Below header

ଆଜି ବାତିଲ୍‌ ହେଲା ୭୦୯ଟି ଟ୍ରେନ, ଦେଖନ୍ତୁ ପୁରା ଲିଷ୍ଟ

ରେଲବିଭାଗ ପକ୍ଷରୁ ଆଜି ଶନିବାର ଅର୍ଥାତ ୨୧ ମାର୍ଚ୍ଚରୁ ଅନେକ ରେଳ ଯାତାୟତ ବାତିଲ ହୋଇଛି। ଯଦି ଆପଣ ମଧ୍ୟ ବାହାରକୁଯିବାର ପ୍ଲାନ କରୁଛନ୍ତି ତେବେ ଘରୁ ବାହାରିବା ପୂର୍ବରୁ ପ୍ରଥମେ ଚେକ୍‌ କରିନିଅନ୍ତୁ ଆପଣ ଟ୍ରେନ ଯାତାୟତ ବାତିଲ ହୋଇଛି କି ନାହିଁ। ସୂଚନା ମୁତାବକ ୭୦୯ଟି ଟ୍ରେନ ଯାତାୟତ ବନ୍ଦ ହୋଇଛି। ଏହାମଧ୍ୟରୁ ୫୮୪ଟି ରେଳଗାଡିକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରାଯାଇଥିବା ବେଳେ ୧୨୫ଟି ଟ୍ରେନକୁ ଆଶିଂକ ରୂପେ ବନ୍ଦ କରିଦିଆଯାଇଛି।

trainsଆପଣମାନଙ୍କ ସୁବିଧା ପାଇଁ ଆମେ କିଛି ପ୍ରମୁଖ ଟ୍ରେନର ଯାତାୟତ ବାତିଲ୍‌ ହେବାର ସୂଚନା ଦେଉଛୁ। ଏହି ଲିଷ୍ଟରେ ଆପଣଙ୍କୁ ରଦ୍ଦ କରାଯାଇଥିବା ଟ୍ରେନର ନମ୍ବର ଏବଂ ନାମ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.