ଫ୍ରିଜ୍ ଏବଂ ଏୟାରକଣ୍ଡିସନର ହେବ ମହଙ୍ଗା, ଆସନ୍ତୁ ଜାଣିବା ସରକାର କେଉଁ ଜିନିଷ ଉପରେ ବଢ଼ାଇଲେ କଷ୍ଟମ ଡ଼୍ଯୁଟି  

ନୂଆଦିଲ୍ଲୀ : ସରକାର ବୁଧବାରଠାରୁ ୧୯ଟି ଜିନିଷରେ କଷ୍ଟମ ଡ଼୍ଯୁଟି ବଢ଼ାଇବାର ଘୋଷଣା କରିଛନ୍ତି। ଏଥି ଅନ୍ତର୍ଗତ ରେଫ୍ରିଜିରେଟର, ଏୟାର କଣ୍ଡିସନର ଏବଂ ୱାଶିଂ ମସିନ୍ ଆଦିର ଦାମ ବଢ଼ିବାକୁ ଯାଉଛି। ସରକାର ଏହାକୁ ଲାଗୁ କରିବା ପଛରେ ଚାଲୁ ଖାତା ଘାଟା (ସିଏଡ଼ି)କୁ କମ କରିବା ସହ କମ-ଜରୁରୀ ଜିନିଷର ବ୍ଯବହାର କମ କରିବା ପାଇଁ କରିଛନ୍ତି। ଆସନ୍ତୁ ଜାଣିବା କେଉଁ କେଉଁ ବସ୍ତୁର ବଢ଼ିଛି ଦର।

ଉତ୍ପାଦ ପୂର୍ବ କଷ୍ଟମ୍ ଡ଼୍ଯୁଟି ବର୍ତ୍ତମାନ କଷ୍ଟମ୍ ଡ଼୍ଯୁଟି
ଏୟାର କଣ୍ଡିସନର ୧୦% ୨୦%
ରେଫ୍ରିଜିରେଟର ୧୦% ୨୦%
ୱାଶିଂ ମେସିନ୍ ୧୦ କିଗ୍ରା ରୁ କମ୍ ୧୦% ୨୦%
ଏସି ଏବଂ ଫ୍ରିଜ୍ ର କମ୍ପ୍ରେସର ୭.୫% ୧୦%
ସ୍ପିକର ୧୦% ୧୫%
ଫୁଟଓୟାର ୨୦% ୨୫%
କାର ଟାୟାର ୧୦% ୧୫%
ଡ଼ାଏମଣ୍ଡ ୫% ୭.୫%
ସୁନା ଏବଂ ରୁପା ଗ୍ରହଣା ୧୫% ୨୦%
ପ୍ଲାଷ୍ଟିକ୍ ଜିନିଷ ୧୦% ୧୫%
ବ୍ଯାଗ୍ ୧୦% ୧୫%
ଏବିଏସନ ଟରବାଇନ ଫ୍ଲୁଲ ୫%

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.