Browsing Category

ମନୋରଂଜନ

ରଣବୀରଙ୍କୁ ନେଇ ଏଭଳି କିଛି ବୟାନ୍ ଦେଲେ ଆଲିୟା ! ଭାଙ୍ଗିପାରେ ଉଭୟଙ୍କ ସଂପର୍କ

ପ୍ରେମ, ବିବାହ ଏବଂ ବିଛେଦକୁ ନେଇ ସବୁବେଳେ ଚର୍ଚ୍ଚାରେ ବି -ଟାଉନ୍ ସେଲିବ୍ରିଟି । ଆଜି କାହାର ପ୍ରେମକୁ ନେଇ ଖବର ତ କାଲି କାହାର ବିବାହ ଆଉ ତାପରେ ବିଛେଦ । ତେବେ କିଛି ଦିନ ହେବ ଆଲିୟା ଏବଂ ରଣବୀରଙ୍କ ସଂପର୍କ ପାଲଟିଛି ଗଣମାଧ୍ୟମର ମୁଖ୍ୟଖବର । ପ୍ରଥମେ ଉଭୟଙ୍କ ଲଭ୍ ଷ୍ଟୋରୀ ଆଉ ପରେ ଉଭୟ…

ଭଜନକୁ ଆପତ୍ତିଜନକ ସିନରେ ବ୍ୟବହାର କଲେ କରଣ : ଇଣ୍ଟରନେଟରେ ରାଗିଲେ ଲତାଙ୍କ ପରିବାର

ମୁମ୍ବାଇ : ନିର୍ଦ୍ଦେଶକ କରଣ ଜୋହରଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି କୋକିଳ କଣ୍ଠଧାରି ଲତା ମଙ୍ଗେସକର । ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି ଏବେ ଲତାଙ୍କ ପରିବାର କରଣ ଜୋହରଙ୍କ ଉପରେ ରାଗିଛନ୍ତି । କାରଣ ଲତାଙ୍କ ଭଜନକୁ ସେ ଲଷ୍ଟ ଷ୍ଟୋରିଜ୍ ନାମକ ଏକ ୱେବସିରିଜର ଆପତ୍ତିଜନକ…

ସିନେମା ପରେ ଏବେ ଘୋଡ଼ା ସହ ରେସ୍ ଲଗାଇଲେ ସଲମାନ୍: ଜାଣନ୍ତୁ କାହିଁକି  

ମୁମ୍ବାଇ  : ବଲିଉଡ଼ର ଦବଙ୍ଗ ଖାନଙ୍କୁ ଯେପରି ଜିତିବାର ରୋଗ ଲାଗିଛି। ନିକଟରେ ତାଙ୍କର ରେସ୍୩ ଚଳଚ୍ଚିତ୍ର ରିଲିଜ୍ ହୋଇଥିବା ବେଳେ ତାହା ଦର୍ଶକଙ୍କୁ ଏତେତା ଭଲ ଲାଗିନାହିଁ । ତେବେ ଏଥିରେ ମଧ୍ୟ ଚଳଚ୍ଚିତ୍ରଟି ୨୦୦ କୋଟିର ବ୍ଯବସାୟ କରିସାରିଲାଣି ।ଚଳଚ୍ଚିତ୍ରଟି ନିଜର ଅନ୍ଯ ଚଳଚ୍ଚିତ୍ରର  …

ଆଇଫା ଆୱାର୍ଡ଼ରେ କ୍ରିତିଙ୍କ ଜଲୱା : ଠୁମକା ଲଗାଉଥିବାର ଭିଡ଼ିଓ ହେଲା ଭାଇରାଲ୍

ମୁମ୍ବାଇ : ନିକଟରେ ଆଇଫା ଆୱାର୍ଡ ୨୦୧୮ ଅନୁଷ୍ଠିତ ହେବାକୁ ଥିବା ବେଳେ କଳାକାରଙ୍କ ପ୍ରସ୍ତୁତିର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେହିଭଳି ଆଇଫା ଷ୍ଟେଜରେ ନିଜର ଜଲୱା ଦେଖିଇବାକୁ ପ୍ରସ୍ତୁତ ହେଉଛନ୍ତି କ୍ରିତି ସାନନ୍। କ୍ରିତି ସୋସିଆଲ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି ।…

