ହାପି ବର୍ଥ ଡେ’ ଡିୟର! ଜନ୍ମଦିନରେ ଟାଇଗର ଶ୍ରଫ୍ଙ୍କୁ ଖାସ୍ ଅନ୍ଦାଜ୍ରେ ଶୁଭେଚ୍ଛା ଜଣାଇଲେ ଦିଶା ପଟାନୀ
ଆଜି ଟାଇଗର ଶ୍ରଫ୍ ନିଜ ୩୧ ତମ ଜନ୍ମ ଦିନ ପାଳନ କରୁଛନ୍ତି। ଏ ଅବସରରେ ଦିଶା ପଟାନୀ ସୋସିଆଲ ମିଡିଆରେ ତାଙ୍କର ଏକ ଖାସ୍ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ଟାଇଗରଙ୍କ ନିକଟରେ ରିଲିଜ୍ ହୋଇଥିବା ମ୍ୟୁଜିକ ଭିଡିଓ ବିଷୟରେ ସୂଚନା ଦେଇ ଦିଶା ତାଙ୍କୁ ‘କାସାନୋଭା’ମଧ୍ୟ କହିଛନ୍ତି।…