Below header

ପ୍ରେଗ୍‌ନାଣ୍ଟ ଅଛନ୍ତି ଐଶ୍ୱର୍ଯ୍ୟା! ଏୟାରପୋର୍ଟରେ ଢିଲା ଡ୍ରେସ୍‌ରେ ପେଟ ଲୁଚାଉଥିବାର ଆସିଲେ ନଜର

ମୁମ୍ବାଇ: ବଲିଉଡ୍‌ ନାୟିକା ତଥା ବଚ୍ଚନ ପରିବାରର ବୋହୂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍‌ ଶୀଘ୍ର ଫିଲ୍ମ ‘ପୋନିୟନ ସେଲଭନ୍‌’ରେ ନଜର ଆସିବେ। ଚଳଚ୍ଚିତ୍ରର ପ୍ରମୋସନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଐଶ୍ୱର୍ଯ୍ୟା ବହୁତ ବ୍ୟସ୍ତ ଅଛନ୍ତି। ନିକଟରେ ଯେତେବେଳେ ସେ ଗଣମାଧ୍ୟମ ସାମ୍ନାକୁ…

ଦିଲ୍ଲୀରେ ୧୨ ବର୍ଷର ପୁଅକୁ ଅତି ନୃଶଂସଭାବେ ଗଣଦୁଷ୍କର୍ମ କଲେ ୪ ଜଣ, ତା’ପରେ ପ୍ରାଇଭେଟ୍‌ ପାର୍ଟରେ ପୂରାଇଲେ ରଡ୍‌

ନୂଆଦିଲ୍ଲୀ: ସାଧାରଣତଃ ଝିଅମାନେ ଦୁଷ୍କର୍ମର ଶିକାର ହେଉଥିବା ଖବର ଆସୁଥିବା ବେଳେ ଦିଲ୍ଲୀରେ ଜଣେ ନାବାଳକକୁ ଗଣଦୁଷ୍କର୍ମ କରାଯିବା ଘଟଣା ବର୍ତ୍ତମାନ ସାରା ଦେଶକୁ ଦୋହଲାଇ ଦେଇଛି। ରାଜଧାନୀ ଦିଲ୍ଲୀର ସିଲମପୁର ଅଞ୍ଚଳରେ ଜଣେ ୧୨ ବର୍ଷର ବାଳକ ଗଣଦୁଷ୍କର୍ମର ଶିକାର ହୋଇ ମେଡିକାଲରେ ସଂଘର୍ଷ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ସାମାନ୍ୟ କମିଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ…

ଦୈନିକ ଭାଗ୍ୟ! ପଢ଼ନ୍ତୁ, ଆଜିର ରାଶିଫଳ

ମେଷ : ସୁସ୍ଥ ଭାବେ କାମ କରିବାକୁ ଚାହିଁଲେ ମଧ୍ୟ ବ୍ୟସ୍ତତା ଯୋଗୁ ଥକି ଯାଇ ପାରନ୍ତି। ଆତ୍ମସନ୍ତୋଷ ଲାଭ କରିବେ। କାମରୁ ଫୁରସତ ନେଇ ଛୁଟି ନେବାକୁ ଇଚ୍ଛା କରିବେ। କିନ୍ତୁ କୌଣସି କାମ ଯୋଗୁ ଅଟକି ଯାଇ ପାରନ୍ତି। ବୃଷ : ଆଜି ବନ୍ଧୁଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବେ।…

ଶିଶୁ ପର୍ଣ୍ଣୋଗ୍ରାଫି ବିରୋଧରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ୨୦ ରାଜ୍ୟର ୫୬ଟି ସ୍ଥାନରେ ଏକକାଳୀନ ଚଢ଼ଉ

ନୂଆଦିଲ୍ଲୀ: ଶିଶୁ ପର୍ଣ୍ଣୋଗ୍ରାଫିକୁ ରୋକିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ‘ଅପରେସନ୍‌ ମେଘଚକ୍ର’ ନାମକ ଏକ ଯୋଜନା ଆରମ୍ଭ କରିଛି। ନିକଟରେ ଏହି ଯୋଜନାରେ ଶିଶୁ ଯୌନ ଶୋଷଣ ସହ ଜଡ଼ିତ ଜିନିଷର ଅନ୍‌ଲାଇନ୍‌ ସେୟାରିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ୨୦ଟି…

ଇଡିର ବଡ଼ ଖୁଲାସା: ଜୁଲାଇରେ ମୋଦିଙ୍କୁ ମାରିବାକୁ ରଚାଯାଇଥିଲା ଷଡ଼ଯନ୍ତ୍ର, ତାଲିମ ବି ନେଇ ସାରିଥିଲେ ପିଏଫ୍‌ଆଇ…

ନୂଆଦିଲ୍ଲୀ: ଲୋକପ୍ରିୟ ଫ୍ରଣ୍ଟ ଇଣ୍ଡିଆ (ପିଏଫ୍‌ଆଇ) ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏକ ବଡ଼ ଖୁଲାସା ହୋଇଛି। ରିପୋର୍ଟ ମୁତାବକ, ବିହାରର ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ର‍୍ୟାଲିକୁ ଟାର୍ଗେଟ କରିବାକୁ ସଂଗଠନ ଯୋଜନା କରିଥିଲା ବୋଲି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦାବି…

