ECIL ହାଇଦ୍ରାବାଦରେ ବମ୍ପର ନିଯୁକ୍ତି, ଜଲଦି କରନ୍ତୁ ଆବେଦନ

ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍ (ECIL) ହାଇଦ୍ରାବାଦରେ ୨୪୩ ଆଇଟିଆଇ ଟ୍ରେଡ ଆପାରଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହା ମାଧ୍ୟମରେ ପେଣ୍ଟର, ୱେଲଡର, ପ୍ଲମ୍ବର ଏବଂ ଅନ୍ଯ ୧୬ ବିଭିନ୍ନ ବିଭାଗରେ ନିଯୁକ୍ତି କରାଯିବ। ଇଚ୍ଛୁକ ପ୍ରାର୍ଥୀ ECILର ଅଧିକାର ୱେବସାଇଟ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ଆବେଦନପତ୍ର ଜମା କରିବାର ଶେଷ ତାରିଖ ୧୬ ସେପ୍ଟେମ୍ବର ରହିଛି।

ପଦବୀ ବିବରଣୀ: ୨୪୩

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୬ ସେପ୍ଟେମ୍ବର।

ଡକ୍ଯୁମେଣ୍ଟ ଭେରିଫିକେସନ ତାରିଖ: ୨୦ରୁ ୨୫ ସେପ୍ଟେମ୍ବର ୨୦୨୧।

ଜଏନ ତାରିଖ: ୯ ଅକ୍ଟୋବର

ଟ୍ରେନିଂ ଆରମ୍ଭ ହେବାର ତାରିଖ: ୧୫ ଅକ୍ଟୋବର ୨୦୨୧

କେମିତି କରିବେ ଆବେଦନ : ଚାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, କେବଳ ତେଲେଙ୍ଗାନା ରାଜ୍ଯର ସମସ୍ତ ପ୍ରାର୍ଥୀ ଆବେଦନ କରିପାରିବେ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ଅଧିକ ଏବଂ ସେମାନଙ୍କ ପାଖରେ ଆଇଟିଆଇ ପ୍ରମାଣପତ୍ର ରହିବା ଜରୁରୀ। ଏହାସହିତ ସମ୍ବନ୍ଧିତ ଟ୍ରେଡରେ NCVT ସାର୍ଟିଫିକେଟ ରହିଥିବା ଜରୁରୀ।

କେମିତି ହେବ ଚୟନ: ପ୍ରାର୍ଥୀଙ୍କ ଚୟନ ଡକ୍ଯୁମେଣ୍ଟ ଡିପୋଜିଟ୍ କରିବା ପରେ ଯୋଗ୍ଯତା କ୍ରମରେ ଆଇଟିଆଇ ପାଇଥିବା ମାର୍କ ଆଧାରରେ ହେବ।

 

https://careers.ecil.co.in/advt2921.php

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.