ଛତିଶଗଡ଼: କାଙ୍କେରରେ ବଡ଼ ଏନ୍‌କାଉଣ୍ଟର, ନକ୍ସଲର ଟପ୍‌ କମାଣ୍ଡର ନିପାତ; ଏବେ ସୁଦ୍ଧା ୧୮ଟି ମୃତଦେହ ଜବତ

ଦେଶରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ ପୂର୍ବରୁ ଛତିଶଗଡ଼ର କାଙ୍କେରରେ ଏକ ବଡ଼ ଏନ୍‌କାଉଣ୍ଟର ହୋଇଛି । ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଏବେ ବି ଛୋଟେ ବେଠିଆ ଥାନା ଅଧୀନ ମାଡ୍‌ ଅଞ୍ଚଳରେ ଗୁଳି ବିନିମୟ ଜାରି…

ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ରାମନବମୀ ଛୁଟି, ବନ୍ଦ ରହିବ ସମସ୍ତ ସରକାରୀ ଅଫିସ୍‌, ସ୍କୁଲ ଓ କଲେଜ

ପବିତ୍ର ରାମନବମୀ ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି । ଆସନ୍ତାକାଲି ପଶ୍ଚିମବଙ୍ଗର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଏବଂ କଲେଜ ବନ୍ଦ ରହିବ । ରାଜ୍ୟରେ ଦୁର୍ଗାପୂଜା, କାଳୀପୂଜା ଏବଂ ସରସ୍ୱତୀ ପୂଜା ବଡ଼ ଧୁମ୍‌ଧାମରେ ପାଳନ କରାଯାଉଥିବା…

ଭୂତ ଖୋଜିବାକୁ ଶୂନଶାନ୍‌ ଚର୍ଚ୍ଚ ଯାଇଥିଲେ ଯୁବତୀ, TikTok ଚ୍ୟାଲେଞ୍ଜ ନେଇଗଲା ଜୀବନ ! ମୃତଦେହ ଦେଖି ଥରିଉଠିଲା…

ଟିକ୍‌ଟକ୍‌ର ନିଶା ଏତେ ଯେ ଆଜିକାଲି ଯୁବପିଢ଼ି ଏହା ମୋହରେ ପଡ଼ି କିଛି ବି କରିବାକୁ ପଛାଉ ନାହାନ୍ତି । ନିକଟରେ ଟିକ୍‌ଟକର ଏକ ଚ୍ୟାଲେଞ୍ଜ ପୂରଣ କରିବାକୁ ଚେଷ୍ଟା କରୁଥିବା ବେଳେ ୨୨ ବର୍ଷୀୟା ଯୁବତୀଙ୍କ ସହ ଏପରି କିଛି ଘଟିଥିଲା, ଯାହା ଜାଣିବା ପରେ ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା ।…

ଛତିଶଗଡ଼: ନିର୍ବାଚନ ପୂର୍ବରୁ ବସ୍ତରରେ ୨୬ ହାର୍ଡକୋର ନକ୍ସଲ କଲେ ଆତ୍ମସମର୍ପଣ, ଛାଡ଼ିଲେ ହିଂସାର ରାସ୍ତା

ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନରେ ନିୟୋଜିତ ଫୋର୍ସକୁ ମିିଳିଛି ବଡ଼ ସଫଳତା । ସୋମବାର ଏଠାରେ ୫ ମହିଳା ଏବଂ ୩ କିଶୋର, କିଶୋରୀଙ୍କ ସମେତ ମୋଟ ୨୬ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଦାନ୍ତେଓ୍ଵାଡା ହେଉଛି ବସ୍ତର ଲୋକସଭା ଆସନର ଏକ…

ବଢ଼ିଲା ସୀମା-ସଚିନ୍‌ଙ୍କ ସମସ୍ୟା, ବାହାଘର କରାଇଥିବା ପୁରୋହିତଙ୍କୁ କୋର୍ଟଙ୍କ ନୋଟିସ୍‌

ପୁଣି ବଢ଼ିଲା ସୀମା ହାଇଦରଙ୍କ ସମସ୍ୟା । ପାକିସ୍ତାନରୁ ନେପାଳ ରାସ୍ତାରେ ଭାରତ ଆସି ବିବାହ କରିଥିଲେ ସୀମା ହାଇଦର । ନିକଟରେ ସୀମା ଓ ସଚିନ୍ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ, ଯାହାକୁ ସୀମାଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର କୋର୍ଟରେ ଆବେଦନ କରି ଚ୍ୟାଲେଞ୍ଜ କରିଥିଲେ ।…

‘ଜୀବିତ ଅଛନ୍ତି ସରବଜିତ୍‌ ସିଂଙ୍କ ହତ୍ୟାକାରୀ ସରଫରାଜ’, ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦାବି

