Below header
Browsing Category

ମନୋରଂଜନ

ଫିଲ୍ମ ସତ୍ୟମେବ୍ ଜୟତେ ବିରୋଧରେ ମାମଲା

ମୁମ୍ବାଇ : ଫିଲ୍ମ ସତ୍ୟମେବ୍ ଜୟତେ ଫଲ୍ମ ପାଇଁ ଖରାପ ଖବର। ଫିଲ୍ମ ବିରୋଧରେ ରୁଜୁ ହୋଇଛି ମାମଲା। ଫିଲ୍ମଟି ଗୋଟେ ସଂପ୍ରଦାୟର ଧାର୍ମିକ ଭାବନାକୁ ଆଘାତ କରୁଥିବା ଦର୍ଶାଇ ଫିଲ୍ମର ନିର୍ମାତାଙ୍କ ବିରୋଧରେ ସେୟଦ ଅଲ୍ଲୀ ଜାଫରି ନାମକ ଜଣେ ବ୍ୟକ୍ତି ମାମଲା ଦାୟର କରିଛନ୍ତି। ପୂର୍ବରୁ…

ଏକାଠି ନଜର ଆସିବେ ବଲିଉଡ଼ର ଦୁଇ ସୁପରହିରୋ

ମୁମ୍ବାଇ : ଖୁବ୍ ଶୀଘ୍ର ପରଦାରେ ଏକାଠି ହେବେ ବଲିଉଡ଼ର ଦୁଇ ସୁପରହିରୋ ଅର୍ଥାତ୍ ଫ୍ଲାଇଙ୍ଗଜଟ୍ ଏବଂ କ୍ରିସ୍। ଆଜ୍ଞା ହଁ ଆକ୍ସନ ଷ୍ଟାର ହ୍ରିତିକ ରୋଶନ ଓ ଟାଇଗର ଶ୍ରଫ୍ ଏକା ସାଙ୍ଗରେ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ଦୁଇ ଷ୍ଟାରଙ୍କୁ ଏକାଠି ଦେଖିବାକୁ ଫ୍ୟାନଙ୍କ ବହୁ ଦିନର ଅପେକ୍ଷାର…

ବର୍ଣ୍ଣାଳୀଙ୍କ ନୂଆ ପ୍ରୟାସ : ମୁକ୍ତିଲାଭ କଲା ଦିଲବର୍ ଦିଲବର୍ ଗୀତ ସହ ଓଡିଶୀର ଏକ ଭିନ୍ନ ଧାରା !

ଭୁବନେଶ୍ବର : ହିନ୍ଦି ଗୀତରେ ଓଡିଶୀ ନୃତ୍ୟ । ଦର୍ଶକଙ୍କୁ ନିଆରା ଏକ ମ୍ଯୁଜିକ୍ ଆଲବମ୍ ଭେଟି ଦେଇଛନ୍ତି ବର୍ଣ୍ଣାଳୀ ହୋତା । ମୁକ୍ତିଲାଭ କରିଛି ଦିଲ ହୈ ହିନ୍ଦୁସ୍ତାନୀ ରନର୍ସଅପ୍ ବର୍ଣ୍ଣାଳୀଙ୍କ ନୂଆ ମ୍ୟୁଜିକ୍ ଭିଡିଓ ଦିଲବର୍ ଦିଲବର୍....। ଗୀତଟିକୁ ବର୍ଣ୍ଣାଳୀ ଗାଇଥିବା ବେଳେ ଏଥିରେ…

କାହିଁକି ଜନ୍ମ ଦିନ ପାଳନ କରନ୍ତିନି ସୋନୁ ସୁଦ୍ ?

