Below header
Browsing Category

ମନୋରଂଜନ

ନଭେମ୍ବରରେ ବାହା ହେବେ ଦେଶୀ ଗର୍ଲ

ବାହା ହେବେ ଦେଶୀ ଗର୍ଲ। ହଲିଉଡ୍ ଆକ୍ଟର ନିକ୍ ଜୋନ୍ସଙ୍କ ହାତ ଧରିବେ ବି-ଟାଉନ୍ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଏହି ଦୁଇ ପ୍ରେମୀ ଯୁଗଳଙ୍କ ନିର୍ବନ୍ଧ ସରିଥିବା ନେଇ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। କୁହାଯାଉଛି, ନିକଟରେ ପ୍ରିୟଙ୍କା ଓ ନିକ୍ ଜୋନ୍ସ ସିକ୍ରେଟ…

’ସଞ୍ଜୁ’କୁ ଗ୍ୟାଙ୍ଗଷ୍ଟାର ଆବୁ ସାଲେମଙ୍କ ନୋଟିସ

ସଞ୍ଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ ’ସଞ୍ଜୁ’ରେ ଅଭିନେତା ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ବହୁତ ହିଟ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବିବାଦ ଉଠିଛି। ଗ୍ୟାଙ୍ଗଷ୍ଟାର ଆବୁ ସାଲେମ ’ସଞ୍ଜ’ର ପ୍ରଡ୍ୟୁସରଙ୍କୁ ଏକ ଆଇନଗତ ନୋଟିସ…

ପୁରା ହେବ ଫ୍ୟାନଙ୍କ ସ୍ବପ୍ନ ! ଏକାଠି ଅଭିନୟ କରିବେ ସାହିଦ-ମୀରା

ସାହିଦ୍ ଏବଂ ମୀରାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଅଭିନୟ ଦୁନିଆଁରେ ପାଦ ରଖିବାକୁ ଯାଉଛନ୍ତି ମୀରା । ଏକ ବିଜ୍ଞାପନରେ ସାହିଦ୍ ଏବଂ ମୀରା ଏକାଠି କରିବେ ଅଭିନୟ । ଏକ ବେବି ପ୍ରଡକ୍ଟରେ ଉଭୟ ନଜର ଆସିପାରନ୍ତି । ଯଦି ଏହି ଖବର ସତ ହୁଏ ତେବେ ଉଭୟଙ୍କ ଫ୍ୟାନମାନଙ୍କ ପାଇଁ…

କ’ଣ ପୁଣି ଥରେ ବିବାହ କରିବେ ହ୍ରିତିକ୍- ସୁଜାନ୍?

ମୁମ୍ବାଇ : ବଲିଉଡ଼ର ଶ୍ରେଷ୍ଠ ଯୋଡ଼ି ମାନଙ୍କ ମଧ୍ୟରେ ଗଣାଯାଉଥିଲେ ଅଭିନେତା ହ୍ରିତିକ୍ ରୋଶନ୍ ଏବଂ ତାଙ୍କ ପତ୍ନୀ ସୁଜାନ। କିନ୍ତୁ ହଠାତ୍ ୨୦୧୪ ମସିହାରେ ଉଦ୍ଭୟଙ୍କ ସଂପର୍କରେ ଆସିଥିଲା ଫାଟ। ଦୁହେଁ ଆଧିକାରୀକ ଭାବେ ନେଇଥିଲେ ଛାଡ଼ପତ୍ର। କିନ୍ତୁ ଛାଡ଼ପତ୍ର ପରେ ମଧ୍ୟ ଦୁହିଁଙ୍କୁ ଅନେକ ଥର…

