Browsing Category

ମନୋରଂଜନ

ଚନ୍ଦ୍ରରେ ତୋଳିବେ ଘର ଏହି କଳାକାର !

ମୁମ୍ବାଇ : ଟେଲିଭିଜନରୁ ଅଭିନୟ ଆରମ୍ଭ କରି ବଲିଉଡ଼ରେ ଧମାଲ ମଚାଇଥିବା ସୁଶାଂତ ସିଂହ ରାଜପୁତ ପୁଣିଥରେ ଚର୍ଚ୍ଚାରେ। କଥା କଣ କି ଚନ୍ଦ୍ରରେ ଘର ତୋଳିବା ପାଇଁ ଜାଗା କିଣିଥିବା ସୁଶାନ୍ତ ହେଉଛନ୍ତି ବଲିଉଡରେ ପ୍ରଥମ ଅଭିନେତା । ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ସତ , ନିକଟରେ ଏକ ଇଣ୍ଟରଭ୍ୟୁରେ ସେ…

ଆଜି ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ସଞ୍ଜୁ

ବଡ଼ ପରଦାରେ ଦର୍ଶକ ଦେଖିବେ ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀ। ଆଜି ରିଲିଜ ହେଲା ଫିଲ୍ମ ବହୁ ପ୍ରତିକ୍ଷିତ ଫିଲ୍ମ ସଞ୍ଜୁ। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ରଣବୀର କପୁର। ପାଖାପାଖି ଚାରି ହଜାର ସ୍କ୍ରିନରେ ରିଲିଜ ହୋଇଛି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଶେଷ ହୋଇଛି। ଆଡଭାନ୍ସ ବୁକିଂକୁ ଦେଖି…

ବଲିଉଡ଼ର ବିଗ ବି ଟ୍ୱିଟରରେ ପ୍ରକାଶ କଲେ ନିଜ ଦୁଃଖ, କିନ୍ତୁ କାହିଁକି

ବଲିଉଡ କଳାକାର ମାନେ ଅଧିକାଂଶ ସମୟ ବିଦେଶକୁ ଛୁଟି କଟାଇବାକୁ ଯାଇଥାନ୍ତି। ଭାରତରେ ପ୍ରଶଂସକ ଏବଂ ମିଡିଆ ଭୟରେ କଳାକରଙ୍କର ଘରୁ ବାହାରିବା କଷ୍ଟ ହୋଇଯାଇଥାଏ। ଏଥିପାଇଁ କଳାକାରମାନେ ବୁଲିବା ପାଇଁ ବିଦେଶ ଲୋକେସନ୍ ପସନ୍ଦ କରିଥାନ୍ତି। ଏବେ ନିକଟରେ ବଲିଉଡ ବିଗ୍ ବି କିଛି ଦିନର ଛୁଟି କାଟିପା…

‘ସଂଜୁ’ର ବକ୍ସ ଅଫିସ ଧମାଲ୍ , ରିଲିଜ୍ ପୂର୍ବରୁ ‘ପଦ୍ମାବତ୍’କୁ ଦେଲା ମାତ୍

ମୁମ୍ବାଇ : ବଲିଉଡ଼ର ଲଭରବୟ ରଣବୀର କପୁର ତାଙ୍କ ଆଗାମୀ ଚଳଚ୍ଚିତ୍ରର ‘ସଂଜୁ’ ପାଇଁ ବହୁ କଷ୍ଟ କରୁଛନ୍ତି। ଏହା ତାଙ୍କ କ୍ୟାରିୟରର ସବୁଠୁ ବଡ଼ ସଫଳତା ଆଣିପାରେ ବୋଲି କୁହାଯାଉଛି। ସଂଜୟ ଦତ୍ତଙ୍କ ବାୟୋପିକ୍ ଉପରେ ନିର୍ମିତ ଏହି ଫିଲ୍ମ ଆସନ୍ତା ଶୁକ୍ରବାର ଦିନ ରିଲିଜ୍ ହେବା ପାଇଁ ଯାଉଛି। ତେବେ…

