Browsing Tag

indian airforce

NEET-UG ପରୀକ୍ଷା ପାଇଁ ସୁରକ୍ଷା ଦେବ ଏୟାରଫୋର୍ସ, ପ୍ରଶ୍ନପତ୍ର ନେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : NEET-UG ପରୀକ୍ଷାରେ ହେଉଥିବା ଜାଲିଆତି ଏବଂ ପେପର ଲିକକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET-UG 2026 ପୁନଃ-ପରୀକ୍ଷାର ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଭାରତୀୟ…

ପ୍ରଥମ ବ୍ୟାଚରେ ଭାରତ ଆସିଲା ୩ଟି ଆପାଚି ହେଲିକପ୍ଟର, ୧ ମିନିଟରେ ଚଳାଇବ ୬୨୫ ରାଉଣ୍ଡ ଗୁଳି

ଭାରତରେ ଆସି ପହଞ୍ଚିଲା ବହୁ ପ୍ରତୀକ୍ଷିତ ଆପାଚି ହେଲିକପ୍ଟର୍ । ପ୍ରଥମ ବ୍ୟାଚରେ ତିନୋଟି ହେଲିକପ୍ଟର୍ ପହଞ୍ଚିଛି । ରାଜସ୍ଥାନର ଯୋଧପୁର ଠାରେ ସ୍ଥଳସେନାକୁ ଏହି ହେଲିକପ୍ଟର ହସ୍ତାନ୍ତର କରାଯାଇଛି । ଆମେରିକା ପକ୍ଷରୁ ଏହି ଲଢ଼ୁଆ ହେଲିକପ୍ଟରକୁ ଏକ କାର୍ଗୋ ବିମାନ ଯୋଗେ ଭାରତ ଅଣାଯାଇଛି ।…

ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଲା ‘ଅପରେସନ ସିନ୍ଦୂର’ ବେଳର ୱାର ରୁମ୍ ଦୃଶ୍ୟ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା । ଅପରେସନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା, ୧୧ଟି ଏୟାରବେସ୍ ଏବଂ ସେନା ଶିବିରକୁ ନଷ୍ଟ କରିଦେଇଥିଲା । ଏହି ଅପରେସନ ବେଳର ପ୍ରଥମ ଫଟୋ ଏବେ ସାମ୍ନାକୁ…

ଟ୍ରେନିଂ ବେଳେ ବାୟୁସେନାର ଜାଗୁଆର ବିମାନ କ୍ରାସ୍, ପାଇଲଟ୍ ସୁରକ୍ଷିତ

ହରିୟାଣା ପଞ୍ଚକୁଲାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନିଂ ସମୟରେ ଏକ ଜାଗୁଆର ବାୟୁସେନା ବିମାନ କ୍ରାସ ହୋଇଛି । ଅମ୍ବାଲା ଏୟାରବେସରୁ ଉଡ଼ାଣ ଭରିଥିବା ବିମାନ । କ୍ରାସ୍ ପରେ ପାରାଚ୍ୟୁଟରେ ଓହ୍ଲାଇ ପଡିଥିଲେ ପାଇଲଟ୍ । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା ।…

ଭାରତୀୟ ବାୟୁ ସେନାରେ ଭର୍ତ୍ତି ସୁଯୋଗ, ୧୨ଶ ପାସ୍‌ କରିଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ବାୟୁ ସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ବାୟୁସେନାରେ ଭର୍ତ୍ତି ହେବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ଭାରତୀୟ ବାୟୁ ସେନା ଅଗ୍ନିବୀର ବାୟୁ ଭର୍ତ୍ତି ୨୦୨୪ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୮ ଜୁଲାଇ…

ବାୟୁସେନାର ସୁଖୋଇ-୩୦ ବିମାନ ନାସିକ୍‌ରେ ଦୁର୍ଘଟଣାଗ୍ରସ୍ତ, ଉଭୟ ପାଇଲଟ୍‌ ସୁରକ୍ଷିତ

ଭାରତୀୟ ବାୟୁସେନାର ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଆଜି ମହାରାଷ୍ଟ୍ରର ନାସିକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନ ନବୀକରଣ ପାଇଁ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ପାଖରେ ଥିଲା । ବିମାନର ଉଭୟ ପାଇଲଟ୍ ଇଜେକ୍ଟ କରିବାରେ ସଫଳ ହୋଇଥିଲେ । ବର୍ତ୍ତମାନ ଉଭୟ ସୁରକ୍ଷିତ ଥିବା…

