Below header
Browsing Category

ଲାଇଫ୍ ଷ୍ଟାଇଲ୍

ନଭେମ୍ବର ୨୬ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଆଜିର ଦିନରେ ଜନ୍ମ ଜାତକର ମୂଲ୍ୟାଙ୍କ ୮। ଏହି ଅଙ୍କ ଶନିଙ୍କର ବୋଲି ମଧ୍ୟ କୁହାଯାଇଥାଏ। ଆଜିର ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ସ୍ୱଭାବରେ ବହଚତ ଗମ୍ଭୀର, ପରୋପକାରୀ ଏବଂ ପରିଶ୍ରମୀ ହୋଇଥାନ୍ତି। ଜୀବଦନରେ ସଫଳତା ହାସଲ କରିବା ପାଇଁ ଲୋକମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥାଏ। ଆଜିର ଦିନରେ…

ଅମାବାସ୍ୟାରେ ଆପଣ ଯାହା ମାଗିବେ ସବୁ ହେବ ପୂର୍ଣ୍ଣ, କେବଳ କରିବାକୁ ହେବ ସହଜ ଉପାୟ

ସବୁ ମାସରେ ଦୁଇଟି ପକ୍ଷ ଥାଏ, ଗୋଟିଏ ହେଉଛି ପୂର୍ଣ୍ଣିମା ଏବଂ ଅନ୍ୟଟି ହେଉଛି ଅମାବାସ୍ୟା। ଏହି ଦୁଇ ଦିନର ଜ୍ୟୋତିଷ ଶାସ୍ତ୍ରରେ ବହୁତ ବଡ ମହତ୍ତ୍ୱ ରହିଛି। ଏମିତି ମାନ୍ୟତା ରହିଛି ଯେ ଏହି ଦିନରେ କରାଯାଇଥିବା ସମସ୍ତ ଶାସ୍ତ୍ରୀୟ କାମ ଶୀଘ୍ର ଫଳପ୍ରଦ ହୋଇଥାଏ। ଆଜି ମାର୍ଗଶୀର ଅମାବାସ୍ୟା…

ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ, ଅମାବାସ୍ୟା ରାତିରେ କରନ୍ତୁ ଏହିସବୁ କାମ…

ଅମାବାସ୍ୟାକୁ ହିନ୍ଦୁ ଧର୍ମରେ ଏକ ନିଷ୍ଫଳା ଦିନ କୁହାଯାଏ। ଏହି ଦିନ କୌଣସି ଶୁଭ କାମ କରିବାକୁ ବାରଣ କରାଯାଇଛି। କିନ୍ତୁ ଅମାବାସ୍ୟା ରାତିରେ କେତେକ କାମ କଲେ ସାରା ଜୀବନ ଖୁସି ଓ ଶାନ୍ତି ମିଳିଥାଏ, ଯାହା ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ରାଶି ଅନୁସାରେ ଅମାବାସ୍ୟାରେ ପୂଜା ବା ଦାନ ଧର୍ମ…

ଏହି ରାଶିର ଝିଅମାନେ ନିଜ ବୟଫ୍ରେଣ୍ଡଙ୍କ ଉପରେ ରଖିଥାନ୍ତି କଡ଼ା ନଜର, ଆଉ କାହାକୁ ଅନାଇବାକୁ ବି ଦିଅନ୍ତିନି ସୁଯୋଗ

ଆଜିକାଲି ଝିଅମାନେ ଆଉ ଘରକୋଣରେ ରହିବାକୁ ପସନ୍ଦ କରୁନାହାନ୍ତି। ବର୍ତ୍ତମାନର ମହିଳା ଆତ୍ମନିର୍ଭରଶୀଳ ହେବା ସହ ବୁଦ୍ଧିମତୀ ମଧ୍ୟ ହୋଇଗଲେଣି। ସେମାନେ ଏବେ ନିଜ ପାଇଁ କ’ଣ ଠିକ୍‌ କ’ଣ ଭୁଲ ତାହା ମଧ୍ୟ ନିଷ୍ପତ୍ତି ନେଇପାରୁଛନ୍ତି। ଏସବୁ ସାବଧାନତା ଅବଲମ୍ବନ କରିବା ପରେ ମଧ୍ୟ ବର୍ତ୍ତମାନ…