ମୁମ୍ବାଇ : ପ୍ରାୟ ସମସ୍ତ ବଲିଉଡ଼ କଳାକର ତାଙ୍କ ବଥଡ଼େ ବହୁତ ଧମାମେଦାର ଅନ୍ଦାଜରେ ପାଳନ କରିଥାନ୍ତି। କିନ୍ତୁ ନିଜ ଜନ୍ମ ଦିନ ପାଳନ କରନ୍ତି ନାହିଁ ବଲିଉଡରେ ଜଣାଶୁଣା ଷ୍ଟାର ସୋନୁ ସୁଦ୍ । ‘ଦବଙ୍ଗ’ର ଛେଦି ସିଂହ ଭୂମିକାରେ ଅଭିନୟ କରି ବେଶ୍ ଚର୍ଚ୍ଚା ସାଉଁଟିଥିବା ସୋନୁଙ୍କ ଜନ୍ମ ୧୯୭୩…

ପୁଣି ପରଦାରେ ନଜର ଆସିବେ ଜୁନିୟର ବଚ୍ଚନ କପଲ୍

ମୁମ୍ବାଇ : ୮ ବର୍ଷ ପରେ ଏକାଠି ସ୍କ୍ରିନ ସେୟାର କରିବେ ବି-ଟାଉନ ରିଅଲ ବଚ୍ଚନ ଦମ୍ପତି। ଆଜ୍ଞା ଆମେ କହୁଛୁ ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କ କଥା । ସୂଚନାରୁ ଜଣାପଡ଼ିଛି ବହୁ ବର୍ଷ ପରେ ଦୁହେଁ ଗୋଟିଏ ଫିଲ୍ମରେ ଅଭିନୟ କରିବେ । ଅନୁରାଗ କଶ୍ୟପଙ୍କ ପ୍ରଯୋଜିତ ଓ ସର୍ବେଶ…

ଟ୍ରେଣ୍ଡ କରୁଛି ‘ହାଫି ଫିର ଭାଗ ଜାଏଗୀ’ର ଟ୍ରେଲର

ମୁମ୍ବାଇ : ନିକଟରେ ରିଲିଜ ହୋଇ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି ଫିଲ୍ମ ହାଫି ଫିର ଭାଗ ଜାଏଗୀର ଟ୍ରେଲର । ୧ କୋଟି ୪୦ଲକ୍ଷରୁ ଅଧିକ ଥର ଟ୍ରେଲରକୁ ୟୁଟ୍ୟୁବରେ ଦେଖାଯାଇଛି । ୨୦୧୬ର ହିଟ୍ ଫିଲ୍ମ ହପି ଭାଗ ଜାଏଗୀର ସ୍ବିକେଲ ହେଉଛି ହାଫି ଫିର ଭାଗ ଜାଏଗୀର।ଏଥିରେ ମୁଖ୍ୟ ଚରିତ୍ର ଭବେ ସୋନାକ୍ଷୀ…

ଟ୍ରୋଲରଙ୍କ ମୁହଁତୋଡ଼ ଜବାବ ଦେଲେ ଅଭିନେତ୍ରୀ ତାପସି

ମୁମ୍ବାଇ :ସୋସିଆଲ ମିଡ଼ିଆ ଏବେ ଏପରି ଏକ ପ୍ଲାଟଫର୍ମ ପାଲଟିଛି ଯେଉଁଠାରେ ଯିଏ ଯାହା ଚାହୁଁଛି ମନ ଖୋଲି କହୁଛି। ଏଥି ଅନ୍ତର୍ଗତ ନିକଟରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ ଅଭିନେତ୍ରୀ ତାପସି ପନୁ । କିନ୍ତୁ ତାପସି ଚୁପ ନ ବସି ଟ୍ରୋଲରଙ୍କୁ ଦେଇଛନ୍ତି ମୁହଁତୋଡ଼ ଜବାବ । ଜଣେ ଟ୍ଵିଟର ୟୁଜର…

ଫସିଗଲେ ପ୍ରିୟା ପ୍ରକାଶ

କୋ-ଷ୍ଟାର ରୋସନ ଅବଦୁଲ୍ଲଙ୍କ ଚ୍ୟାଲେଞ୍ଜ ଗ୍ରହଣ କରି ଫସିଗଲେ ଭାଇରାଲ ଗର୍ଲ ପ୍ରିୟା ପ୍ରକାଶ । ନିକଟରେ ରୋସନ ଅବଦୁଲ୍ଲ ରିଭର୍ସ ରୋଲର କୋଷ୍ଟର ରାଇଡ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ ତାଙ୍କୁ । କିନ୍ତୁ ରାଇଡ କରିବା ସମୟରେ ପ୍ରଥମେ ବେଶ ଡରି ଯାଇଥିଲେ ପ୍ରିୟା । ଚିଲ୍ଲେଇ ଚିଲ୍ଲେଇ ଖରାପ…

