Below header
Browsing Category

ଲାଇଫ୍ ଷ୍ଟାଇଲ୍

କେବଳ ପାନ ନୁହେଁ, ଶରୀର ପାଇଁ ବେଶ୍‌ ଲାଭଦାୟକ ଚୂନ

ଆପଣମାନେ ପାନରେ ବ୍ୟବହାର କରାଯାଉଥିବା ଚୂନ ବିଷୟରେ ନିଶ୍ଚିତ ଜାଣିଥିବେ। କିନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ ସେ ବିଷୟରେ କେବେ ଜାଣିନଥିବେ। ଏହା ଶାରୀରିକ ଏବଂ ମାନସିକ ବିକାର ଦୂର କରିବା ସହିତ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଚୂନ ହାଡ, ସ୍ମୃତି, ଗର୍ଭଧାରଣ ଏବଂ ନଂପୁସକତା ସହିତ…

ଘରର କେଉଁ ଦିଗରେ ଲଗାଇବେ କେଉଁ ପ୍ରକାର ତାଲା, ଜାଣନ୍ତୁ ଏ ସମ୍ପର୍କିତ ବାସ୍ତୁ ଟିପ୍ସ

ଆପଣ ଜାଣିଛନ୍ତି କି, ଯେଉଁ ତାଲା, ଚାବି ଆମେ ଘରର ସୁରକ୍ଷା ପାଇଁ ବ୍ୟବହାର କରିଥାଉ, ସେହି ତାଲା, ଚାବି ଆମ ଭାଗ୍ୟର ବନ୍ଦ ତାଲାକୁ ବି ଖୋଲିପାରିଥାଏ। ଏହି କଥା ଆମ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯଦି ଏହି ତାଲା, ଚାବିକୁ ଠିକ୍‌ ଭାବେ ପ୍ରୟୋଗ କରା ନ ଯାଏ, ତା’ହେଲେ ଏହା ଆପଣଙ୍କୁ…

ସବୁଦିନ ରାତିରେ ଶୋଇବା ପୂର୍ବରୁ ରୁମ୍‌ରେ ଜଳାନ୍ତୁ ଗୋଟିଏ ତେଜପତ୍ର, ମିଳିବ ଅନେକ ଫାଇଦା

ପୁରାତନ ଯୁଗରୁ ଭାରତୀୟ ପାକ ପ୍ରଣାଳୀରେ ତେଜପତ୍ର ବ୍ୟବହାର କରାଯାଇ ଆସୁଛି। ଏହାକୁ ଏକ ମସଲା ରୂପେ ବ୍ୟବହାର କରାଯାଇଥାଏ। କିନ୍ତୁ ଏଥିରେ ଅନେକ ଔଷଧୀୟ ଗୁଣ ଭରପୂର ଥାଏ, ଯଦ୍ଦ୍ଵାରା ଆପଣଙ୍କୁ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିପାରେ। ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଗୋଟିଏ…

ବ୍ରେକ୍‌ଅପ୍‌ ପରେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, ସମ୍ପର୍କ ଭାଙ୍ଗିବା ଦ୍ୱାରା ହୋଇଥାଏ ଏହି ୫ଟି ବଡ଼ ଫାଇଦା

ପ୍ରେମ ସମ୍ପର୍କରେ ସବୁଠାରୁ କଷ୍ଟ ମୁହୂର୍ତ୍ତ ହେଉଛି ବ୍ରେକ୍‌ଅପ୍‌ ବା ସମ୍ପର୍କ ଭାଙ୍ଗିବା। ଜୀବନଠୁ ଅଧିକ ଭଲ ପାଉଥିବା ବ୍ୟକ୍ତି ଯଦି ହଠାତ୍‌ ଦୂରେଇଯାଏ, ଯେ କେହି ବି ଭାଙ୍ଗିପଡ଼ିବା ସ୍ୱାଭାବିକ। ଏବେ ପ୍ରାୟ ପ୍ରେମୀଯୁଗଳ ଏହି ସମୟ ଦେଇ ଗତି କରୁଥିବା ଦେଖିବାକୁ ମିଳୁଛି। କିଛି ଲୋକ…

ଏହି ଶୀତଦିନରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ମସାଲା ଫୁଲକୋବି ଭର୍ତ୍ତା’

ଫୁଲ କୋବି ତ ସମସ୍ତେ ଖାଇଥିବେ | ଶୀତଦିନରେ ଫୁଲକୋବି ଭଜା, ଫୁଲକୋବି ତରକାରୀ ପ୍ରାୟତ ସମସ୍ତଙ୍କର ନିତିଦିନିଆ ଖାଦ୍ୟ ହୋଇଥାଏ | ବହୁ ଜଣ ଚିଲି ଫୁଲକୋବି ଓ ଫୁଲ କୋବି ପକୋଡା ପରି ସ୍ୱାଦିଷ୍ଟ ବ୍ୟଞ୍ଜନ ଘରେ ବନେଇ ତାର ମଜା ନେଇଥାନ୍ତି | କିନ୍ତୁ ଫୁଲ କୋବି ଭର୍ତ୍ତା ପରି ଏକ ନିଆରା ବ୍ୟଞ୍ଜନର…

ରୁଟି ଖାଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି ଦୁଇଟି ଭୁଲ୍‌, ନଚେତ୍‌ ହୋଇଯିବେ ଦୁର୍ବଳ

ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଶୁଦ୍ଧ ଗହମରେ ପ୍ରସ୍ତୁତ ରୁଟିକୁ ଯଦି ଘିଅ ସହିତ ସେବନ କରାଯାଏ, ତା’ହେଲେ ଏହା ଅଧିକ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଶରୀର ଶକ୍ତିଶାଳୀ ଓ ବଳବାନ ବନିଥାଏ। କିନ୍ତୁ ଯଦି ଆପଣ ରୁଟି ଖାଇବା ସମୟରେ ଏହି ଦୁଇଟି ଭୁଲ୍‌ କରିବେ, ତା’ହେଲେ ଦୁର୍ବଳପଣର…

ଆପଣଙ୍କର ଯଦି କୁନି ପିଲା ଅଛନ୍ତି ତାହାଲେ ଏମିତି ଶିଖାନ୍ତୁ ଗୁଡ୍‌ ଟଚ୍‌ ଏବଂ ବ୍ୟାଡ୍‌ ଟଚ୍‌

ପିଲାଙ୍କୁ ବାଳ ଯୌନ ଶୋଷଣ ଠାରୁ ରକ୍ଷା କରିବା ପାଇଁ ଦିଲ୍ଲୀ ପୋଲିସ ଦ୍ୱାରା ଏକ ଅପରେସନ୍‌ ଆରମ୍ଭ କରାଯାଇଛି ଯାହାର ନାମ ‘ନାଜୁକ’ ରଖାଯାଇଛି। ଏଥିରେ ମୁଖ୍ୟତଃ ଗୁଡ୍‌ ଟଚ୍‌ ଏବଂ ବ୍ୟାଡ୍‌ ଟଚ୍‌ ବିଷୟରେ ପିଲାଙ୍କୁ ଅବଗତ କରାଯିବ। ପିଲାମାନେ ନିହାତି ଜାଣିବା ଦରକାର ଯେ କେଉଁ ଲୋକ ତାଙ୍କୁ…

ଛୋଟ ପିଲାଙ୍କ ତଣ୍ଟିରେ ଅଟକିଥିବା ପଇସା କିପରି କାଢିବେ, ଜାଣିରଖନ୍ତୁ ଘରୋଇ ଟିପ୍ସ

ଛୋଟ ଶିଶୁ କିଛି ବି ଜିନିଷ ପାଇଲେ ହଠାତ୍‌ ତାକୁ ପାଟିରେ ଭର୍ତ୍ତି କରିଦିଏ। ଆପଣ ଛୋଟବେଳେ ନିଶ୍ଚିତ ପଇସା ଗିଳିଦେଇଥିବେ। ଏପରି ଆପଣଙ୍କ ସହିତ ନିଶ୍ଚିତ ଘଟିଥିବ। ଏପରି ସ୍ଥଳେ ତଣ୍ଟିରେ ପଇସାଟି ଲାଖି ରହିଯାଏ। ଏପରି ସ୍ଥିତିରେ ଛୋଟପିଲାଙ୍କ ଜୀବନ ଉପରେ ବିପଦ ରହିଥାଏ। ତେଣୁ ସେମାନଙ୍କୁ…