କାହିଁକି ରିଆଲିଟି ସୋରେ ସଲମାନଙ୍କ ସାର୍ଟ ବଟମ ଖୋଲିଲେ ଶିଳ୍ପା

ମୁମ୍ବାଇ : ବଲିଉଡ଼ର ଦବଙ୍ଗ ଖାନ ବର୍ତ୍ତମାନ ତାଙ୍କର ରିଆଲିଟି ସୋ ଦଶ କା ଦମରେ ବ୍ୟସ୍ତ ରହିଛନ୍ତି। ଏହି ସମୟରେ ସେ ବହୁତ ମସ୍ତି କରୁଥିବାର ଦେଖିବାକୁ ମିଳିଥାନ୍ତି। ସୋର ଏକ ଏପିସୋଡ଼ରେ ସଲମାନ ଖାନ ତାଙ୍କର ଖାସ ବନ୍ଧୁ ଶିଲ୍ପା ସେଟ୍ଟୀ ଏବଂ ଫାରହା ଖାନଙ୍କ ସହ ନଜର ଆସିଥିଲେ। ଏଥିରେ ହଠାତ…

ମାଡ଼ାମ ତୁସାଦରେ ଦୀପିକାଙ୍କ ସହ ନଜର ଆସିବେ ସାହିଦ୍

ମୁମ୍ବାଇ : ବଲିଉଡ଼ର ପଦ୍ମାବତୀ ଦୀପିକା ପାଦୁକୋଣଙ୍କ ମହମ ପ୍ରତିମା ବହୁତ ଶୀଘ୍ର ଲଣ୍ଡନ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇବାକୁ ଯାଉଛି। ଖାଲି ଦୀପିକା ନୁହଁ ତାଙ୍କ ସହ ନଜର ଆସିବାକୁ ଯାଉଛନ୍ତି ରାଜା ରତନ ସିଂ ଅର୍ଥାତ୍ ଅଭିନେତା ସାହିଦ୍ କପୁର। ଦୁଇ କଳାକାରଙ୍କ ପ୍ରତିମା ୨୦୧୯ ମସିହା ପ୍ରଥମ…

ବନ୍ଦ ହେଲା ବିଜ୍ଞାପନ : ଏକାସାଥିରେ ନଜର ଆସିବେନି ଅମିତାଭ ଓ ଝିଅ ଶ୍ବେତା

ମୁମ୍ବାଇ: ନିକଟରେ ମିଡ଼ିଆରେ ବହୁ ଚର୍ଚ୍ଚାର ବିଷୟ ପାଲିଟିଥିଲା ବଲିଉଡ଼ର ସେହେନ୍ସା ଅମିତାଭ ଏବଂ ତାଙ୍କ ଝିଅ ଶ୍ବେତା ବଚ୍ଚନ ବିଜ୍ଞାପନ। ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକା ସାଙ୍ଗରେ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଥିଲେ। ଦୁଇ ବାପା ଝିଅଙ୍କୁ ଏକା ସାଙ୍ଗରେ ଦେଖିବାକୁ ଦର୍ଶକଙ୍କ ମନରେ…

ରଣବୀରଙ୍କ ପାଇଁ ରାଜୁ ହିରାନୀଙ୍କ ମାଙ୍କ ପାଦ ତଳେ ପଡିଯାଇଥିଲେ ଋଷି କପୁର ! ଜାଣନ୍ତୁ କାହିଁକି

ବକ୍ସ ଅଫିସରେ ସୁପରହିଟ୍ ହୋଇଛି ସିନେମା ସଞ୍ଜୁ । ଯେଉଁଥିପାଇଁ ଋଷି କପୁରଙ୍କ ଖୁସି କହିଲେ ନସରେ । ଋଷି ସଫଳତାର ଶ୍ରେୟ ପୁଅ ରଣବୀର କପୁରଙ୍କ ନିଖୁଣ ଅଭିନୟ ଏବଂ ରାଜୁ ହିରାନୀଙ୍କ ନିର୍ଦ୍ଦେଶନାକୁ ଦେଇଛନ୍ତି । କିନ୍ତୁ ଏକଥା ଖୁବ୍ କମ୍ ଲୋକ ଜାଣନ୍ତି ଯେ ବହୁ ପୂର୍ବରୁ ହିଁ ରାଜୁ ହିରାନୀଙ୍କ…

ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ର ପ୍ରଥମ ଟ୍ରେଲର ରିଲିଜ୍

ଭୁବନେଶ୍ବର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ର ପ୍ରଥମ ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ବଲିଉଡ୍ କଳାକାର ଅତୁଲ କୁଲକର୍ଣ୍ଣି ଓ ମନୋଜ ମିଶ୍ର। ଅତୁଲ କୁଲକର୍ଣ୍ଣି ସିନେମାରେ କ୍ରାଇମବ୍ରାଞ୍ଚ୍ ଆଇଜି ଅରୁଣ ବୋଥ୍ରାଙ୍କ…

ବିଗ୍ ବସ୍-୧୨ରେ ଟ୍ବିଷ୍ଟ : ଏଥର ନଜର ଆସିବେ ଏହି ଚର୍ଚ୍ଚିତ ତଥା ବିବଦୀୟ ଯୋଡି

ବିଗ୍ ବସର ଗୋଟିଏ ସିଜିନ୍ ଶେଷ ହେବା ମାତ୍ରେ ଆଗାମୀ ସିରିଜକୁ ଅପେକ୍ଷା କରିଥାନ୍ତି ଦର୍ଶକ । ତେବେ ଦର୍ଶକଙ୍କର ଏହି ଆପେକ୍ଷା ଏବେ ଶେଷ ହୋଇଛି । କାରଣ ଆସନ୍ତା ସେପଟେମ୍ବର ୧୨ ତାରିଖରୁ ଆରମ୍ଭ ହେବ ବିଗ୍ ବସ୍ ସିଜିନ୍-୧୨ । ଏଥର ସ୍ପେଶାଲ୍ ଯୋଡ଼ି ପ୍ରବେଶ କରିବେ ବିଗବସ୍ ଘରେ । ମାନେ…

ହଜାରେଙ୍କୁ ମାତ୍ ଦେଇଥିବା ସୁନ୍ଦରୀ ଓଡ଼ିଆ ଝିଅ ଋତୁ

ଭୁବନେଶ୍ବର: ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଋତୁ ସନ୍ତୁକାଙ୍କୁ ସଫଳତା। ଦିଲ୍ଲୀରେ ଅନୁଷ୍ଠିତ ଡେଲିଉଡ୍ ମିସ୍ ଇଣ୍ଡିଆ ପ୍ରତିଯୋଗିତା ୨୦୧୮ରେ ବିଜୟୀ ହୋଇଛନ୍ତି ଋତୁ। ସାରା ଭାରତରୁ ଏକ ହଜାରରୁ ଅଧିକ ପ୍ରତିଯୋଗୀଙ୍କୁ ମାତ୍ ଦେଇ ସେ ଏହି ସଫଳତା ହାସଲ କରିଛନ୍ତି। ଋତୁ ଆଗକୁ ବଲିଉଡରେ ପାଦ…

ବଲିଉଡର ୫ ଫ୍ଲପ୍ ଅଭିନେତ୍ରୀ : ସିନେମା ନଥାଇ ମଧ୍ୟ କରୁଛନ୍ତି ଲକ୍ଷାଧିକ ଟଙ୍କା ରୋଜଗାର

ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡରେ ପ୍ରଥମେ ଏଣ୍ଟ୍ରି କରିଥିଲେ ସେତେବେଳେ ସେମାନେ ବହୁତ ଲୋକପ୍ରିୟ ହେବା ସହିତ ଚର୍ଚ୍ଚାରେ ମଧ୍ୟ ରହିଥିଲେ। ସେମାନେ ଏମିତି ପ୍ରଦର୍ଶନ କରୁଥିଲେ ଯେମିତି ବଲିଉଡରେ ତାଙ୍କ ପରିଚୟ ସୃଷ୍ଟି କରିବେ । କିନ୍ତୁ ମାତ୍ର କେଇଟା ଫିଲ୍ମ ପରେ…