ରାମ ମନ୍ଦିର ପାଇଁ ଚାନ୍ଦା ସଂଗ୍ରହର ଆଜି ଶେଷ ଦିନ, ମକର ସଂକ୍ରାନ୍ତିରେ ଆରମ୍ଭ ହୋଇଥିଲା ଅଭିଯାନ

ରାମ ନଗରୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଚାନ୍ଦା ଆଦାୟ ଅଭିଯାନର ଆଜି ଶେଷ ଦିନ। ଆଜି ରବିଦାସ ଜୟନ୍ତୀ ଅବସରରେ ଏହି ଅଭିଯାନ ସରୁଛି। ଗତ ମାସ ମକର ସଂକ୍ରାନ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୪୪ ଦିନର ଏହି ସମର୍ପଣ ଅଭିଯାନ ଆଜି ମାଘ ପୂର୍ଣ୍ଣିମାରେ ଶେଷ ହେଉଛି।…

ମାଘ ପୂର୍ଣ୍ଣିମାରେ ଗଙ୍ଗା ସ୍ନାନ ବେଳେ ଅଘଟଣ, ବୁଡ଼ିଗଲେ ୫ ଜଣ

ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ମାଘ ପୂର୍ଣ୍ଣିମା ଅବସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗଙ୍ଗା ନଦୀକୁ ସ୍ନାନ କରିବାକୁ ଆସିଥିବା ୫ ଜଣ ବୁଡ଼ି ଯାଇଛନ୍ତି। ତେବେ ସ୍ଥାନୀୟ ପୋଲିସ ସତର୍କ ଥିବାରୁ ତିନି ଜଣଙ୍କୁ ନଦୀରୁ ଉଦ୍ଧାର କରିବାରେ ସଫଳ ହୋଇଛି। ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ…

ଗୁଜବ ପ୍ରଚାର କଲେ ଆଉ ରକ୍ଷା ନାହିଁ, ସାବଧାନ୍ ଓଟିଟି ଓ ସାମାଜିକ ଗଣମାଧ୍ୟମ

କେନ୍ଦ୍ର ସରକାର ଆଜି ସୋସିଆଲ ମିଡିଆ ଓ ଓଭର ଦ ଟପ୍‌(ଓଟିଟି) ପ୍ଲାଟଫର୍ମ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ରବିଶଙ୍କର ଆଜି ଅପରାହ୍ନ ୨ଟାରେ ଏକ ପ୍ରେସ କନ୍‌ଫରେନ୍ସରେ ରେଗୁଲେସନ୍‌ ଘୋଷଣା କରିଛନ୍ତି। ନୂଆ ଗାଇଡ୍‌ଲାଇନ୍‌ ଭିତରେ ଫେସ୍‌ବୁକ୍‌,…

ମାଘ ପୂର୍ଣ୍ଣିମାରେ ଦେବତାମାନେ ଶେଷ ଥର ପାଇଁ ସ୍ନାନ କରି ଦେବଲୋକକୁ କରିଥାନ୍ତି ପ୍ରସ୍ଥାନ, ଜାଣନ୍ତୁ ଏହି ଦିନର…

କର୍କଟ ରାଶିରେ ଚନ୍ଦ୍ର ଓ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କଲେ ମାଘ ପୂର୍ଣ୍ଣମାର ପବିତ୍ର ଯୋଗ ପଡ଼େ। ଚଳିତବର୍ଷ ଫେବ୍ରୁଆରୀ ୨୭ ତାରିଖରେ ଏହି ଯୋଗ ବନୁଛି। ବ୍ରହ୍ମବୈବର୍ତ୍ତ ପୁରାଣ, ପଦ୍ମ ପୁରାଣ ଓ ନିର୍ଣ୍ଣୟାସିନ୍ଧୁରେ କୁହାଯାଇଛି ଯେ ମାଘ ପୂର୍ଣ୍ଣିମା ଦିନ ସ୍ୱୟଂ ଭଗବାନ ବିଷ୍ଣୁ…

ଖୁସି ଖବର: ଆସନ୍ତା ସପ୍ତାହରେ ନୂଆ ନାଁ ସହ ଭାରତକୁ ଫେରୁଛି ପବ୍‌ଜି

ପବ୍‌ଜି ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ଆସନ୍ତା ସପ୍ତାହରେ ନୂଆ ନାଁରେ ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି ପବ୍‌ଜି। ଏହାର ନୂଆ ନାଁ ହେଉଛି ପବ୍‌ଜି ମୋବାଇଲ ୨। ସୂଚନାଯୋଗ୍ୟ ଯେ ଗତବର୍ଷ ସେପ୍ଟେମ୍ବର ମାସରେ ସୁରକ୍ଷା ଦୃଷ୍ଟିରୁ ପବ୍‌ଜି ମୋବାଇଲକୁ ବ୍ୟାନ୍‌ କରାଯାଇଥିଲା। ପବ୍‌ଜି ମୋବାଇଲ ୨…

ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରାଙ୍କ ବେଲୁନ୍‌ ଡ୍ରେସ୍‌, ସୋସିଆଲ ମିଡିଆରେ ମିମ୍‌ସ ଭାଇରାଲ ହେବା ପରେ ଏମିତି ଧନ୍ୟବାଦ…

ବଲିଉଡ୍‌ ଓ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ପୋଷାକ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଥର ପ୍ରିୟଙ୍କା ନିଜ ଡ୍ରେସ୍‌ ଯୋଗୁ ଟ୍ରୋଲ ବି ହେଉଥିବା ବେଳେ ବହୁତ ଥର ପ୍ରଶଂସା ମଧ୍ୟ ପାଇଛନ୍ତି। ନିକଟରେ ପ୍ରିୟଙ୍କା ପୁଣିଥରେ ଏକ ସେଭଳି ଡ୍ରେସ୍‌ ପିନ୍ଧି ସମସ୍ତଙ୍କ…

ବ୍ଳଡ୍‌ସୁଗାର କଣ୍ଟ୍ରୋଲ ହେଉନଥିଲେ ଖାଆନ୍ତୁ ଲେମ୍ବୁ ଆଚାର, ମିଳିବ ଅନେକ ଫାଇଦା

ଡାଇବେଟିସ୍‌ ରୋଗୀଙ୍କୁ ନିଜ ପାଚନ କ୍ରିୟା ଓ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ଏହି ରୋଗୀଙ୍କ ଶରୀରରେ କମ୍‌ ପରିମାଣରେ ଇନ୍‌ସୁଲିନ୍‌ ହରମୋନ୍‌ କ୍ଷରଣ ହୋଇଥାଏ। ଏଣୁ ସେମାନଙ୍କୁ ଏସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଏହି ସମସ୍ୟାରୁ ମୁକ୍ତି…

ନିଆରା ବିବାହ: ଜଣଙ୍କ କାନକୁ ଶୁଭୁନଥିବା ବେଳେ ଆଉ ଜଣେ ଜନ୍ମରୁ ମୁକ, କିନ୍ତୁ ପ୍ରେମ ବୁଝେନି ଅକ୍ଷମତା

ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ଆଉ ହୁଳହୁଳି ଓ ଶଙ୍ଖ ଧ୍ୱନି ମଧ୍ୟରେ ବାହା ହେଉଛନ୍ତି ଚିଣ୍ଟୁ ଏବଂ ଭାରତୀ। ବାହାବେଦି, ହୋମ ନିଆଁ, ଶଙ୍ଖ ହୁଳହୁଳିରେ ଉଛୁଳୁଛି ପରିବେଶ। ବର ଓ କନ୍ୟା ପକ୍ଷର ବନ୍ଧୁବାନ୍ଧବ ଉପସ୍ଥିତ ଅଛନ୍ତି। ସମସ୍ତେ ଉତ୍ସାହିତ ଥିବା ବେଳେ ବେଦିରେ ବସିଥିବା ବର ଓ କନ୍ୟାଙ୍କୁ…

ପୁଡ଼ୁଚେରୀରେ ଜାରି ହେବ ରାଷ୍ଟ୍ରପତି ଶାସନ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଦେଲା ମଞ୍ଜୁରୀ

ପୁଡ଼ୁଚେରୀରେ ଜାରି ହେବ ରାଷ୍ଟ୍ରପତି ଶାସନ। କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୁଧବାର ପୁଡ଼ୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଚଳିତ ସପ୍ତାହରେ ବିଶ୍ୱାସ ମତ ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ଇସ୍ତଫା ଦେଇଥିଲେ ଓ କେନ୍ଦ୍ରଶାସିତ…

ପୁଣି ୨୯ ପଇସା ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୨୯ ପଇସା ବଢ଼ି ୯୧ ଟଙ୍କା ୯୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୨୮ ପଇସା ବଢ଼ି ୮୮ ଟଙ୍କା ୯୧ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ ପେଟ୍ରୋଲ ଏବଂ…

ପୁଣି କମିଲା ସୁନା, ଜାଣନ୍ତୁ ଆଜି କେତେ ଅଛି ୧୦ ଗ୍ରାମକୁ

ପୁଣି କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦୦ ଟଙ୍କା କମି ୪୫,୯୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୯୦ ଟଙ୍କା କମି ୫୦,୦୯୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

ଆଜିର ରାଶିଫଳ ପଢ଼ନ୍ତୁ ଓ ସେହି ଅନୁସାରେ କରନ୍ତୁ ସବୁ କାମ

ମେଷ : ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ। ବୃଷ : ମନରେ ନୂଆ ବିଚାର ଆସିବ। କୌଣସି କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କୋର୍ଟ-କଚେରି ମାମଲାରେ…