Below header

ଏହି ଗାଁରେ ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ଚାଷ କରୁଛନ୍ତି କୃଷକ, ଗତ ୫୦ ବର୍ଷ ହେଲା ଏମିତି ଚାଲିଛି କୃଷି କାର୍ଯ୍ୟ

ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ହେଉଛି କୃଷି କାର୍ଯ୍ୟ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ କଥାଟି ଏକ ଦମ୍‌ ସତ। କୌଣସି ବାହାର ଦେଶରେ ନୁହେଁ ବରଂ ଆମ ଦେଶ ଭାରତରେ ହିଁ ଏମିତି ହେଉଛି କୃଷି କାର୍ଯ୍ୟ। ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ଚାଷ କରିବା ପଛରେ ବି ରହିଛି ଏକ ବଡ଼ କାରଣ। ନିଜ…

କରୋନା ଟିକା ନେବାକୁ ଆଉ ଦରକାର ପଡ଼ିବନି ଛୁଞ୍ଚି, ଖୁବ୍‌ଶୀଘ୍ର ଆସୁଛି ନୂଆ ଭ୍ୟାକ୍‌ସିନ୍‌

କରୋନା ପ୍ରକୋପ ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, କରୋନାର ନୂଆ ତଥା ଉନ୍ନତମାନର ଭ୍ୟାକ୍‌ସିନ୍‌ ଖୁବ୍‌ଶୀଘ୍ର ମାର୍କେଟକୁ ଆସୁଛି। ଏହାର ବିଶେଷତ୍ୱ ହେଉଛି, ଏହାକୁ ନେବା ପାଇଁ ଛୁଞ୍ଚିର ଆବଶ୍ୟକତା ପଡ଼ିବ ନାହିଁ।…

ଏବେ ସହଜରେ କରିପାରିବେ ନିଜ ଲୋକଙ୍କୁ ଟ୍ରାକ୍‌, ଜାଣନ୍ତୁ Whatsapp ର ଏହି ଫିଚର ବିଷୟରେ

ଏବେ ଯାହା ହାତରେ ଦେଖ କିଛି ଥାଉ କି ନଥାଉ, ମୋବାଇଲ କିନ୍ତୁ ନିହାତି ଥିବ। ମୋବାଇଲ ଏବେ ସମସ୍ତଙ୍କର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଲଟିଛି। ଆମେ ମୋବାଇଲରେ ସବୁ କିଛି କରିପାରୁଛୁ। ଖାସ୍‌ କରି ହ୍ଵାଟ୍ସଆପ୍‌କୁ ସମସ୍ତେ ବହୁଳ ଭାବେ ବ୍ୟବହାର କରୁଛନ୍ତି। ହ୍ଵାଟ୍ସଆପ୍‌ ପ୍ରାୟତଃ ଲୋକଙ୍କ…

ପୁଣି ଫେରିଲା କଟକଣା: କରୋନା ଯୋଗୁ ମାର୍ଚ୍ଚ ୩୧ ଯାଏଁ ଗୁଜରାଟରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ୪ ମହାନଗରରେ ନାଇଟ୍‌ କର୍ଫ୍ୟୁ ଲଗାଇବାକୁ ଘୋଷଣା କରିଛନ୍ତି। ଗୁଜରାଟ ସରକାର ଭଦୋଦରା, ଅହମ୍ମଦାବାଦ, ସୁରତ ଓ ରାଜକୋଟ୍‌ରେ ନାଇଟ୍‌ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନାଇଟ୍‌ କର୍ଫ୍ୟୁ ୧୭ ମାର୍ଚ୍ଚରୁ ଆରମ୍ଭ…

ପୁଣି ବଢ଼ିଲା ଗୌହର ଖାନ୍‌ଙ୍କ ସମସ୍ୟା, ୨ ମାସ ପାଇଁ ଇଣ୍ଡଷ୍ଟ୍ରୀରୁ ବ୍ୟାନ୍‌ କଲା FWICE

ପୁଣି ବଢ଼ିଲା ଗୌହର ଖାନ୍‌ଙ୍କ ସମସ୍ୟା। କରୋନା ପଜିଟିଭ୍‌ ହୋଇଥିବା ସତ୍ତ୍ୱେ କ୍ୱାରେଣ୍ଟାଇନ୍‌ରେ ନ ରହି ସୁଟିଂ କରିଥିବାରୁ ଗତ କାଲି ମୁମ୍ବାଇ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିବା ପରେ ଏବେ ଗୌହରଙ୍କୁ ବ୍ୟାନ୍‌ କରିଛି ସିନେ ଇଣ୍ଡଷ୍ଟ୍ରୀ। ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ…

ବାଲେଶ୍ୱରର ନୀଳଗିରି ଅଞ୍ଚଳରେ ଥିବା ଏହି ଗାଁରେ ରହିଛି ଅନେକ ଧର୍ମର ସ୍ମୃତି

ଅଯୋଧ୍ଯା ନାଁ ଶୁଣିବା ମାତ୍ରେ ମନକୁ ଚାଲି ଆସେ ଉତ୍ତର ପ୍ରଦେଶ। କିନ୍ତୁ ବୋଧେ ଖୁବ କମ ଲୋକ ଜାଣିଥିବେ ଯେ ଓଡ଼ିଶାରେ ବି ଏକ ଅଯୋଧ୍ୟା ରହିଛି। ବାଲେଶ୍ୱର ସହର ଠାରୁ ପାଖାପାଖି ୨୫ କିଲୋମିଟର ଗଲେ ପଡିବ ଏହି ଗାଁଟି, ଯାହା ନୀଳଗିରି ଉପଖଣ୍ଡରେ ରହିଛି। ଏକଦା ଏହି ଗାଁ ବୈଷ୍ଣବ, ଜୈନ ଓ ବୌଦ୍ଧ…

