ପୋଷ୍ଟର ଓ ଟିଜର ପରେ ଏବେ ଫିଲ୍ମ ‘ଚେହେରେ’ର ପ୍ରମୋଶନ୍‌ରୁ ବି ବାଦ୍‌ ପଡ଼ିବେ ରିୟା ଚକ୍ରବର୍ତ୍ତୀ!

ରୁମି ଜାଫ୍‌ରୀଙ୍କ କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ଚେହେରେ’ର ରିଲିଜ୍‌ ତାରିଖ ସହ ଫିଲ୍ମର ପ୍ରମୋଶନ୍‌କୁ ନେଇ ଟିମ୍‌ ବିଚାରବିମର୍ଶ କରୁଥିବା ଜଣାଯାଇଛି। ରିପୋର୍ଟ ମୁତାବକ, ଟିମ୍‌ ଏବେ ଫିଲ୍ମରେ ଇମ୍‌ରାନ୍‌ ହାସ୍‌ମୀଙ୍କ ସହ ଲିଡ୍‌ ରୋଲ୍‌ରେ ଅଭିନୟ କରୁଥିବା ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରମୋଶନ୍‌…

ଖରାକୁ ମାତ୍‌ ଦେବାକୁ ପିଅନ୍ତୁ ଗୋଲାପ-କ୍ଷୀର କୋଲ୍‌ଡ୍ରିଙ୍କ୍‌, ମାତ୍ର ୨ ମିନିଟ୍‌ରେ ହୋଇଯିବ ପ୍ରସ୍ତୁତ

ଖରାଦିନେ ତଣ୍ଟି ଶୁଖିଯାଏ। ଏଣୁ ବାରମ୍ବାର କିଛି ଥଣ୍ଡା ପିଇବାକୁ ଇଚ୍ଛା ହୁଏ। ପିଲା ଏବଂ ଅତିଥିମାନେ ମଧ୍ୟ ଚା’ କଫି ବଦଳରେ ଏବେ ଥଣ୍ଡା ପାନୀୟ ଚାହିଁଥାନ୍ତି। ଏଭଳି ସ୍ଥିତିରେ ଯଦି କ’ଣ ନୂଆ ଥଣ୍ଡା ପାନୀୟ ଦେବେ ବୋଲି ଚିନ୍ତା କରୁଛନ୍ତି, ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି। ଟ୍ରାଏ କରନ୍ତୁ…

ଡେଇଁ ଡେଇଁ ନିଜଠୁ ଦୁଇଗୁଣ ଉଚ୍ଚ କାନ୍ଥରେ ଘଷି ପାରୁଛନ୍ତି ମହିଳା, ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ

ଯୋଗାଡ଼ କରି କାମ କରିବାରେ ଭାରତୀୟମାନେ ଧୁରନ୍ଧର। ସେମାନଙ୍କ ପାଖରେ ସବୁ ସମସ୍ୟାର ସରଳ ସମାଧାନ ରହିଥାଏ। ପ୍ରାୟତଃ ସୋସିଆଲ ମିଡିଆରେ ଆମେ ଅନେକ ଯୋଗାଡ଼ ଯନ୍ତ୍ର କରି କାମ ଚଳାଇନେଉଥିବା ଭିଡିଓ ଦେଖିଛେ। ତେବେ ବର୍ତ୍ତମାନ ଏବେ ସେଭଳି ଏକ ମହିଳାଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓ…

ଏସବୁ ଗ୍ରହ ସହ ସମ୍ବନ୍ଧିତ ଦ୍ରବ୍ୟ ହୋଇଥା’ନ୍ତି ଶନିଙ୍କ ଶତ୍ରୁ, କେବେ ବି ରଖନ୍ତୁନି ଏକାଠି

ବାସ୍ତୁଶାସ୍ତ୍ରରେ ସବୁ ଗ୍ରହ, ନକ୍ଷତ୍ର ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଆଜି ଶନିବାରରେ ଆସନ୍ତୁ ଜାଣିବା ଶନିଗ୍ରହ ବିଷୟରେ। ଶନି ଗ୍ରହଙ୍କର ଅନ୍ୟ ଗ୍ରହମାନଙ୍କ ସହ କି ସମ୍ପର୍କ ରହିଛି। କିଏ ମିତ୍ର କିଏ ଶତ୍ରୁ ଓ କେଉଁ କେଉଁ ଜିନିଷକୁ ଶନି ସମ୍ବନ୍ଧୀୟ ଜିନିଷ ସହ ରଖିବା ଉଚିତ୍‌ ଓ…

ଫରହାନ୍‌ ଅଖତରଙ୍କ ‘ତୁଫାନ୍‌’ର ଟିଜରକୁ ମିଳୁଛି ଭରପୂର ପ୍ରଶଂସା, ଶାହାରୁଖ ଓ ସଲମାନ୍‌ ବି କହିଲେ ‘ଖୁବ୍‌ ସୁନ୍ଦର’

ଆମାଜନ୍‌ ପ୍ରାଇମ୍‌ ଭିଡିଓ ନିକଟରେ ନିଜ ଆଗାମୀ ସମର ବ୍ଲକ୍‌ବଷ୍ଟର ହିନ୍ଦୀ ସ୍ପୋର୍ଟସ୍‌ ଡ୍ରାମା ଫିଲ୍ମ ‘ତୁଫାନ୍‌’ର ଟିଜର ରିଲିଜ୍‌ କରିଛି। ଫିଲ୍ମର ପ୍ରିମିୟର ୨୧ ମେ, ୨୦୨୧ରେ ସ୍ୱତନ୍ତ୍ର ଭାବରେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ୨୪୦ରୁ ଅଧିକ ଦେଶ ଓ କ୍ଷେତ୍ରରେ ରିଲିଜ୍‌ କରାଯିବ।…