ଚାଉଳ ଓ ମହୁ ବ୍ୟବହାର କରି ଘରେ ପାଆନ୍ତୁ ଗୋଲଡେନ୍‌ ଗ୍ଲୋ ସ୍କିନ୍‌

ମହୁ ସ୍ୱାସ୍ଥ୍ୟ ସହ ତ୍ୱଚା ପାଇଁ ମଧ୍ୟ ଖୁବ୍‌ ଲାଭଦାୟକ ହୋଇଥାଏ। ତ୍ୱଚାକୁ ମୁଲାୟମ କରିବାରେ ଏହା ସାହାଯ୍ୟ କରିଥାଏ। ଆପଣ ଚାହିଁଲେ ମହୁ ବ୍ୟବହାର କରି ଘରେ ମଧ୍ୟ ଫେସିଆଲ କରିପାରିବେ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ପାଇପାରିବେ ଗୋଲଡେନ୍‌ ଗ୍ଲୋ ସ୍କିନ୍‌… ଫେସିଆଲ କରିବା…

କେବେ ବି ଭୋଜନ ଥାଳିରେ ଏକ ସାଥୀରେ ପରସନ୍ତୁ ନାହିଁ ୩ଟି ରୁଟି, ଜାଣନ୍ତୁ କାରଣ

ଆପଣ ଅନେକ ସମୟରେ ଦେଖିଥିବେ, ଭୋଜନ ଥାଳିରେ କେବେ ବି ଏକସାଥୀରେ ପରସା ଯାଇ ନ ଥାଏ ୩ଟି ରୁଟି। ଏହାର କାରଣ ଆପଣ ଜାଣିଛନ୍ତି କି? ଯଦି ନାହିଁ, ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବାକୁ ଯାଉଛୁ। ୩ ଅଙ୍କକୁ ଗଣାଯାଏ ଅଶୁଭ ପ୍ରାଚୀନ ସମୟରୁ ଥାଳିରେ ୩ଟି ରୁଟି ପରସା ନ ଯିବାର ପରମ୍ପରା…

ଫିଟିକିରି ଦୂର କରିବ ଆପଣଙ୍କର ଅନେକ ସମସ୍ୟା, ଏପରି କରନ୍ତୁ ବ୍ୟବହାର

ଆପଣମାନେ ଫିଟିକିରି ନିଶ୍ଚୟ ଭାବେ ଜାଣିଥିବେ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରପୂର ରହିଥାଏ। ପୂର୍ବରୁ ପୁଅମାନଙ୍କୁ ସେଲୁନରେ ସେଭିଂ କରିବା ପରେ ତ୍ୱଚାକୁ ସୁରକ୍ଷିତ ରଖିବା ପାଇଁ ଫିଟିକିରି ଲଗାଯାଉଥିଲା। ଏହାଛଡା ପାଣିକୁ ସଫା କରିବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଉଥିଲା। ମନୁଷ୍ୟର…

ମାନସିକ ଦୁର୍ବଳତା ଏବଂ ଚିନ୍ତା ଦୂର କରେ କଳାରାଶି, ଜାଣନ୍ତୁ ଏହାର ଆଉ କ’ଣ ରହିଛି ଫାଇଦା

ରାଶି ଖାଇବା ଶରୀର ପାଇଁ ବହୁତ ଲାଭଦାୟକ। ରାଶିକୁ ଶୀତଦିନେ ଖାଇବା ଉଚିତ, ଗରମ ଦିନରେ ରାଶି ଖାଇବା ଉଚିତ ନୁହେଁ। ଆପଣ କେବଳ ଧଳା ରାଶି ନୁହେଁ ବରଂ କଳା ରାଶି ମଧ୍ୟ ଖାଇବା ଉଚିତ। ଏହାକୁ ଖାଇବା ଦ୍ୱାରା ଶରୀରକୁ କ୍ୟାଲସିୟମ, ଆଇରନ, ଆକ୍‌ଜଲିକ ଏସିଡ, ଆମିନୋ ଏସିଡ, ପ୍ରୋଟିନ, ଭିଟାମିନ ବି,…

