ଖୁସି ଖବର! ପୁଣି କମିଲା ସୁନା, ଜାଣନ୍ତୁ ଆଜି କେତେ ଅଛି ୧୦ ଗ୍ରାମକୁ

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୫୦ ଟଙ୍କା କମି ୪୩,୮୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୩୮୦ ଟଙ୍କା କମି ୪୭,୭୮୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

ମେଷ : ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପର କ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ମାଲି ମକଦ୍ଦମା, ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ। ବୃଷ : ଆଜି…

ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କର ଆଉ ଏକ ଉପଲବ୍ଧି, ‘ପ୍ଲେୟର ଅଫ୍‌ ଦ ମନ୍ଥ’ ଭାବେ ଚୟନ କଲା ଆଇସିସି

ଭାରତୀୟ କ୍ରିକେଟ୍‌ ଟିମ୍‌ର ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କୁ ମିଳିଲା ଆଉ ଏକ ଟାଇଟଲ୍‌। ତାଙ୍କୁ ଫେବ୍ରୁୟାରୀ ମାସ ପାଇଁ ଆଇସିସି ପୁରୁଷ ପ୍ଲେୟର ଅଫ୍‌ ଦ ମନ୍ଥ ଚୟନ କରିଛନ୍ତି। ସେହିପରି ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ ଟେମି ବ୍ୟୁମୋଣ୍ଟଙ୍କୁ ମହିଳା ପ୍ଲେୟର ଅଫ୍‌ ଦ ମନ୍ଥ ଚୟନ କରିଛନ୍ତି।…

ଖୁବ୍‌ଶୀଘ୍ର ବିବାହ କରୁଛନ୍ତି ୟଶପ୍ରୀତ ବୁମ୍‌ରାହ, ଜାଣନ୍ତୁ କିଏ ସେହି ଲକି ଗାର୍ଲ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଦ୍ରୁତ ବୋଲର ୟଶପ୍ରୀତ ବୁମ୍‌ରାହ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ, ସେ ମଡେଲ ତଥା ସ୍ପୋର୍ଟସ୍‌ ଆଙ୍କର ସଞ୍ଜନା ଗଣେଶନ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ମାତ୍ର ଏବେ ଯାଏଁ ଉଭୟେ ଅଫିସିଆଲି ଏନେଇ କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ…

ପ୍ରକୃତିର ଅନନ୍ୟ ଅବଦାନ ଚାନ୍ଦିଲି ପାହାଡ଼, ଥରେ ଗଲେ ଆଉ ଫେରିବାକୁ ହେବନି ମନ

ବଲାଙ୍ଗିର ଜିଲ୍ଲାରେ ପ୍ରକୃତିର ଅବଦାନ ଅନେକ। ଜିଲ୍ଲାରେ ରହିଛି ଅନେକ ମନୋରମ ଓ ସୁନ୍ଦର ସ୍ଥାନ। ହେଲେ ପ୍ରଚାର ପ୍ରସାର ଅଭାବରୁ ଆଜି ସେ ସ୍ଥାନଗୁଡ଼ିକ ଲୋକଲୋଚନକୁ ଆସି ପାରୁନାହିଁ। ଏପରି ଏକ ସ୍ଥାନ ହେଉଛି ଦେଓଗାଁ ବ୍ଲକର ଚାନ୍ଦିଲି ପାହାଡ। ସ୍ଥାନୀୟ ଲୋକଙ୍କ ଆଧ୍ଯାତ୍ମିକ ଭାବାବେଗ ସହିତ…

ଶକ୍ତିର ଅନ୍ୟ ନାମ ‘ରେଖା ମିଶ୍ର’, ଏବେ ଯାଏଁ ୯୫୦ ଶିଶୁଙ୍କୁ ଦେଇସାରିଲେଣି ନୂଆ ଜୀବନ

ସମାଜର ପ୍ରତି କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ମହିଳାମାନେ ଆଜି ଆଗକୁ ବଢ଼ୁଛନ୍ତି। ବହୁ ସ୍ଥାନରେ ଆଜି ପୁରୁଷଙ୍କ ସମକକ୍ଷ ହୋଇପାରିଛନ୍ତି ମହିଳା। ଘରର ଚାରିକାନ୍ଥ ଭିତରୁ ବାହାରି ଲୋକଙ୍କୁ ସୁରକ୍ଷା ଦେବାରେ ମଧ୍ୟ ମହିଳାମାନେ ସମର୍ଥ ହୋଇଛନ୍ତି। ଜନତାଙ୍କୁ ସୁରକ୍ଷା ଦେବା ସହ…

ସନ୍ଧ୍ୟା ବେଳେ ସ୍ନାକ୍ସରେ ଖାଆନ୍ତୁ ନଡ଼ିଆ ଚିପ୍ସ, ଟେଷ୍ଟ୍‍ ପୂରା ଜବରଦସ୍ତ

ଅଧିକାଂଶ ଲୋକ ଏବେ ଫିଟ୍‌ନେସ୍‌ ପ୍ରତି ଅଧିକ ଦୃଷ୍ଟି ଦେଉଛନ୍ତି। ଏଣୁ ତେଲଛଣା ଜିନିଷ ଠାରୁ ଦୂରେଇ ରହୁଛନ୍ତି। ସେହିଭଳି ଆଉ କିଛି ନିଜ ଡାଏଟ୍‌କୁ ନେଇ ବେଶ୍‌ ଯତ୍ନବାନ୍‌ ଥାଆନ୍ତି। ଏଭଳି ସ୍ଥିତିରେ ଭୋକକୁ ଶାନ୍ତ କରିବା ପାଇଁ କିଛି ଏଭଳି ଖାଦ୍ୟ ଦରକାର, ଯାହା ଲୋ-ଫ୍ୟାଟ୍‌ ହେବା ସହ ପେଟ…

କଲେଜରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ଭାଙ୍ଗିଗଲା ରେଲିଂ, ୪ ମହଲାରୁ ଖସି ୭ ଛାତ୍ରୀ ମୃତ; ଦେଖନ୍ତୁ ଲାଇଭ୍‌ ଭିଜୁଆଲ

କଲେଜରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ଭାଙ୍ଗିପଡ଼ିଲା ବାଲକୋନିର ରେଲିଂ, ଆଉ ତଳେ ପଡ଼ି ଘଟଣାସ୍ଥଳରେ ହିଁ ଚାଲିଗଲା ୭ଟି ଅମୂଲ୍ୟ ଜୀବନ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଦକ୍ଷିଣ ଆମେରିକାର ବୋଲିଭିଆରେ। ଏଠାରେ ଏକ ବିଶ୍ୱବିଦ୍ୟାଳୟର ଚତୁର୍ଥ ମହଲାରେ ଥିବା ରେଲିଂ ଭାଙ୍ଗି ପଡ଼ିବାରୁ ୭ ଜଣ କଲେଜ…

ରଣବୀର କପୁରଙ୍କୁ କରୋନା, ସୋସିଆଲ ମିଡିଆରେ ସ୍ପଷ୍ଟ କଲେ ମା’ ନୀତୁ

ରଣବୀର କପୁରଙ୍କୁ କରୋନା। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ଏ ନେଇ ରଣବୀରଙ୍କ ମା’ ନୀତୁ କପୁର ନିଜେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନୀତୁ ସୂଚନା ଦେଇଛନ୍ତି ଯେ ରଣବୀରଙ୍କୁ କରୋନା ହୋଇଛି। ନୀତୁ କପୁର ରଣବୀର କପୁରଙ୍କର ଏକ ଫଟୋ ସେୟାର କରି…

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ। ବୃଷ : ମନରେ ନୂଆ ବିଚାର ଆସିବ। କୌଣସି କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କୋର୍ଟ-କଚେରି ମାମଲାରେ…

ସାଇନା ନେହ୍ଵାଲଙ୍କ ବାୟୋପିକ୍‌ ‘ସାଇନା’ର ଟ୍ରେଲର ରିଲିଜ୍‌, ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଲେ ପରିଣୀତି ଚୋପ୍ରା; ନଜର…

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଇନା’ର ଟ୍ରେଲର ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ରିଲିଜ୍‌ ହେଉ ହେଉ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏଥିରେ ଲୋକଙ୍କର ପଜିଟିଭ୍‌ ରିଆକ୍ସନ୍‌ ବି ଦେଖିବାକୁ ମିଳିଛି।…

ଭଗବାନ ବିଷ୍ଣୁ ଓ ହନୁମାନଙ୍କ ପୂଜା କରିବା ପାଇଁ ମଙ୍ଗଳବାର ପଡ଼ୁଛି ଅଦ୍ଭୁତ ସଂଯୋଗ, ଏମିତି କରନ୍ତୁ ଆରାଧନା

ମାର୍ଚ୍ଚ ୯ ତାରିଖ ମଙ୍ଗଳବାର ଦିନ ଫାଲଗୁନ୍‌ କୃଷ୍ଣ ପକ୍ଷର ଏକାଦଶୀ ତିଥି ପଡ଼ୁଛି। ମଙ୍ଗଳବାର ଏକାଦଶୀ ପଡ଼ୁଥିବାରୁ ଏହି ଦିନର ମହତ୍ତ୍ୱ ଆହୁରି ବଢ଼ିଯାଉଛି। ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ସମର୍ପିତ ହୋଇଥିବା ବେଳେ ଏକାଦଶୀ ତିଥିରେ ବିଷ୍ଣୁଙ୍କୁ ପୂଜା କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ। କଠିନ…