ଏହି ଦିନ ଲୁପ୍ତ ହୋଇଯିବ କେଦାରନାଥ ଧାମ, ସ୍ୱର୍ଗକୁ ଫେରିଯିବେ ଗଙ୍ଗା

ଦେଶର ପ୍ରମୁଖ ଧାମ ମଧ୍ୟରେ କେଦାରନାଥ ଅନ୍ୟତମ। ମହାଦେବର ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହା ଗୋଟିଏ। ହିମାଳୟ ଶିଖରରେ ସ୍ଥିତ ଦେବଦେବ ମହାଦେବଙ୍କ ଏହି ପୁଣ୍ୟକ୍ଷେତ୍ରକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ସମୁଦ୍ରତଟରୁ ପ୍ରାୟ ୩,୫୫୩ ମିଟର ଉଚ୍ଚତାରେ କେଦାରନାଥ…

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଆଲିଆଙ୍କୁ ଅନ୍‌ଫଲୋ କଲେ ୧.୫ ମିଲିୟନ୍‌ ୟୁଜର, କରନ୍‌ ବି ବାଦ୍‌ ପଡ଼ିନାହାନ୍ତି

ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ପୁଣି ଥରେ ବଲିଉଡ୍‌ରେ ନେପୋଟିଜମ୍‌ କଥା ଉଠିଛି। ଏହାର ପ୍ରଭାବ କେତେକ ବଲିଉଡ୍‌ ଷ୍ଟାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ବି ପଡ଼ିଛି। କରନ୍‌ ଜୋହର, ଆଲିଆ ଭଟ୍ଟଙ୍କ ଭଳି କଳାକାରଙ୍କ ଅନ୍‌ଲାଇନ ଲୋକପ୍ରିୟତା ପ୍ରଭାବିତ ହୋଇଛି।…

କେମିତି କରିବେ ନଣନ୍ଦ-ଭାଉଜଙ୍କ ସମ୍ପର୍କକୁ ମଜଭୁତ, ଜାଣନ୍ତୁ କିଛି ଟିପ୍ସ

ଝିଅଟିଏ ବାହା ହୋଇ ଶାଶୁ ଘରକୁ ଯିବା ପରେ ତା’ର ସବୁଠୁ ଭଲ ବନ୍ଧୁ ସାଜିଥାଏ ନଣନ୍ଦ। ଏକ ସାଙ୍ଗ ଭଳି ସେ ତାଙ୍କ ସହ ସବୁ କଥା ସେୟାର କରେ। କିନ୍ତୁ ଏବେ ଏହି ସମ୍ପର୍କ କଳୁଷିତ ହୋଇଯାଇଛି। ଏବେ ନଣନ୍ଦ ଭାଉଜର ସମ୍ପର୍କ ମଧୁର ନୁହେଁ ବରଂ ତିକ୍ତ ହୋଇଯାଉଛି। ଫଳରେ କେତେବେଳେ ନଣନ୍ଦ ଭାଉଜକୁ…

ଗିୟରଲେସ୍‌ ସ୍କୁଟର ଚଲାଇବା ବେଳେ ଏହି ଛୋଟ ଛୋଟ କଥାକୁ ଆଦୌ କରନ୍ତୁନି ଅଣଦେଖା, ରାସ୍ତା ମଝିରେ ହୋଇପାରନ୍ତି ହଟହଟା

ବର୍ତ୍ତମାନ ଲୋକମାନେ ବାଇକ ଅପେକ୍ଷା ଗିୟରଲେସ୍‌ ସ୍କୁଟର ଚଲାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଏହା ଚଲାଇବାକୁ ସୁବିଧା ହେଉଥିବାରୁ ଉଭୟ ମହିଳା ଓ ପୁରୁଷ ଏହାକୁ ଚଲାଉଛନ୍ତି। ଏଣୁ ଭାରତରେ ସ୍କୁଟରର ବିକ୍ରି ବାଇକର ବିକ୍ରିକୁ କଡ଼ା ଟକ୍କର ଦେଉଛି। ଏବେ ବଜାରରେ ନୂଆ ନୂଆ ଡିଜାଇନ୍‌ର ସ୍କୁଟର…

