କୃଷି ଏବଂ କିଷାନ କଲ୍ୟାଣ ମନ୍ତ୍ରଣାଳୟରେ ପାଆନ୍ତୁ ଚାକିରି, ମାସିକ ବେତନ ୩୭ ହଜାର ଟଙ୍କା

ଆଜିକାଲିର ଯୁବପିଢି ସରକାରୀ ଚାକିରି ପାଇବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରୁଛନ୍ତି। କିନ୍ତୁ ଅନେକ ପରୀକ୍ଷା ଦେବା ପରେ ମଧ୍ୟ ଚାକିରି ପାଉନାହାନ୍ତି। ଏଥିପାଇଁ ଯୁବପିଢି ଅନେକ ପାଠପଢା, ଚେଷ୍ଟା କରିବା ପରେ ମଧ୍ୟ ବିଫଳ ରହୁଛନ୍ତି। କିନ୍ତୁ ଏବେ ସରକାରଙ୍କ ଏହି ବିଭାଗ ଅଧିନରେ ଆପଣ ଆରାମରେ ବିନା ଲିଖିତ ପରୀକ୍ଷାରେ ଚାକିରି କରିପାରିବେ। ଆପଣ ଓ୍ଵାକ ଇନ ଇଣ୍ଟରଭ୍ୟୁ ଜରିଆରେ ସିଧାସଳଖ ଚାକିରି କରିପାରିବେ।

କୃଷି ଏବଂ କିଷାନ କଲ୍ୟାଣ ମନ୍ତ୍ରଣାଳୟ ଏବଂ କିଷାନ କଲ୍ୟାଣ ମନ୍ତ୍ରଣାଳୟରେ ଅନେକ ପଦବୀ ଖାଲି ପଡିଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଏଥିରେ ଆବେଦନ କରି କେବଳ ଓ୍ଵାକ୍‌-ଇନ-ଇଣ୍ଟରଭ୍ୟୁ ମାଧ୍ୟମରେ ସରକାରୀ ଚାକିରି ପାଇପାରିବ। ଏଥିପାଇଁ ଆପଣଙ୍କୁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। ୧୨ ତାରିଖ ପର୍ଯ୍ୟନ୍ତ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି।

ministry

ପଦବୀ : ଟେକନିକ ଅଫିସର

LWO, ଯୋଧପୁର- ୫୦
LCO , ବିକାନେର(ରାଜସ୍ଥାନ)-୫୦
LCO ଜୈସଲମେର ( ରାଜସ୍ଥାନ)- ୫୫
LCO, ପାଲନପୁର(ଗୁଜରାଟ) –୨୦

ଗୁରୁତ୍ୱପୂର୍ଣ୍ଣ ତାରିଖ : ୧୨ ଜୁନ୍‌, ୨୦୨୦ (ସକାଳ ୯.୩୦)

ଦରମା : ୩୭,୦୦୦(ମାସିକ)

ବୟସ ସୀମା : ଯୁବକଙ୍କ ପାଇଁ ବୟସ ସୀମା ସର୍ବାଧିକ ୩୫ ବର୍ଷ ଥିବା ବେଳେ ଯୁବତୀଙ୍କ ବୟସ ସର୍ବାଧିକ ୪୦ ବର୍ଷ ପର୍ଯ୍ୟନ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.