Below header

୮ମ ପାସ୍‌ କରିପାରିବେ ସରକାରୀ ଚାକିରି ପାଇଁ ଆବେଦନ, ଦରକାର କେବଳ ଏକ ଲାଇସେନ୍ସ

ୱେଷ୍ଟବେଙ୍ଗଲ ସ୍ୱାସ୍ଥ୍ୟରେ ଅନେକ ପଦ ପାଇଁ ଭର୍ତ୍ତି ହେବାକୁ ଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ମୋଟ ୧୫୦ ପଦ ପାଇଁ ଆପଣମାନେ ଆବେଦନ କରିପାରିବେ। ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଅଧିକତମ ବୟସ ୪୦ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ପଦର ବିବରଣୀ

ପଦର ନାମ           ପଦର ସଂଖ୍ୟା      ଦରମା

ଚାଳକ(ଡ୍ରାଇଭର)         ୧୫୦          ୧୧୫୦୦ (ପ୍ରତି ମାସ)

ଏମିତି କରନ୍ତୁ ଆବେଦନ

ଆଶାୟୀ ପ୍ରାର୍ଥି ଆବେଦନ ପ୍ରତରେ ଦର୍ଶାଯାଇଥିବା କାଗଜପତ୍ରର ଫଟୋକପି ସହିତ ରାଜ୍ୟ ସ୍ୱାସ୍ଥ୍ୟ ପରିବହନ ସଂଗଠନ, ୧୪୨, ଏ.ଜି.ସି. ବୋସ ରୋଡ,କୋଲକାତା-୭୦୦୧୪ ପଶ୍ଚିମବଙ୍ଗକୁ ୨୪.୦୯.୨୦୧୯ କିମ୍ବା ତାପୂର୍ବରୁ ପଠାଇପାରିବେ।

ଚାକିରି ସ୍ଥାନ : ପଶ୍ଚିମବଙ୍ଗ

ଚୟନ ପ୍ରକ୍ରୀୟା : ଚୟନ ଡ୍ରାଇଭିଂ ଟେଷ୍ଟ ଉପରେ ଆଧାରିତ ହେବ।

ଯୋଗ୍ୟତା : ଆଶାୟୀ ପ୍ରାର୍ଥୀ ୮ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ଏବଂ ବୈଧ ଡ୍ରାଇଭିଂ ଲାଇସେନ୍ସ ହେବା ଅନିବାଯ୍ୟର୍।

ବୟସ ସୀମା : ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୨୧ ବର୍ଷ ଏବଂ ଅଧିକତମ ବୟସ ୪୦ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ମହତ୍ତ୍ୱପୂର୍ଣ୍ଣ ତାରିଖ : ଆବେଦନ ପତ୍ର ଭରିବାର ଶେଷ ତାରିଖ ୨୪ ସେପ୍ଟେମ୍ବର ୨୦୧୯।

ଆବେଦନ ଶୁଳ୍କ – ୱେଷ୍ଟ ବେଙ୍ଗଲ ହେଲଥ୍‌ ଡ୍ରାଇଭରଙ୍କ ପାଇଁ ଆବେଦନ ଶୁଳ୍କ କିଛି ରଖାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.