ନେହା କକରଙ୍କ ୟ୍ୟାରି କଲା ଲଞ୍ଚ : ରହିଛି ବନ୍ଧୁତାର ପ୍ରତିଛବି

ମୁମ୍ବାଇ : ବନ୍ଧୁତ୍ୱ ପାଇଁ ପ୍ରିତି ଦେଖାଉଥିବା ନେହା କକରଙ୍କର ନୂଆ ଗୀତ ୟ୍ୟାରି ଆଜି ଲଞ୍ଚ କରିଛି । ବ୍ରୁକ୍ ବ୍ୟାଣ୍ଡ ଏବଂ ଓ୍ଵାଇ ଫିଲ୍ମସ୍ର ସିକ୍ସ ପ୍ୟାକ ବ୍ୟାଣ୍ଡ ଓ ନେହା କକର ଏକାଠି ହୋଇଛନ୍ତି ଏହି ଗୀତରେ । ଏଥିରେ କିଛି ଭିନ୍ନକ୍ଷମ ପିଲା ମଧ୍ୟ କଣ୍ଠଦାନ କରିଛନ୍ତି। ଭିଡିଓରେ…

ହଲିଉଡ଼ରେ ଦୀପିକା କରିବେ ଲୁଙ୍ଗି ଡ୍ୟାନ୍ସ: ଫ୍ଲପ୍ ଫିଲ୍ମ ସିକ୍ୱେଲରେ ପୁଣିଥରେ ଆସିବେ ନଜର

୨ ବର୍ଷ ପୂର୍ବେ ପ୍ରଥମ ହଲିଓଡ ଫିଲ୍ମ "ଟ୍ରିପଲଏକ୍ସ: ରିର୍ଟନ ଅଫ୍ ଡେନ୍ଜର କେଜ୍" ଫ୍ଲପ୍ ହେବାପରେ ଦୀପିକାଙ୍ ଦ୍ଵିତୀୟ ସୁଯୋଗ ପାଇଁ ଚାତକ ଭଳି ମୁମ୍ବାଇରୁ ଲସ ଏଞ୍ଜେଲେସ ପର୍ଯ୍ୟନ୍ତ ପଇଁତରା ମାରୁଛନ୍ତି। କିନ୍ତୁ କୌଣସି ଫଳ ମିଳିନାହିଁ। ପିଲ୍ମ ନିର୍ଦେଶକ ଡି.ଜେ କାରୁଜୋ ନିଜ ଫିଲ୍ମର…

“ରଣବୀର କପୁର ଆଗାମୀ ପିଢ଼ି ପାଇଁ ସାଜିଛନ୍ତି ଅନୁପ୍ରେରଣା” : ପରେଶ ରାୱଲ୍

ମୁମ୍ବାଇ : ବଲିଓଡର ଲଭର ବଏ ରଣବୀର ବର୍ତ୍ତମାନ ତାଙ୍କ ଆଗମୀ ଚଳଚ୍ଚିତ୍ର ସଞ୍ଜୁ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ସହ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବିଶିଷ୍ଟ ଅଭିନେତା ପରେଶ ରାୱଲ ଏବେ ରଣବୀରଙ୍କ ପାଇଁ କିଛି ଉପଦେଶ ଦେଇଛନ୍ତି । ପରେଶଙ୍କ ଅନୁସାରେ ବଲିଓଡର ଯୁବ ଅଭିନେତା ରଣବୀର…

ରିଲିଜ୍ ହେଲା ‘ଧଡ଼କ’ର ଟାଇଟେଲ ଟ୍ରାକ୍ : ରୋମାଣ୍ଟିକ୍ ଅନ୍ଦାଜରେ ଦେଖାଗଲେ ଜାହ୍ନବୀ ଓ ଇଶାନ୍

ମୁମ୍ବାଇ : ଗତକାଲି ଫିଲ୍ମ ଧଡକର ଟାଇଟଲ ଟ୍ରାକ୍ ରିଲିଜ ହୋଇଛି । ଗୀତରେ ଜାହ୍ନବୀ ଓ ଇଶାନ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଥିବା ବେଳେ ଗୀତଟିକୁ ଗାନ କରିଛନ୍ତି ଅଜୟ ଓ ଶ୍ରେୟା ଘୋଷଲ । ବହୁଦିନରୁ ଶ୍ରୀଦେବୀ ତନୟା ଜାହ୍ନବୀଙ୍କ ଫ୍ୟାନ୍ ଫିଲ୍ମର ଗୀତ ପାଇଁ ଅପେକ୍ଷା କରି ରହିଥିଲେ ।…

