ଆଜି ୪.୩.୨୧, ୧୧ ବର୍ଷ ପରେ ପଡ଼ିଲା ଏମିତି ତାରିଖ
ଆଜି ହେଉଛି ମାର୍ଚ୍ଚ ୪ ତାରିଖ। ଲେଖିବା ବେଳେ ଆମେ ଏହାକୁ ୪.୩.୨୧ ବୋଲି ଲେଖିଥାଉ। ଟିକେ ଧ୍ୟାନ ଦେଲେ ଆପଣ ଜାଣିପାରିବେ ଯେ ଆଜିର ତାରିଖ ୪ରୁ ୧ ଯାଏଁ ଅଧକ୍ରମରେ ବା ବଡ଼ରୁ ସାନ କ୍ରମରେ ରହିଛି, ଯାହା କି ଏକ ବିରଳ ତାରିଖ। ଏଭଳି ତାରିଖ ବହୁ ବର୍ଷ ପରେ ଆସିଛି। ଆଜିର ତାରିଖକୁ ଏକ ସ୍ୱତନ୍ତ୍ର…