ପୁରୁଷମାନେ ପ୍ରତିଦିନ ଏହି ଉପାୟରେ ପିଆଜ ଖାଆନ୍ତୁ, ବୃଦ୍ଧି ପାଇବ ଯୌନଶକ୍ତି

ଆୟୁର୍ବେଦରେ ପିଆଜକୁ ଖୁବ୍‌ ସ୍ୱାସ୍ଥ୍ୟପ୍ରଦ ବୋଲି ବର୍ଣ୍ଣନା କରାଯାଇଛି। ଆୟୁର୍ବେଦ ଗ୍ରନ୍ଥରେ ପିଆଜ ବିଶେଷ କରି ପୁରୁଷଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ରାମବାଣ ଭଳି କାମ କରିଥାଏ ବୋଲି କୁହାଯାଇଛି। ପ୍ରତିଦିନ ପିଆଜ ଖାଇବା ଦ୍ୱାରା ପୁରୁଷତ୍ୱ ବା ଶରୀରରେ ଶୁକ୍ରାଣୁର ପରିମାଣ ବୃଦ୍ଧି…

ଏହି ଦୁଇଟି ରାଶିର ବ୍ୟକ୍ତି ଗୋଡରେ ପିନ୍ଧୁଛନ୍ତି କି କଳା ଫିତା, ହୋଇଯାଆନ୍ତୁ ସତର୍କ

ଗୋଡରେ ବହୁତ ଲୋକେ କଳା ଫିତା ପିନ୍ଧୁଥିବା ଦେଖିବାକୁ ମିଳିଥାଏ । ବିଶ୍ବାସ ରହିଛି କି, କଳା ଫିତା ପିନ୍ଧିବା ଦ୍ବାରା ଖରାପ ନଜରରୁ ରକ୍ଷା ମିଳିଥାଏ । କିନ୍ତୁ ପ୍ରଶ୍ନ ଉଠୁଛି କଣ ସମସ୍ତେ କଳା ଫିତା ପିନ୍ଧିବା ଉଚିତ୍? କଳା ଫିତା କେବଳ ଖରାପ ନଜରୁ ରକ୍ଷା କରିଥାଏ ତାହା ନୁହେଁ, ବରଂ ଏହା ଶନି…

ଆଳୁ ପରାଠା ତ ଖାଇଛନ୍ତି କିନ୍ତୁ କଣ କେବେ ପନୀର ପରାଠା ଖାଇଛନ୍ତି ? ତାହେଲେ ଆଜି ହିଁ କରନ୍ତୁ ପ୍ରସ୍ତୁତ

ଆଜି ଘରେ କିଛି ଏମିତି ନୂଆ ବନାନ୍ତୁ ଯାହାକୁ ଖାଇବା ପରେ ଆପଣଙ୍କ ପରିବାର ଲୋକ ଆପଣଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହେବେ। ଖାସ୍‌ କରି କିଛି ନୂଆ ଡିସ୍‌ ହୋଇଥିଲେ ତାହାକୁ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। ନିରାମିଶ ବାରରେ କିଛି ଏମିତି ବନାନ୍ତୁ ଯାହାକୁ ସମସ୍ତେ ମନେ ରଖିବେ। ଆପଣ ଆଜି…

ହ୍ଵାଇଟ୍‌ ଡିସଚାର୍ଜ ବା ଧଳାସ୍ରାବ ସମସ୍ୟାରେ ଚିନ୍ତିତ କି? ତେବେ ଥରେ ମେଥିକୁ ଆପଣେଇ ଦେଖନ୍ତୁ

ଧଳାସ୍ରାବ ଅର୍ଥାତ କେହି କେହି ଏହାକୁ ହ୍ଵାଇଟ୍‌ ଡିସଚାର୍ଜ ବୋଲି କହନ୍ତି। ଏହି ସମସ୍ୟାକୁ ଅଧିକ ମହିଳାମାନେ ସାମ୍ନା କରନ୍ତି ଯେଉଁ କାରଣରୁ ସେମାନେ ଚିଡାଚିଡା ହୁଅନ୍ତି। ଧଳାସ୍ରାବ ଯୋଗୁଁ ମହିଳା ସବୁବେଳେ ଚିନ୍ତାଗ୍ରସ୍ତରେ ଥାଆନ୍ତି। ପ୍ରାୟ ମହିଳାମାନଙ୍କର ଏତେ ଅଧିକ ମାତ୍ରାରେ ଧଳାସ୍ରାବ…