Below header

ପତଞ୍ଜଳିର ୧୪ଟି ଉତ୍ପାଦର ଲାଇସେନ୍ସ ରଦ୍ଦ, ଆପଣ ବ୍ୟବହାର କରୁନାହାନ୍ତି ତ ଏହି ସବୁ ପ୍ରଡକ୍ଟ

ବଢ଼ିଲା ପତଞ୍ଜଳିର ସମସ୍ୟା । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳିର ସମସ୍ୟା କମିବାର ନାଁ ଧରୁନାହିଁ । ଉତ୍ତରାଖଣ୍ଡ ଔଷଧି ବିଭାଗର ଲାଇସେନ୍ସ ପ୍ରାଧିକରଣ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପତଞ୍ଜଳିର ୧୪ଟି ଉତ୍ପାଦର ଲାଇସେନ୍ସ ରଦ୍ଦ କରିଛି । ଖାସ୍‌ କଥା ହେଉଛି, ଏ ସମସ୍ତ…

କୋଭିଡ୍‌ ଟିକାର ପାର୍ଶ୍ୱ ପ୍ରତିକ୍ରିୟା କଥା ମାନିଲା ‘ଆଷ୍ଟ୍ରାଜେନେକା’, ସୃଷ୍ଟି କରୁଛି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

କୋଭିଶିଲ୍ଡ ଟିକା ଉତ୍ପାଦନକାରୀ କମ୍ପାନୀ ‘ଆଷ୍ଟ୍ରାଜେନେକା’ ଏକ ବଡ଼ ଖୁଲାସା କରିଛି । କରୋନା ଭ୍ୟାକ୍ସିନ୍‌ ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟାର ଅନେକ ଦାବି ଭିତରେ ଏବେ ଆଷ୍ଟ୍ରାଜେନେକା ଏହା ସ୍ୱୀକାର କରିଛି । କୋର୍ଟରେ ଉପସ୍ଥାପିତ ଡକ୍ୟୁମେଣ୍ଟରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ…

ଜୟପୁର, ନାଗପୁର, ଗୋଆ…ଏକାସାଙ୍ଗେ ଦେଶର ଅନେକ ବିମାନବନ୍ଦରକୁ ମିଳିଲା ବୋମା ଧମକ

ଜୟପୁର, ନାଗପୁର, କାନପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ମିଳିଛି ବୋମା ଧମକ । ସୋମବାର ସକାଳେ ଇମେଲ ମାଧ୍ୟମରେ ଏହି ଧମକ ଦିଆଯାଇଛି । ନାଗପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୁତାବକ, ସୋମବାର ଦିନ ପ୍ରାୟ ୧୦ଟା ବେଳେ ଏହି ଧମକପୂର୍ଣ୍ଣ ଇମେଲ ମିଳିଥିଲା । ବିମାନବନ୍ଦର ନିର୍ଦ୍ଦେଶକ…

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନକଲି ଭିଡିଓ ମାମଲା: ତେଲଙ୍ଗାନା ସିଏମ୍‌ ରେଭନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ । ସୋସିଆଲ ମିଡିଆରେ ଭାଇରାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନକଲି ଭିଡିଓ ମାମଲାରେ ସୋମବାର ଦିଲ୍ଲୀ ପୋଲିସ ତେଲଙ୍ଗାନା ସିଏମ୍‌ ତଥା କଂଗ୍ରେସ ନେତା ରେଭନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି । ସୂତ୍ରରୁ ମିଳିଥିବା…

ହେମନ୍ତ ସୋରେନ୍‌ଙ୍କୁ ମିଳିବ ବି ଜାମିନ୍‌ ! ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ସୁପ୍ରିମ୍‌କୋର୍ଟ EDକୁ ପଠାଇଲେ…

ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲରେ ଅଛନ୍ତି । ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଏବେ ସୋରେନ ନିଜ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ଦାୟର କରିଛନ୍ତି । ସେ ନିଜ ଆବେଦନରେ କହିଛନ୍ତି ଯେ ଗିରଫଦାରୀକୁ…

ମନି ଲଣ୍ଡରିଂ: ବଢ଼ିଲା ନିଲମ୍ବିତ IAS ପୂଜା ସିଂଘଲଙ୍କ ସମସ୍ୟା, ଜାମିନ୍‌ ଦେବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ଝାଡ଼ଖଣ୍ଡ କ୍ୟାଡରର ନିଲମ୍ବିତ ଆଇଏଏସ୍ ଅଧିକାରୀ ପୂଜା ସିଂଘଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟ୍‌କା ମିଳିଛି । ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଏହା ଏକ ଅସାଧାରଣ ମାମଲା ବୋଲି କହିଛନ୍ତି । ନ୍ୟୁଜ ଏଜେନ୍ସିର ରିପୋର୍ଟ ମୁତାବକ, ଜଷ୍ଟିସ ସଞ୍ଜୀବ…

