ବହୁତ ସହଜରେ ମଧ୍ୟ ତିଆରି ହୋଇଥାଏ। ଆପଣ ଯାହାକୁ ପରଷିବେ, ସେ ମଧ୍ୟ ଖୁସି…

ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ଅରୁଣ ଜେଟଲି, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଆଡମିଟ୍‌ ହୋଇଛନ୍ତି । ଜେଟଲୀଙ୍କୁ କାର୍ଡିଓ ନ୍ୟୁରୋ ୱାର୍ଡରେ ଅବଜରଭେସନ୍‌ରେ ରଖିଯାଇଛି ।…

ଧାକଡ଼: ପାଓ୍ଵାରଫୁଲ୍‌ ଆକ୍ସନ ଅବତାରରେ କଙ୍ଗନା ରାଣାଓ୍ଵତ୍‌, ଲୋମ ଟାଙ୍କୁରାଇଦେବ ଟିଜର ଭିଡିଓ

କଙ୍ଗନା ରାଣାଓ୍ଵତଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଧାକଡ଼’ର ଟିଜର ଭିଡିଓ ଆଉଟ୍‌ ହୋଇଯାଇଛି। ଟିଜର ଦେଖି ଲାଗୁଛି, ଏଥର କଙ୍ଗନା ପାଓ୍ଵାରଫୁଲ୍‌ ଆକ୍ସନ ଅବତାରରେ ନଜର ଆସିବେ। ରଜନୀଶ ରାଜି ଘାଈ ଫିଲ୍ମ ନିର୍ଦ୍ଦେଶନା ଦେଇଥିବା ବେଳେ ସୋହିଲ ମକଲାଇ ପ୍ରଯୋଜନା ଭାର ତୁଲାଇଛନ୍ତ। ଏହି ଫିଲ୍ମ ୨୦୨୦ରେ…

‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍ଡ’ରେ ନଜର ଆସିବେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ‘କାହାର ଜୀବନ ନେବା ଆମ ସଂସ୍କାରରେ…

ପ୍ରକୃତିକୁ ନେଇ ବିୟର ଗ୍ରେଲ୍ସଙ୍କ ଦ୍ୱାରା ଆୟୋଜିତ ଶୋ’ ‘ମ୍ୟାନ୍‌ ଭର୍ସେସ୍‌ ଓ୍ଵାଇଲ୍ଡ’ର ଏକ ବିଶେଷ ଏପିସୋଡରେ ନଜର ଆସିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଏପିସୋଡରେ ମୋଦି କେତେକ କୌତୁହଳପୂର୍ଣ୍ଣ କଥାର ଖୁଲାସା କରିବେ। କିପରି ତାଙ୍କ ଯୁବାବସ୍ଥାରେ ସେ ବନ୍ୟପ୍ରାଣୀଙ୍କୁ…

‘ଟାଟୁ ଓ୍ଵାଲି ଦ୍ରୌପଦୀ, ସିକ୍ସ ପ୍ୟାକ୍‌ ଓ୍ଵାଲେ ପାଣ୍ଡବ’: ଏକତା କପୁରଙ୍କ ‘ମହାଭାରତ’ ଉପରେ ଏମିତି ମନ୍ତବ୍ୟ ଦେଲେ…

ରବି ଚୋପ୍ରାଙ୍କ ନିର୍ଦ୍ଦେଶିତ ଟିଭି ଧାରାବାହିକ ‘ମହାଭାରତ’ର ପ୍ରଥମ ଏପିସୋଡ୍‌ ଗତ ଅକ୍ଟୋବର ୨ରେ ପ୍ରସାରିତ ହୋଇଥିଲା। ଏହି ଶୋ’ରେ ଅଭିନେତା ମୁକେଶ ଖନ୍ନା ଭୀଷ୍ମ ପୀତାମହ ଚରିତ୍ରରେ ଅଭିନୟ କରିଥିଲେ। ମହାଭାରତ ଏମିତି ଲୋକପ୍ରିୟତା ହାସଲ କରିଥିଲା କି ଶୋ’କୁ କେତେଥର ରିମେକ୍‌ କରିବାକୁ…

ଘୋଷଣା ହେଲା ‘୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’: ‘ଅନ୍ଧାଧୁନ୍‌’ ଶ୍ରେଷ୍ଠ ଫିଲ୍ମ, ଆୟୁଷ୍ମାନ୍‌ ଖୁରାନା-ଭିକି…

ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନରେ ଶୁକ୍ରବାର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ପିଆଇବି କନଫେରେନ୍ସ ହଲରେ ଏ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଘୋଷଣା ହୋଇଛି। ଫିଚର ଫିଲ୍ମର ୩୧ଟି ବର୍ଗରେ ଜାତୀୟ ପୁରସ୍କାର ଦିଆଯିବ। ୨୩ଟି ନନ୍‌-ଫିଚର ଏବଂ ୩୧ଟି…

