Browsing Category

ମନୋରଂଜନ

ବଲିଉଡର ୫ ଫ୍ଲପ୍ ଅଭିନେତ୍ରୀ : ସିନେମା ନଥାଇ ମଧ୍ୟ କରୁଛନ୍ତି ଲକ୍ଷାଧିକ ଟଙ୍କା ରୋଜଗାର

ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡରେ ପ୍ରଥମେ ଏଣ୍ଟ୍ରି କରିଥିଲେ ସେତେବେଳେ ସେମାନେ ବହୁତ ଲୋକପ୍ରିୟ ହେବା ସହିତ ଚର୍ଚ୍ଚାରେ ମଧ୍ୟ ରହିଥିଲେ। ସେମାନେ ଏମିତି ପ୍ରଦର୍ଶନ କରୁଥିଲେ ଯେମିତି ବଲିଉଡରେ ତାଙ୍କ ପରିଚୟ ସୃଷ୍ଟି କରିବେ । କିନ୍ତୁ ମାତ୍ର କେଇଟା ଫିଲ୍ମ ପରେ…

ଲକ୍ଷ୍ନୌ ରାସ୍ତାରେ ଟ୍ରାଫିକ୍ କ୍ଲିୟର୍ କଲେ ଅଭିନେତା ଜାକି ଶର୍ଫ

ମୁମ୍ବାଇ : ବର୍ତ୍ତମାନ ଭାରତରେ ଟ୍ରାଫକ୍ ସମସ୍ୟା ସାଧାରଣ ପାଲଟିଛି। ଏପରିକି ଏଥିପାଇଁ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସାମ୍ନା ମଧ୍ୟ କରିବାକୁ ପଡ଼ୁଛି। କିନ୍ତୁ ଯେତେ ଅସୁବିଧା ହେଉଥିଲେ ମଧ୍ୟ ନିଜେ ଏହାର ସମାଧାନ ନଖୋଜି ସବୁବେଳେ ସରକାରଙ୍କୁ ଦୋଷ ଦେଇଥାନ୍ତି ସାଧାରଣ ଜନତା। ନିକଟରେ…

୧୭ ବର୍ଷ ତଳର ପ୍ରେମକାହାଣୀକୁ ପୁଣି ଥରେ ତାଜା କଲେ ଏକତା : ଆସିଲା ’କୌସଟି ଜିନ୍ଦେଗୀ କି ୨’ର ପ୍ରୋମୋ

ଛୋଟ ପରଦାର ବଡ଼ କୁଇନ୍ ଏକତା କପୁର୍ । ବିଭିନ୍ନ ପ୍ରକାର ସୋ ଜରିଆରେ ଦୀର୍ଷ ବର୍ଷ ଧରି ଦର୍ଶକଙ୍କ ମନରେ ରାଜ୍ କରୁଛନ୍ତି । ଏବେ ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି ନିଜର ୧୭ବର୍ଷର ପୁରୁଣା ସୋ ’କସୋଟି ଜିନ୍ଦେଗୀ କୀ’ । ଏକତା ଏହି ସୋ’ର ପ୍ରୋମୋକୁ ରିଲିଜ୍ କରି ସାରିଛନ୍ତି । ରିଲିଜର କିଛି…

ଜାଣନ୍ତୁ କାହା ସଙ୍ଗୀତରେ ଧମାଲ ମଚାଇଲେ ଦବଙ୍ଗ ଖାନ ଏବଂ ସାକ୍ଷୀ

କଂଗ୍ରେସର ନେତା ପ୍ରଫୁଲ ପଟେଲଙ୍କ ଝିଅ ପୂର୍ଣ୍ଣାଙ୍କର ବିବାହ ନମିତ ସୋନିଙ୍କ ସହିତ ହେବାକୁ ଯାଉଛି। ଏହି ବିବାହରେ ଶୁକ୍ରବାର ହେଉଥିବା ସଙ୍ଗୀତ ସମାରୋହରେ ବଲିଉଡ କଳାକାରଙ୍କ ସହିତ କ୍ରିକେଟ ଷ୍ଟାର ମଧ୍ୟ ନଜର ଆସିଛନ୍ତି। ସଲମାନ ଖାନ, ଜ୍ୟାକଲିନ ଫର୍ଣ୍ଣାଡିଜ,ଡେଜି ଶାହଙ୍କ ସମେତ ଟୀମ…

ସୋନମ ପାଲଟିଲେ ସୁପରଓ୍ଵିମେନ୍ !

