Browsing Category

ମନୋରଂଜନ

ରିମିକ୍ସ ଦୁନିଆରେ “ଦିଲବର”ର ଧମାଲ ! ରିଲିଜ ହେଲା ମେକିଙ୍ଗ୍ ଭିଡିଓ

ମୁମ୍ବାଇ : ନିକଟରେ ସୋସିଆଲ ମିଡିଆରେ ରିଲିଜ ହୋଇଛି ସତ୍ୟମେବ୍ ଜୟତେର ବହୁ ପ୍ରତିକ୍ଷୀତ ଗୀତ ଦିଲବର। କେବଳ ସପ୍ତାହକ ମଧ୍ୟରେ ଏହା ଦର୍ଶକଙ୍କ ମନର ଘର କରିଛି। ଯାହକୁ ଦେଖ ତାହା ମୁହଁରେ ଆପଣଙ୍କୁ ଏହି ଗୀତଟି ଶୁଣିବାକୁ ମିଳିବ। ବହୁ କମ ସମୟ ମଧ୍ୟରେ ବହୁ ମାତ୍ରାରେ ଲୋକପ୍ରିୟତା ହାସିଲ…

ରଥଯାତ୍ରା ସମୟରେ ଟେଲି ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ପୁରୀ : ରଥଯାତ୍ରା ସମୟରେ ଟେଲି ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ ତାଙ୍କ ଇନଷ୍ଟାଗ୍ରାମ ପେଜରେ ପୋଷ୍ଚ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । ଗତ ଶନିବାର ସେ ପୁରୀ ରଥ ଯାତ୍ରା ବୁଲିବାକୁ ଆସିଥିବା କିଛି ଯୁବକ ତାଙ୍କୁ କମେଣ୍ଟ ମାରିଥିବା…

ଜନ୍ମଦିନରେ ଗମ୍ଭୀର ଲୁକରେ ଦେଖାଗଲେ କ୍ୟାଟ୍ !

ମୁମ୍ବାଇ : ଆଗକୁ ଆସୁଥିବା ଚଳିତ ବର୍ଷର ସୁପରଷ୍ଟାର କାଷ୍ଟ ଫିଲ୍ମ ଜିରୋରେ କ୍ୟାଟଙ୍କ ଫାଷ୍ଟ୍ ଲୁକ୍ ରିଲିଜ ହୋଇଛି । କ୍ୟାଟଙ୍କ ଅନ୍ୟ ଫିଲ୍ମ ଅପେକ୍ଷା ଏଥିରେ ତାଙ୍କର ଲୁକ୍ ପୁରା ପୁରି ଅଲଗା ରହିଛି। ତାଙ୍କ ଜନ୍ମ ଦିନରେ ଉପହାର ସ୍ବରୁପ ନିର୍ମାତା ତାଙ୍କର ଫାଷ୍ଟ୍ ଲୁକ୍ ରିଳିଜ୍ କରିଛନ୍ତି।…

ଛୋଟେ ନବାବ ହେବାକୁ ଯାଉଛନ୍ତି ନାଗା ସାଧୁ !

ମୁମ୍ବାଇ : ନାଗା ସାଧୁ ଭୂମିକାରେ ପରଦାରେ ଅଭିନୟ କରିବେ ଛୋଟେ ନବାବ ସୈଫ ଅଲ୍ଲୀ ଖାନ୍ । ନିକଟରେ ନିଜର ଆଗାମୀ ଫିଲ୍ମ ‘ହଣ୍ଟର’ ବିଷୟରେ ଘୋଷଣା କରିଛନ୍ତି ସୈଫ। ଏହି କ୍ରାଇମ ଥ୍ରୀଲର ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନବଦୀପ ସିଂ। ଫିଲ୍ମର ପଚାଶ ପ୍ରତିଶତ ଭାଗର ସୁଟିଂ ଶେଷ କରିସାରିଛନ୍ତି…

ଦବଙ୍ଗ ଖାନଙ୍କୁ ପଛରେ ପକାଇଲେ ଖିଲାଡ଼ି ଅକ୍ଷୟ କୁମାର !