ପାକିସ୍ତାନରେ ଅଣ୍ଡରୱାର୍ଲ୍ଡ ଡନ୍ ଅମିର ସରଫରାଜ ତାମ୍ବାଙ୍କ ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀ ଦାବି କରିଛନ୍ତି ଯେ ସରଫରାଜ ଏବେ ବି ଜୀବିତ ଅଛନ୍ତି ଏବଂ ସେ ଗୁରୁତର ଆହତ ହୋଇଛନ୍ତି । ସେପଟେ ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ଭାରତ…

ମୁମ୍ବାଇ ବିମାନବନ୍ଦରରୁ ଜବତ ହେଲା ୬ କୋଟିରୁ ଅଧିକ ମୂଲ୍ୟର ସୁନା, ତିନି ତସ୍କର ଗିରଫ

ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ମୁମ୍ବାଇ ବିମାନବନ୍ଦରରୁ ପାଖାପାଖି ୧୦ କିଲୋଗ୍ରାମରୁ ଅଧିକ ମୂଲ୍ୟର ସୁନା ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ, ମୁମ୍ବାଇ କଷ୍ଟମ ଜୋନ୍ ୪ ଦିନରେ ୬.୩୦ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛି । ଏହି ଘଟଣାରେ ୩ ଜଣ ତସ୍କରଙ୍କୁ ମଧ୍ୟ…

କଙ୍ଗୋରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନ ଯୋଗୁ ୧୫ ଜଣଙ୍କ ମୃତ୍ୟୁ; ୬୦ ନିଖୋଜ

କଙ୍ଗୋରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଦକ୍ଷିଣ-ପଶ୍ଚିମ କଙ୍ଗୋରେ ପ୍ରବଳ ବର୍ଷା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି । ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ହୋଇ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ପାଖାପାଖି ୬୦ ଜଣ ଲୋକ ଏଥିରେ ନିଖୋଜ ଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।…

ତାମିଲନାଡ଼ୁରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ, କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଲେ, ‘ପିଏମ୍‌ଙ୍କର ବି…

ତାମିଲନାଡ଼ୁର ନୀଳଗିରିରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି । ନିର୍ବାଚନ ଆୟୋଗର ଅଧିକାରୀମାନେ ସୋମବାର ରାହୁଲ ଗାନ୍ଧିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଯାଞ୍ଚ କରିଥିବା ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ଜଣାପଡ଼ିଛି । ପୋଲିସ କହିଛି ଯେ ହେଲିକପ୍ଟର ନୀଳଗିରିରେ…

ଦିଲ୍ଲୀ ମଦ ଦୁର୍ନୀତି: ଏବେ ତିହାର ଜେଲ୍‌ରେ ରହିବେ ସିଏମ୍‌ କେଜ୍ରିଓ୍ଵାଲ, ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ିଲା ନ୍ୟାୟିକ…

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ସୋମବାର ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । କେଜ୍ରିଓ୍ଵାଲଙ୍କ ୧୫ ଦିନିଆ ନ୍ୟାୟିକ ହେପାଜତ ଆଜି ଶେଷ…

ଆଫ୍‌ଗାନିସ୍ତାନରେ ପ୍ରବଳ ବର୍ଷା ପରେ ମାଡ଼ିଆସିଲା ବନ୍ୟା, ୩୩ ମୃତ; ଭାସିଗଲେ ୨୦୦ ଗୋରୁ

ଆଫ୍‌ଗାନିସ୍ତାନରେ ବର୍ଷା ରୌଦ୍ର ରୂପ ଦେଖାଇଛି । ପ୍ରବଳ ବର୍ଷା ହେତୁ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ ଧ୍ୱଂସ ଘଟାଇଛି । ବର୍ଷା ପରେ ଆସିଥିବା ବନ୍ୟାରେ ଅତି କମ୍‌ରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୭ ଜଣ ଆହତ ହୋଇଛନ୍ତି । ତାଲିବାନ ପ୍ରବକ୍ତା ଅବଦୁଲ୍ଲା ଜନାନ…

ଦିଲ୍ଲୀ: ସ୍କୁଲ ପାର୍କିଂରେ ହୁତୁ ହୁତୁ ହୋଇ ଜଳିଲା ଦୁଇଟି ବସ୍‌, ନିଆଁକୁ ଆୟତ୍ତ କଲା ୮ ଦମକଳ ଗାଡ଼ି

ଦିଲ୍ଲୀରେ ଏକ ଘରୋଇ ସ୍କୁଲ ପରିସର ପାର୍କିଂରେ ରବିବାର ବଡ଼ ଅଗ୍ନିକାଣ୍ଡ ଘଟିଛି । ଏଠାରେ ରହିଥିବା ଦୁଇଟି ବସ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁ ଅତ୍ୟନ୍ତ ଭୟାବହ ଥିଲା । ସ୍କୁଲ ବିଲ୍ଡିଂର ଉଚ୍ଚତା ପର୍ଯ୍ୟନ୍ତ ନିଆଁର ତେଜ ପହଞ୍ଚୁଥିଲା । ଆଶସ୍ତିକର କଥା ଯେ ରବିବାର ସ୍କୁଲ ଛୁଟି…