Browsing Category

ମନୋରଂଜନ

ଠକରୁ ଭଗବାନ ହେବେ ଆମିର : ଖୁବ୍ ଶୀଘ୍ର ‘ଓସୋ’ଙ୍କ ବାୟୋପିକରେ ଅାସିବେ ନଜର

ମୁମ୍ବାଇ : ବଲିଉଡ଼ରେ ପରଫେକ୍ଟସନିଷ୍ଟ ଭାବେ ଜଣାଯାଉଥିବା ଆମିର ଖାନ ବି-ଟାଉନର ସବୁଠାରୁ ବ୍ଯସ୍ତ କଳାକାର ମାନଙ୍କ ମଧ୍ୟରେ ଜଣେ। ଅନ୍ଯ ବଲିଉଡ଼ କଳାକାର ମାନେ ବର୍ଷକୁ ୩-୪ଟି ଫିଲ୍ମ କରୁଥିବା ବେଳେ ଆମିରଙ୍କ ପରଫେକ୍ଟ ଗୋଟିଏ ଫିଲ୍ମ ସେ ସବୁକୁ ପଛରେ ପକାଇ ଦେଇଥାଏ। ନିକଟରେ ଆମିରଙ୍କୁ ଅନେକ…

ରିଲରେ ରିୟଲ୍ ସେକ୍ସ : ଏହି ସବୁ ସିନେମାର ସୁଟିଂ ସମୟରେ ଶାରୀରିକ ସଂପର୍କ ରଖିଥିଲେ କଳାକାର

ହଲିଉଡର ହେଉ କି ବଲିଉଡ୍ । ନିଜ ଅଭିନୀତ ଚରିତ୍ରକୁ ଜୀବନ୍ତ କରିବାକୁ ଚେଷ୍ଟା କରନ୍ତି ପ୍ରତ୍ଯେକ କଳାକାର । ସୁଖ ହେଉ ବା ଦୁଃଖ , ହସ ହେଉ ବା କାନ୍ଦ ପ୍ରତ୍ଯେକ ସିନକୁ ଜୀବନ୍ତ କରିବାକୁ ଜୀବନ ଲଗାଇ ଦିଅନ୍ତି ଏହି କଳାକାର ମାନେ । କିନ୍ତୁ କଣ ଆପଣ ଜାଣନ୍ତି ଏମିତି କିଛି ସିନେମା ଅଛି…

ଟ୍ବିଟରର ସ୍ବଚ୍ଛତା ଅଭିଯାନ: ରାତାରାତି କମିଲେ ବିଗ୍ ବିଙ୍କ ଫଲୋଅର୍ସ

ବିଗ୍ ବିଙ୍କୁ ଟ୍ବିଟର ଝଟକା । ରାତାରାତି କମିଲା ଶେହେନ୍ସାଙ୍କ ଫଲୋଅର୍ସଙ୍କ ସଂଖ୍ଯା । ଗୋଟିଏ ଦିନରେ ୪ଲକ୍ଷ ୨୪ ହଜାର କମିଛନ୍ତି ଅମିତାଭଙ୍କ ଫଲୋଅର୍ସ । ତେବେ ଏହି ସଦମା କେବଳ ବିଗ୍ ବିଙ୍କୁ ନୁହେଁ ବଲିଉଡର ଅନ୍ଯ ଲୋକପ୍ରିୟ ଷ୍ଟାର୍ ମାନଙ୍କୁ ଦେଇଛି ଟ୍ବିଟର୍ । ଶାହାରୁଖ୍ ଖାନ୍ , ଆମୀର…

ପ୍ରିୟା ପ୍ରକାଶଙ୍କ ଗୋଟିଏ ବିଜ୍ଞାପନର ମୂଲ୍ୟ ଶୁଣି ହୋଇଯିବେ ଆଶ୍ଚର୍ୟ୍ୟ !