ଏହି ସରକାର ଲଗାଇବେ ୧୧ ହଜାର ଓ୍ଵାଇଫାଇ ହଟ୍‌ସ୍ପଟ୍‌, ୟୁଜରଙ୍କୁ ମିଳିବ ୧୫ ଜିବି ଡାଟା ଫ୍ରି

ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୧୧ ହଜାର ଓ୍ଵାଇଫାଇ ହଟ୍‌ସ୍ପଟ୍‌ ଲଗାଯିବ, ଯାହା ମଧ୍ୟରୁ ୪ ହଜାର ହଟ୍‌ସ୍ପଟ୍‌ କେବଳ ବସ୍‌ ଷ୍ଟପ୍‌ରେ ଲାଗିବ। ବାକି ୭ ହଜାର ପ୍ରତି ବିଧାନସଭାରେ ଲଗାଯିବ। ଏହାର ପ୍ରତ୍ୟେକ ୟୁଜରଙ୍କୁ ୧୫ ଜିବି ଡାଟା ଫ୍ରି ମିଳିବ। ଗୁରୁବାର ହୋଇଥିବା…

ହୋଇପାରିଲେନି ପାଇଲଟ୍‌, ଟାଟା ନାନୋ କାରକୁ ବନେଇଦେଲେ ‘ହେଲିକାପ୍ଟର’, ପଢ଼ନ୍ତୁ ବିହାରର ଏହି ନିଆରା ବ୍ୟକ୍ତିଙ୍କ…

ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ଥାଏ। କିନ୍ତୁ ଅନେକ ଥର ଏହି ଲକ୍ଷ୍ୟ ପୂରଣ ହୋଇପାରି ନ ଥାଏ। ଆଉ ଯଦି ମଣିଷ ଚାହେଁ, ତା’ ହେଲେ ଶତ ପ୍ରତିଶତ ପୂରା ନ ହେଲେ କ’ଣ ହେଲା, କିଛିଟା ପୂରଣ କରିବାରେ ସମର୍ଥ ହୋଇଥାଏ। ଏମିତି କିଛି କରି ଦେଖାଇଛନ୍ତି ବିହାରର ଜଣେ ବ୍ୟକ୍ତି, ଯିଏ କି…

ମେକଅପ୍‌ ରୁମରେ ସାଂସଦ ନୁସରତ ଜହାଁ ଗାଇଲେ ‘ଦଗାବାଜ ରେ…’, ଟିକ୍‌ ଟକ୍‌ରେ ଭିଡିଓ ହେଲା ଭାଇରାଲ

ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗାଳି ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାଆନ୍ତି। ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଏବଂ ଟିକ୍‌ ଟକ୍‌ ଭଳି ପ୍ଲାଟଫର୍ମରେ ସେ ଲୋକଙ୍କ ସହିତ ଯୋଡ଼ି ହୋଇ ରୁହନ୍ତି। ପ୍ରଥମେ ସେ ଅଭିନେତ୍ରୀରୁ ଏବେ ସାଂସଦ ହୋଇଛନ୍ତି। କିଛି ଦିନ…

ଇନଷ୍ଟାଗ୍ରାମରେ ଟି-ଶାର୍ଟ ଖୋଲୁଥିବାର ନଜର ଆସିଲେ କାର୍ତ୍ତିକ ଆଯ୍ୟର୍ନ୍‌, ନିଜକୁ କହିଲେ ଏମିତି

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆଯ୍ୟର୍ନ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଥାଆନ୍ତି ଏବଂ ପ୍ରଶଂସକଙ୍କ ପାଇଁ ନିଜର କିଛି ନା କିଛି ଫଟୋ ସେୟାର୍‌ କରିବାରେ ଲାଗିଥାଆନ୍ତି। ନିକଟରେ ସେ ଟି-ଶାର୍ଟ ଖୋଲୁଥିବାର ଏକ ଫଟୋ ସେୟାର କରିଛନ୍ତି। ଏହାସହିତ ଏକ ମଜାଦାର କ୍ୟାପସନ ମଧ୍ୟ ଦେଇଛନ୍ତି।…

ବର୍ଷାଦିନେ ଏହି ୧୦ଟି ସ୍ନାକ୍ସର ମଜା ନିଅନ୍ତୁ

ବର୍ଷାଦିନେ ଗରମାଗରମ ଓ ଚଟପଟା ଖାଦ୍ୟ ଖାଇବାକୁ ବହୁତ ଭଲ ଲାଗିଥାଏ। ଆଉ ଏହାର ମଜା ବି କିଛି ଅଲଗା ହୋଇଥାଏ। ଆମେ କହୁଛୁ ଏହି ୧୦ଟି ସ୍ନାକ୍ସ ବିଷୟରେ, ଯାହାକୁ ଆପଣ ବର୍ଷା ସମୟରେ ଘରେ ସହଜରେ ତିଆରି କରିପାରିବେ। ଚା’ ବର୍ଷାରେ ଅଦା ଓ ମସଲା ପକା ଚା’ ପିଇବାର ଅଲଗା ମଜା ଥାଏ। ଆପଣ ଘରେ ଚା’…