ମୁମ୍ବାଇ : ବଲିଉଡ଼ର ନାମୀଦାମି ତିନି ଖାନଙ୍କୁ ପଛରେ ପକାଇଛନ୍ତି ଅକ୍ଷୟ କୁମାର। ଫୋବର୍ସ ଦ୍ୱାରା ଜାରି କରାଯାଇଥିବା ଟପ୍ ହଣ୍ଡ୍ରେଣ୍ଡରେ ସବୁଠାରୁ ଅଧିକ ଆୟ କରୁଥିବା ସେଲିବ୍ରିଟି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର ଏହି ଖିଲାଡ଼ି କୁମାର। ଏହି ତାଲିକାରେ ଅକ୍ଷୟ ୭୬ ସ୍ଥାନ ରହିଛନ୍ତି। ଚଳିତ…

କେବଳ କୃଷ୍ଣକାୟ ମୃଗ ଶିକାର ମାମଲା ନୁହେଁ, ଏହି ସବୁ ମାମଲାରେ ମଧ୍ୟ ଫସିଛନ୍ତି ଦବଙ୍ଗ ଖାନ

କୋଡିଏ ବର୍ଷ ପୁର୍ବରୁ ୧୯୯୮ରେ ରାଜସ୍ତାନରେ ସୁରଜ ବଡଜାତ୍ୟାଙ୍କ ଫିଲ୍ମ ’ହମ ସାଥ ସାଥ ହେ’ର ସୁଟିଂ ସମୟରେ ଜୋଧପୁରରେ ଅଭିନେତା ସଲମାନ ଖାନ ଏବଂ ତାଙ୍କ ସାଥି କଳାକାରମାନଙ୍କ ଉପରେ ହରିଣ ଶିକାର କରିବାର ଅଭିଯୋଗ ଲାଗିଥିଲା। ଜୋଧପୁରରେ ଫିଲ୍ମର ସୁଟିଂ ସମୟରେ ସଲମାନ ଏବଂ ଅନ୍ୟ ସାଥି…

ପ୍ରସିଦ୍ଧ କଳାକାର ରୀତା ଭାଦୁଡିଙ୍କ ପରଲୋକ

ମୁମ୍ବାଇ : ଫିଲ୍ମ ଓ ଟିଭି ଜଗତର ପ୍ରସିଦ୍ଧ କଳାକାର ରୀତା ଭାଦୁଡିଙ୍କ ପରଲୋକ ଘଟିଛି। ଆଜି ସକାଳ ସମୟରେ ୬୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଖରାପ ରହିଥିଲା। ତାଙ୍କୁ କିଡ୍ନୀ ସମସ୍ୟା ରହିଥିବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ…

ଏହି କିସ୍ ସିନ୍ ପାଇଁ ବନ୍ଦ ରୁମରେ ୨ଘଂଟା ପ୍ରାକ୍ଟିସ୍ କରିଥିଲେ କ୍ୟାଟ୍ରିନା : କିନ୍ତୁ ଆଜି କରୁଛନ୍ତି ଅନୁତାପ

୩୫ରେ ପାଦ ଦେଲେ ବଲିଉଡର ଟପ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। କ୍ୟାଟ୍ରିନା କୈଫଙ୍କ ଜନ୍ମ ୧୬ ଜୁଲାଇ ୧୯୮୩ରେ ହଙ୍ଗ୍ କଙ୍ଗରେ ହୋଇଥିଲା । ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ କ୍ୟାଟ୍ରିନା ମଲାୟାଲାମ୍ ସିନେମାରେ କାମ କରିସାରିଛନ୍ତି । ୨୦୦୩ରେ ସିନେମା ’ବୁମ’ରୁ ହିନ୍ଦି ସିନେମା ଜଗତରେ ନିଜ…