ମୁମ୍ବାଇ : ବଲିଉଡ଼ରେ ପ୍ରତି ବର୍ଷ ସୁପରମ୍ୟାନଙ୍କ ଚଳଚ୍ଚିତ୍ର ଆସିବା ଯେପରି ଏକ ଟ୍ରେଣ୍ଡ ପାଲଟିଛି। କ୍ରିସ, ଫ୍ଳାଇଂ ଜଟ ଆଦି ଫିଲ୍ମ ପରେ ଏବେ ସୁପରଓ୍ଵିମେନ୍ କ୍ୟାରେକ୍ଟରରେ ଅଭିନୟ କରିବେ ସୋନମ କପୁର । ଆଜ୍ଞା ହଁ , ଏକ ଟିଭି ସିରିଜରେ ବ୍ୟାଟ୍ ଓ୍ଵମେନର ଚରିତ୍ରରେ ଆପଣ ଦେଖିପାରିବେ…

ଫସିଲେ ରଣବୀର : ଜବରଦଖଲ ନେଇ ନୋଟିସ୍ ଜାରି, ୫୦ଲକ୍ଷ କ୍ଷତିପୁରଣ ଦାବି

ମୁମ୍ବାଇ : ସଞ୍ଜୁ ଫିଲ୍ମର ବ୍ଲକବ୍ଲାଷ୍ଟର ହିଟ ପରେ ଏବେ ବିବାଦ ଫସିଛନ୍ତି ରଣବୀର କପୁର। ତାଙ୍କ ବିରୋଧରେ ଏକ ମାମଲା ଦାୟର ହେବା ସହ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି। ଅସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଘଟଣା। ପୁଣେରେ ଅଭିନେତା ରଣବୀରଙ୍କ ଏକ ଫ୍ଲାଟ ରହିଛି। ଯାହାକୁ…

‘ନିଶ’ ପାଇଁ ଚର୍ଚ୍ଚାରେ ଖିଲାଡି କୁମାର !

ମୁମ୍ବାଇ : ନିକଟରେ ସୋସିଆଲ ମିଡିଆରେ ଅକ୍ଷୟ କୁମାର ନିଜର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଅଭିନେତା ଅକ୍ଷୟ ନିର୍ଦ୍ଦେଶକ ରୀମା କାଗତିଙ୍କ ସହ ଏକ ଅଲଗା ଅନ୍ଦାଜରେ ନଜର ଆସିଛନ୍ତି। ଅକ୍ଷୟଙ୍କ ନିଶକୁ ଦେଖି ତାଙ୍କ ଫ୍ୟାନ ତାଙ୍କୁ ଚାର୍ଲି ଚାପଲିନ୍ ଓ ଜେଠା ଲାଲଙ୍କ ସହ ତୁଳନା କରିଛନ୍ତି।…

ଫ୍ଲୋରକୁ ଆସିଲା “ଧଡ଼କ” : ମା’ ଭଳି ହିଟ୍ ହୋଇପାରିଲେନି ଝିଅ ଜାହ୍ନବୀ

ମୁମ୍ବାଇ : ଗତକାଲି ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ଧଡକ। ବଡ ପରଦାରେ ଡେବ୍ୟୁ କରିଛନ୍ତି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର। ସାଙ୍ଗରେ ନଜର ଆସିଛନ୍ତି ନବାଗତ ଇଶାନ ଖଟ୍ଟର। ଫିଲ୍ମକୁ ମିଳିଛି ଦର୍ଶକ ଓ ସମୀକ୍ଷକଙ୍କ ମିଶ୍ରିତ ପ୍ରତିକ୍ରିୟା। ଜଣେ ବିଦ୍ରୋହୀ ଓ ସାହାସୀ ଝିଅ ଚରିତ୍ରକୁ…