ଦିନ ଆରମ୍ଭରୁ ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ

ମେଷ : ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।…

କ୍ରିକେଟ୍ ଜଗତରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁରର ଝିଅ ରଶ୍ମୀ, ଭାରତୀୟ ଟିମ୍ ପାଇଁ ରଖିଛନ୍ତି ଲକ୍ଷ୍ୟ

ବର୍ତ୍ତମାନ ସମୟରେ କ୍ରିକେଟ ଖେଳ ପ୍ରତି ବିଶେଷ ଭାବେ ଯୁବ ପିଢି ଆକର୍ଷିତ ହେଉଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ଏହାର ବେଶ୍ ଚାହିଦା ବଢିବାରେ ଲାଗିଛି। ମାତ୍ର ମହିଳା କ୍ରିକେଟ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀ କିଛି ଅଲଗା ରହିଛି। ଏଭଳି ପରିସ୍ଥିତିରେ ଓସିଏ ଦ୍ଵାରା ପରିଚାଳିତ ଓଡ଼ିଶା କ୍ରିକେଟ…

Whatsappରେ ସେଭ୍‌ କରନ୍ତୁ ଡକ୍ୟୁମେଣ୍ଟ ଓ ନୋଟ୍ସ, ଜାଣନ୍ତୁ ପର୍ସନାଲ ଡାଏରୀ ତିଆରି କରିବାର ଟେକ୍ନିକ୍‌

ଏବେ ସ୍ମାର୍ଟଫୋନ୍‌ର ବ୍ୟବହାର ପୂର୍ବ ତୁଳନାରେ ବହୁତ ବଢ଼ିଯାଇଛି। ଏଣୁ ପାଠପଢ଼ାଠୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ ସବୁ କାମ ଏବେ ଇଣ୍ଟରନେଟ୍‌ ଓ ଫୋନ୍‌ ମାଧ୍ୟମରେ ହେଉଛି। ଏବେ ପ୍ରତିଦିନ ଆମେ ସେୟାର କରୁଥିବା ଡୁକ୍ୟମେଣ୍ଟକୁ ନେଇ ବେଳେବେଳେ ଦ୍ୱନ୍ଦ୍ୱରେ ପଡ଼ିଥାଉ। କାରଣ ଏହାକୁ ସେଭ୍‌ କରିବାରେ…

୧୨ ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି ଉର୍ମିଲା ମାତୋଣ୍ଡକର, ନିଜେ କଲେ ଖୁଲାସା

ଖୁବ୍‌ଶୀଘ୍ର ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି ଅଭିନେତ୍ରୀ କମ୍‌ ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର। ସେ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦୂରରେ ଥିଲେ। ୨୦୧୯ ମସିହାରେ ସେ ରାଜନୀତିରେ ପାଦ ଥାପିଥିଲେ। ଏହା ପରଠାରୁ ସେ ଆଉ ଫିଲ୍ମକୁ ଫେରିବେନି ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ସବୁ…

ହେୟାର କଲର ଓ ଖରା ଯୋଗୁ ମଧ୍ୟ ଦେଖାଦେଇଥାଏ ସ୍କିନ୍‌ ଆଲର୍ଜି ସମସ୍ୟା, ଜାଣନ୍ତୁ ରକ୍ଷା ପାଇବା ଉପାୟ

ପ୍ରଦୂଷଣ ଯୋଗୁ ତ୍ୱଚା ରୋଗ ସହ ଜଡ଼ିତ ସମସ୍ୟା ବୃଦ୍ଧି ପାଉଛି। ସବୁ ବୟସର ଲୋକ ଏବେ ଚର୍ମ ରୋଗ ଯୋଗୁ ଚିନ୍ତିତ ଅଛନ୍ତି। ଏଥିମଧ୍ୟରୁ ଅଧିକାଂଶ ରୋଗ ଆମ ଅଜାଣତରେ ହୋଇଥାଏ। ଯେଉଁ ସବୁ ବିକାର ବା ସଂକ୍ରମଣ ମଣିଷ ତ୍ୱଚାକୁ ଅଧିକ ପ୍ରଭାବିତ କରିଥାଏ ତାହାକୁ ଚର୍ମ ରୋଗ ବୋଲି କୁହାଯାଏ। ଚର୍ମ ରୋଗର…

କରୋନା ଟିକା ନେବା ପରେ ବୃଦ୍ଧ ମୃତ, ପୋଲିସରେ ଅଭିଯୋଗ କଲେ ପରିବାର ଲୋକେ

କରୋନା ଟିକା ନେବା ପରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ସାଂଘାତିକ ମାମଲା ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଧୁପଗୁରୀ ଅଞ୍ଚଳରେ କୋଭିସିଲ୍ଡ ନେବା ପରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପରିବାର…

ଟିକେ ଆଶ୍ୱସ୍ତି! କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ହ୍ରାସ ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୬ ପଇସା କମି ୯୧ ଟଙ୍କା ୭୪ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୬ ପଇସା କମି ୮୮ ଟଙ୍କା ୬୩ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ…