ସାମ୍ନାକୁ ଆସିଲା ଅମିର ଖାନ୍‌ଙ୍କ ନୂଆ ଗୀତର ଫାଷ୍ଟଲୁକ୍‌, ଏଲି ଅବରାମ୍‌ଙ୍କ ସହ ଏହି ଅନ୍ଦାଜ୍‌ରେ ଆସିଲେ ନଜର

ବଲିଉଡ୍‌ ସୁପରଷ୍ଟାର ଅମିର ଖାନ୍‌ ଓ ଅଭିନେତ୍ରୀ ଏଲି ଅବରାମ୍‌ଙ୍କ ଡ୍ୟାନ୍ସ ଭିଡିଓର ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଏଲି ଇନ୍‌ଷ୍ଟାଗ୍ରାମ୍‌ରେ ନୂଆ ଗୀତର ଫାଷ୍ଟଲୁକ୍‌ ସେୟାର କରିଛନ୍ତି। ଭିଡିଓରେ ଅମିର ଖାନ୍‌ ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଛନ୍ତି। ପ୍ରକାଶ ଯେ, କିଛି ଦିନ ତଳେ ହିଁ…

କୃଷି ଆଇନ୍‌କୁ ବିରୋଧ କରି କରି ଶେଷରେ ହାରିଗଲେ ଚାଷୀ, ଦଉଡ଼ି ଦେଇ କଲେ ଆତ୍ମହତ୍ୟା

ହରିୟାଣାର ଜଣେ ୫୫ ବର୍ଷୀୟ କୃଷକ ରବିବାର ଟିକରୀ-ବହାଦୂରଗଡ଼ ସୀମାରେ ଆତ୍ମହତ୍ୟା କରିଛନ୍ତି। ପୋଲିସର ସୂଚନା ମୁତାବକ, ହିସାର ଜିଲ୍ଲାର ରାଜବୀ ନାମ ଜଣେ କୃଷକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ସେ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା କୃଷି ଆଇନ୍‌ ବିରୋଧରେ ଦିଲ୍ଲୀ ସୀମାରେ ଜାରି…

ଜଳୁଛି ବାଘଙ୍କ ଘର ‘ଶିମିଳିପାଳ’, ନାସା ସେୟାର କଲା ଭୟଙ୍କର ଚିତ୍ର

ଶିମିଳିପାଳ ଅଭୟାରଣ୍ୟ, ସୁନ୍ଦର୍ ଯେମିତି ଭୟଙ୍କର ବି ସେମିତି। କାରଣ ଏଠାରେ ଅଛି ବ୍ୟାଘ୍ର ଅଭୟାରଣ୍ୟ। ଶିମିଳିପାଳରେ ୨୬୭ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳେ। ହାତୀ, ଚିତା, ବାଘ, ସମ୍ବର, ବାରହା, ଜଙ୍ଗଲୀ ବିଲେଇ, ହରିଣ ଏଭଳି ଅନେକ ପଶୁଙ୍କ ଘର ଏହି ଜଙ୍ଗଲ। ଏଠାରେ ୯୫ ପ୍ରଜାତିର ଅର୍କିଡ…

ବଲିଉଡ୍‌ର ‘ଡ୍ରିମ୍‌ଗାର୍ଲ’ ନେଲେ କରୋନା ଟିକା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ବଲିଉଡ୍‌ର ଡ୍ରିମ୍‌ଗାର୍ଲ ତଥା ମଥୁରାର ବିଜେପି ସାଂସଦ ହେମାମାଳିନୀ କରୋନା ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେଇଛନ୍ତି। ଭ୍ୟାକ୍‌ସିନ୍‌ ନେବା ବେଳର ଫଟୋକୁ ହେମାମାଳିନୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏ ଅବସରରେ ସେ କ୍ୟାପସନ୍‌ ଲେଖିଛନ୍ତି, ମୁଁ କୁପର ହସ୍ପିଟାଲରେ ଲୋକଙ୍କ ସହ ଟିକା…