ଜୀବନ ଜିଇଁବାର ନାଁ : ଏହା ଶିଖାଇଥାଏ ସୁପରଷ୍ଟାର୍ ରାଜେଶ ଖାନ୍ନାଙ୍କ ଏହି ଅଭୂଲା ଡାଇଲଗ୍

ଅନେକ ଷ୍ଟାର୍ ଦେଖିଛି ବଲିଉଡ୍ । ସେମାନଙ୍କ ମଧ୍ୟରୁ କିଏ ରାତିର ଅନ୍ଧାରରେ ଲୁଚିଯାଏ ତ ଆଉ କିଏ ଛୁଇଁଥାଏ ସଫଳତାର ଶୀର୍ଷ । କିଏ କେତେବେଳେ ଆସେ ଆଉ କେତେବେଳେ ଚାଲିଯାଏ । ହେଲେ ସେମାନଙ୍କ ମଧ୍ୟରୁ ଖୁବ୍ କମ୍ ଷ୍ଟାର୍ ଅଛନ୍ତି ଯେଉଁମାନେ ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି…

ନିଜଠୁ ୧୫ ବର୍ଷ ବଡ଼ ମହିଳାଙ୍କୁ ବିବାହ କରିଥିଲେ ନାସିରୁଦ୍ଦିନ ଶାହ : ଜନ୍ମଦିନରେ ଜାଣନ୍ତୁ ଏହି ବରିଷ୍ଠ ଅଭିନେତାଙ୍କୁ…

୬୮ ବର୍ଷରେ ପାଦ ଦେଲେ ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହ। ବିଗତ ଦିନର ଅଭିନେତା ତାଙ୍କର ଜନ୍ମ ୨୦ ଜୁଲାଇ ୧୯୫୦ ମହିହା ଉତ୍ତର ପ୍ରଦେଶର ବାରାବଙ୍କୀରେ ହୋଇଥିଲା। ୧୯୮୦ ମହିହାରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ନାସିରୁଦ୍ଦିନ ନିଜ ଅଭିନୟରେ ସମସ୍ତଙ୍କୁ ବିମୋହିତ କରିଦେଇଥିଲେ।…

ଆଜି ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ଧଡ଼କ

ଆଜି ଫିଲ୍ମୀ ଫ୍ରାଇଡେରେ ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ ଧଡ଼କ। ପ୍ରଥମ ଥର ପାଇଁ ବଡ ପରଦାରେ ଦେଖାଦେବେ ବଲିଉଡ ଷ୍ଟାର ଶ୍ରଦେବୀଙ୍କ ଲାଡଲୀ ଜାହ୍ନବୀ। ଜାହ୍ନବୀଙ୍କ ସହ ଲିଡ୍ ରୋଲ୍ରେ ଅଛନ୍ତି ଇଶାନ ଖଟ୍ଟର। ଫିଲ୍ମରେ ବେଶ୍ ଜମିଛି ଜାହ୍ନବୀ ଓ ଇଶାନଙ୍କ କେମେଷ୍ଟ୍ରି। ସେହିପରି ଲଭ୍,…

ଅଧ୍ୟାପକରୁ ଅପରାଧୀ : ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ନେଇ ଚାଲିଛି ସିନେମା ‘ପାଟଣାଗଡ଼’

ସୁଟିଂ ଚାଲିଛି ଓଡ଼ିଆ ସିନେମା 'ପାଟଣାଗଡ଼' । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ଫିଲ୍ମର କାହାଣୀ ଆଧାରିତ । ବିବାହରେ ମିଳିଥିବା ଗିଫ୍ଟ ପାର୍ସଲ ଖୋଲିବା ବେଳେ କିଭଳି ବିସ୍ଫୋରଣ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା, ତାହା ସୁଟିଂ କରାଯାଇଛି ।…