ଲଦାଖରେ ଜରୁରୀ ଅବତରଣ ବେଳେ କ୍ଷତିଗ୍ରସ୍ତ ହେଲା ବାୟୁସେନା ହେଲିକପ୍ଟର, ୨ ପାଇଲଟ୍‌ ସୁରକ୍ଷିତ

ଭାରତୀୟ ବାୟୁସେନା (IAF)ର ଆପାଚେ ହେଲିକପ୍ଟର ବୁଧବାର ଲଦାଖରେ ଜରୁରୀ ଅବତରଣ କରିଥିଲା । ଏକ ଅପରେସନାଲ୍‌ ଟ୍ରେନିଂ ସମୟରେ ବାୟୁସେନାର ଏହି ହେଲିକପ୍ଟରକୁ ଏମରଜେନ୍ସି ଲ୍ୟାଣ୍ଡ୍‌ କରିବାକୁ ପଡ଼ିଥିଲା । ବାୟୁସେନା କହିଛି ଯେ ଲଦାଖ ଏରିଆ ଅଫ୍ ରେସପନ୍ସିବିଲିଟି (AOR)ରେ ଉତ୍‌ଥାନ-ପତ୍ତନ…

ମହିନ୍ଦ୍ରା ଏବେ ଭାରତୀୟ ବାୟୁସେନା ପାଇଁ ତିଆରି କରିବ ବିମାନ, ବ୍ରାଜିଲ କମ୍ପାନୀ ସହିତ ଚୁକ୍ତି

ଭାରତର ବଡ଼ ଅଟୋମୋବାଇଲ୍ କମ୍ପାନୀ ମହିନ୍ଦ୍ରା ଏବେ ଭାରତୀୟ ବାୟୁସେନା ପାଇଁ ଟ୍ରାନ୍ସପୋର୍ଟ (ପରିବହନ) ବିମାନ ତିଆରି କରିବାକୁ ଯାଉଛି । କମ୍ପାନୀ ଏହି କାର୍ଯ୍ୟ ପାଇଁ ବ୍ରାଜିଲର ଏମ୍ବ୍ରାୟର୍ କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହି ଚୁକ୍ତିନାମା ଭାରତ ସରକାରଙ୍କ ମିଡିୟମ୍‌…

ବଢିଲା ଭାରତର ଶକ୍ତି, ବାୟୁସେନାରେ ସାମିଲ ହେଲା C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

ଭାରତୀୟ ବାୟୁସେନାରେ ସାମିଲ ହେଲା C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ଗାଜିଆବାଦର ଭଦୋଦରା ଏୟାରବେସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନାକୁ ଏହି ଏୟାରକ୍ରାଫ୍ଟ ହସ୍ତାନ୍ତର କରିଛନ୍ତି। ଏହା ସହ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଡ୍ରୋନ ଶକ୍ତି ସମାରୋହରେ ସାମିଲ ହୋଇଥିଲେ।…

ଭାରତୀୟ ବାୟୁସେନାରେ ବମ୍ପର ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ବାୟୁସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଇଚ୍ଛା ରଖିଛନ୍ତି, ତେବେ ଆବେଦନ କରନ୍ତୁ । ଇଣ୍ଡିଆନ ଏୟାରଫୋର୍ସ ତରଫରୁ ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ ବମ୍ପର ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ afcat.cdac.in କୁ ଯାଇ ଆବେଦନ କରିପାରିବେ ।…

ବାୟୁସେନାର ୨ ବିମାନ ଦୁର୍ଘଟଣା; ସୁଖୋଇ-୩୦ ଓ ମିରାଜ ୨୦୦୦ ଏୟାରକ୍ରାଫ୍ଟ କ୍ରାସ୍‌ ନେଇ ସୂଚନା

ବାୟୁସେନାର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁଖୋଇ-୩୦ ଓ ମିରାଜ ୨୦୦୦ ଏୟାରକ୍ରାଫ୍ଟ ଦୁର୍ଘଟଣା ନେଇ ସୂଚନା ମିଳିଛି। ମଧ୍ୟପ୍ରଦେଶର ମୋରେନାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା…

ଚାକିରିରେ ଥାଇ ସହିଦ ହେଲେ ଅଗ୍ନିବୀରଙ୍କୁ ମିଳିବ ୧ କୋଟି ଟଙ୍କା, ଜାଣନ୍ତୁ ଆଉ କ’ଣ ମିଳିବ ସୁବିଧା

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ସମଗ୍ର ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଦେଶର ଅନେକ ରାଜ୍ୟ ଯୁବପିଢି ରାସ୍ତାରେ ଉଗ୍ର ପ୍ରଦର୍ଶନ କରୁଛନ୍ତି। ଏହା ମଧ୍ୟରେ ଭାରତୀୟ ବାୟୁସେନା ଅଗ୍ନିପଥ ଯୋଜନାର ସବିଶେଷ ବିବରଣୀ ନିଜ ୱେବସାଇଟରେ…