Below header

ସୂର୍ଯ୍ୟୋପରାଗରେ ଘରେ କରନ୍ତୁ ଏହି ପୂଜାବିଧି, ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇ କରିବେ ଧନ ବର୍ଷା

ଆସନ୍ତା ୨୧ ତାରିଖରେ ଭାରତରେ ଦୃଶ୍ୟମାନ ହେବାକୁ ଯାଉଛି ସୂର୍ଯ୍ୟୋପରାଗ। ଏହି ଦିନ କେତେକ ବିଶେଷ କାମ କଲେ ଶୁଭଫଳ ପ୍ରାପ୍ତି ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି। କୁହାଯାଏ ଯେ ସୂର୍ଯ୍ୟୋପରାଗରେ କେତେକ ସ୍ୱତନ୍ତ୍ର ପୂଜା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି। ଏହି ପୂଜା ବିଧି…

କରୋନାକୁ ମାତ୍‌ ଦେବ ଏହି ଔଷଧ, ୩୫ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ଦାବି

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ର ଔଷଧ ଏପର୍ଯ୍ୟନ୍ତ ବାହାରିପାରିନାହିଁ। ଏଣୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଇତି ମଧ୍ୟରେ ବ୍ରିଟିଶ୍‌ ବୈଜ୍ଞାନିକମାନେ କରୋନା ଟୀକା ବାହାର କରିଥିବା ନେଇ ଦାବି କରିଛନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ…

୧୩ ଦିନ ପରେ ରଦ୍ଦ ହୋଇଯିବ ପାନ୍‌ କାର୍ଡ, ଏଥିସହ ଲାଗିବ ୧୦ ହଜାର ଟଙ୍କାର ଜରିମାନା

ଆଧାର କାର୍ଡ ସହ ପାନ୍‌ ଲିଙ୍କ୍‌ କରାଇନଥିଲେ ଏବେ ଗଣିବାକୁ ପଡ଼ିବ ତଣ୍ଡ। ଜୁନ୍‌ ୩୦ ପୂର୍ବରୁ ଆଧାର ଲିଙ୍କ୍‌ ନ କରାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ପାନ୍‌ ସହ ଆଧାର ଲିଙ୍କ୍‌ର ଶେଷ ତାରିଖ ଜୁନ୍‌ ୩୦ ରଖାଯାଇଛି। ଆୟକର ଆଇନ୍‌ ୨୭୨ବି…

ଜୁନ୍‌ ୨୧ର ସୂର୍ଯ୍ୟପରାଗରେ ଶେଷ ହେବ କି କରୋନାର ପ୍ରଭାବ! ବୈଜ୍ଞାନିକଙ୍କ ଦାବି

ଏବେ ସାରା ଦୁନିଆ କରୋନା ସହ ଲଢ଼ୁଛି। ଲୋକମାନେ ଏହାକୁ ବର୍ତ୍ତମାନ ସୂର୍ଯ୍ୟପରାଗ ସହ ଯୋଡ଼ୁଥିବା ଦେଖାଯାଇଛି। ଚେନ୍ନାଇର ଜଣେ ବୈଜ୍ଞାନିକ କରୋନା ଭାଇରସ୍‌ ଓ ସୂର୍ଯ୍ୟପରାଗ ମଧ୍ୟରେ ସମ୍ପର୍କ ଥିବା ନେଇ ଦାବି କରିଛନ୍ତି। ରିପୋର୍ଟ ମୁତାବକ ଚେନ୍ନାଇର ଜଣେ ବୈଜ୍ଞାନିକ ଦାବି କରିଛନ୍ତି ଯେ କରୋନା…

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି ଏଭଳି ରିଆକ୍ସନ୍‌ ଦେଇଥିଲେ ଧୋନି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି। ଗତ ରବିବାର ଦିନ ନିଜ ଘରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିଲେ। କୁହାଯାଉଛି ଯେ ସେ ଦୀର୍ଘଦିନ ହେବ ଡିପ୍ରେସନ୍‌ରେ ଥିଲେ। ଏଣୁ ଅନ୍ୟ ଉପାୟ ନ ପାଇ ଜୀବନ ହାରିଛନ୍ତି ସୁଶାନ୍ତ। ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀରେ ମାହି ଭୂମିକାରେ ଅଭିନୟ…

ଏସବୁ ଲକ୍ଷଣରୁ ଜାଣନ୍ତୁ, ସ୍ୱାମୀଙ୍କ ଜୀବନରେ ଆସି ସାରିଲେଣି ଦ୍ଵିତୀୟ ମହିଳା

ରିଲେସନସିପରେ ଦୁଇ ପ୍ରେମୀଙ୍କ ମଧ୍ୟରେ କେତେବେଳେ କିଏ ଆସିବ ତାହା କେହି କହିପାରିବେ ନାହିଁ। ସ୍ୱାମୀଙ୍କ ଆବଶ୍ୟକତାକୁ ପୂରଣ କରିନ ପାରିଲେ ସେ ଅନ୍ୟଠାରୁ ଉକ୍ତ ଆବଶ୍ୟକତା ପୂରଣ କରିଥାନ୍ତି। ଏହି କାରଣରୁ ଜୀବନରେ ତୃତୀୟ ଲୋକର ପ୍ରବେଶ ହୋଇଥାଏ। ବର୍ତ୍ତମାନ ସମୟରେ ଏଭଳି ମାମଲା ଅଧିକ…

