Google ବିକ୍ଷୋଭକାରୀଙ୍କ ଉପରେ ନେଲା ଆକ୍ସନ, ୨୮ ଜଣ ଚାକିରିରୁ ବହିଷ୍କୃତ

Google ନିଜର ୨୮ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି । ମଙ୍ଗଳବାର ଗୁଗଲ୍‌ର କାଲିଫର୍ନିଆ ଏବଂ ନ୍ୟୁୟର୍କସ୍ଥିତ ଅଫିସ୍‌ରେ ଅନେକ କର୍ମଚାରୀ କମ୍ପାନୀ ବିରୋଧରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ । ଅନେକ ବିକ୍ଷୋଭକାରୀ ଅଫିସ୍ ବସ୍‌ଙ୍କ କ୍ୟାବିନରେ ପହଞ୍ଚି…

‘ଡାଇବେଟିସ୍‌ ସତ୍ତ୍ୱେ ତିହାରରେ ପ୍ରତିଦିନ ମିଠା ଖାଉଛନ୍ତି କେଜ୍ରିଓ୍ଵାଲ, ଏହା ଜାମିନ୍‌ ପାଇବାର ଉପାୟ’: ED

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି । ଏହାରି ଭିତରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ବେଳେ ଇଡି ଦାବି କରିଛି ଯେ କେଜ୍ରିଓ୍ଵାଲ ଜାଣିଶୁଣି ମିଠା ଖାଉଛନ୍ତି । ମେଡିକାଲ ଆଧାରରେ ଜାମିନ ପାଇବା…

‘ବାପଘରୁ Fortuner କାର୍‌ ନେଇକି ଆସ…’; ଆଗ୍ରାରେ ଦୁଇ ଭାଇ ନିଜ ନିଜ ସ୍ତ୍ରୀଙ୍କୁ ଘରୁ ତଡ଼ିଦେଲେ

ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ Fortuner କାର୍‌ ନ ମିଳିବାରୁ ଦୁଇ ଜଣ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଘରୁ ତଡ଼ି ଦେଇଛନ୍ତି । ଏହି ଦୁଇ ସ୍ୱାମୀ ହେଲେ ଦୁଇ ଭାଇ ଏବଂ ଦୁଇ ଜଣ ସ୍ତ୍ରୀ ମଧ୍ୟ ଦୁଇ ଭଉଣୀ । ଆଶ୍ଚର୍ଯ୍ୟର କଥା, ସ୍ୱାମୀ ଦୁହେଁ ଶପଥ ନେଇଛନ୍ତି କି,…

ମନି ଲଣ୍ଡରିଂ: ଶିଳ୍ପା ସେଟ୍ଟି ଓ ରାଜ୍‌ କୁନ୍ଦ୍ରାଙ୍କ ସମସ୍ୟା ବଢ଼ିଲା, ED ଜବତ କଲା ୯୭ କୋଟିର ସମ୍ପତ୍ତି

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଏବଂ ତାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କ ସମସ୍ୟା ବଢ଼ିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁନ୍ଦ୍ରାଙ୍କ ବିରୋଧରେ ଗ୍ରହଣ କରିଛି ବଡ଼ କାର୍ଯ୍ୟାନୁଷ୍ଠାନ । ଖବର ଅନୁସାରେ, ମନି ଲଣ୍ଡରିଂ ମାମଲାରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି…

ଦୈନିକ ରାଶିଫଳ: ଜାଣନ୍ତୁ ଆଜି ଆପଣଙ୍କ ରାଶି କ’ଣ କହୁଛି

ମେଷ: ଅନ୍ୟ ଦିନ ଅପେକ୍ଷା ଆଜି ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । କିଛି ବଡ଼ ଦାୟିତ୍ୱ ଆପଣଙ୍କ ଉପରେ ଆସିପାରେ । ବୃଷ: ଘରେ ଆପଣ ପାରିବାରିକ ସମସ୍ୟା ଶୁଣିବାରେ କିଛି ସମୟ ଅତିବାହିତ କରିବେ । କିଛି ଶୁଭ କାର୍ଯ୍ୟକ୍ରମରେ ଭାଗ…

ୟୁପି: ଗୋରଖପୁରରୁ ପ୍ରାର୍ଥୀ ରବି କିଶନଙ୍କୁ ନିଜର ସ୍ୱାମୀ ବୋଲି କହିଲେ ମହିଳା, ପତ୍ନୀଙ୍କ ଅଭିଯୋଗ ପରେ ମାମଲା ରୁଜୁ

ଲୋକସଭା ନିର୍ବାଚନ ପୂର୍ବରୁ ବିବାଦ ଘେରକୁ ଆସିଛନ୍ତି ୟୁପି ଗୋରଖପୁରରୁ ବିଜେପି ପ୍ରାର୍ଥୀ ରବି କିଶନ । ଜଣେ ମହିଳା ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ, ଯାହା ପରେ ରବି କିଶନଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ପୋଲିସ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି । ରବି…