ଦହି ନା କ୍ଷୀର? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେଉଁଟି ଅଧିକ ଲାଭକାରୀ

ସ୍ୱାସ୍ଥ୍ୟ ପାଇଁ ଉଭୟ କ୍ଷୀର ଓ ଦହି ଲାଭକାରୀ ହେଇଥାଏ। ଶରୀରକୁ ପୁଷ୍ଟି ଯୋଗାଇବା ସହ ହାଡ଼ ମଜଭୁତ କରିବାରେ ଏହା ସହାୟକ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କ୍ଷୀର ଓ ଦହି ମଧ୍ୟରୁ ସବୁଠୁ ଅଧିକ ସ୍ୱାସ୍ଥ୍ୟକାରୀ କିଏ। ଉଭୟ ଖାଦ୍ୟ ଶରୀର ପାଇଁ ଉତ୍ତମ ହୋଇଥିଲେ ମଧ୍ୟ କ୍ଷୀରଠାରୁ ଅଧିକ ଲାଭ…

ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ଜିନିଷ ଆଦାନ ପ୍ରଦାନ, ନଚେତ ଆପଣଙ୍କ ଉପରେ ପଡିପାରେ ଖରାପ ପ୍ରଭାବ

ସାଧାରଣତଃ ଲୋକମାନେ ଦରକାର ସମୟରେ ଟଙ୍କା ପଇସା ଆଦାନ ପ୍ରଦାନ କରିଥାନ୍ତି। ଅନେକ ଥର ଲୋକ କେବଳ ପଇସା ନୁହେଁ ବରଂ ଅନ୍ୟ କେତେକ ଜିନିଷ ମଧ୍ୟ ଆଦାନପ୍ରଦାନ କରିଦିଅନ୍ତି। କିନ୍ତୁ ଏହା ଆପଣଙ୍କ ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିପାରେ। ପ୍ରତ୍ୟେକ ଜିନିଷରେ ଏପରି କିଛି ଶକ୍ତି ରହିଥାଏ, ଯାହାକୁ…

ଅଖରୋଟ ଭଲ ଅଛି ନା ଖରାପ? କିଣିବା ବେଳେ ଜାଣନ୍ତୁ କେମିତି ଚିହ୍ନିବେ

ଶରୀରରେ ଭିଟାମିନ ଇ ର ଅଭାବ ପରିଲକ୍ଷିତ ହେଉଥିଲେ ଅଖରୋଟ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଭିଟାମିନ ଇ ର ମୁଖ୍ୟସ୍ରୋତ ଭାବେ ଏହା ପରିଗଣିତ ହୋଇଥାଏ। ନିୟମିତ ଅଖରୋଟ ଖାଇବା ଦ୍ୱାରା ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଦୃଷ୍ଟି ଶକ୍ତି ବଢ଼ାଇବାରେ ଏହା ସାହାଯ୍ୟ କରେ। ଅଖରୋଟରେ…

ସ୍ୱପ୍ନରେ ବଜରଙ୍ଗବଲୀଙ୍କୁ ଦେଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଶାସ୍ତ୍ରରେ ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଏଭଳି ଏକ ଉପାୟ ରହିଛି ଯାହା ଦ୍ୱାରା ଭଗବାନ ବଜରଙ୍ଗବଲୀ ସ୍ୱପ୍ନରେ ଆସି ସାଧକଙ୍କ ମନୋସ୍କାମନା ପୂରଣ ହେବାର ଆଶୀର୍ବାଦ ଦେଇଥାନ୍ତି। ଏହି ଉପାୟକ ଆପଣ ହନୁମାନ ଜୟନ୍ତୀ କିମ୍ବା ଅନ୍ୟ କୌଣସି ଶୁଭଦିନରେ…