ମାସିକ ଧର୍ମ ବେଳେ ହେଉଥିବା ପେଟ ପୀଡ଼ା ଓ ଅଣ୍ଟା ବିନ୍ଧା ଭଳି ସମସ୍ୟାକୁ ଚୁଟକିରେ ଦୂର କରେ ଏହି ଆୟୁର୍ବେଦିକ ଜଡ଼ିବୁଟି

ମାସର ସେହି ୫ ଦିନ ପ୍ରତ୍ୟେକ ମହିଳାଙ୍କ ପାଇଁ କଷ୍ଟକର ସମୟ ହୋଇଥାଏ। ମାସିକ ଧର୍ମ ବେଳେ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ, ଫଳରେ ଗର୍ଭଧାରଣ ବେଳେ ମହିଳାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ। ଏଥିସହ ଶରୀର ମଧ୍ୟ ସୁସ୍ଥ ରହେ। ତେବେ ଏହି ସମୟରେ ହେଉଥିବା ଶାରୀରିକ…

କରୋନା ପଜିଟିଭ ସନ୍ଦେହରେ ଯୁବକଙ୍କ ହାତ ଗୋଡ଼ ଭାଙ୍ଗିଲେ ସ୍ଥାନୀୟ ଲୋକେ, ଘର ଖାଲି କରିବାକୁ ବି ଦେଇଛନ୍ତି ଧମକ

କରୋନା ଆକ୍ରାନ୍ତଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଗୁଜରାଟର ସୁରତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୁରତରେ ଜଣେ ବ୍ୟକ୍ତିଙ୍କୁ କରୋନା ହୋଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଜଣାଯାଇଛି। ସମ୍ପୃକ୍ତ…

୯୨ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ବିମାନ ଅଚାନକ ହୋଇଗଲା ଗାୟବ, ୩୫ ବର୍ଷ ପରେ ଲ୍ୟାଣ୍ଡ କଲା ପରେ ଭିତରେ ଥିଲେ…

କୌଣସି ସ୍ଥାନକୁ ସବୁଠୁ ଶୀଘ୍ର ପହଞ୍ଚିବାର ଏକମାତ୍ର ମାଧ୍ୟମ ହେଉଛି ବିମାନ। ବିମାନ ବା ଉଡ଼ାଜାହଜ ଯୋଗେ ହିଁ ଜଣେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖୁବ କମ ସମୟ ମଧ୍ୟରେ ପହଞ୍ଚିପାରିବ। ବିମାନରେ ଯାତ୍ରା କଲେ ସର୍ବାଧିକ ୨୪ କିମ୍ବା ଅଧିକରୁ ଅଧିକ ୪୮ ଘଣ୍ଟା ମଧ୍ୟରେ ଜଣେ ସୁଦୂର ସ୍ଥାନରେ…

ପ୍ରପୋଜ୍ କରିବାର ୮ ମାସ ଯାଏଁ ବୋନି କପୁରଙ୍କ ମୁହଁ ଚାହିଁ ନଥିଲେ ଶ୍ରୀଦେବୀ, ଭୀଷଣ ରାଗିଯାଇ କହିଥିଲେ ଏହି କଥା

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଓ ବୋନି କପୁରଙ୍କ ଲଭ ଷ୍ଟୋରି କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ। ଶ୍ରୀଦେବୀଙ୍କୁ ବୋନି ଏତେ ଭଲ ପାଉଥିଲେ ଯେ ତାଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ତେବେ ଶ୍ରୀଦେବୀ ଓ ବୋନି କପୁରଙ୍କର ପ୍ରେମ କାହାଣୀ ସମ୍ପର୍କରେ ଖୁବ କମ ଲୋକ…

ଫୋନକୁ ହ୍ୟାକ୍ ହେବାରୁ ରୋକିବ ଏସବୁ ଟିପ୍ସ, ନିଶ୍ଚୟ ଆପଣାନ୍ତୁ

ସ୍ମାର୍ଟଫୋନ ବିନା ବର୍ତ୍ତମାନର ଜୀବନକୁ କଳ୍ପନା କରିବା ଅସମ୍ଭବ। ଲୋକଙ୍କର ଆବଶ୍ୟକତାକୁ ଦେଖି ଦିନକୁ ଦିନ ମୋବାଇଲରେ ବି ନୂଆ ନୂଆ ଫିଚର ଆସୁଛି। ତେବେ ମୋବାଇଲ ଯୋଗୁ ଲୋକମାନେ ଯେତିକି ଲାଭବାନ ହେଉଛନ୍ତି ସେତିକି ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଅନଲାଇନ ସପିଂ ଓ ଟ୍ରାନଜାକସନ…

କ୍ୟାନସରରେ “ମୋମ କି ଗୁଡ଼ିଆ” ର ହିରୋ ରବି ଚୋପ୍ରାଙ୍କ ଦେହାନ୍ତ, ଅର୍ଥାଭାବରୁ ମନ୍ଦିର ଦାନରେ…

ଫିଲ୍ମ "ମୋମ କି ଗୁଡ଼ିଆ"ର ହିରୋ ରବି ଚୋପ୍ରା ଓରଫ ରତନଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ରାତିରେ ପଞ୍ଜାବର ମଲେର କୋଟଲା ସ୍ଥିତ ନିଜ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଏହି ଅଭିନେତା। ରବି ଚୋପ୍ରାଙ୍କ ନିଧନ ଖବର ପ୍ରଚାରିତ ହେବା ପରେ ସାରା ବଲିଉଡ ଜଗତରେ ଦୁଃଖର ବାଦଲ ଖେଳିଯାଇଛି।…