ଟ୍ଵିଟରରେ ଅନ୍ୟ ସେଲିବ୍ରିଟିଙ୍କୁ ଅନ୍‌ଫଲୋ କରିବା ପରେ ଏବେ ନିଜ ମୋବାଇଲ ନମ୍ବର ବଦଳାଇଲେ କରନ ଜୋହର

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମ୍‌ ବା ପ୍ରିୟାପ୍ରୀତି ତୋଷଣ କଥା ଅଧିକ ତେଜିଛି। ଏହି ମାମଲାରେ ପ୍ରଯୋଜକ କରନ ଜୋହରଙ୍କ ନାଁ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ତାଙ୍କ ହାତ ଥିବା କୁହାଯାଉଛି। ଏହା ବ୍ୟତୀତ ସୋସିଆଲ ମିଡିଆରେ ବି ତାଙ୍କୁ ଖୁବ୍‌ ଟ୍ରୋଲ୍‌…

ୟୁଜର୍ସଙ୍କ ପାଇଁ ଭୋଡାଫୋନ୍‌ର ଦମ୍‌ଦାର ଅଫର, ଏବେ ମାଗଣାରେ ମିଳୁଛି ୫ ଜିବି ଡାଟା

ଭୋଡାଫୋନ୍‌ ନିଜ ଗ୍ରାହକଙ୍କ ପାଇଁ ସବୁବେଳେ ନୂଆ ନୂଆ ଅଫର ନେଇ ଆସେ। ଏବେ ମଧ୍ୟ ଭୋଡାଫୋନ୍‌ ତରଫରୁ ଆଉ ଏକ ଅଫର ଲଞ୍ଚ୍‌ କରାଯାଇଛି। ଅଫର ମୁତାବକ କମ୍ପାନୀ ନିଜ ୫ଟି ପ୍ରିପେଡ୍‌ ରିଚାର୍ଜ ଉପରେ ୫ ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ମାଗଣାରେ ଦେଉଛି। କମ୍ପାନୀର ଏହି ପ୍ଲାନ୍‌ ଅଲଗା ଅଲଗା…

ହସ ହସ ଚେହେରା ପଛରେ ଅନେକ ଯନ୍ତ୍ରଣା ଲୁଚାଇ ରଖିଥିଲେ ସୁଶାନ୍ତ ସିଂହ ରାଜପୁତ୍‌, ଫଟୋ ସେୟାର କରି ଖୁଲାସା କଲେ…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ପରେ ବଲିଉଡ୍‌ ଜଗତ ସ୍ତବ୍ଧ ହୋଇଯାଇଛି। ସୁଶାନ୍ତଙ୍କ ଏଭଳି ଅଚାନକ ମୃତ୍ୟୁକୁ ତାଙ୍କ ଫ୍ୟାନ୍‌ମାନେ ଗ୍ରହଣ କରିପାରିନାହାନ୍ତି। କେବଳ ସିନେ ଜଗତ ନୁହେଁ କ୍ରୀଡା ଜଗତ ମଧ୍ୟ ଏହି ଷ୍ଟାରଙ୍କ ମୃତ୍ୟୁ ପରେ ଶୋକବ୍ୟକ୍ତ କରିଛନ୍ତି।…

କରୋନାରେ ନିଜ ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହେଲେ ଏହି ଟେଲି ଅଭିନେତ୍ରୀ, ପୋଷ୍ଟ କରି କହିଲେ ‘ମୁଁ ବଞ୍ଚିଛି’

ଟିଭି ଅଭିନେତ୍ରୀ ଜୟା ଭଟ୍ଟାଚାର୍ଯ୍ୟ ଏବେ ଚର୍ଚ୍ଚାକୁ ଆସିଛନ୍ତି। କୌଣସି ସିରିୟଲ ପାଇଁ ନୁହେଁ ବରଂ କରୋନାରେ ମୃତ୍ୟୁ ହୋଇଥିବା ଗୁଜବକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଟେଲି ଅଭିନେତ୍ରୀ। ସୋସିଆଲ ମିଡିଆରେ ଏନେଇ ଜାଣିବା ପରେ ଜୟା ଭଟ୍ଟାଚାର୍ଯ୍ୟ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ…

