Browsing Category

ଲାଇଫ୍ ଷ୍ଟାଇଲ୍

ଖାଇବା ପରେ ଗାଧୋଉଛନ୍ତି କି ? ଭୋଗିପାରନ୍ତି ଏପରି ସମସ୍ୟା

ଆଜିକାଲିର ଲୋକେ ନିଜର ଅବ୍ୟବସ୍ଥିତ ଦିନଚର୍ଯ୍ୟାରେ ଏଭଳି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ, କେତେବେଳେ କେଉଁ କାମ କରିବେ ଭୁଲିଯାଉଛନ୍ତି। ଅଧିକ କାମ ଏବଂ କମ୍‌ ସମୟ କାରଣରୁ ଅସନ୍ତୁଳିତ ଦିନଚର୍ଯ୍ୟା ରୋଗର କାରଣ ପାଲଟିଛି। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସୁବିଧା ଅନୁସାରେ କାମ କରୁଛନ୍ତି, ଯାହା…

ବର୍ଷକ ୧୨ ମାସ ଲଗାନ୍ତୁ ମଇଶ୍ଚରାଇଜର, ଏହାକୁ ବ୍ୟବହାର କରିବା ପୂର୍ବରୁ ଜାଣି ରଖନ୍ତୁ ଏହି ୬ଟି ଟିପ୍ସ

ମଇଶ୍ଚରାଇଜର ଏମିତି ଏକ ପ୍ରଡକ୍ଟ, ଯାହା ବର୍ଷକ ୧୨ ମାସ ବ୍ୟବହାର କରାଯାଇପାରିବ। ଏହାକୁ ନିୟମିତ ରୂପେ ବ୍ୟବହାର କଲେ, ଆପଣଙ୍କ ତ୍ୱଚା ମୁଲାୟମ ଓ କୋମଳ ହୋଇଥାଏ। କିନ୍ତୁ କେବଳ ଏହାକୁ ଲଗାଇଦେଲେ ହେବନି, ଉଚିତ ଢଙ୍ଗରେ ବ୍ୟବହାର କରିବା ମଧ୍ୟ ବହୁତ ଜରୁରୀ ହୋଇଥାଏ। ଆସନ୍ତୁ ଜାଣିବା…

ଅଫିସରେ ଏସବୁ ଜିନିଷକୁ କରନ୍ତୁ ଅଣଦେଖା, ନଚେତ୍‌ କ୍ୟାରିୟର ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଅଫିସିଆଲ ଲାଇଫ୍‌ରେ ଆମେ ଅନେକ ଥର କିଛି ଏଭଳି ପରିସ୍ଥିତିର ସାମ୍ନା କରିଥାଉ ଯାହାଦ୍ୱାରା ଆମ କାମ ପ୍ରଭାବିତ ହୋଇଥାଏ। କାମ ବ୍ୟତୀତ ଅନ୍ୟ କାରଣରୁ ମଧ୍ୟ ମନ ଖରାପ ରହେ ଓ ମାନସିକ ଚାପ ଦେଖାଦିଏ। ଅଫିସରେ କିଛି କର୍ମଚାରୀ ଏମିତି ବି ଥାଆନ୍ତି ଯେଉଁମାନେ ଆମକୁ ସହିପାରନ୍ତି ନାହିଁ ତେଣୁ…

କନ୍ୟା ସନ୍ତାନ ଜନ୍ମ ନେଲେ କିଛି ପରିମାଣରେ ଶୁଝିଥାଏ ମାତୃଋଣ, ଜାଣନ୍ତୁ ମାତୃଋଣରୁ ମୁକ୍ତି ପାଇବାର ୫ଟି ଉପାୟ

ଲାଲ୍‌ କିତାବ ଅନୁସାରେ କୁଣ୍ଡଳୀ ବା ଜାତକରେ ଅନେକ ପ୍ରକାରର ଋଣ ରହିଥାଏ। ଯେପରି ପିତୃ ଋଣ, ଅଜନ୍ମା ଋଣ, ପ୍ରାକୃତିକ ଋଣ, ପିତୃ ଋଣ ଆଦି। ସେଥିମଧ୍ୟରୁ ମାତୃଋଣ ଅନ୍ୟତମ। ସବୁଠାରୁ ବିଚିତ୍ର କଥା ହେଉଛି, ଯଦି ଆପଣଙ୍କ ଜାତକରେ ଏ ସବୁ ଭିତରୁ କୌଣସି ଗୋଟିଏ ବି ଥାଏ, ତା’ହେଲେ ପରିବାରର…

ଆଜି ହିଁ ଘରେ ବନାନ୍ତୁ ସାଦିଷ୍ଟ ପାଓ ଭାଜି, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ପାଓ ଭାଜିର ନାଁ ଶୁଣିବା ମାତ୍ରେ ହିଁ ମୁହଁରୁ ପାଣି ଆସିଯାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ପାଓ ଭାଜିକୁ ଖୁବ୍‌ କମ ସମୟରେ ଏବଂ ସହଜ ଉପାୟରେ ଆପଣ ଘରେ ପ୍ରସ୍ତୁତ କରିପାରିବେ। ଯଦି ଆପଣ ଏହି ସ୍ୱାଦିଯେ ପାଓ ଭାଜି ଘରେ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାକୁ…

ଆଙ୍ଗୁଠି କଳାପଣ ଯୋଗୁଁ ଚିନ୍ତାରେ ରହିଛନ୍ତି କି ? ଦୁଇଦିନରେ ଦୂର କରନ୍ତୁ ଏଭଳି ସମସ୍ୟା

ଆପଣଙ୍କ ଆଙ୍ଗୁଠି ସୁନ୍ଦର ଦେଖାଗଲେ ଆପଣଙ୍କ ହାତ ମଧ୍ୟ ସୁନ୍ଦର ଦେଖାଯାଏ। ଯଦି ଆପଣଙ୍କ ଆଙ୍ଗୁଠି କଳା ଦେଖାଯାଏ ତେବେ ଆପଣ ଯେତେ ମହଙ୍ଗା ଜୁଏଲାରୀ ପିନ୍ଧନ୍ତୁ ନା କାହିଁକି, ସବୁ ଫିକା ଦେଖାଯାଏ। ଆଙ୍ଗୁଠି କଳା ଦେଖାଯିବା ଏକ ସାଧାରଣ ସମସ୍ୟା। ଏପରି କେତେକ ଘରୋଇ ଉପାୟ ରହିଛି, ଯାହାକୁ…

ରୋଷେଇ ଘରୁ ଆସୁଛି କି କଡ଼ା ଦୁର୍ଗନ୍ଧ? ପାଣିରେ ଅଳ୍ପ ଭିନେଗାର ମିଶାଇ ପ୍ରତିଦିନ ଲଗାନ୍ତୁ ପୋଛା, ଏହାସହ ଜାଣି ରଖନ୍ତୁ…

ଗୃହିଣୀମାନଙ୍କୁ ରୋଷେଇ ଘର ସଫାସୁତରା ଉପରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ଯଦି ରୋଷେଇ ଘର ପରିଷ୍କାର ପରିଚ୍ଛନ୍ନ ନ ରୁହେ, ତେବେ ଏହାର ଖରାପ ପ୍ରଭାବ ଘରର ସଦସ୍ୟମାନଙ୍କ ଉପରେ ପଡ଼ିଥାଏ। ଖାଦ୍ୟ ରାନ୍ଧି ସାରିବା ପରେ ଏମିତି କିଛି ଗନ୍ଧ ଆସିଥାଏ, ଯାହାକି ଘର ସାରା ଖେଳେଇ ହୋଇଯାଏ। ସେହିପରି…

ଜାଣିଛନ୍ତି କି ଅମୁଲ ଫେସପ୍ୟାକର ଉପକାରିତା, ମାତ୍ର ଥରେ ବ୍ୟବହାର କରନ୍ତୁ ତାପରେ ଦେଖନ୍ତୁ କମାଲ

ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ଏହାର ବିଶେଷ ଭାବେ ଯତ୍ନ ନେବା ନିହାତି ଆବଶ୍ୟକ । ସପ୍ତାହକୁ ୨ ରୁ ୩ଥର ଫେସ ପ୍ୟାକର ବ୍ୟବହାର କରିବା ଉଚିତ । ବଜାରରେ ବିଭିନ୍ନ ପ୍ରକାରର ଫେସ ପ୍ୟାକ୍‍ ମିଳିଥାଏ ମାତ୍ର ସେଥିରେ କେମିକାଲର ମାତ୍ରା ଥିବାରୁ ବହୁ ସମୟରେ ଏହା ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ ।…

ମହିଳାମାନେ କାହିଁକି ହୋଇଥାନ୍ତି ଥାଇରଏଡ୍‌ କ୍ୟାନସରର ଶିକାର, ଜାଣନ୍ତୁ ରକ୍ଷା ପାଇବାର ସଠିକ୍‌ ଉପାୟ

ଆଜିଠାରୁ କିଛି ଦିନ ପୂର୍ବରୁ କ୍ୟାନସର ଭଳି ରୋଗ କେବଳ ବିଦେଶରେ ଦେଖିବାକୁ ମିଳୁଥିଲା କିନ୍ତୁ ଭାରତରେ ଯେବେ ଯେବେ ବିଦେଶୀ ଖାଦ୍ୟର ପରିମାଣରେ ଅଧିକ ହେବାକୁ ଲାଗିଲା ସେବେ ସେବେ ଭାରତରେ ମଧ୍ୟ ଏହି ରୋଗ ଆରମ୍ଭ ହେବାକୁ ଲାଗିଲା। ବିଦେଶୀ ଖାଦ୍ୟରେ ତ ସେଭଳି କିଛି ଖରାପ ନାହିଁ। କିନ୍ତୁ ଯଦି…

ଶୋଇବା ଘର କରନ୍ତୁ ଏପରି ପ୍ରସ୍ତୁତ, ଦାମ୍ପତ୍ୟ ଜୀବନରେ ବଢ଼ିବ ସୁଖ

ବାସ୍ତୁ ଦୋଷର ଜୀବନରେ କିପରି ପ୍ରଭାବ ପକାଇଥାଏ ତାହା ସମସ୍ତଙ୍କୁ ଜଣା। ଏଥି ପାଇଁ ଲୋକ ବାସ୍ତୁଶାସ୍ତ୍ର ହିସାବରେ ନିଜ ଘର ନିର୍ମାଣ କରିଥାନ୍ତି। ସେହିପରି ଯେଉଁ ଦମ୍ପତିଙ୍କ ଜୀବନରେ ସବୁବେଳେ ମତାନ୍ତର ଲାଗି ରହିଥାଏ ତାଙ୍କୁ ନିଜର ଶୋଇବା କକ୍ଷକୁ ବାସ୍ତୁ ହିସାବରେ ନିର୍ମାଣ କରିବା ଉଚିତ୍।…

ତୁଳସୀ ପାଣିର ରହିଛି ଚମତ୍କାରୀ ଔଷଧୀୟ ଗୁଣ, ସକାଳେ ଥରେ ଖାଲିପେଟରେ ପିଇଲେ ମିଳେ ଏସବୁ ଫାଇଦା

ତୁଳସୀରେ ଏମିତି ଅନେକ ଔଷଧୀୟ ଗୁଣ ରହିଛି, ଯାହା ଶରୀରର କେତେକ ସାଧାରଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ସର୍ଦ୍ଦି ଭଳି ରୋଗକୁ ଭଲ କରିବାରେ ତୁଳସୀ ସାହାଯ୍ୟ କରେ। କେବଳ ସେତିକି ନୁହେଁ ଓଜନ କମ୍‌ କରିବାରେ ମଧ୍ୟ ତୁଳସୀ ସାହାଯ୍ୟ କରେ। ଏଥିରେ ଆଣ୍ଟି-ଅକ୍ସିଡେଣ୍ଟ ଓ…

ୱିକେଣ୍ଡକୁ ବନାନ୍ତୁ ସ୍ପେସିଆଲ, ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଆଲୁ ମସାଲା କଚୋଡି

ସାଧାରଣତଃ ୱିକେଣ୍ଡ ସମସ୍ତଙ୍କୁ ପସନ୍ଦ କାରଣ ପୁରା ସପ୍ତାହ କାମ କରିବା ପରେ ଏହା ହିଁ ଗୋଟିଏ ଦିନ ମିଳିଥାଏ ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରିବା ପାଇଁଳ । ତେବେ ଆପଣଙ୍କ ସଣ୍ଡେକୁ ସ୍ପେସିଆଲ ବନାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 'ଆଲୁ ମସାଲା କଚୋଡି' । ତାହେଲେ ଆସନ୍ତୁ ଜାଣିବା…