ରଣବୀର କପୁରଙ୍କୁ ଛାଡ଼ି ଆଉ କାହାକୁ ବରଣମାଳା ପିନ୍ଧାଇଲେ ଆଲିଆ ଭଟ୍ଟ, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଗତ କିଛି ଦିନ ହେବ ବେଶ୍‌ ବ୍ୟସ୍ତ ଅଛନ୍ତି। ପ୍ରଥମେ ଗଙ୍ଗୁବାଇ କାଠିଆବାଡିର ଟିଜର ରିଲିଜ୍‌, ପରେ ନିଜ ପ୍ରଡକ୍ସନ୍‌ ହାଉସ୍‌ ଖୋଲିବା ତା’ ପରେ ଉକ୍ତ ପ୍ରଡକ୍ସନ୍‌ ହାଉସ୍‌ ପାଇଁ ନୂଆ ଫିଲ୍ମର ଘୋଷଣା କରିବା ଆଦି କାମରେ ଆଲିଆ ପୂରା ବିଜି। ଇତି ମଧ୍ୟରେ ଆଲିଆ…

ମାତ୍ର ୭ ବର୍ଷରେ ୩୫ ପିଲାଙ୍କ ବାପା ବନିସାରିଲେଣି ଏହି ଯୁବକ, ଜାଣନ୍ତୁ କେମିତି

ଦୁନିଆରେ ଲୋକମାନେ ବିବାହ କରି ପିଲା ଛୁଆ ଜନ୍ମ କରି ସୁଖରେ ସଂସାର ଗଢ଼ିବାର ସ୍ୱପ୍ନ ଦେଖନ୍ତି। ଯେଉଁମାନଙ୍କୁ ପିଲା ଅଧିକ ପସନ୍ଦ ସେମାନେ ଦୁଇ ତିନିଟି ଛୁଆ ଜନ୍ମ କରିଥାନ୍ତି। ସେହିପରି ବର୍ତ୍ତମାନ ଦୁନିଆକୁ ଦେଖି ଆଉ କିଛି ଗୋଟିଏ ଦୁଇଟି ପିଲା ଜନ୍ମ କରୁଛନ୍ତି। କିନ୍ତୁ ଆମେରିକାର କେଲି…

କି ପ୍ରେମ ଲୋ ମା’: ଗାର୍ଲଫ୍ରେଣ୍ଡ ଜିଦ୍‌ କରିବାରୁ ଦୋକାନ ଭାଙ୍ଗିଲା ପ୍ରେମିକ, ଚୋରି କରିନେଲା ୭୦୦ ଚକୋଲେଟ୍‌

ପ୍ରେମ ଏକ ଏଭଳି ଭୂତ, ଯାହା ଥରେ ମୁଣ୍ଡରେ ଚଢ଼ିଲେ ବ୍ୟକ୍ତି କିଛି କରିବା ପୂର୍ବରୁ ଥରେ ଚିନ୍ତା ବି କରେନି। ପ୍ରେମିକାର ଇଚ୍ଛାକୁ ପୂରଣ କରିବାକୁ ପ୍ରେମିକ ସବୁ କିଛି କରିବାକୁ ଆଗଭର ହୋଇଯାଏ। ତାହା କେତେ ଦୂର ଠିକ୍‌ ତା’ ବି ବୁଝେନି। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ।…

୧୦୦କୁ କଲ୍‌ କରି ଥାନାକୁ ନେବାକୁ ଅନୁରୋଧ କଲା ମଦୁଆ, କାରଣ ଶୁଣିଲେ ହୋଇଯିବେ ଇମୋସ୍‌ନାଲ; ଦେଖନ୍ତୁ ଭିଡିଓ

ମଦ ଏକ ଏମିତି ନିଶା, ଯାହା ସହଜେ ଛାଡ଼େନି। ନିଶା ଛଡ଼ାଇବାକୁ ଲୋକମାନେ ବିଭିନ୍ନ ପନ୍ଥା ଆପଣାଇଥାନ୍ତି। ଏଥିପାଇଁ ଅନେକ ଦିନ ଲାଗିଯାଏ। କିନ୍ତୁ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଜଣେ ବ୍ୟକ୍ତି ନିଜର ଏହି ବଦଭ୍ୟାସ ଯୋଗୁ ବିରକ୍ତ ହୋଇ ପୋଲିସକୁ ଫୋନ୍‌ କରିଛି। ଥରେ ନୁହେଁ ତିନି ତିନି ଥର ସେ ପୋଲିସକୁ…

