Below header
Browsing Category

ଲାଇଫ୍ ଷ୍ଟାଇଲ୍

ଏହିସବୁ କ୍ରିଷ୍ଟଲ ଦୂର କରିଥାଏ ଆପଣଙ୍କ ଜୀବନରୁ ଛୋଟ-ଛୋଟ ସମସ୍ୟା, ଜାଣନ୍ତୁ କେମିତି

ଫେଗସୁଇ ଅନୁଯାୟୀ ପ୍ରତ୍ୟେକ କ୍ରିଷ୍ଟଲର ନିଜର ମହତ୍ୱ ଏବଂ ବ୍ୟବହାର କରିବାର ଉପାୟ ରହିଛି। ଯେପରିକି ଗୋଲାପି ରଙ୍ଗର ସ୍ପଟିକର ବ୍ୟବହାର ଜୀବନରେ ଭଲପାଇବା ପାଇଁ କରାଯାଇଥାଏ। ସେହିଭଳି ଏମିଥିଷ୍ଟ(Amethyst) ଗଛର ବ୍ୟବହାର ମାନସିକ ଏବଂ ଆଧ୍ୟାତ୍ମିକ ଶାନ୍ତି ପାଇବା ପାଇଁ ବ୍ୟବହାର…

ମାତ୍ର ୫ ମିନିଟରେ ଜାଣିହେବ ଆପଣଙ୍କୁ କ୍ୟାନ୍ସର ହୋଇଛି ନା ନାହିଁ, ଜାଣନ୍ତୁ କେମିତି

ଆଜିର ଦୁନିଆରେ କ୍ୟାନ୍ସର ଦେଶ-ଦୁନିଆ ପାଇଁ ବହୁତ ବଡ ସମସ୍ୟା ହୋଇ ଠିଆହେଉଛି। ଏହାସହିତ ଏହାକୁ ନେଇ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। କ୍ୟାନ୍ସର ମଧ୍ୟ ବିଭିନ୍ନ ପ୍ରକାର ହୋଇଥାଏ। ଯେଉଁଥିରେ ଗୋଟିଏ ହେଉଛି ଖାଦ୍ୟ ନଳୀର କ୍ୟାସନ୍ସର, ଯାହାଦ୍ୱାରା ପ୍ରତି ବର୍ଷ ୪୨ ହଜାର…

କାଖର କଳାପଣ ଦୂରେଇବାକୁ ମାତ୍ର ୧୦ ମିନିଟ୍‌ କରନ୍ତୁ ଏହି କାମ, ୩ ଦିନରେ ଦେଖନ୍ତୁ ଫାଇଦା

କାଖ କଳା ପଡ଼ିଯାଇଥିଲେ ଛୋଟ ହାତ ଥିବା ଡ୍ରେସ ପିନ୍ଧିବାକୁ ଲାଜ ଲାଗେ। ଏଣୁ ଉଭୟ ପୁଅ ଓ ଝିଅ ସବୁବେଳେ କାଖକୁ ଗୋରା କରିବାକୁ ବିଭିନ୍ନ ଉପାୟ ଆପଣାଇଥାନ୍ତି। ମାତ୍ର ସବୁ ଉପାୟ ସବୁବେଳେ କାମ କରିନଥାଏ। ଫଳରେ କାଖର କଳାଦାଗରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳିନଥାଏ। ବଜାରରେ ମିଳୁଥିବା ବିୟୁଟି…

ଦରଜ ହେଉଛିକି ଆପଣଙ୍କ ପାଦ, ତେବେ ଜାଣି ରଖନ୍ତୁ ଏହା ପଛର ୩ଟି କାରଣ

ଶରୀରରେ ପୋଷାକ ତତ୍ତ୍ୱର ଅଭାବ ହେତୁ ଲୋକଙ୍କ ଥରେ ଅନେକ ସମସ୍ୟା ଦେଖା ଦେଇଥାଏ । ଶାରୀରିକ ଦୁର୍ବଳତା ସହ ମାନସିକ ବିକାଶ ମଧ୍ୟ ଠିକ ଭାବେ ହୋଇପାରେ ନାହିଁ । କେବେ କେବେ ଏଧରଣର ରୋଗ ବିରାଟ ଆକାର ଧାରଣ କରେ । କିନ୍ତୁ ଏହା ପଛରେ ଥିବା ଅନେକ କାରଣ ଗୁଡିକ ଭିତରେ ଖାଦ୍ୟ ପେୟରେ ଅନିୟମିତତା ,…

