Below header

ବିବାହିତାଙ୍କ ସନ୍ଦେହଜନକ ମୃତ୍ଯୁ, ହତ୍ଯା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକେ

ଜଳେଶ୍ୱର(କେ.ନ୍ୟୁଜ): ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ଯୁ। ଅନ୍ୟପଟେ ଝିଅ ମରିନାହିଁ ବରଂ ତାକୁ ହତ୍ଯା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମହିଳାଙ୍କ ବାପଘର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାୟା ଗ୍ରାମରେ। ଗାଁର ଜୟନ୍ତ ପାଣିଗ୍ରାହୀଙ୍କ…

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, କରୋନା ଟେଷ୍ଟିଂ ବୃଦ୍ଧି ଉପରେ ଗୁରୁତ୍ୱ

କୋଭିଡ୍‌ର ସେକେଣ୍ଡ ୱେଭ୍‌ ସମ୍ଭାବନାକୁ ଅଟକାଇବାକୁ ହେଲେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ପଡିବ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ବେଳେ ଏହି ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆରଟିପିସିଆର ଟେଷ୍ଟିଂ ବୃଦ୍ଧି କର। ସ୍ଥାନୀୟ…

BJP ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆଚରଣ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେଡି । ଆଜି ବିଧାନସଭା ମୁଲତବୀ ପରେ ରାଜଭବନ ଗଲେ ବିଜେଡି ବିଧାୟକ । ବିଧାନସଭା ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଅଶୋଭନୀୟ ଆଚରଣ ନେଇ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ଗୃହରେ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା କଥା…

ପୁଣି ଗାଁ ମୁହାଁ ହେଲେ ହାତୀପଲ, ଅଞ୍ଚଳବାସୀ ଛାନିଆ

କାମାକ୍ଷାନଗର(କେ.ନ୍ୟୁଜ): ପୁଣି ଗାଁ ମୁହାଁ ହେଲେ ହାତୀପଲ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ସେକ୍ସନ ଅନ୍ତର୍ଗତ ରେଣ୍ଠାପାଟ ଗାଁରେ ହାତୀପଲ। ଏତେ ସଂଖ୍ୟାରେ ହାତୀଙ୍କୁ ଦେଖି ଲୋକମାନେ ଛାନିଆ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏକ ଦଶ ଟିକିଆ ହାତୀପଲ ଆଜି ସକାଳୁ କୁମୁସି ଗାଁ…

ପରୀକ୍ଷା ନ ହୋଇ ଲାଗିଛି ବ୍ୟାକ୍, ଭଦ୍ରକ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ଉତ୍ତେଜନା । +୩ ଦ୍ୱିତୀୟ ବର୍ଷ ବିଭିନ୍ନ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀଙ୍କ ଦ୍ଵିତୀୟ ସେମିଷ୍ଟାର ପରୀକ୍ଷାରେ ବ୍ୟାକ ଲାଗିଥିବାକୁ ନେଇ ଉତ୍ତେଜନା ଲାଗିରହିଛି । କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ବିକ୍ଷୋଭ କରୁଛନ୍ତି…

ମାଆର ମମତା ଆଗରେ ହାର ମାନିଲା ଆଇନ୍, ଫେରିଲା ବାର୍‌ହା ଢୁଡ୍‌

କେନ୍ଦୁଝର(କେ.ନ୍ୟୁଜ): ମାଆ ମମତାର ମୂଲ ଅମୂଲ। ମାଆର ପଣତ ଦୁନିଆର ସବୁଠୁ ନିରାପଦ ସ୍ଥାନ। ମାଆର ସ୍ନେହବୋଳା ଡାକରେ ବନ୍ୟଜନ୍ତୁ ବି ଘରକୁ ଫେରି ଆସିଲା। ଜଙ୍ଗଲରେ ବାର୍‌ହା ଢୁଡ୍‌କୁ ଖୋଜି ପାଇଲେ କୁନ୍ତଳା । ସାଥିରେ ନେଇଥିବା ଖାଦ୍ୟକୁ ନିଜ ହାତରେ ତାକୁ ଖାଇବାକୁ ଦେଲେ । କୋଳକୁ ନେଇ ଆଉଁସି…

