Below header
Browsing Category

ମନୋରଂଜନ

ପ୍ରିୟଙ୍କାଙ୍କ ଉପରେ ରାଗି ନାହାନ୍ତି ସଲମାନ୍

ନିଜ ବାହାଘର ପାଇଁ ପ୍ରିୟଙ୍କା ଚୋପ୍ରା ସଲମାନ ଖାନ୍‌ଙ୍କ ନୂଆ ଫିଲ୍ମ ‘ଭାରତ’ରୁ ଓହରି ଯାଇଥିବା ଚର୍ଚ୍ଚା ଚାଲିଛି । ତେବେ ଅଚାନକ ଫିଲ୍ମରୁ ଓହରିଯିବା ନେଇ ଅନେକ ଗୁଜବ ମଧ୍ୟ ହୋଇଛି । ଏହି ଘଟଣାରେ ସଲମାନ ପ୍ରିୟଙ୍କାଙ୍କ ଉପରେ ରାଗିଛନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ଏସବୁ ଗୁଜବକୁ…

ବଲିଉଡ୍ ପରଦାକୁ ଆସିବେ ପୁନମ୍ ଧିଲୋନଙ୍କ ପୁଅ

ମୁମ୍ବାଇ : ବଲିଉଡ୍ ପରଦାରେ ଚମକିବେ ଆଉ ଜଣେ ଷ୍ଟାର ସନ୍। ବିଗତ ଦିନର ସୁନ୍ଦରୀ ନାୟିକା ପୁନମ୍ ଧିଲୋନଙ୍କ ପୁଅ ଅନମୋଲ ଠାକେରିଆ ଅଭିନୟ ଦୁନିଆରେ ପାଦ ଦେବା ପ୍ରସ୍ତୁତିରେ ରହିଛନ୍ତି। ତାଙ୍କୁ ଫିଲ୍ମରେ ଲଞ୍ଚ କରିବା ପାଇଁ ଯାଉଛନ୍ତି ବଲିଉଡ଼ର ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି।…

୨୦୧୯ର ଲୋକସଭା ନିର୍ବାଚନ ପୂର୍ବରୁ କଙ୍ଗନା ରନାୱତ୍ ପିଏମ୍ ମୋଦିଙ୍କୁ ନେଇ ଦେଇଛନ୍ତି ବଡ ବୟାନ !

ବଲିଉଡର ଫେମସ ଓ ନାସନାଲ୍ ଆୱାଡ ବିଜୟୀ ଅଭିନେତ୍ରୀ କଙ୍ଗନା ରନାୱତ୍ ଶନିବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ୨୦୧୯ ଲୋକସଭାକୁ ନଜରରେ ରଖି ଅଭିନେତ୍ରୀ କଙ୍ଗନା ରନାୱତ୍ କେବଳ ମୋଦୀଙ୍କର ପ୍ରସଂଶା କରି ନାହାନ୍ତି ବଂର କହିଛନ୍ତି ପିଏମ୍ ମୋଦି ୨୦୧୯…

ହିମା ଦାସଙ୍କ ବାୟୋପିକ୍ କରିବାକୁ ଅକ୍ଷୟଙ୍କ ଇଚ୍ଛା

ମୁମ୍ବାଇ : ନିକଟରେ ଖିଲାଡ଼ି କୁମାର ଅକ୍ଷୟଙ୍କ ‘ଗୋଲ୍ଡ’ ଫିଲ୍ମ ରିଲିଜ୍ ହୋଇଛି । ସ୍ୱାଧୀନତା ପୂର୍ବରୁ ୧୯୪୮ ଲଣ୍ଡନ ଅଲିମ୍ପିକ୍ସ ହକିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେହି ବାସ୍ତବ କାହାଣୀକୁ ନେଇ ତିଆରି ହୋଇଛି ‘ଗୋଲ୍ଡ’ । ଏବେ ଅକ୍ଷୟ ଚାହୁଁଛନ୍ତି ଟ୍ରାକ୍ ଆଣ୍ଡ ଫିଲଡ୍ରେ ଭାରତ ପାଇଁ…