ଗର୍ଭବତୀ ମହିଳା ପ୍ରତିଦିନ ଖାଆନ୍ତୁ ବିଟ୍‌, ଗର୍ଭସ୍ଥ ଶିଶୁ ବିକାଶ କରିଥାଏ

ଗର୍ଭାବସ୍ଥା ସମୟରେ ଫଳ ଏବଂ ପନିପରିବା ଭରପୂର ଖାଇବା ଉଚିତ। ଏଥିରେ ଥିବା ପୋଷକ ତତ୍ତ୍ୱ କେବଳ ଗର୍ଭବତୀ ମହିଳା ନୁହେଁ ବରଂ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ମଧ୍ୟ ଜରୁରୀ। କିନ୍ତୁ ଅନେକ ମହିଳା ଗର୍ଭବସ୍ଥାରେ କେଉଁ ଖାଦ୍ୟ ଖାଇବେ, କ’ଣ ନ ଖାଇବେ ତାହାକୁ ନେଇ ଚିନ୍ତାରେ ଥାଆନ୍ତି। ଏମିତି ଏକ…

ବୈବାହିକ ଜୀବନରେ କିଏ ଦିଏ ଅଧିକ ଧୋକା? ସ୍ୱାମୀ ନା’ ସ୍ତ୍ରୀ, ସର୍ଭେରେ ହେଲା ଖୁଲାସା

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କ ଠାରୁ ଭିନ୍ନ ହୋଇଥାଏ। ଏହି ସମ୍ପର୍କର ମୂଳଦୂଆ ବିଶ୍ୱାସ ଉପରେ ଗଢ଼ି ଉଠିଥାଏ। ପରସ୍ପର ପ୍ରତି ବିଶ୍ୱାସ ହିଁ ସମ୍ପର୍କକୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ। କିନ୍ତୁ ଯଦି ଏହି ସମ୍ପର୍କରେ କେବେ ଫାଟ ସୃଷ୍ଟି ହୁଏ ତେବେ ସବୁ କିଛି ସରିଯାଏ କହିଲେ…

ରବିବାରରେ ଘରେ ଅଛନ୍ତି କି, ତାହେଲେ ଆଜି ବନାଇ ଖାଆନ୍ତୁ ‘ଓ୍ଵାଇନ ଚାଇନିଜ ଚିକେନ’

ସଣ୍ଡେରେ ଘରେ ଛୁଟିରେ ଅଛନ୍ତି ଆଉ କିଛି ସ୍ପେଶାଲ ଖାଇବାକୁ ଇଚ୍ଛା ହେଉଛି। ତେବେ କିଛି ଭାବନ୍ତୁନି ଆଜି ବନାନ୍ତୁ ‘ଓ୍ଵାଇନ୍‌ ଚାଇନିଜ୍‌ ଚିକେନ’। ଚିକେନକୁ ନନଭେଜ୍‌ ସୌକିନମାନେ ଖୁବ୍‌ ପସନ୍ଦ କରନ୍ତି। ଏହାର ସବୁ ଡିସ୍‌ ଚିକେନପ୍ରେମୀଙ୍କୁ ବହୁତ ଭଲ ଲାଗିଥାଏ। ଆଜି ଆମେ ଆପଣଙ୍କ ପାଇଁ…

ଅଫିସ୍ ରୋମାନ୍ସ ପାଇଁ କାହାକୁ ପସନ୍ଦ କରନ୍ତି କର୍ମଚାରୀ, ବସ୍‌ଙ୍କୁ ନା ସହକର୍ମୀକୁ

ଗୋଟିଏ ପଟେ ମହିଳାମାନେ ନିଜ ସୁରକ୍ଷା ପାଇଁ ମିଠୁ ଅଭିଯାନ ଆରମ୍ଭ କରୁଥିବାବେଳେ ଅପରପକ୍ଷରେ ଅଫିସ୍‌ରେ ରୋମାନ୍ସକୁ ମଧ୍ୟ ବେଶ୍ ପସନ୍ଦ କରିଥା’ନ୍ତି କର୍ମଚାରୀମାନେ। ଅଫିସ୍‌ରେ ରୋମାନ୍ସ ଟ୍ରେଣ୍ଡ୍କୁ ନେଇ ହୋଇଥିବା ଏକ ସର୍ଭେରୁ ଏହା ସାମ୍ନାକୁ ଆସିଛି। ଏପରିକି ନିଜ ବସ୍‌ଙ୍କ ସହ…