‘ନିର୍ମାତା କଣ୍ଢେଇ ଭଳି ବ୍ୟବହାର କରିବାକୁ ଚାହୁଁଥିଲେ’, ବଲିଉଡର ରାଜ୍ ଖୋଲିଲେ ନବେ ଦଶକ ହିରୋଇନ ଆୟେଶା

ମୁମ୍ବାଇ: ୯୦ ଦଶକରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ହିଟ୍‌ ଫିଲ୍ମ ଦେଇଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଆୟେଶା ଜଣେ। ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କ କ୍ୟାରିୟର ମଧ୍ୟରେ ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଏବେ କିନ୍ତୁ ଆୟେଶା ଦୀର୍ଘ ସମୟ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି।…

ଏହି ସପ୍ତାହରେ ୧୨ଟି ଯାକ ରାଶିର ଦିନ କେମିତି କଟିବ, ପଢ଼ନ୍ତୁ ସାପ୍ତାହିକ ରାଶିଫଳ

ମେଷ: ଏହି ସପ୍ତାହ ମିଶ୍ରିତ ଫଳ ଦେବ। କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ଆର୍ଥିକ ସଙ୍କଟ ଦେଇ ଗତି କରିପାରନ୍ତି। କାହାଠାରୁ ଧନ ଉଧାର ନେଇ ପାରନ୍ତି। ପ୍ରେମ ସମ୍ପର୍କରେ ଥିଲେ ସପ୍ତାହଟି ଭଲ ରହିବ। ପ୍ରତିଦିନ ସଙ୍କଟମୋଚନଙ୍କ ସୁନ୍ଦରକାଣ୍ଡ ପାଠ…

ଦିନ ଆରମ୍ଭ କରିବା ପୂର୍ବରୁ ଏବେଠୁ ପଢ଼ି ନିଅନ୍ତୁ ଆଜିର ରାଶିଫଳ

ଦୈନିକ ରାଶି ଫଳ ଗ୍ରହ-ନକ୍ଷତ୍ର ଚଳନ ଉପରେ ଆଧାରିତ ଏକ ଫଳାଦେଶ। ଏଥିରେ ମେଷ ଠାରୁ ଆରମ୍ଭ କରି ମୀନ ପର୍ଯ୍ୟନ୍ତ ୧୨ଟି ଯାକ ରାଶିର ଭବିଷ୍ୟଫଳ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜି ୨୫ ସେପ୍ଟେମ୍ବର ୨୦୨୨ ଦିନଟି କେମିତି କଟିବ… ମେଷ: କର୍ମ କ୍ଷେତ୍ର ସହ…

୫ ଟି ରାଜ୍ୟରେ ନିର୍ବାଚନ ପାଇଁ ୩୪୦ କୋଟି ଟଙ୍କା ଖର୍ଚ୍ଚ କରିଛି ବିଜେପି, ଉତ୍ତର ପ୍ରଦେଶରେ ସର୍ବାଧିକ

ନୂଆଦିଲ୍ଲୀ: ଚଳିତବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ଦେଶର ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ବିଜେପି ୩୪୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଦଳକୁ ଆୟୋଗ ଦେଇଥିବା ଖର୍ଚ୍ଚର ସବିଶେଷ ତଥ୍ୟରେ ଏହି ସୂଚନା ଦିଆଯାଇଛି। ଏହା ବ୍ୟତୀତ ଜାତୀୟ ଦଳ କଂଗ୍ରେସ ଏହି ନିର୍ବାଚନରେ ୧୯୪ କୋଟିରୁ ଅଧିକ ଟଙ୍କା…

ଜ୍ୟାକ୍‌ଲିନ୍‌ଙ୍କ ପାଇଁ ଡ୍ରେସ୍‌ କିଣିବାକୁ ତାଙ୍କ ଷ୍ଟାଇଲିଷ୍ଟ୍‍ଙ୍କୁ ୩ କୋଟି ଟଙ୍କା ଦେଇଥିଲେ ସୁକେଶ, ଏବେ ହେଲା…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ମନି ଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଫସି ଚାଲିଛନ୍ତି। ବେଳକୁ ବେଳ ତାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଡିଜାଇନର ଲିପାକ୍ଷୀ ଏଲାଭାଡ଼ିଙ୍କୁ ଦିଲ୍ଲୀ ପୋଲିସର ଇକୋନୋମିକ୍‌ ଅଫେନ୍ସ ୱିଙ୍ଗ୍‌ ପ୍ରାୟ…

ଆଜିର ରାଶିଫଳ ! ପଢ଼ନ୍ତୁ, ମେଷଠାରୁ ମୀନ ଯାଏଁ କାହାର କେମିତି କଟିବ ଦିନ

ମେଷ: କୌଣସି ପୁରୁଣା କାମ ଆଜି ସରିବ। ପୂର୍ବରୁ କୌଣସି ପ୍ରୋଜେକ୍ଟରେ ଅର୍ଥ ଲଗାଣ କରିଥିଲେ, ଆଜି ମୋଟା ଅଙ୍କର ଲାଭ ମିଳିବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଥିବା ଚିନ୍ତା ଆଜି ଦୂର ହେବ। କୌଣସି ଭଲ ଅବସର ମିଳିବ। ବୃଷ: ଆଜିର ଦିନଟି ସୁଖମୟ ରହିବ। ଖର୍ଚ୍ଚ ବଢ଼ିବ। ଏକା ସାଙ୍ଗେ ଅନେକ କାମ…