ସବୁବେଳେ କମେଣ୍ଟ କରୁଥିବାରୁ ଭଣଜା କ୍ରିଷ୍ଣା ଅଭିଷେକଙ୍କ ଉପରେ ବର୍ଷିଲେ ଗୋବିନ୍ଦା

୮୦-୯୦ ଦଶକର ସୁପରଷ୍ଟାର ଗୋବିନ୍ଦା ଏବେ ଫିଲ୍ମ ଦୁନିଆରୁ ଦୂରେଇ ଯାଇ ପରିବାର ସହ ସମୟ କାଟୁଛନ୍ତି। କିନ୍ତୁ ସେ ସବୁବେଳେ କୌଣସି ନା କୌଣସି କାରଣକୁ ନେଇ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି। ସୋସିଆଲ ମିଡିଆରେ ହେଉ କିମ୍ବା କୌଣସି ଟିଭି ଶୋ ସବୁଆଡ଼େ ଗୋବିନ୍ଦାଙ୍କର ହିଁ ଚର୍ଚ୍ଚା। ନିକଟରେ ଏକ…

ପାଣି, ରିଫାଇନ୍‌ଡ ଓ କେମିକାଲରୁ ତିଆରି ହେଉଛି ପନୀର, ଦେଖନ୍ତୁ ଫ୍ୟାକ୍ଟ୍ରି ଭିତରର ପୂରା ଭିଡିଓ

ପନୀର ପ୍ରେମୀଙ୍କୁ ଏହି ଖବର ପଢ଼ିବା ପରେ ଶକ୍ତ ଧକ୍କା ଲାଗିପାରେ। କାରଣ ମାମଲା ହେଉଛି ନକଲି ପନୀରର। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ପନୀର ଫ୍ୟାକ୍ଟ୍ରି ଉପରେ ଚଢ଼ଉ ହେଉଥିବା ଦେଖାଯାଇଛି। ତେବେ ଏହି ଚଢ଼ଉ ବେଳେ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବୈଠକକୁ ନ ଆସିବାରୁ ଏକ ଘରିକିଆ କରିଦେଲେ ଗାଁ ଲୋକେ, ମନ୍ଦିରରେ ବି ପୂରେଇଲେନି

ଜଳେଶ୍ବର: ଆଜି ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ ଏବଂ କୁସଂସ୍କାର। ଯେତେ ଶିକ୍ଷିତ ହେଲେ ମଧ୍ଯ ଧୀରେ ଧୀରେ ମଣିଷ ମନରୁ ହଜି ଯାଉଛି ମାନବିକତା। ଏ ସ୍ବାର୍ଥବାଦୀ ଦୁନିଆରେ ସାମାନ୍ଯ ସ୍ବାର୍ଥ ପାଇଁ ମଣିଷ ପାଲଟି ଯାଉଛି ପଶୁ । ଏବେ ବି ଚାଲିଛି ମଧ୍ଯଯୁଗୀୟ ହିଟଲରୀ ଶାସନ। କଥା କଥା କେ…

ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ହରଭଜନ ସିଂହ, ବେବି ବମ୍ପର ଫଟୋସୁଟ୍‌ କରାଇଲେ ଗୀତା

ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି କ୍ରିକେଟର ହରଭଜନ୍‌ ସିଂହ। ନିକଟରେ ହରଭଜନ ସିଂହ ପତ୍ନୀ ଗୀତା ବସରାଙ୍କ ସହ ଏକ ଫଟୋସୁଟ୍‌ କରାଇଛନ୍ତି। ଏଥିରେ ଗୀତା ବସରା ଦ୍ୱିତୀୟ ଥର ଗର୍ଭବତୀ ଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ହରଭଜନଙ୍କର ଗୋଟିଏ ଝିଅ ଅଛି। Coming soon.. July…

ମହଙ୍ଗା ପଡ଼ିଲା କରୋନା ନିୟମ ଉଲ୍ଲଂଘନ କରିବା, ଗୌହର ଖାନ୍‌ଙ୍କ ନାଁରେ ମାମଲା ରୁଜୁ

ବଲିଉଡ୍‌ ଅଭିନେତ୍ରୀ ଗୌହର ଖାନ୍‌ଙ୍କ ନାଁରେ ସାଂଘାତିକ ଅଭିଯୋଗ। କରୋନା ଗାଇଡ୍‌ଲାଇନ୍‌ ପାଳନ କରିନଥିବାରୁ ଗୌହର ଖାନ୍‌ଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ। ଏନେଇ ବିଏମ୍‌ସି ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ବିଏମ୍‌ସି ଆଜି ଟ୍ଵିଟ୍‌ କରି ଲେଖିଛି ଯେ ଜଣେ ବଲିଉଡ୍‌…

ଚୁଲି ନିଆଁ କୁହୁଳି ରାତି ଅଧରେ ଫାଟିଲା ସିଲିଣ୍ଡର, ଜିଅଁନ୍ତା ଜଳିଗଲେ ପରିବାରର ୫ ଜଣ

ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ। ସୋମବାର ବିହାରର କିଶନଗଞ୍ଜରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସିଲିଣ୍ଡର ଫାଟିଯାଇ ଏଠାରେ ପରିବାରର ୫ ଜଣ ଜିଅଁନ୍ତା ଜଳିଯାଇଛନ୍ତି। ମୃତକଙ୍କ ମଧ୍ୟରେ ବାପା ଓ ୪ ପିଲା ଅଛନ୍ତି। ତେବେ ସୌଭାଗ୍ୟବଶତଃ ମା’ ବଞ୍ଚିଯାଇଛନ୍ତି।…