ଏହି ରାଶିର ବ୍ୟକ୍ତି ପିନ୍ଧନ୍ତୁ ନାହିଁ ରୂପା ମୁଦି, ବିଗିଡି ଯାଇପାରେ ଶୁଭ କାମ

ମହିଳା ମାନଙ୍କ ଜୀବନରେ ସୁନା, ରୁପାର ଏକ ବିଶେଷ ମହତ୍ୱ ରହିଥାଏ । ଦୁନିଆରେ କଦବା କୋଚିତ ମହିଳା ଏମିତି ଥିବେ ଯାହାଙ୍କୁ ସୁନା ରୁପାରେ ନିର୍ମିତ ଆଭୂଷଣ ଏତେଟା ପସନ୍ଦ ନଥିବ । ଏହି ଗହଣା ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଥିବା ବେଳେ ଜ୍ୟୋତିଷ ଶାସ୍ତ୍ରରେ ବି ଏହାକୁ ନେଇ ବିଶେଷ…

ଆପେଣ୍ଡିସକ୍ସ ଆଡକୁ ଇସାରା କରିଥାଏ ଏହି ଲକ୍ଷଣ, ପୂର୍ବରୁ ହିଁ ହୋଇଯାନ୍ତୁ ସତର୍କ

ପେଟରେ ଯନ୍ତ୍ରଣା ହେବା ଏକ ସାଧାରଣ କଥା। କିନ୍ତୁ ଯେତେବେଳେ ଏହି ଯନ୍ତ୍ରଣା ବଢ଼ିବାକୁ ଲାଗେ ସେତେବେଳେ ଆପେଣ୍ଡିକ୍ସର ଭୟ ରହିଥାଏ। କିନ୍ତୁ ପ୍ରାୟ ସମୟରେ ଲୋକମାନେ ଏହି ଯନ୍ତ୍ରଣାକୁ ସାମାନ୍ୟରେ ନେଇଯାନ୍ତି, ଯାହା ପରେ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଆପେଣ୍ଡିକ୍ସରେ ପେଟରେ ଅଚାନକ…

ଶାରୀରିକ ସମ୍ପର୍କ ଯୋଗୁ ବ୍ୟାପୁଛି ଏହି ୪ଟି ନୂଆ ମାରାତ୍ମକ ରୋଗ, ଖାସ୍‌ କରି ଯୁବପିଢ଼ି ହେଉଛନ୍ତି ଶିକାର

ପ୍ରତିଦିନ ନୂଆ ନୂଆ ବେମାରି ସାମ୍ନାକୁ ଆସୁଛି। ଏସବୁ ରୋଗ ମଧ୍ୟରୁ ସବୁଠାରୁ ସାଂଘାତିକ ବେମାରି ହେଉଛି ଯୌନ ସମ୍ବନ୍ଧୀୟ ରୋଗ। ପ୍ରତିଦିନ ଶତାଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ସେଭଳି ନୂଆ ଚାରିଟି ବ୍ୟାକ୍ଟେରିଆ ବାହିତ ରୋଗ ଯାହା ଲୋକଙ୍କ ସ୍ୱାସ୍ଥ୍ୟ…

ଆପଣଙ୍କ ବସିବା ଅଭ୍ୟାସ ଆପଣଙ୍କ ଶରୀରକୁ ପହଞ୍ଚାଇଥାଏ ହାନି, ଜାଣନ୍ତୁ କିପରି

ସାଧାରଣତଃ ଆଜିକାଲିର ଯୁବପିଢି ନିଜକୁ ଷ୍ଟାଇଲିସ୍‌ ଲୁକ୍‌ ଦେବା ପାଇଁ ବିଭିନ୍ନ ଚାଲିଚଳନକୁ ଆପଣାଇଥାନ୍ତି। ଅଧିକାଂଶ ଯୁବକ ଯୁବତୀ ଏବେ ବସିବା ସମୟରେ ସିଧା ହୋଇ ନବସି ଗୋଡ ଉପରେ ଗୋଡ ପକାଇ (cross leg) କରି ବସୁଥିବା ଦେଖିବାକୁ ମିଳୁଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି ଆପଣଙ୍କର ଏହି…