ମୁମ୍ବାଇ : ରାତାରାତି ଇଣ୍ଟରନେଟରେ ଭାଇରାଲ ହୋଇଥିଲେ ଅଭିନେତ୍ରୀ ପ୍ରିୟା ପ୍ରକାଶ। ଆଖିମାରି ସମସ୍ତଙ୍କ ମନରେ ଘର କରିବା ସହ ନ୍ୟାସନାଲ କ୍ରସ ପାଲଟିଥିଲେ ପ୍ରିୟା। ନିଜର ପ୍ରଥମ ଫିଲ୍ମର ଏକ ଛୋଟ ସିନରୁ ରାତାରାତି ଚର୍ଚ୍ଚାର ବିଷୟ ପାଲଟିଥିଲେ ପ୍ରିୟା। ଏବେ ପୁଣି ଥରେ ମିଡ଼ିଆରେ ଚର୍ଚ୍ଚାରେ…

ଏକାଠି ହେବେ ଐଶଙ୍କ ପ୍ରେମୀ ଓ ସ୍ବାମୀ : ଅଭିଷେକଙ୍କ ସହ କାମ କରିବାକୁ ରାଜି ହେଲେ ସଲମାନ୍, ହେଲେ ଗୋଟିଏ ସର୍ତ୍ତ . .…

ଏକାଠି ହେବ ଐଶଙ୍କ ପ୍ରେମୀ ଏବଂ ସ୍ବାମୀ । ଗୋଟିଏ ସିନେମାରେ ନଜର ଆସିବେ ସଲମାନ୍ ଏବଂ ଅଭିଷେକ । ଅପକମିଙ୍ଗ୍ ସିନେମା ଧୁମ୍ – ୪ରେ ଅଭିଷେକଙ୍କ ସହ ଏକାଠି ଅଭିନୟ କରିବାକୁ ରାଜି ହୋଇଛନ୍ତି ଭାଇଜାନ୍ । ହେଲେ ରଖିଛନ୍ତି ଗୋଟିଏ ସର୍ତ୍ତ । ଯାହାକୁ ଶୁଣି ଏବେ ଚିନ୍ତାରେ ୟଶରାଜ୍ ବ୍ଯାନର୍ ।…

ଜଷ୍ଟିନ୍ ବିବରଙ୍କୁ କପି କରି ଟ୍ରୋଲ୍ ହେଲେ ବିରୁଷ୍କା !

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ଅନୁଷ୍ମା ଏବଂ କ୍ରିକେଟର ବିରାଟ ବର୍ତ୍ତମାନର ଚର୍ଚ୍ଚିତ ଦମ୍ପତି ମାନଙ୍କ ମଧ୍ୟରେ ଗଣା। ବିରୁଷ୍କା ନାମରେ ଚର୍ଚ୍ଚିତ ଏହି ଦମ୍ପତି ପ୍ରାୟତଃ ନିଜର ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଥାନ୍ତି। ନିକଟରେ ବିରାଟ ଏବଂ ଅନୁଷ୍କା ସୋସିଆଲ ମିଡ଼ିଆରେ ଫଟୋ…

କାନାଡ଼ାରେ ସଲମାନଙ୍କ ଫ୍ୟାନ୍ କଲେ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ର୍ଦୁବ୍ୟବହାର

ମୁମ୍ବାଇ: ନିକଟରେ ସୋସିଆଲ ମିଡ଼ିଆରେ କ୍ୟାଟ୍ରିନାଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି।  ଏହି ଭିଡ଼ିଓଟି କାନାଡ଼ାର ହୋଇଥିବା ବେଳେ ଜଣେ ମହିଳା କ୍ୟାଟ୍ରିନାଙ୍କୁ ର୍ଦୁବ୍ୟବହାର କରିଥିବା ଦେଖାଯାଇଛି । ଏଥିରେ ଅଭିନେତ୍ରୀ ଜଣଙ୍କ ବହୁ ଥକା ଦେଖାଯାଉଛନ୍ତି। କାନାଡ଼ାରେ ଏକ ପୋଗ୍ରାମରୁ ଥକି ନିଜ…

ସେଲିବ୍ରିଟି ଯିଏ କେବେ ଥିଲେ ପୁରୁଷ ଆଜି ବନିଯାଇଛନ୍ତି ମହିଳା : ସୌନ୍ଦର୍ଯ୍ଯ ଏମିତି ଯେ କରିଦେବ ଆଶ୍ଚର୍ଯ୍ଯ