ସଲମାନଙ୍କୁ ଖରାପ ଅଭିନେତା କହିବା ପରେ ’ରେସ ୩’ କୁ ଦୁନିଆର ଖରାପ ଫିଲ୍ମ କହିଲା ଗୁଗୁଲ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ’ରେସ ୩’ ସବୁ ସିନେମା ହଲରେ ପଡି ସାରିଛି। ଫିଲ୍ମଟି ବହୁତ ବଡ ଷ୍ଟାର କାଷ୍ଟ ଏବଂ ମହଙ୍ଗା ବଜେଟ ହୋଇଥିବା ସତ୍ତ୍ବେ ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ଅସଫଳ ହୋଇଛି। ବର୍ତ୍ତମାନ ଫିଲ୍ମକୁ ଆଉ ଏକ ଝଟକା ଲାଗିଛି। ଯାହାକୁ ଶୁଣି ସଲମାନଙ୍କ ଫ୍ୟାନ୍ସ ମାନେ…

ସୁଟିଂ ସେଟରେ ଅସୁସ୍ଥ ହେଲେ ସନ୍ନି ଲିଓନି !

ମୁମ୍ବାଇ : ବଲିଉଡ ବେବିଡ଼ଲ୍ ସନ୍ନି ଲିଓନି ବର୍ତ୍ତମାନ ତାମିଲ ଫିଲ୍ମ ‘ବିରମହାଦେବୀ’ର ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏଥି ସହ ଏମ-ଟିଭିରେ ପ୍ରସାରିତ ପପୁଲାର ରିଆଲିଟି ସୋ ‘ସ୍ପିଲ୍ଟଭିଲା-୧୧’ ମଧ୍ୟ ହୋଷ୍ଟ କରୁଛନ୍ତି। ନିକଟରେ ସ୍ପିଲ୍ଟଭିଲାର ସୁଟିଂ ସେଟରେ ହଠାତ୍ ସନ୍ନିଙ୍କ ପେଟରେ…

ସଲମାନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ ପର୍ଯ୍ଯନ୍ତ ନକଲ କରି ଫେଲ୍ ହେଲେ ଏହି କଳାକାର

ମୁମ୍ବାଇ : ବଲିଉଡ଼ରେ ରିମେକର ଟ୍ରେଣ୍ଡ ବହୁ ପୁରୁଣା। ଆଗରୁ ବଲିଉଡ଼ରେ ହଲିଉଡ଼ରୁ ନକଲ କରାଯାଉଥିବା ବେଳେ ବର୍ତ୍ତମାନ ସାଉଥ୍ ଫିଲ୍କ ଗୁଡ଼ିକରୁ ନକଲ କରାଯାଉଛି। ତେବେ ଅନେକ ରିମେକ ଫିଲ୍କ ବକ୍ସଅଫିସରେ ଧମାଲ କରିଥିଲେ ମଧ୍ୟ ଅନେକ ଫିଲ୍କ ଫେଲ ମାରିଛି। ଆଗକୁ ମଧ୍ୟ ରୋହିତ ସେଟ୍ଟୀଙ୍କ…

ଅକ୍ଷୟ କୁମାରଙ୍କ ଜବରଦସ୍ତ ଆକ୍ଟିଂକୁ ନେଇ ସିନେମା ଗୋଲ୍ଡ : ଫ୍ଲୋରକୁ ଆସିଲା ଟ୍ରେଲର୍

ରିଲିଜ ହେଲା ଫିଲ୍ମ ଗୋଲ୍ଡର ଟ୍ରେଲର । ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଛି ଫିଲ୍ମରେ । ସିନେମାରେ ଜଣେ ହକି ଖେଳାଳି ଭୂମିକାରେ ନଜର ଆସିଛନ୍ତି ଅକ୍ଷୟ । ଏହା ସହ ଫିଲ୍ମରେ ରହିଛି ଦେଶଭକ୍ତିର ବାର୍ତ୍ତା । ଟେଲିଭିଜନ ଶୋ’ ନାଗିନ ଜରିଆରେ ସାରା ଦେଶରେ…

କୁକୁଡ଼ା ସହ କାହିଁକି ସମୟ ବିତାଉଛନ୍ତି ଅଭିନେତା ଧର୍ମେନ୍ଦ୍ର ?