ପ୍ରଶଂସକ ପୁନମ୍ ପାଣ୍ଡେଙ୍କୁ କହିଲେ ସକିରା : ଭାଇରାଲ ହେଲା ଡ଼୍ୟାନ୍ସ ଭିଡ଼ିଓ

ମୁମ୍ବାଇ : ନିଜର ବୋଲ୍ଡ ଅନ୍ଦାଜ ଏବଂ ହଟ୍ ଲୁକ୍ ପାଇଁ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ଅଭିନେତ୍ରୀ ତଥା ମଡ଼େଲ ପୁନମ ପାଣ୍ଡେ ପୁଣିଥରେ ଚର୍ଚ୍ଚାରେ। ସେ ନିକଟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଜର ଏକ ଡ଼୍ୟାନ୍ସ ଭିଡ଼ିଓ ଅପଲୋଡ଼ କରିଥିଲେ। ଏଥିରେ ସେ “କି କି ଡ଼ୁ ୟୁ ଲଭ ମି”…

କ୍ଯାନ୍ସର ସହ ଲଢ଼ୁଥିବା ଇରଫାନ ପାଲଟିବେ ଶହୀଦ ଉଦ୍ଧମ ସିଂ

କ୍ୟାନ୍ସର ରୋଗର ଚିକିତ୍ସା ପରେ ଇରଫାନ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ସୁଜିତ ସରକାରଙ୍କର ଆଗାମୀ ଫିଲ୍ମ ସରଦାର ଉଦ୍ଧମ ସିଂଙ୍କ ବାୟୋପିକ ଦ୍ବାରା କ୍ୟାମେରା ସାମନାକୁ ପୁର୍ନବାର ନଜର ଆସିପାରନ୍ତି। କିଛିଦିନ ତଳେ ଲଣ୍ଡନରେ ସୁଜିତ ଇରଫାନଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଏହି ଫିଲ୍ମକୁ…

ଭୁଲରେ ମଧ୍ୟ ପିଲାଙ୍କ ସାଥିରେ ଦେଖନ୍ତୁ ନାହିଁ ଏହି ଫିଲ୍ମ

ବଲିଉଡ ଫିଲ୍ମ ରିଲିଜ ହେବା ପୂର୍ବରୁ ପ୍ରଥମେ ସେନ୍ସର ବୋର୍ଡ ଠାରୁ ଅତିକ୍ରମ ହୋଇ ଆସିଥାଏ।ସେନ୍ସର ବୋର୍ଡ ଫିଲ୍ମର ବହୁତ ଆପତ୍ତିଜନକ ସିନକୁ କାଟି ଦେଇଥାଏ। ଏହାସତ୍ତ୍ବେ ମଧ୍ୟ ଫିଲ୍ମରେ ଏମିତି କିଛି ସିନ ଥାଏ ଯାହାକୁ ଆପଣ ଏକାକି ଦେଖିପାରିବେ ହେଲେ ଆପଣଙ୍କ ପିଲାକୁ ଏହାକୁ ଦେଖାଇବା ପାଇଁ…

ମୁଁ ତୁମକୁ ଏହା ବାରମ୍ବାର କରିବା ପାଇଁ କହୁଛି ଏଥିପାଇଁ ମତେ କ୍ଷମା କରିବ : ଅଭିନେତ୍ରୀଙ୍କୁ କହିଲେ ଅନୁରାଗ କଶ୍ୟପ୍

ମୁମ୍ବାଇ : ନିକଟ ଅତୀତରେ ୱେବ ସିରିଜ୍ “ସିକ୍ରେଟ୍ ଗେମ୍ସ” ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ମୁଖ୍ୟ କଳାକାର ଭାବେ ନଜର ଆସୁଛନ୍ତି ନୱାଜଉଦ୍ଦିନ୍ ସିଦ୍ଦିକୀ ଏବଂ କୄବା ସେନ୍। ସିରିଜର ଏକ ସିନରେ କୄବା କାନ୍ଦିକାନ୍ଦି ନୱାଜଙ୍କ ସାମ୍ନାରେ ପୋଷାକ ଖୋଲୁଥିବାର ଦେଖିବାକୁ ମିଳିଥିଲା।…