ରୋଷେଇ କରିବା ବେଳେ ଏହି ୬ଟି କଥାକୁ ଧ୍ୟାନରେ ରଖନ୍ତୁ, ଖାଦ୍ୟରେ ବଜାୟ ରହିବ ପୋଷକ ତତ୍ତ୍ୱ

ରୋଷେଇ କରିବା ବେଳେ ଆମେ ପ୍ରାୟତଃ କେତେକ ଛୋଟ ଛୋଟ ଭୁଲ କରିଥାଉ, ଯାହା ଦ୍ୱାରା ଖାଦ୍ୟର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। କେତେବେଳେ ଆମେ ପରିବାକୁ କାଟି ସାରିବା ପରେ ଧୋଇଦେଉ ତ ଆଉ କେତେବେଳେ ଫଳ କାଟିବା ପରେ ଧୋଇଥାଉ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଦ୍ୱାରା ପରିବାରୁ ଆବଶ୍ୟକୀୟ ପୋଷକ…

ଡିଆରଡିଓରେ ଖାଲି ପଡ଼ିଛି ଶତାଧିକ ପଦ, ତୁରନ୍ତ କରନ୍ତୁ ଆବେଦନ

ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(DRDO)ରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। DRDO ଏକାଧିକ ପଦ ପାଇଁ ପ୍ରାର୍ଥୀ ଚାହୁଁଛି। ଏସବୁ ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ଡିଆରଡିଓର ଅଫିସିଆଲ ୱେବସାଇଟ୍‌କୁ ଯାଇ ପଞ୍ଜିକରଣ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୦ ରହିଛି। ଆସନ୍ତୁ…

ମା’ଙ୍କୁ ମନେ ପକାଇ ଯେତେବେଳେ କାନ୍ଦି ପକାଇଥିଲେ ସୁଶାନ୍ତ, ଏମିତି କୋଳେଇ ନେଇଥିଲେ ଅଙ୍କିତା ଲୋଖଣ୍ଡେ

ସୁଶାନ୍ତ ସିଂହ ରାଜପୁତଙ୍କ ଏମିତି ଚାଲିଯିବା ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି। ତାଙ୍କ ପରିବାର ଓ ପ୍ରଶଂସକ ଏବେ ବି ବିଶ୍ୱାସ କରିପାରୁନାହାନ୍ତି ଯେ ସୁଶାନ୍ତ ଆଉ ନାହାନ୍ତି। ଅନ୍ୟପଟେ ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ଏହି ଖବର ଶୁଣି ନିଜକୁ…

ରାଗିଯାଇ ବାଲକୋନିରୁ ‘ମେଡ୍‌ ଇନ୍‌ ଚାଇନା’ ଟିଭି ଫିଙ୍ଗିଲେ ବ୍ୟକ୍ତି, ଲୋକ କହିଲେ ‘ଗୋ ଚାଇନା ଗୋ’… ଦେଖନ୍ତୁ…

ଲଦାଖରେ ଭାରତ ଓ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ମାଡ଼ପିଟ୍‌ ଓ ୨୦ ଜଣ ଯବାନ ସହିଦ ହେବା ପରେ ସାରା ଦେଶ ଚୀନ୍‌ ସାମଗ୍ରୀକୁ ବହିଷ୍କାର କରିବାକୁ ଅପିଲ କରାଯାଉଛି। ରିପୋର୍ଟ ମୁତାବକ ଏବେ ଲୋକମାନେ ଚୀନ୍‌ର ପତାକା ଓ ଚୀନ୍‌ ସାମଗ୍ରୀକୁ ଜଳାଇ ଦେଉଛନ୍ତି। ଏଥିସହ ରାଷ୍ଟ୍ରପତି ସି…