ମୁମ୍ବାଇ: ବଲିଉଡ଼ର ହି ମ୍ଯାନ୍ ଧର୍ମେନ୍ଦ୍ର । ୮୨ବର୍ଷୀୟ ଏହି ଅଭିନେତା ଏବେ ଚଳଚ୍ଚିତ୍ରରେ କମ ନଜର ଆସିଥିବା ବେଳେ ନିଜର ପ୍ରାୟ ସମୟ ଫାର୍ମ ହାଉସରେ ବିତାଇବାକୁ ପସନ୍ଦ କରୁଛନ୍ତି।ସେ ନିକଟରେ ଏକ ଭିଡିଓ ଇନଷ୍ଟଗ୍ରାମରେ ସେୟାର କରିଥିଲେ ଯେଉଁଥିରେ ସେ ଅନେକ କୁକୁଡ଼ା ମଧ୍ୟରେ ସେ ଦେଖାଯାଇଥିଲେ…

ପୁଣି ଜଣେ ବଲିଉଡ଼ ଅଭିନେତ୍ରୀ ରଖିଲେ ହଲିଉଡ଼ରେ ପାଦ !

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ରେସ୍ ୩ ଚଳଚ୍ଚିତ୍ରର ସଫଳତା ହାସଲ କରିଥିବା ବେଳେ ଖୁସିରେ ତାଙ୍କ ପାଦ ତଳେ ଲାଗୁନାହିଁ । ତେବେ ଏଥି ସହ ଅନ୍ୟ ଏକ ଖୁସି ଯୋଡ଼ି ହୋଇଛି। ନିକଟରେ ଜାକଲିନ୍ ପ୍ରଥମ ଥର ପାଇଁ ହଲିଉଡ଼ରେ ପାଦ ରଖିଛନ୍ତି । ହଲିଉଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ…

ରଣବୀରଙ୍କୁ ନେଇ ଏଭଳି କିଛି ବୟାନ୍ ଦେଲେ ଆଲିୟା ! ଭାଙ୍ଗିପାରେ ଉଭୟଙ୍କ ସଂପର୍କ

ପ୍ରେମ, ବିବାହ ଏବଂ ବିଛେଦକୁ ନେଇ ସବୁବେଳେ ଚର୍ଚ୍ଚାରେ ବି -ଟାଉନ୍ ସେଲିବ୍ରିଟି । ଆଜି କାହାର ପ୍ରେମକୁ ନେଇ ଖବର ତ କାଲି କାହାର ବିବାହ ଆଉ ତାପରେ ବିଛେଦ । ତେବେ କିଛି ଦିନ ହେବ ଆଲିୟା ଏବଂ ରଣବୀରଙ୍କ ସଂପର୍କ ପାଲଟିଛି ଗଣମାଧ୍ୟମର ମୁଖ୍ୟଖବର । ପ୍ରଥମେ ଉଭୟଙ୍କ ଲଭ୍ ଷ୍ଟୋରୀ ଆଉ ପରେ ଉଭୟ…

ଭଜନକୁ ଆପତ୍ତିଜନକ ସିନରେ ବ୍ୟବହାର କଲେ କରଣ : ଇଣ୍ଟରନେଟରେ ରାଗିଲେ ଲତାଙ୍କ ପରିବାର

ମୁମ୍ବାଇ : ନିର୍ଦ୍ଦେଶକ କରଣ ଜୋହରଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି କୋକିଳ କଣ୍ଠଧାରି ଲତା ମଙ୍ଗେସକର । ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି ଏବେ ଲତାଙ୍କ ପରିବାର କରଣ ଜୋହରଙ୍କ ଉପରେ ରାଗିଛନ୍ତି । କାରଣ ଲତାଙ୍କ ଭଜନକୁ ସେ ଲଷ୍ଟ ଷ୍ଟୋରିଜ୍ ନାମକ ଏକ ୱେବସିରିଜର ଆପତ୍ତିଜନକ…