ଭାଲୁର ରୂପ ଦେଖି ଡରି ଛାନିଆ ହୋଇଗଲା ବାଘ…, ଆଖି ବୁଜି ମାରିଲା ଡିଆଁ

ମହାରାଷ୍ଟ୍ରର ଚନ୍ଦ୍ରପୁରସ୍ଥିତ ତାଡୋବା ଟାଇଗର ରିଜର୍ଭରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏହି ଭିଡିଓକୁ ପର୍ଯ୍ୟଟକମାନେ ନିଜ ମୋବାଇଲ ଫୋନ୍‌ରେ କଏଦ କରିଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ ଏକ ବାଘ ହଠାତ୍‌ ଭାଲୁ ସାମ୍ନାରେ ଆସି ଛିଡ଼ା ହେଉଛି । ଏତିକି ବେଳେ ଭାଲୁ…

CAA ଆଇନକୁ ରଦ୍ଦ, UCC ଲାଗୁ ନ କରିବାର ପ୍ରତିଶ୍ରୁତି…ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଜାରି କଲା ଇସ୍ତାହାରପତ୍ର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ୨୦୨୪ ଲୋକସଭା ନିର୍ବାଚନ ପାଇଁ ବୁଧବାର ନିଜର ଇସ୍ତାହାରପତ୍ର ଜାରି କରିଛି । ଟିଏମ୍‌ସି ଇସ୍ତାହାରପତ୍ରରେ ପ୍ରତିଶ୍ରୁତି ଦେଇଛି କି, ଯଦି କେନ୍ଦ୍ରରେ ସରକାର ଗଠନ ହୁଏ, ତେବେ ଏହା CAA (ନାଗରିକତା…

ପ୍ରଧାନମନ୍ତ୍ରୀ ମୋଦି ହେଲିକପ୍ଟରରେ ବସି ଦେଖିଲେ ରାମଲାଲାଙ୍କ ଦିବ୍ୟ ସୂର୍ଯ୍ୟତିଳକ ଅଭିଷେକ; କହିଲେ, ‘ପରମ ଆନନ୍ଦର…

ଆଜି ସାରା ଦେଶରେ ବଡ଼ ଧୁମ୍‌ଧାମରେ ପାଳନ ହେଉଛି ପବିତ୍ର ରାମନବମୀ ଉତ୍ସବ । ଏହି ଅବସରରେ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟ ଅଭିଷେକ କରାଯାଇଥିଲା । ଦେଶ ଏବଂ ଦୁନିଆର ରାମ ଭକ୍ତମାନେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଇନ୍ଦୋର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ପୋଡ଼ି ହୋଇଗଲେ ୫ ଶ୍ରମିକ

ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବାଣ କାରଖାନାରେ ଗତକାଲି ଦ୍ୱିପ୍ରହର ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ୫ ଜଣ ଶ୍ରମିକ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଇନ୍ଦୋରର ଚୋଇଥରାମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଶ୍ରମିକମାନଙ୍କ ମଧ୍ୟରୁ ଜଣେ ଇନ୍ଦୋରର ହୋଇଥିବା…

ପବିତ୍ର ରାମନବମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ପବିତ୍ର ରାମନବମୀ । ଏହି ଅବସରରେ ସମଗ୍ରୀ ଦେଶରେ ଉତ୍ସବର ମାହୋଲ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାରା ଦେଶରେ ଥିବା ରାମ ମନ୍ଦିରରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଛନ୍ତି । ଏହା ସହିତ ଏହି ଖାସ୍‌ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଦେଶବାସୀଙ୍କୁ…

‘ତିହାରରେ ପ୍ରତିଦିନ ମୋର ସୁଗାର ଲେବଲ୍‌ ଯାଞ୍ଚ ହେଉ’, କୋର୍ଟରେ ଆବେଦନ କଲେ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଜେଲ୍‌ ଭିତରେ ତାଙ୍କର ସୁଗାର ଲେବଲ୍‌ ନିୟମିତ ଯାଞ୍ଚ କରିବାକୁ ଦାବି କରିଛନ୍ତି । ଦିଲ୍ଲୀର ବିବାଦୀୟ ମଦ ନୀତି ମାମଲାରେ ଗିରଫ ହୋଇଛନ୍ତି କେଜ୍ରିଓ୍ଵାଲ । ତାଙ୍କର ସୁଗାର ଲେବଲ୍‌ ନିୟମିତ ପରୀକ୍ଷଣ ଆବେଦନ ଉପରେ ରାଉସ୍ ଆଭେନ୍ୟୁ କୋର୍ଟ ଏକ…