ସୋନମଙ୍କ ପାଦ ତଳେ ବସି ତାଙ୍କୁ ଜୋତା ପିନ୍ଧାଇଲେ ସ୍ବାମୀ ଆନନ୍ଦ

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ସୋନମ କପୁର ସ୍ବାମୀ ଆନନ୍ଦ ଆହୁଜାଙ୍କ ବିବାହ ପରେ ସୋସିଆଲ ମିଡ଼ିଆରେ ଅନେକ ରୋମାଣ୍ଟିକ୍ ଫଟୋ ପାଇଁ ଚର୍ଚ୍ଚାରେ ରହି ଅସୁଛନ୍ତି। ନିକଟରେ ଆନନ୍ଦ ମୁମ୍ବାଇରେ ନିଜର ଏକ ବେଜ୍- ନନବେଜ୍ ଜୋତା ଶୋରୁମ୍ ବ୍ରାଞ୍ଚର ଉଦଘାଟନ କଲେ। ଏହି ସମୟରେ ତାଙ୍କ ସହ ନଜର ଆସିଥିଲେ…

ଭିନ୍ନ ଆଇଡ଼ିଆ : କିଙ୍ଗ ଖାନଙ୍କ ସିଗନେଚର୍ ପୋଜକୁ କପି କଲେ ପୋଲିସ ବିଭାଗ

ମୁମ୍ବାଇ : କିଙ୍ଗ ଖାନ ଭାବେ ଚର୍ଚ୍ଚିତ ବଲିଉଡ଼ ଅଭିନେତା ସାହାରୁଖ ଖାନ ଅନେକ ବର୍ଷ ହେଲା ଦର୍ଶକଙ୍କ ମନରେ ରାଜ କରିଆସୁଛନ୍ତି। ରୋମାନ୍ସର କିଙ୍ଗ ଭାବେ ଜଣାଯାଉଥିବା ଅଭିନେତାଙ୍କ ସିଗନେଚର ପୋଜ୍ ପଛରେ ଝିଅ ଫିଦା ରହିଛନ୍ତି। ତେବେ ଏହି ପୋଜକୁ ଏବେ କପି କରିଛନ୍ତି ପୋଲିସ ବିଭାଗ। ପୋଲିସ…

ସଲମାନଙ୍କ ପାଇଁ ଭାରତ ଛାଡିଲେ ପ୍ରିୟଙ୍କା !

ଭାରତ ଛାଡିଛନ୍ତି ପ୍ରିୟଙ୍କା । ତେବେ ଦେଶ ଭାରତ ନୁହେଁ ସଲମାନଙ୍କ ସିନେମା ’ଭାରତ’ ଛାଡି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଦେଶୀ ଗର୍ଲ । ତେବେ ଭାଇଜାନଙ୍କ ସହ ପଙ୍ଗା ନେବାର ଆଜି ଯାଏଁ କାହାର ସାହାସ ନଥିବା ବେଳେ ଏମିତି କଣ ହେଲା ଯେ ପ୍ରିୟଙ୍କା ଏଭଳି ପଦକ୍ଷେପ ଉଠାଇଛନ୍ତି । ଏହି ପ୍ରଶ୍ନ…

ଯଦି ଚାହିଁବି ମାତ୍ର ଗୋଟିଏ ମିନିଟରେ ହୋଇପାରିବି ମୁଖ୍ୟମନ୍ତ୍ରୀ : ହେମା ମାଳିନୀ

ଯଦି ଚାହିଁବେ ମାତ୍ର ଗୋଟିଏ ମିନିଟ୍ ଭିତରେ ମୁଖ୍ୟମନ୍ତ୍ରୀ ହୋଇ ପାରିବେ। ଏପରି ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀ। ରାଜସ୍ଥାନ ବାଂସୱାଡା ଗସ୍ତ ସମୟରେ ସାମ୍ବାଦିକଙ୍କ ପ୍ରଶ୍ନ ଥିଲା, ସୁଯୋଗ ମିଳିଲେ ମୁଖ୍ୟମନ୍ତ୍ରୀ ହେବାକୁ ପସନ୍ଦ କରିବେ କି? ଏଥିରେ ହେମା…