ପ୍ରଥମ ଥର ପାଇଁ ସ୍କ୍ରିନରେ ନଜର ଆସିବେ ମହେଶ ବାବୁ ଏବଂ ରଣବୀର ସିଂ

ମୁମ୍ବାଇ : ସିନେମା ଜଗତର ଦୁଇ ସୁପରଷ୍ଟାର ଏକା ସାଥିରେ ନଜର ଆସିବା ପାଇଁ ଯାଉଛନ୍ତି। ପ୍ରଥମ ଥର ପାଇଁ ସ୍କ୍ରିନ୍ ଶେୟାର କରୁଥିବା ନଜର ଆସିଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ଼ ସୁପରଷ୍ଟାର ରଣବୀର ସିଂ। ଦୁହେଁ ଏକା ସାଙ୍ଗରେ ସିଲଭର ସ୍କ୍ରିନରେ ଏକ ବିଜ୍ଞାପନରେ ଦେଖିବାକୁ…

କେବେ ଗାଉଥିଲେ ବିବାହ- ପାର୍ଟିରେ ଗୀତ, ଏବେ ତାଙ୍କର ଦୁନିଆ ଦିୱାନା

ମୁମ୍ବାଇ : ବଲିଉଡ଼ର ବିଶିଷ୍ଠ ଗାୟକ ସୋନୁ ନିଗମଙ୍କ ଆଜି ଜନ୍ମ ଦିନ। ନିଜ କଣ୍ଠରେ ଲୋକଙ୍କୁ ପାଗଳ କରିଥିବା ସୋନୁ ନିଗମ ଆଜି ବଲିଉଡ଼ର ଟପ ଗାୟକଙ୍କ ମଧ୍ୟରେ ଗଣା। ସୋନୁଙ୍କ ଜନ୍ମ ୩୦ ଜୁଲାଇ ୧୯୭୩ରେ ହରିୟାଣାର ଫରିଦାବାଦରେ ହୋଇଥିଲା। ସେ ୪ବର୍ଷ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ। ସେ…

ପ୍ରିୟଙ୍କା ଦେଲେ ସଲମାନଙ୍କୁ ଧୋକା ତ କ୍ୟାଟ୍ରିନା ଦେଲେ ସାଥ୍

ମୁମ୍ବାଇ : ହଲିଉଡ଼ ଫେରନ୍ତା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଠାତ୍ ଫିଲ୍ମ ଭାରତକୁ ଛାଡ଼ିଦେଇ ସମସ୍ତଙ୍କୁ ହତବାକ୍ କରିଦେଇଛନ୍ତି। ତେବେ ଏହାର କାରଣ ତାଙ୍କ ବଏଫ୍ରେଣ୍ଡ ନିକ୍ ବୋଲି କୁହାଯାଉଛି। କିନ୍ତୁ ଦେଶୀ ଗର୍ଲ୍ ପ୍ରିୟଙ୍କା ଏହାକୁ ଖଣ୍ଡନ କରି କହିଛନ୍ତି ସେ ଆଉ କୌଣସି ଅଭିନେତ୍ରୀଙ୍କ ସହ…

୨୦୧୯ ଏପ୍ରିଲରେ ଆସିବ ବାହୁବଲି ପ୍ରଭାସଙ୍କ ‘ସାହୋ’

‘ବାହୁବଲି’ର ଦୁଇ ଦୁଇଟି ଫିଲ୍ମ ଆସି ସାରା ବିଶ୍ୱକୁ ଚମକାଇ ସାରିଛି । ତା ସହିତ ଦକ୍ଷିଣ ଭାରତର ସୁପର ଷ୍ଟାର ପ୍ରଭାସଙ୍କୁ ଚିହ୍ନି ସାରିଛନ୍ତି ସମସ୍ତେ । ତାଙ୍କର ଅଭିନୟକୁ ମଧ୍ୟ ବେଶ୍‌ ତାରିଫ କରିଛନ୍ତି । ଫ୍ୟାନ୍‌ ଅପେକ୍ଷା କରିଛନ୍ତି ତାଙ୍କର ପରବର୍ତ୍ତୀ ଫିଲ୍ମ ‘ସାହୋ’କୁ । ‘ସାହୋ’ର…