ସ୍ନାତକଙ୍କ ପାଇଁ ସରକାରୀ ଚାକିରି ସୁଯୋଗ: ଦରମା ମାସକୁ ୬୦ ହଜାର, ଜଲଦି କରନ୍ତୁ ଆବେଦନ

ବ୍ରଡକାଷ୍ଟ ଇଂଜିନିୟରିଂ କନସଲେଟାଣ୍ଟ ଇଣ୍ଡିଆ ଲିମିଟେଡ(BECIL) ରେ ପ୍ରାଜେକ୍ଟ ଅଧିକାରୀ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ପଞ୍ଜୀକରଣ କରିବାକୁ ଇଚ୍ଛୁକ, ସେମାନେ ଅଧିକାରକ େଓ୍ଵବସାଇଟ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୦ ଅକ୍ଟୋବର ରହିଛି। ଏହି ପଦବୀ ପାଇଁ ଅନଲାଇନ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୦ ରହିଛି।

ପଦବୀ: ପ୍ରୋଜେକ୍ଟ ଅଧିକାରୀ (୩୮)

ଦରମା: ୬୦ ହଜାରରୁ ଊର୍ଦ୍ଧ୍ୱ

becil

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଇଂଜିନିୟରିଂରେ ଡିଗ୍ରୀ କିମ୍ବା ଡିପ୍ଲୋମା କରିବା ଅନିବାର୍ଯ୍ୟ ଅଟେ। ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକ ବିବରଣୀ ଜାଣିବା ପାଇଁ ନୋଟିଫିକେସନ ନିଶ୍ଚିତ ଦେଖନ୍ତୁ।

ଆବେଦନ ପ୍ରକ୍ରିୟା: ଆବେଦନ କରିବା ପାଇଁ ପ୍ରଥମେ ଅଧିକାରକ େଓ୍ଵବସାଇଟ https://www.becil.com/ କୁ ଯାଇ ନୋଟିଫିକେସନ ଭଲ ଭାବେ ପଢନ୍ତୁ। ଏଥିରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ କରନ୍ତୁ। ଆବେଦନପତ୍ରରେ କୌଣସି ପ୍ରକାର ତ୍ରୁଟି ରହିଲେ ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ।

ଚୟନ ପ୍ରକ୍ରିୟା: ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଷ୍ଟେଷ୍ଟ ଏବଂ ସାକ୍ଷାତକାର ଆଧାରରେ କରାଯିବ।

ଏଠାରେ କ୍ଲିକ କରନ୍ତୁ https://www.becil.com/

ଏଠାରେ କ୍ଲିକ କରନ୍ତୁ https://www.becil.com/uploads/vacancy/d877852b5b05f7c9b68249823598c158.pdf 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.