ଭେଜ୍‌ ଜାଗାରେ ନନ୍‌ଭେଜ୍‌ ପିଜ୍ଜା ଡେଲିଭରି କରିଥିଲା କମ୍ପାନୀ, ମହିଳା ମାଗିଲେ ୧ କୋଟି ଟଙ୍କାର କ୍ଷତିପୂରଣ

ଅର୍ଡର ଭୁଲ ଆସିବାରୁ କମ୍ପାନୀ ଉପରେ ୧ କୋଟି ଟଙ୍କାର ଜରିମାନା ଲଗାଇଲେ ମହିଳା। ଏଭଳି ଏକ ମାମଲା ଉତ୍ତର ପ୍ରଦେଶର ଗାଜିଆବାଦରେ ସାମ୍ନାକୁ ଆସିଛି। ଏଠାରେ ଜଣେ ନିରାମିଷାଶୀ ମହିଳା ଭେଜ୍‌ ପିଜ୍ଜା ଅର୍ଡର କରିଥିଲେ। କିନ୍ତୁ କମ୍ପାନୀ ତାଙ୍କୁ ନନ୍‌ଭେଜ୍‌ ପିଜ୍ଜା ପଠାଇ ଦେଇଥିଲେ। ଏଥିରେ…

ଶ୍ରୀମନ୍ଦିରରେ ନାଗାସାଧୁଙ୍କୁ ପୋଲିସର ମାଡ଼ ଅଭିଯୋଗ, ମେଡିକାଲରେ ଭର୍ତ୍ତି

ପୁରୀ: ପୁଣି ଥରେ ଚର୍ଚ୍ଚାରେ ନାଗା ସାଧୁ। ଏଥର ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ କୋଭିଡ ପାଇଁ ଦୀର୍ଘ ଦିନ ଧରି ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟା ଖୋଲି ଜଳ ସିଞ୍ଚନ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେଠାରେ ମୁତୟନ ଥିବା ଜେଟିପି ବାରଣ କରିବାରୁ କଥା କଟାକଟି ହୋଇଥିଲା।…

ଭାରସାମ୍ୟ ହରାଇ ଶିଶୁ କନ୍ୟା ଉପରେ ଚଢ଼ିଗଲା ଆମ୍ବୁଲାନ୍ସ, ଘଟଣାସ୍ଥଳରେ ମୃତ୍ୟୁ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କତଲକଇଠା ଗାଁରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ୧୦ବର୍ଷର ଝିଅର ମୃତ୍ୟୁ ଘଟିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ ହୋଇଛି। ମିଳିଥିବା ସୂଚନାନୁସାରେ, ଗଜପତି ଜିଲ୍ଲା ରାୟଗଡ ପଟରୁ ଆସୁଥିବା ଏକ ଆମ୍ବୁଲାନ୍ସ ପାରଳାଖେମୁଣ୍ଡି ଆଡକୁ…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ୧୫ ବର୍ଷର ନାବାଳିକା ଜନ୍ମଦେଲା ଶିଶୁକନ୍ୟା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କାଶୀନଗର ଥାନା ଅନ୍ତର୍ଗତ ହରିପୁରୁ ଗାଁର ଜଣେ ନାବାଳିକା କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ନାବାଳିକାର ବୟସ ୧୫ ବର୍ଷ ହୋଇଥିବା ବେଳେ ସେ ଦଶମ…

ଲାଇଭ୍‌ ସେସନ୍‌ ବେଳେ ନିକ୍‌ଙ୍କୁ ଲିପ୍‌ କିସ୍‌ କଲେ ପ୍ରିୟଙ୍କା ଚୋପ୍ରା, ପ୍ରବଳ ଭାଇରାଲ ହେଉଛି ଭିଡିଓ

ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ପ୍ରତିଦିନ କୌଣସି ନା କୌଣସି କାରଣରୁ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି। କିନ୍ତୁ ଏବେ ପ୍ରିୟଙ୍କା ନିଜର ଏକ ଭିଡିଓ ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରିୟଙ୍କାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ପ୍ରିୟଙ୍କା ଏକ ଲାଇଭ୍‌…

ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆରେ ଖାଲି ପଡ଼ିଛି ଅନେକ ପଦବୀ, ଗ୍ରାଜୁଏସନ୍‌ ପାସ୍‌ କରିଥିଲେ…

ଗ୍ରାଜୁଏସନ୍‌ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଜିଆଇସି)ରେ ଖାଲି ପଡ଼ିଛି ବିଭିନ୍ନ ପଦପଦବୀ। ଜାରି କରାଯାଇଥିବା ନୋଟିଫିକେସନ୍‌ ମୁତାବକ ଏହି ନିଯୁକ୍ତି ମୋଟ୍‌ ୪୪ଟି ପଦ ପାଇଁ ହେବ। ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ…

ଶରୀର ଗୋଟିଏ କିନ୍ତୁ ମୁଣ୍ଡ ଦୁଇଟି, ଜାଣନ୍ତୁ କେମିତି ବଞ୍ଚିଛନ୍ତି ଦୁଇ ଭଉଣୀ ଏବି ଓ ବ୍ରିଟ୍‌ନୀ

