ଗ୍ରାଜୁଏଟ୍‌ଙ୍କ ପାଇଁ ସରକାରୀ ଚାକିରି ସୁଯୋଗ, ଦରମା ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ୱ

ସରକାରୀ ଚାକିରି କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି LPSC। LPSC ୧୬ଟି ଟେକ୍ନିକାଲ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଆବଶ୍ୟକ କରୁଛି। ଏଥିପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩, ୨୦୧୯ ଅନ୍ତିମ ତାରିଖ ରହିଛି।

ପଦର ନାମ: ମେକାନିକାଲ, ଇଲେକ୍ଟ୍ରୋନିକ୍ସ

ପଦ ସଂଖ୍ୟା: ୧୪, ୦୨

ଦରମା: ୪୪.୯୦୦-୧,୪୨,୪୦୦

ବୟସସୀମା:

ଆବେଦନ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଆବେଦନ ଶୁଳ୍କ:

ସାଧାରଣବର୍ଗ ଓ ଓବିସି- ୧୫୦ ଟଙ୍କା
ମହିଳା/ଏସ୍‌ସି/ଏସ୍‌ଟି/ପିଡବ୍ଲ୍ୟୁଡିଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

କେମିତି କରିବେ ଶୁଳ୍କ ପୈଠ:

ଏସ୍‌ବିଆଇର ନେଟ୍‌ ବ୍ୟାଙ୍କିଙ୍ଗ୍‌/ ଡେବିଟ୍‌ କାର୍ଡ ମାଧ୍ୟମରେ ପରୀକ୍ଷାର୍ଥୀ ଶୁଳ୍କ ପୈଠ କରିପାରିବେ।

ଏହାସହ ପଢ଼ନ୍ତୁ: ଆଜି ଲଞ୍ଚ୍‌ ହେଉଛି ହ୍ୟୁଣ୍ଡାଇ Elantra, ଜାଣନ୍ତୁ କ’ଣ ରହିଛି ଫିଚର

ଚାକିରି ସ୍ଥାନ:

ଥିରୁଭନନ୍ତପୁରମ୍‌(କେରଳ)

ଚୟନ ପ୍ରକ୍ରିୟା:

ପ୍ରାର୍ଥୀ ଚୟନ ଲିଖିତ ପରୀକ୍ଷା ଓ କମ୍ପ୍ୟୁଟର ପରୀକ୍ଷା ମାଧ୍ୟମରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.