ନଭେମ୍ବରରେ ବାହା ହେବେ ଦେଶୀ ଗର୍ଲ

ବାହା ହେବେ ଦେଶୀ ଗର୍ଲ। ହଲିଉଡ୍ ଆକ୍ଟର ନିକ୍ ଜୋନ୍ସଙ୍କ ହାତ ଧରିବେ ବି-ଟାଉନ୍ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଏହି ଦୁଇ ପ୍ରେମୀ ଯୁଗଳଙ୍କ ନିର୍ବନ୍ଧ ସରିଥିବା ନେଇ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। କୁହାଯାଉଛି, ନିକଟରେ ପ୍ରିୟଙ୍କା ଓ ନିକ୍ ଜୋନ୍ସ ସିକ୍ରେଟ…

’ସଞ୍ଜୁ’କୁ ଗ୍ୟାଙ୍ଗଷ୍ଟାର ଆବୁ ସାଲେମଙ୍କ ନୋଟିସ

ସଞ୍ଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ ’ସଞ୍ଜୁ’ରେ ଅଭିନେତା ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ବହୁତ ହିଟ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବିବାଦ ଉଠିଛି। ଗ୍ୟାଙ୍ଗଷ୍ଟାର ଆବୁ ସାଲେମ ’ସଞ୍ଜ’ର ପ୍ରଡ୍ୟୁସରଙ୍କୁ ଏକ ଆଇନଗତ ନୋଟିସ…

ପୁରା ହେବ ଫ୍ୟାନଙ୍କ ସ୍ବପ୍ନ ! ଏକାଠି ଅଭିନୟ କରିବେ ସାହିଦ-ମୀରା

ସାହିଦ୍ ଏବଂ ମୀରାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଅଭିନୟ ଦୁନିଆଁରେ ପାଦ ରଖିବାକୁ ଯାଉଛନ୍ତି ମୀରା । ଏକ ବିଜ୍ଞାପନରେ ସାହିଦ୍ ଏବଂ ମୀରା ଏକାଠି କରିବେ ଅଭିନୟ । ଏକ ବେବି ପ୍ରଡକ୍ଟରେ ଉଭୟ ନଜର ଆସିପାରନ୍ତି । ଯଦି ଏହି ଖବର ସତ ହୁଏ ତେବେ ଉଭୟଙ୍କ ଫ୍ୟାନମାନଙ୍କ ପାଇଁ…

କ’ଣ ପୁଣି ଥରେ ବିବାହ କରିବେ ହ୍ରିତିକ୍- ସୁଜାନ୍?

ମୁମ୍ବାଇ : ବଲିଉଡ଼ର ଶ୍ରେଷ୍ଠ ଯୋଡ଼ି ମାନଙ୍କ ମଧ୍ୟରେ ଗଣାଯାଉଥିଲେ ଅଭିନେତା ହ୍ରିତିକ୍ ରୋଶନ୍ ଏବଂ ତାଙ୍କ ପତ୍ନୀ ସୁଜାନ। କିନ୍ତୁ ହଠାତ୍ ୨୦୧୪ ମସିହାରେ ଉଦ୍ଭୟଙ୍କ ସଂପର୍କରେ ଆସିଥିଲା ଫାଟ। ଦୁହେଁ ଆଧିକାରୀକ ଭାବେ ନେଇଥିଲେ ଛାଡ଼ପତ୍ର। କିନ୍ତୁ ଛାଡ଼ପତ୍ର ପରେ ମଧ୍ୟ ଦୁହିଁଙ୍କୁ ଅନେକ ଥର…