ରାସନ କାର୍ଡ ନାହିଁ କି ? ତାହେଲେ ଗୋଟିଏ ଦିନରେ ବନିଯିବ କାର୍ଡ ଗୋଟେ ଦିନରେ ମିଳିବ ରାସନ୍‌

ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ତାହେଲେ ମାଗଣାରେ ରାସନ୍‌ ନେବା ବହୁତ ସହଜ ହୋଇଥାଏ। କିନ୍ତୁ ଯଦି ଆପଣଙ୍କ ପାଖରେ ରାସନ କାର୍ଡ ନାହିଁ ତାହେଲେ ଏହାକୁ ବନାଇବା ବହୁତ କାଠିକର ପାଠ ହୋଇଥାଏ। ଯଦିଓ ସରକାରଙ୍କ ତରଫରୁ ଏହାକୁ ବନାଇବାର ପ୍ରୋସେସ ଅନଲାଇନ୍‌ କରିଦିଆଯାଇଛି। କିନ୍ତୁ ସତ ତ ଏୟାର ଯେ ଏହାକୁ ବନାଇବା ଏତେଟା ସହଜ ହୋଇନଥାଏ। ଏଥିପାଇଁ ଆପଣଙ୍କୁ ବାରମ୍ବାର ଅଫିସର ଚକ୍କର କାଟିବାକୁ ପଡିଥାଏ। ଏହି କାରଣରୁ ଏହାକୁ ବନାଉଥିବା ଅଫିସରେ ଦଲାଲ ମଧ୍ୟ ବହୁତ ଆକ୍ଟିଭ ହୋଇ ରହିଥାନ୍ତି। ଆଉ କାର୍ଡ ବନାଇଦେବା କହି ଟଙ୍କା ଲୁଟିଥାନ୍ତି।

କିନ୍ତୁ ଯଦି ଆପଣ ଏବେ ରାସନ କାର୍ଡ ବନାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଏକ ବହୁତ ବଡ ଭଲ ଖବର। ଆଜ୍ଞା ହଁ, ଏବେ ଏଥିପାଇଁ ଆଉ ଅଧିକାରୀ କିମ୍ବା ଅଫିସର ଚକ୍କର କାଟିବାକୁ ପଡିବନି। ମାତ୍ର ଗୋଟିଏ ଦିନରେ ରାସନ କାର୍ଡ ବନିଯିବ। ଏଥିପାଇଁ ଆବେଦନ ଫର୍ବ ସହିତ ସମସ୍ତ ଜରୁରୀ କାଗଜପତ୍ର ନେବା ଜରୁରୀ। ଉତ୍ତରଖଣ୍ଡରେ ଲୋକଙ୍କ ଅଭିଯୋଗକୁ ଦେଖି ଏହି ବ୍ୟବସ୍ତା ଲାଗୁ କରାଯାଇଛି। ଯେ ଏବେ ଗୋଟେିଏ ଦିନରେ ରାସନ କାର୍ଡ ବନି ପ୍ରସ୍ତୁତ ହୋଇଯିବ।

ration
photo: dnaindia.com

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ପର୍ଯ୍ୟନ୍ତ ଲୋକଙ୍କୁ ରାସନ କାର୍ଡ ବନାଇବା ପାଇଁ ଜିଲ୍ଲା ପୂର୍ତ୍ତି କାର୍ଯ୍ୟାଳୟର ଚକ୍କର ଲଗାଇବାକୁ ପଡୁଥିଲା। ଲଗାତର ଅଭିଯୋଗକୁ ଗୁରୁତ୍ୱର ସହ ନେଇ ନୂଆ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆବେଦନ ଫର୍ବ ସହିତ ସମସ୍ତ ଜରୁରୀ କାଗଜପତ୍ର ଲଗାଇବା ଦ୍ୱାରା ଆପଣଙ୍କୁ କିଛି ହିଁ ଘଣ୍ଟାରେ ଯାଞ୍ଚ ପ୍ରକ୍ରୀୟା ପୂରା କରି ରାସନ କାର୍ଡ ଦେଇଦିଆଯିବ। କାଗଜରେ କୌଣସି ପ୍ରକାର କମିଥାଏ ତାହେଲେ ସେଥିରେ ସୁଧାର କରାଯାଇ ପରଦିନ ହିଁ ରାସନ କାର୍ଡ ଜାରି କରିଦିଆଯାଏ।

ଏହାପରେ ଆପଣ ରାସନ କାର୍ଡଧାରୀଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ଯୋଜନାର ଲାଭ ଉଠାଇପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାସନ କାର୍ଡ ବନାଇବା ଲୋକଙ୍କର ଲମ୍ବା ଲାଇନ୍‌ ହେବା କାରଣରୁ ପୂରା ସିଷ୍ଟମକୁ ନିକଟରେ ଅନଲାଇନ୍‌ ବି କରାଯାଇଛି। ଯଦିଓ ବର୍ତ୍ତମାନ ସୂଚନା ଅଭାବ କାରଣରୁ ଅନଲାଇନ ରାସନ କାର୍ଡ ବନାଇବାର ରେସିଓ ବହୁତ କମିଯାଇଛି। ରାସନ କାର୍ଡ ବନାଇବାର କିଛି ଦିନ ପରେ ହିଁ ଆପଣ ରାସନ ନେବା ଆରମ୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.