Below header

ଦୁନିଆରେ ୨୫% ମୁସଲମାନ ଅଛନ୍ତି, କିନ୍ତୁ ଟିଭି ଶୋ’ରେ ମାତ୍ର ୧% ହିଁ କାମ କରୁଛନ୍ତି: ମଲାଲା

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫ୍‌ଜାଇ ନିକଟରେ ହଲିଉଡ୍‌ରେ ପ୍ରତିନିଧିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ଜନସଂଖ୍ୟାର ୨୫ ପ୍ରତିଶତ ମୁସଲମାନ ଅଛନ୍ତି। କିନ୍ତୁ ପ୍ରମୁଖ ଟିଭି ଶୋ’ରେ ମାତ୍ର ଏକ ପ୍ରତିଶତ ମହିଳା କଳାକାର କାମ କରୁଥିବା ଦେଖା…

୨୪ ଘଣ୍ଟାରେ ୨୦୯ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୪ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୧୩ ଜଣ ୧୮ ବର୍ଷରୁ କମ୍‌…

୨୪ ଘଣ୍ଟାରେ ୧୮୦ କରୋନା ପଜିଟିଭ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୩୧ ଜଣ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ସାମାନ୍ୟ କମିଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ…

ଏଥରକ ଦୁର୍ଗାପୂଜାରେ ପଡ଼ୁଛି ଅତ୍ୟନ୍ତ ଶୁଭ ସଂଯୋଗ, ଦେବୀଙ୍କ ପୂଜା ତିଥି ଓ ତାରିଖ ଭିତରେ ରହିଛି ନିଆରା ସଂଯୋଗ

ଆସିଛି ଶରତ। ଶରତରେ ମା’ ଦୁର୍ଗା ପୃଥିବୀପୃଷ୍ଠରେ ଅବତରଣ କରିଥାନ୍ତି। ଏଣୁ ଏ ଅବସରରେ ଚଳଚଞ୍ଚଳ ହୋଇଉଠେ ସବୁ ଦେବୀ ପୀଠ। ବିଭିନ୍ନ ପେଣ୍ଡାଲମାନଙ୍କରେ ମଧ୍ୟ ଦଶହରାରେ ଅସ୍ଥାୟୀ ଦେବୀ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ମା’ଙ୍କ ଆରାଧନା କରାଯାଏ। ମା’ ଦୁର୍ଗା ହେଉଛନ୍ତି ଶକ୍ତି। ଦୁଷ୍ଟ ସଂହାରିଣୀ…

କେତେ ଅଛି ସୁନା ଓ ରୁପା ଦାମ୍, ଜାଣନ୍ତୁ ଆଜିର ଅପଡେଟ୍

ସ୍ଥିର ଅଛି ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୯୭୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଲିଟର ପିଛା ଆଜି କେତେ ଅଛି ଦାମ୍

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୫୫ ପଇସା କମି ୧୦୩ ଟଙ୍କା ୦୫ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୫୩ ପଇସା କମି ୯୪ ଟଙ୍କା ୬୨ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ…

ଭାରତର ନିଷ୍ପତ୍ତି ଯୋଗୁ ସିଙ୍ଗାପୁରବାସୀ ହଟହଟା, ହୋଟେଲରେ ମହଙ୍ଗା ହେଲା ରୁଟି

ସିଙ୍ଗାପୁର: ଭାରତ ଗହମ ରପ୍ତାନିକୁ ନେଇ କଟକଣା ଲଗାଇବା ପରେ ପଡ଼ୋଶୀ ଦେଶମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ସିଙ୍ଗାପୁରରେ ଏହାର ପ୍ରଭାବ ଅଧିକ ଦେଖାଯାଇଛି। ଗତ ମେ’ ମାସରେ ଭାରତ ଗହମ ରପ୍ତାନି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ପ୍ରଭାବ ବର୍ତ୍ତମାନ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି।…

ଇଡିର ନୂଆ ଖୁଲାସା: ଦୁବାଇର ଏକ ରେସ୍ତୋରାଁ ଜରିଆରେ ପିଏଫ୍‌ଆଇକୁ ମିଳୁଥିଲା କୋଟି କୋଟି ଟଙ୍କାର ଫଣ୍ଡିଂ

ନୂଆଦିଲ୍ଲୀ: ସାରା ଦେଶରେ ପିଏଫ୍‌ଆଇର ବିଭିନ୍ନ ଅଫିସ ଉପରେ ଚଢ଼ଉ ପରେ ଏନ୍‌ଆଇଏ ଏହାର ସଭାପତିଙ୍କ ସମେତ ଅନେକ କର୍ମଚାରୀଙ୍କୁ ଗିରଫ କରିଛି। ଏବେ ଖୁଲାସା ହୋଇଛି ଯେ ରେସ୍ତୋରାଁ ମାଧ୍ୟମରେ ଗଲ୍ଫ ଦେଶରୁ ପିଏଫ୍‌ଆଇକୁ ପାଣ୍ଠି ଆସୁଥିଲା। ପିଏଫ୍‌ଆଇ କହିଛି ଯେ ସେମାନେ ଭାରତରୁ ଚାନ୍ଦା ଆକାରରେ…

ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ ଜଲଓ୍ଵା ଦେଖାଇବେ ଆଲିଆ ଭଟ୍ଟ, ‘ହାର୍ଟ ଅଫ୍‌ ଷ୍ଟୋନ୍‌’ରେ କରିବେ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ହଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ରେ ଆଲିଆଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଆଲିଆଙ୍କ ଫ୍ୟାନ୍ସ ଏହି ଫିଲ୍ମ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଭାରତୀୟ ସିନେମା ପାଇଁ ଗର୍ବର ବିଷୟ। Meet…

ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ

ମେଷ : କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ଆର୍ଥିକ ସଙ୍କଟ ଦେଇ ଗତି କରିପାରନ୍ତି। କାହାଠାରୁ ଧନ ଉଧାର ନେଇ ପାରନ୍ତି। ପ୍ରେମ ସମ୍ପର୍କ ପାଇଁ ଦିନଟି ଭଲ। ବୃଷ : ବୃଷ ରାଶିର ବ୍ୟକ୍ତି ବାକ୍‌ ସଂଯମତା ରକ୍ଷା କରନ୍ତୁ। ପରିବାରରେ ତର୍କ ବିତର୍କ…

ମିଳିତ ଜାତିସଂଘର ସାଧାରଣ ସଭାରେ ଚୀନ୍‌ ଓ ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର, କହିଲେ- ଆତଙ୍କବାଦୀଙ୍କୁ ବ୍ଲାକ୍‌…

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସାଧାରଣ ସଭାରେ ଜୟଶଙ୍କର ଆତଙ୍କବାଦ ଉପରେ ଚୀନ୍‌ ଓ ପାକିସ୍ତାନ ଉପରେ ବର୍ଷିଛନ୍ତି। ମିଳିତ ଜାତିସଂଘର ସାଧାରଣ ସଭାରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ନାଁ ନ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ପ୍ରବଳ ବିରୋଧ କରିଛନ୍ତି। ଏଥିସହ…