ଫିଲ୍ମ ଇଣ୍ଡଷ୍ଟ୍ରୀରେ ରହିଛି ଏହି ୧୦ଟି କ୍ୟାମ୍ପର ଦବ୍‌ଦବା, ଏହି କାରଣରୁ ସୁଶାନ୍ତଙ୍କ ଭଳି ଟ୍ୟାଲେଣ୍ଟଙ୍କ ଉପରେ ଭାରି…

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ଯାଏଁ କେହି ଦୋଷୀ ଧରାପଡ଼ିନାହାନ୍ତି। ଜୁନ୍‌ ୧୫ରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ବଲିଉଡ୍‌ ସେଲିବ୍ରିଟି କିଡସ୍‌ ଓ ବାହାରୁ ଆସୁଥିବା ପିଲାଙ୍କ ମଧ୍ୟରେ କରାଯାଉଥିବା ଭେଦଭାବ ବିରୋଧରେ ସ୍ୱର ଉତ୍ତୋଳନ କରାଯାଇଥିଲା। ବଲିଉଡ୍‌ରେ ନିଜ…

ସୂର୍ଯ୍ୟୋପରାଗ ବେଳେ ଶାରୀରିକ ସମ୍ପର୍କ ରଖିବା ଉଚିତ୍‌ ନା ଅନୁଚିତ୍‌, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଜୁନ୍‌ ୨୧ ତାରିଖ ଅର୍ଥାତ୍‌ ଆଜି ଦୃଶ୍ୟମାନ ହେବ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ଘୋଡ଼େଇ ରଖିବ। ଫଳରେ ଆକାଶରେ ହୀରା ମୁଦି ଆକାରର ସୂର୍ଯ୍ୟ ଦୃଶ୍ୟମାନ ହେବେ। ପରାଗକୁ ନେଇ ଜ୍ୟୋର୍ତିବିତ୍‌ମାନେ ବିଭିନ୍ନ ଭବିଷ୍ୟତବାଣୀ କରିଛନ୍ତି। ପରାଗ ବେଳେ କେତେକ କାମ…

ସୁଶାନ୍ତଙ୍କ ମୃତ୍ୟୁ ପରେ ଟ୍ରୋଲ୍‌ ହେଉଥିବା ସୋନାକ୍ଷୀ ସିହ୍ନା ଡିଲିଟ୍‌ କଲେ ନିଜ ଟ୍ଵିଟର ଆକାଉଣ୍ଟ, ଫଟୋ ସେୟାର କରି…

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ବଲିଉଡ୍‌ ଜଗତକୁ ଦୋହଲାଇ ଦେଇଛି। ଅଭିନେତାଙ୍କ ମୃତ୍ୟୁ ପରେ ବଲିଉଡ୍‌ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଏବେ ସୋସିଆଲ ମିଡିଆରେ ନେପୋଟିଜମ୍‌ ସବୁଠୁ ଚର୍ଚ୍ଚିତ ମୁଦ୍ଦା ପାଲଟିଛି। ସୁଶାନ୍ତଙ୍କ ଫ୍ୟାନ୍‌ଙ୍କ ସମେତ ସୋସିଆଲ ମିଡିଆ ୟୁଜର୍ସମାନେ ବହୁ…

ଛୁଆଙ୍କ ତଣ୍ଟିରେ କିଛି ଜିନିଷ ଅଟକିଥିଲେ ଏହି ଉପାୟରେ ଘରେ କରନ୍ତୁ ପ୍ରାଥମିକ ଉପଚାର

ପିଲାମାନେ ସବୁବେଳେ କିଛି ନା କିଛି ଖାଇବା ପାଇଁ ଉତ୍ସାହିତ ରହିଥା’ନ୍ତି। ସେମାନେ ନିଜ ପସନ୍ଦର ଜିନିଷ ଖାଇବା ବେଳେ ତାହା ବଡ଼ କି ସାନ ଭୁଲିଯାଆନ୍ତି। ଫଳରେ ପ୍ରାୟତଃ ଖାଇବା ବେଳେ ଛୁଆଙ୍କ ତଣ୍ଟିରେ ଖାଦ୍ୟ ଅଟକି ଯାଇଥାଏ। ଛୁଆଙ୍କ ତଣ୍ଟିରେ ଖାଦ୍ୟ କିମ୍ବା କିଛି ଜିନିଷ ଅଟକିଗଲେ ବାପା ମା’…

