ଇଣ୍ଡିଆନ ଏୟାରଫୋର୍ସରେ ଖାଲିପଡିଛି ୨୩୫ ପଦବୀ, ବଢିଲା ରେଜିଷ୍ଟ୍ରସନ କରିବାର ତାରିଖ, ଜଲଦି କରନ୍ତୁ ଆବେଦନ

ଇଣ୍ଡିଆନ ଏୟାରଫୋର୍ସ(IAF)ରେ ଗ୍ରୁପ Aର ଗ୍ଯାଜେଟ ଅଫିସର ଏବଂ ଗ୍ରାଉଣ୍ଡ ଡ୍ଯୁଟି ଅଫିସର ପଦବୀ ପାଇଁ ନିଯୁକ୍ତି ଖାଲିପଡିଛି ପଦବୀ। ପୂର୍ବରୁ ଧାର୍ଯ୍ଯ ହୋଇଥିବା ତାରିଖକୁ ଏବେ ବଢାଇ ଦିଆଯାଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୧୧ ଜାନୁଆରୀ ୨୦୨୧ ପର୍ଯ୍ଯନ୍ତ ଆପ୍ଲାଏ କରିପାରିବେ। ଆବେଦନ କରିବାର ପୁରା ପ୍ରୋସେସ ଇଣ୍ଡିଆନ ଏୟାରଫୋର୍ସର ଅଫସିଆଲ ୱେବସାଇଟକୁ ଯାଇ କରିପାରିବେ।

ପଦବୀ ସଂଖ୍ଯା: ୨୩୫

iaf

ଆବେଦନ କରିବାର ତାରିଖ: ଏଥିରେ ପରୀକ୍ଷା ପାଇଁ ୨୦ ଏବଂ ୨୧ ଫେବ୍ରୁଆରୀ ୨୦୨୧ରେ ଆୟୋଜିତ କରାଯିବ। ଏଥିପାଇଁ ଆଡମିନ କାର୍ଡ ୫ ଫେବ୍ରୁଆରୀ ୨୦୨୧ରେ ଜାରି କରାଯିବ। ଅଧିକ ଜାଣିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍କୁ ଯାଇ ଚେକ୍ କରିପାରିବେ। ଏଥିପାଇଁ ଅଫିସିଆଲ ୱେବସାଇଟ୍ https://afcat.cdac.in/AFCAT/ ଯାଇ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.