ରଣବୀର କପୁର କରିବାକୁ ଯାଉଛନ୍ତି ବିବାହ ! ଟ୍ବିଟ୍ ଯୋଗେ କଲେ ଖୁଲାସା

ମୁମ୍ବାଇ : ବଲିଉଡର ସାୱରିୟା ଅଭିନେତା ରଣବୀର କପୁର କିଛି ଦିନ ହେବା ରାଜି ଅଭିନେତ୍ରୀ ଆଲିଆଙ୍କୁ ଡ଼େଟ୍ କରୁଥିବା ନେଇ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ପରିବାର ତଥା ସାଙ୍ଗ ସାଥିଙ୍କ ତରଫରୁ ଏନେଇ ବିଭିନ୍ନ ପ୍ରକାରର ଖବର ଶୁଣିବାକୁ ମିଳୁଥିଲେ ହେଁ ଏବେ ଏଥିରେ ମୋହର ଲଗାଇଛନ୍ତି…

ମିସ୍‌ ଇଣ୍ଡିଆର ମୁକୁଟ ପିନ୍ଧିଲେ ଅନୁକ୍ରିତୀ ଭାସ୍‌ !

ମୁମ୍ବାଇ : ଚଳିତ ବର୍ଷ ମିସ୍‌ ଇଣ୍ଡିଆ ହୋଇଛନ୍ତି ତାମିଲନାଡୁର ୧୯ ବର୍ଷୀୟ ଅନୁକ୍ରିତୀ ଭାସ୍‌। ମୁମ୍ବାଇରେ ଅନୁଷ୍ଠିତ ପ୍ରତିଯୋଗିତାରେ, ଦେଶର ୩୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବାଜି ମାରିଛନ୍ତି। ମିସ୍‌ ୱାର୍ଲଡ ମାନୁସି ଛିଲର ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ହରିୟାଣାର ମୀନାକ୍ଷୀ ଚୌଧୁରୀ…

୬୧ ବର୍ଷ ବୟସରେ ଏହି ହିରୋଙ୍କ ଏହିଭଳି ବଡି ,ଫଟୋ ଦେଖି ଉଡିଯିବ ଆପଣଙ୍କ ହୋସ

କିଏ ଭାତ ଡାଲି ଖାଇ ଏତେ ଫିଟ କେମିତି ରହିପାରିବେ? ବଲିଉଡ ଅଭିନେତା ଜ୍ୟାକି ଶ୍ରଫଙ୍କର ଏହି ଫଟୋ ଦେଖି ଆପଣଙ୍କ ମନରେ ମଧ୍ୟ ଭାବନା ଆସିଥିବ । ୬୧ ବର୍ଷ ବୟଷରେ ତାଙ୍କ ଶରୀର ଏତେ ସୁସ୍ଥ ଶବଳ ଯେ ଏହାକୁ ଦେଖି ଯୁବପିଢ଼ି ମାନଙ୍କର ଅକଲଗୁଡୁମ ହେଇଯିବ। ପୁତ୍ର ଟାଇଗର ଶ୍ରଫ ଇନଷ୍ଟାଗ୍ରାମରେ…

ଯୁବକଙ୍କ ଉପରେ ବର୍ଷିଲେ ଅନୁଷ୍କା : କେନ୍ଦ୍ରମନ୍ତ୍ରୀ କିରେଣ ରିଜିଜୁ କଲେ ସମର୍ଥନ

ମୁମ୍ବାଇ : ଦୁଇ ଦିନ ତଳେ ସୋସିଆଲ ମିଡ଼ିଆରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ରାସ୍ତାରେ ଅଳିଆ ପକାଉଥିବା ଯୁବକଙ୍କ ଉପରେ ରାଗୁଥିବାରୁ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଭାଇରାଲ ହେବା ପରେ ଅଳିଆ ପକାଉଥିବା ଅରହାନ ସିଂହ ନାମକ ଯୁବକ…