ପାଦରେ ଅମିତାଭଙ୍କ ପେଣ୍ଟିଂ ତିଆରି କଲେ ଦିବ୍ୟାଙ୍ଗ ଫ୍ୟାନ୍‌, ଫଟୋ ସେୟାର କରି ଇମୋସନାଲ୍‌ ହେଲେ ବିଗ୍‌ ବି

ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କର ଏବେ ବି ଅନେକ ଡାଏ ହାର୍ଟ ଫ୍ୟାନ୍‌ ଅଛନ୍ତି। ଏମାନେ ବିଗ୍‌ ବିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇପଡ଼ନ୍ତି। ସେହିଭଳି ଜଣେ ଫ୍ୟାନ୍‌ ହେଉଛନ୍ତି ଆୟୁଷ। ଆୟୁଷ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଅମିତାଭଙ୍କ ପାଇଁ ନିଜ ପାଦରେ ପେଣ୍ଟିଂ ତିଆରି…

ନାକରେ ପଶି ମାତ୍ର ୪ ଦିନରେ ହିଁ ନିଜ ସଂଖ୍ୟାକୁ କୋଟିଏ ଗୁଣ ବଢ଼ାଇପାରୁଛି କରୋନା ଭାଇରସ୍‌: ରିସର୍ଚ୍ଚ

କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାକୁ ଆୟତ୍ତ କରିବା ସମ୍ଭବ ହୋଇପାରୁନଥିବାରୁ ଏହାକୁ ନେଇ ପ୍ରତିଦିନ ରିସର୍ଚ୍ଚ ହେଉଛି। ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ କରୋନା ଭାଇରସ ଗଳା କିମ୍ବା ଫୁସ୍‌ଫୁସ୍‌ ତୁଳନାରେ ନାକର କୋଷିକାକୁ ସହଜରେ ନିଜ…

ସୂର୍ଯ୍ୟୋପରାଗ ବେଳେ ଗର୍ଭବତୀ ଆଦୌ କରନ୍ତୁନି ଏହି କାମ, ଶିଶୁର ଜୀବନ ପ୍ରତି ଆସିପାରେ ବିପଦ

ଆସନ୍ତାକାଲି ଆଷାଢ଼ କୃଷ୍ଣ ଅମାବାସ୍ୟାରେ ଦୃଶ୍ୟମାନ ହେବାକୁ ଯାଉଛି ଆଉ ଏକ ସୂର୍ଯ୍ୟୋପରାଗ। ଏହି ପରାଗ ମୃଗଶିରା ନକ୍ଷତ୍ର ଏବଂ ମିଥୁନ ରାଶିରେ ହେବ। ଭାରତୀୟ ସମୟ ଅନୁସାରେ ଏହି ପରାଗର ଅବଧି ୩ ଘଣ୍ଟା ୩୨ ମିନିଟ୍‌ ରହିବ। ରବିବାର ଦିନ ୧୦.୩୮ରେ ପରାଗ ସ୍ପର୍ଶ ହେବ। ମଧ୍ୟାହ୍ନ ୧୨.୨୫ରେ ପରାଗ…

ଜେରା ବେଳେ ରିୟା ଚକ୍ରବର୍ତ୍ତୀଙ୍କ ଖୁଲାସା- ‘ସୁଶାନ୍ତଙ୍କ ପୂର୍ବ ଘର ଥିଲା ହଣ୍ଟେଡ୍‌’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ନେଇ ଲଗାତାର ପୋଷ୍ଟ କରାଯାଉଛି। ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ସୁଇସାଇଡ୍‌ କରିଥିବା ଘଟଣାକୁ ତାଙ୍କ ଫ୍ୟାନ୍‌ମାନେ ଗ୍ରହଣ କରିପାରୁନାହାନ୍ତି। ତେବେ ଏବେ…