Apache RTR 200 4vରେ ରହିଛି ଜବରଦସ୍ତ ଡିସକାଉଣ୍ଟ କ୍ୟାସବ୍ୟାକ ଅଫର, ୧୦ହଜାର ଟଙ୍କା ପର୍ଯ୍ୟନ୍ତ କରିପାରିବେ ସେଭିଂ

ଦେଶର ପ୍ରମୁଖ ଗାଡ଼ି କମ୍ପାନୀ TVS Motor ନିଜ ଗ୍ରାହକଙ୍କ ପାଇଁ ଏକ ନୂଆ ଶାନଦାର ଅଫର ଆଣିଛି । କମ୍ପାନୀ ପକ୍ଷରୁ ପ୍ରସିଦ୍ଧ ସ୍ପୋର୍ଟସ ବାଇକ Apache RTR 200 4vରେ ରହିଛି ଜବରଦସ୍ତ ଡିସକାଉଣ୍ଟ, କ୍ୟାସବ୍ୟାକ ଅଫର ସହ ୧୦ହଜାର ଟଙ୍କା ପର୍ଯ୍ୟନ୍ତ କରିପାରିବେ ସେଭିଂ। କିଣିବା ଉପରେ ଆକର୍ଷକ କ୍ୟାସବ୍ୟାକ ଅଫର ଲାଗୁ ହୋଇଛି । ଏହାସହ ଆପଣ ୧୦,୦୦୦ଟଙ୍କା ସେଭ ବା ବଞ୍ଚାଇ ପାରିବେ ।

ଗ୍ରାହକଙ୍କର କ୍ୟାଶବ୍ୟାକ ଅଫର ଲାଭ କେବଳ ଅନଲାଇନ ବୁକିଂ ଉପରେ ପାଇପାରିବେ । ଏହା ଭାରତୀୟ ବଜାରରେ ୪ଟି ଭାରିଏଣ୍ଟରେ ଉପଲବ୍ଧି ହେବ । ଏଥିରେ ସିଙ୍ଗଲ ଚ୍ୟାଲେଞ୍ଜ ଆଣ୍ଟି ଲକ ବ୍ରେକିଂ ସିଷ୍ଟମ ସହ ଦୁଆଲ ଚ୍ୟାନେଲ ଏବିଏମ ସହ ବଜାର ପ୍ରବେଶ କରିବ । ବାଇକରେ  LED ସହ ଫୁଲ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି । ଏହା ବ୍ୟତିତ ମୋବାଇଲ ଆପ କନେକ୍ଟିଭିଟି ଓ ଗ୍ଲାଇଡ ବ୍ଲୁଟୁଥ ଟେକ୍ନୋଲୋଜି ସୁବିଧା ମଧ୍ୟ ରହିଛି ।

ଏହାର ଫ୍ରଣ୍ଟରେ 270mm ସିଙ୍ଗଲ ବେବି ଡିସ୍କ ବ୍ରେକ ଏବଂ ପଛରେ 240mmର ଡିସ୍କ ବ୍ରେକ ଦିଆଯାଇଛି । ଏହାର ଦାମ ୧.୨୯ ଲକ୍ଷରୁ ଆରମ୍ଭ ହୋଇ ୧.୩୪ ଲକ୍ଷ ପର୍ଯ୍ୟନ୍ତ ରହିଛି । ଏହା ୨ଟି ରଙ୍ଗରେ ବଜାର ପ୍ରବେଶ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.