କେବଳ ପରମାଣୁ ପରୀକ୍ଷଣସ୍ଥଳ ନୁହେଁ ପୋଖରାନ୍‌ରେ ମଧ୍ୟ ରହିଛି ଏସିଆର ସବୁଠୁ ବଡ଼ ଲାଇବ୍ରେରୀ

ପରମାଣୁ ପରୀକ୍ଷଣସ୍ଥଳୀ ରୂପେ ପରିଚିତ ପୋଖରାନ୍‌ ଆଉ ଏକ କାରଣରୁ ମଧ୍ୟ ପ୍ରସିଦ୍ଧିଲାଭ କରିଛି। ଏଠାରେ ରହିଥିବା ବିଶାଳକାୟ ପୁସ୍ତକାଳୟ ବା ଲାଇବ୍ରେରୀ ପାଇଁ ମଧ୍ୟ ପୋଖରାନ୍‌ ପ୍ରସିଦ୍ଧ। ମରୁଭୂମି ମଧ୍ୟରେ ସ୍ଥିତ ଶକ୍ତିପୀଠ ଭାଦରରିୟା ଗାଁରେ କେବଳ ଦେଶର ନୁହେଁ ବରଂ ସମଗ୍ର ଏସିଆର ସବୁଠୁ ବଡ଼…

ଭାଇରାଲ ହେଉଛି ମହେଶ ଭଟ୍ଟଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ଫଟୋ, ଉଭୟଙ୍କ ସମ୍ପର୍କ ନୁହେଁ ତ ସୁଶାନ୍ତ ସିଂହ ରାଜପୁତଙ୍କ…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ଏବେ ଯାଏଁ ପ୍ରାୟ ୧୩ ଜଣଙ୍କୁ ପୋଲିସ ଜେରା କରିସାରିଲାଣି। ତଦନ୍ତକୁ ଆଉ ଟିକେ ଆଗେଇ ନେଇ ପୋଲିସ ଏବେ ସୁଶାନ୍ତଙ୍କ ବନ୍ଧୁବାନ୍ଧବ, ଚାକର ଓ ସାଙ୍ଗସାଥୀ ତଥା ତାଙ୍କ ସହ କାମ କରୁଥିବା ଲୋକ ଓ ପ୍ରଡକ୍ସନ୍‌ ହାଉସ୍‌କୁ ମଧ୍ୟ…

ଶାରୀରିକ ସମ୍ପର୍କ ସହ ଜଡ଼ିତ ଏସବୁ ରୋଚକ କଥା ଆପଣ ପୂର୍ବରୁ କେବେ ଶୁଣିନଥିବେ

ଶାରୀରିକ ସମ୍ପର୍କ ବା ସେକ୍ସ ସବୁବେଳେ ମନୁଷ୍ୟ ସମାଜ ପାଇଁ ଏକ ସମ୍ବେଦନଶୀଳ ବିଷୟ ହୋଇ ରହିଛି। କେହି କେବେ ଖୋଲାଖୋଲି ଏନେଇ କଥା ବାର୍ତ୍ତା କରିନଥାନ୍ତି। ମାତ୍ର ସେକ୍ସ ଲାଇଫ୍‌ର ପ୍ରଭାବ ସବୁବେଳେ ଜୀବନ ଉପରେ ରହିଥାଏ। କୁହାଯାଏ ଯେ ଯାହାର ସେକ୍ସ ଲାଇଫ୍‌ ଯେତେ ଭଲ ସେ ସେତେ ଖୁସି ଓ…

ସେନାରୁ ଖବର ଆସିଲା ସ୍ୱାମୀ ସହିଦ ହୋଇଛନ୍ତି, ପତ୍ନୀଙ୍କୁ ଫୋନ୍‌ ଆସିଲା ‘ମୁଁ ବଞ୍ଚିଛି’

ଭାରତ-ଚୀନ୍‌ ସୀମା ଗାଲବାନ୍‌ ଘାଟୀରେ ହୋଇଥିବା ଉତ୍ତେଜନାରେ ଭାରତର ୨୦ ଜଣ ବୀର ଯବାନ ପ୍ରାଣ ହରାଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ପାଟଣାର ସୁନୀଲ କୁମାର ଥିବା ସୂଚନା ମିଳିଥିଲା। କିନ୍ତୁ ବୁଧବାର ମିଳିଥିବା ଖବର ମୁତାବକ ସୁନୀଲ କୁମାର ସହିଦ ହୋଇନାହାନ୍ତି। ସେ ଏବେ ବି ଜୀବିତ ଅଛନ୍ତି।…