Below header

ସୀମା ଲଙ୍ଘୁଛି ତେଲ ଦର, ମୁମ୍ବାଇରେ ଛୁଇଁଲ। ୯୦ ଟଙ୍କା

ମୁମ୍ବାଇ(କେନ୍ଯୁଜ୍) : ଥମୁନି ପେଟ୍ରୋଲ୍‌ ତାତି, ବଢିଚାଲିଛି ଦର ଓ ଲୋକଙ୍କ ଅସନ୍ତୋଷ। କିଛି ଦିନ ଭିତରେ ଲିଟର ୧୦୦ଟଙ୍କା ଛୁଇଁବା ଆଶଙ୍କା ରହିଛି। ଆଜି ପେଟ୍ରୋଲ ୧୧ ଓ ଡିଜେଲ ୫ ପଇସା ବଢିଛି। ବର୍ଦ୍ଧିତ ଦର ଅନୁସାରେ ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ୦୮ ପଇସା ହୋଇଥିବାବେଳେ ଡିଜେଲ ଦାମ୍‌ ୭୮ ଟଙ୍କା ୫୮ ପଇସା ରହିଛି ।

petrol1 ଦିଲ୍ଲୀରେ ପେଟ୍ରୋଲ ଦର ଆଜି ୮୨ଟଙ୍କା ୭୨ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦାମ୍‌ ହୋଇଛି ୭୪ ଟଙ୍କା ୦୨ ପଇସା । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୧ଟଙ୍କା ୫୯ ପଇସା ଓ ଡିଜେଲ ୭୯ଟଙ୍କା ୪୮ ପଇସାରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.