ଜାନୁୟାରୀ ମାସରେ ସୈଫ୍ ଅଲ୍ଲୀ ଖାନଙ୍କ ଏକ ସିନେମା ଆସିଥିଲା ’କାଲାକାଣ୍ଡି’ । ଯେଉଁଥିରେ ଜଣେ ପୁରୁଷ ନିଜର ଲିଙ୍ଗ ପରିବର୍ତ୍ତନ କରି ମହିଳା ହେବାକୁ ନିଷ୍ପତି ନେଇଥିଲେ । ତେବେ ଏହା କେବଳ ରିଲରେ ନୁହେଁ ରିୟଲରେ ବି ଏମିତି ଅନେକ ଘଟଣା ରହିଛି । ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ ମହିଳା…

ବିବାହ ବନ୍ଧନରେ ବାନ୍ଧି ହେଲେ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ

ବିବାହ ବନ୍ଧନରେ ବାନ୍ଧି ହେଲେ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ। ଗତକାଲି ଅଭିନେତ୍ରୀ ମଦାଲସା ସରମେନଙ୍କ ସହ ସେ ବିବାହ କରିଛନ୍ତି। ବିବାହ ଉତ୍ସବରେ ରେଡ୍ ଆଉ ଅରେଞ୍ଜ ଡ୍ରେସରେ ବହୁତ ସୁନ୍ଦର ଲାଗୁଥିଲେ ମଦାଲସା। ମହାଅକ୍ଷୟ ଗୋଲଡେନ କଲର କୁର୍ତ୍ତାରେ ଖୁବ୍ ହ୍ୟାଣ୍ଡସମ୍…

ନିଜର ସର୍ଟ ହେୟାରର ଇମୋସନାଲ ଭିଡ଼ିଓ ଶେୟାର କଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ

ମୁମ୍ବାଇ : ସର୍ଟ ହେୟାରରେ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କ୍ୟାନସରର ଚିକିତ୍ସା ପାଇଁ ସୋନାଲି ଏବେ ନ୍ୟୁୱର୍କରେ ଅଛନ୍ତି। ସୋନାଲି ଇନ୍ଷ୍ଟାଗ୍ରାମରେ ଏନେଇ ଏକ ଭିଡିଓ ବି ଶେୟାର କରିଛନ୍ତି। ଭିଡିଓଟିରେ ସୋନାଲିଙ୍କୁ ହେୟାର କଟ୍ କରୁଥିବା…

ସୁସ୍ଥ ହୋଇ ଓଡ଼ିଶା ଫେରିଲେ ପପୁ : ଭିଡ଼ିଓ ଯୋଗେ ଜଣାଇଲେ ଧନ୍ୟବାଦ !

ଭୁବେନେଶ୍ବର : ଓଲିଉଡ଼ର ହାସ୍ୟକଳାକାର ଏବଂ ଅଭିନେତା ପପୁ ପମପମ୍ ଗତ ରାତିରେ ଭୁବନେଶ୍ବର ଫେରିଛନ୍ତି। ସେ ବିଗତ ଦୁଇ ମାସ ହେବ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିଲେ। ସେ ରାଜ୍ୟବାସୀକୁ ଧନ୍ୟବାଦ ଜଣାଇ ଏକ ଭିଡ଼ିଓ ପ୍ରସ୍ତୁତ କରିଥିବା ବେଳେ ତାହାକୁ ସେୟାର କରିଛନ୍ତି ଓଲିଉଡ଼ ଅଭିନେତା…

ଏକା ସାଙ୍ଗରେ ନଜର ଆସିବେ ରିଷି ଏବଂ ତାପସୀ : ରିଲିଜ୍ ହେଲା ମୁଲ୍କ୍ ର ଟ୍ରେଲର୍

ମୁମ୍ବାଇ : ରିଲିଜ୍ ହୋଇଛି ରିଷି କପୁର ଓ ତାପସୀ ପନ୍ନୁଙ୍କ ଫିଲ୍ମ ମୁଲ୍କ୍ ର ଟ୍ରେଲର । ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ରିଶି କପୁରଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିବ । ବାସ୍ତବିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ରିଷିଙ୍କ ପରିବାର ଉପରେ ଦେଶ ଦ୍ରୋହର…