ରାଜ୍ୟର ନୂଆ ପିସିସିଏଫ୍‌ ଭାବେ ନିଯୁକ୍ତ ହେଲେ ଶିଶିର କୁମାର ରଥୋ

ରାଜ୍ୟର ନୂଆ ପିସିସିଏଫ୍‌ ହେଲେ ଶିଶିର କୁମାର ରଥୋ । ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଶିଶିର କୁମାର ରଥୋ ହେଉଛନ୍ତି ୧୯୮୭ ବ୍ୟାଚ୍‌ ଆଇଏଫଏସ୍‌ । ବର୍ତ୍ତମାନ ସେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। କେନ୍ଦ୍ର…

ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ନେଇ ବସିଲା ଛତିଶା ନିଯୋଗ ବୈଠକ, କୋଭିଡ୍‌ କଟକଣା ମଧ୍ୟରେ ହେବ ସମସ୍ତ କାର୍ଯ୍ୟ

ପୁରୀ(କେ.ନ୍ୟୁଜ): ୨୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୧ ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ଆପାତତଃ ସ୍ଥିର କରାଯାଇଛି…

ପିଲା ଚୋର ସନ୍ଦେହ, ଦୁଇ ଜଣଙ୍କୁ ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ

ବାଲେଶ୍ୱର(କେ.ନ୍ୟୁଜ): ଗ୍ଯାସ ସଂଯୋଗୀକରଣର ଯାଞ୍ଚ ନିମନ୍ତେ ଆସିଥିବା ୨ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଥାନା ଅଞ୍ଚଳର ପୋଡାସୁଳ ଗାଁରେ। ଆହତ ଦୁଇଜଣ ସମ୍ପର୍କରେ ଦାଦା ପୁତୁରା ବୋଲି ଜଣାପଡ଼ିଥିବା ବେଳେ ଉଭୟ…

ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ, କ୍ୟାପଟେନ୍ ମୃତ

ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଗ୍ରୁପ୍‌ କ୍ୟାପଟେନ ଏ.ଗୁପ୍ତାଙ୍କ ମୃତ୍ୟୁ ହୋଇଛି । ଏନେଇ ଭାରତୀୟ ବାୟୁସେନା ଟୁଇଟ କରି ସୂଚନା ଦେଇଛି । A MiG-21 Bison aircraft of IAF was involved in a fatal accident this morning, while…

ଦିନ ଦ୍ବିପ୍ରହରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଯାଜପୁର(କେ.ନ୍ୟୁଜ): ଦିନ ଦ୍ବିପ୍ରହରରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୮ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଜେନାପୁର ଥାନା କବାଟବନ୍ଧ ଛକ ନିକଟରେ। ସୂଚନା ଅନୁଯାୟୀ, ଗତ ଚାରି ଦିନ ଧରି ହେବ ବ୍ୟାଙ୍କ ବନ୍ଦ ଥିବା କାରଣରୁ ପେଟ୍ରୋଲ ପମ୍ପର ଟଙ୍କା ଜମା ହୋଇ ନଥିଲା । ଆଜି…

ପିପିଲି ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ, କୋଭିଡ ଗାଇଡଲାଇନ ଅନୁସାରେ ହେବ ପରିଚାଳନା

ପିପିଲି (କେ.ନ୍ୟୁଜ): ପିପିଲି ଉପ-ନିର୍ବାଚନ ତାରିଖ ଘୋଷଣା ସହ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ସାରା ପୁରୀ ଜିଲ୍ଲାରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । କୋଭିଡ ଗାଇଡଲାଇନ ଅନୁସାରେ ହେବ ଉପନିର୍ବାଚନ ପରିଚାଳନା । ଗୋଟିଏ ବୁଥରେ ୧ ହଜାରରୁ ଅଧିକ ମତଦାତା ରହିପାରିବେ ନାହିଁ । ସମୁଦାୟ…