ଭଗବାନଙ୍କ ସୃଷ୍ଟି ବି ବଡ଼ ବିଚିତ୍ର। ଈଶ୍ୱର କାହାକୁ କେମିତି କରି ଗଢ଼ିଛନ୍ତି, ତାହା କେବଳ ସେ ହିଁ ଜାଣନ୍ତି। କେଉଁ ମଣିଷକୁ ଗୋଡ଼ା କରିଛନ୍ତି ତ ଆଉ କାହାକୁ ଡେଙ୍ଗା। ସେଭଳି ଆଉ କାହାର ଶରୀର ଗୋଟିଏ ତ ମୁଣ୍ଡ ଦୁଇଟି। ପୃଥିବୀ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଗଠନ ଅନ୍ୟ ଲୋକଙ୍କ…

ପାରାକ୍ୱେଟ୍‌ କବଳରେ ଏବେ ସାରା ପଶ୍ଚିମ ଓଡ଼ିଶା, ମଲେଣି ୨୦୦ରୁ ଅଧିକ ଚାଷୀ

କୀଟନାଶକ ପାରାକ୍ୱେଟ୍‌ କବଳରେ ଏବେ ସାରା ପଶ୍ଚିମ ଓଡ଼ିଶା। ଏକ ସର୍ଭେରୁ ଜଣାପଡ଼ିଛି ଯେ ପାରାକ୍ୱେଟ୍‌ କୀଟନାଶକ ପିଇ ତିନି ବର୍ଷ ମଧ୍ୟରେ ୨୦୦ରୁ ଅଧିକ ମୃତ୍ୟୁ ଘଟିଛି । ଏଇ ତିନି ଚାରି ଦିନ ଭିତରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ ୩ ଜଣ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇ…

ଏବେ ହ୍ଵାଟ୍ସଆପ୍‌ରେ ବି ଦେଖିପାରିବେ Instagram Reels, ନୂଆ ଫିଚରର ଟେଷ୍ଟିଂ ଆରମ୍ଭ

ଆବଶ୍ୟକତା ଅନୁସାରେ ହ୍ଵାଟ୍ସଆପ୍‌ ନୂଆ ନୂଆ ଫିଚର ଲଞ୍ଚ୍‌ କରିଥାଏ, ଯାହା ଆମକୁ କଥାବାର୍ତ୍ତା କରିବା ବେଳେ ବହୁତ ସାହାଯ୍ୟ କରେ। ଏବେ ହ୍ଵାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଏକ ସେଭଳି ଦମ୍‌ଦାର ଫିଚର ଲଞ୍ଚ୍‌ କରିଛି। ଏହି ନୂଆ ଫିଚର ଆସିବା ପରେ ୟୁଜର୍ସ ହ୍ଵାଟ୍ସଆପ୍‌ରେ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ…

ବସ୍ତି ଉଚ୍ଛେଦ ବେଳେ ପୋଲିସ ଉପରକୁ ଜଳନ୍ତା ଟାୟାର ଫିଙ୍ଗିଲେ ବସ୍ତିବାସିନ୍ଦା, ୨ ଆହତ

ଭୁବନେଶ୍ୱର: ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା। ଭୁବନେଶ୍ୱର ଆଇଗିଣିଆସ୍ଥିତ ସୁବାସ ନଗର ବସ୍ତି ଉଚ୍ଛେଦକୁ ନେଇ ଉତ୍ତେଜନା ଦେଖାଦେଇଛି। ଆଜି ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ବସ୍ତିବସିନ୍ଦା ବିରୋଧ କରିଥିଲେ। ତେବେ ଏହି ଉତ୍ତେଜନା ବେଳେ ସ୍ଥାନୀୟ ଲୋକମାନେ ପୋଲିସ ଉପରକୁ ଜଳନ୍ତା ଟାୟାର…

ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ିରୁ ମିଳିଲା ମୃତଦେହ, ବିଦା ହେଲେ ଥାନା ଅଧିକାରୀ

ଭୁବନେଶ୍ୱର: ଜବତ ଗାଡ଼ିରୁ ମିଳିଲା ମୃତଦେହ। ଯାଆଁଳା ଫାଣ୍ଡି ପରିସରରେ ଥିବା ଏକ ଗାଡ଼ିରୁ ନରକଙ୍କାଳ ଉଦ୍ଧାର ହୋଇଛି। ୨୦୧୯ ମସିହାରୁ ଫାଣ୍ଡି ପରିସରରେ ଗାଡିଟି ଥିଲା। ଏଣୁ ଏବେ ଗାଡ଼ିରେ ମୃତ ଦେହ କେଉଁଠୁ ଆସିଲା ସେ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ମାମଲାକୁ ନେଇ ନିଲମ୍ବିତ ହୋଇଛନ୍ତି…

ଗର୍ଭାବସ୍ଥାରେ ନିଶ୍ଚୟ ପିଅନ୍ତୁ କେସର ମିଶ୍ରିତ କ୍ଷୀର, ଶରୀରକୁ ମିଳିବ ଅନେକ ଫାଇଦା

ଗର୍ଭାବସ୍ଥାରେ ମହିଳାମାନେ ନିଜର ସ୍ୱତନ୍ତ୍ର ଭାବେ ଯତ୍ନ ନେଇଥାନ୍ତି। କେବଳ ମହିଳା ନିଜେ ନୁହେଁ, ପରିବାରର ସଦସ୍ୟମାନେ ମଧ୍ୟ ମା’ର ବିଶେଷ ଯତ୍ନ ନିଅନ୍ତି। ଏହି ସମୟରେ କେସରଯୁକ୍ତ କ୍ଷୀର ପିଇବାକୁ ବୟୋଜ୍ୟେଷ୍ଠମାନେ କହିଥାନ୍ତି। କେସର ଉଭୟ ମା’ ଓ ପିଲା ପାଇଁ ହିତକର ହୋଇଥାଏ। ଦୁନିଆର…