ଗାଁ ଦାଣ୍ଡରେ ହରି ନାମ ଭଜି ଭକ୍ତିମୟ ପରିବେଶ ସୃଷ୍ଟି କଲେ ମହିଳା, ଦେଖନ୍ତୁ ଏକ ନିଆରା ୧୬ ପ୍ରହରୀ

ଭଜନ, କୀର୍ତ୍ତନ ସାଙ୍ଗକୁ ପାରାୟଣର ଧୁନ୍। ଗାୟକଙ୍କ ସ୍ୱରରେ ସ୍ୱର ମିଶାଇ ହରିନାମ ଗାୟନ କରୁଛନ୍ତି ଅନେକ ଭକ୍ତ। ହରିବୋଲ ହୁଳହୁଳିରେ ଫାଟି ପଡୁଛି ପୂରା ପରିବେଶ । କେବଳ ପୁରୁଷ ନୁହେଁ, ମହିଳା ମଣ୍ଡଳୀ ମଧ୍ୟ ହାତରେ ଗିନି ଧରି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ଜପ କରୁଛନ୍ତି।…

୧୨ ମହଲାରୁ ଖସୁଥିବା ପିଲାକୁ ଫିଲ୍ମ ଷ୍ଟାଇଲ୍‌ରେ କ୍ୟାଚ୍‌ କଲେ ଡେଲିଭରି ବୟ; ଦେଖନ୍ତୁ ପୂରା ଭିଡିଓ

ଛାତରୁ ଖସୁଥିବା ଏକ ଝିଅର ଜୀବନ ବଞ୍ଚାଇଲେ ଡେଲିଭରି ବୟ। ଏଭଳି ଘଟଣା ଘଟିଛି ଭିଏତନାମରେ। ଏହି ଘଟଣା ବେଳର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି, ଯାହା ଭାଇରାଲ ହେବାରେ ଲାଗିଛି। ୧୨ ତାଲାରୁ ଖସିପଡ଼ିଥିବା ଏହି କୁନି ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା ଜଣାଯାଇଛି। ଦେଖନ୍ତୁ ଭିଡିଓ:…

ଆଜି ୪.୩.୨୧, ୧୧ ବର୍ଷ ପରେ ପଡ଼ିଲା ଏମିତି ତାରିଖ

ଆଜି ହେଉଛି ମାର୍ଚ୍ଚ ୪ ତାରିଖ। ଲେଖିବା ବେଳେ ଆମେ ଏହାକୁ ୪.୩.୨୧ ବୋଲି ଲେଖିଥାଉ। ଟିକେ ଧ୍ୟାନ ଦେଲେ ଆପଣ ଜାଣିପାରିବେ ଯେ ଆଜିର ତାରିଖ ୪ରୁ ୧ ଯାଏଁ ଅଧକ୍ରମରେ ବା ବଡ଼ରୁ ସାନ କ୍ରମରେ ରହିଛି, ଯାହା କି ଏକ ବିରଳ ତାରିଖ। ଏଭଳି ତାରିଖ ବହୁ ବର୍ଷ ପରେ ଆସିଛି। ଆଜିର ତାରିଖକୁ ଏକ ସ୍ୱତନ୍ତ୍ର…

ଝାଉଁ ଜଙ୍ଗଲ ସହ ମାଟି ବି ଚାଲିଗଲାଣି ସମୁଦ୍ର ଆଁ କୁ, ଆଗକୁ ବାଲିଆପାଳବାସୀଙ୍କ ପାଳି

ସମୁଦ୍ର ଗିଳୁଛି ଝାଉଁ ଜଙ୍ଗଲ। ଗିଳୁଛି କୂଳର ମାଟି ସବୁ। ଆଉ ଟିକେ ଆଗକୁ ଗଲେ ନିଜ ଗର୍ଭକୁ ନେଇଯିବ ଜନବସତି ସବୁ। ବଙ୍ଗୋପସାଗର ଏବେ ବାଲେଶ୍ୱର ବାଲିଆପାଳବାସୀଙ୍କ ଦୁଃଖର କାରଣ ପାଲଟିଛି। ଏହାର କୂଳରେ ଥିବା ୫ଟି ପଞ୍ଚାୟତର ୨୫ରୁ ଊର୍ଦ୍ଧ୍ୱ ଗାଁ ଲୋକେ ଏବେ ଡରି ଡରି ଜୀଉଁଛନ୍ତି। ବାଲିଆପାଳ…