ରାଘବ ଚଢ଼ାଙ୍କୁ ପଳାତକ ବିଜୟ ମାଲ୍ୟାଙ୍କ ସହ ତୁଳନା, ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ ମାମଲା ରୁଜୁ କଲା ପଞ୍ଜାବ ପୋଲିସ

ପଞ୍ଜାବ ପୋଲିସ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ ମାମଲା ରୁଜୁ କରିଛି । ସମ୍ପୃକ୍ତ ଚ୍ୟାନେଲ ଆମ୍ ଆଦମୀ ପାର୍ଟି (ଏଏପି)ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ତୁଳନା କରିଥିବା ଅଭିଯୋଗ ହୋଇଛି । ଚଢ଼ାଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରିତ କରିବା…

ଦିଲ୍ଲୀ: ପ୍ରଗତି ମୈଦାନ ଟନେଲ୍‌ରେ ଭୟଙ୍କର ଦୁର୍ଘଟଣା, ଡିଭାଇଡର୍‌ ସହ ଧକ୍କା ହୋଇ ଚାଲିଗଲା ପୋଲିସ ଏସ୍‌ଆଇଙ୍କ ଜୀବନ

ଦିଲ୍ଲୀର ପ୍ରଗତି ମୈଦାନ ଟନେଲ୍‌ରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଏଠାରେ ଡିଭାଇଡର ସହ ଧକ୍କା ହୋଇ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ପୋଲିସ ଏସ୍‌ଆଇ ଡିଭାଇଡର ସହ ଧକ୍କା ହେବା ପରେ ରାସ୍ତା ଉପରେ…

ଭାଇରାଲ ହେଉଛି ଅମିତ୍‌ ଶାହଙ୍କ ଭାଷଣର ନକଲି ଭିଡିଓ, ଅଭିଯୋଗ ପରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ଲୋକସଭା ନିର୍ବାଚନ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭାଷଣର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍‌ ମାଲବୀୟ ଏହି ଭିଡିଓକୁ ନେଇ ତେଲେଙ୍ଗାନା କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି । ସେ ‘X’ରେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ଏଥିରେ…

ଲିଭୁନି ନୈନିତାଲ ଜଙ୍ଗଲର ନିଆଁ, ଲୋକଙ୍କଠାରୁ ସହାୟତା ଲୋଡ଼ିିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଜଳୁଛି ନୈନିତାଲ । ଉତ୍ତରାଖଣ୍ଡର ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନାହିଁ । ଲଗାତାର ଦ୍ୱିତୀୟ ଦିନ ଭାରତୀୟ ବାୟୁସେନା ନିଆଁ ଲିଭାଇବାରେ ସାହାଯ୍ୟ କରିଛି । ରବିବାର ଏଠାରେ ନିଆଁ ଲାଗିବାର ୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ବାୟୁସେନାର MI-17 V5 ହେଲିକପ୍ଟର ନିଆଁ ଲିଭାଇବାରେ…

ଗୁଜରାଟ ତଟରେ ବଡ଼ ଅପରେସନ, ୬୦୨ କୋଟି ମୂଲ୍ୟର ଡ୍ରଗ୍ସ ସହ ୧୪ ପାକିସ୍ତାନୀ ନାଗରିକ ଗିରଫ

ଗୁଜରାଟ ଉପକୂଳରୁ ଜବତ ହୋଇଛି ୮୬ କିଲୋଗ୍ରାମ୍‌ ଡ୍ରଗ୍ସ । ଏକ ମିଳିତ ଅପରେସନ୍ ମାଧ୍ୟମରେ ଆତଙ୍କବାଦ ବିରୋଧୀ ସ୍କ୍ଵାଡ୍‌ (ATS) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଏତେ ପରିମାଣର ଡ୍ରଗ୍ସ ଜବତ କରିଛନ୍ତି । ବଜାରରେ ଏହାର ମୂଲ୍ୟ ପାଖାପାଖି ୬୦୨ କୋଟି ଟଙ୍କା ହେବ ବୋଲି ଆକଳନ…

ବିହାର: ସୁରକ୍ଷାକର୍ମୀଙ୍କୁ ନେଇ ନିର୍ବାଚନ ଡ୍ୟୁଟିକୁ ଯାଉଥିଲା ବସ୍‌, ଟ୍ରକ୍‌ ସହ ଧକ୍କାରେ ୩ ଯବାନ ସହିଦ

ବିହାରର ଗୋପାଳଗଞ୍ଜରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ପୋଲିସ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ବସ୍‌ ଓ ଟ୍ରକ୍‌ ମଧ୍ୟରେ ଭୀଷଣ ଧକ୍କାରେ ଡ୍ରାଇଭରଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଛନ୍ତି । ୧୨ରୁ ଅଧିକ ଯବାନ ଏଥିରେ ଆହତ ହୋଇଥିବା ସୂଚନା…